or_tn/2co/11/22.md

8 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପାଉଲ ଆପଣା ପ୍ରେରିତ ପଦର ସମର୍ଥନ କରୁଥିବା ବେଳେ, ସେ ଜଣେ ବିଶ୍ବାସୀ ହେବା ଦିନଠାରୁ ଘଟିଥିବା ନିର୍ଦ୍ଦିଷ୍ଟ ବିଷୟ ସବୁ କହୁଛନ୍ତି I
# Are they Hebrews? ... Are they Israelites? ... Are they descendants of Abraham?
ପାଉଲ ଏପରି ପ୍ରଶ୍ନ ପଚାରୁଛନ୍ତି, ଯାହା ହୁଏତ କରିନ୍ଥୀୟମାନେ ପଚାରି ପାରିଥାନ୍ତେ ଓ ତାପରେ ସେ ମଧ୍ୟ ମହା-ପ୍ରେରିତମାନଙ୍କ ପରି ଅଧିକରୂପେ ଜଣେ ଯିହୂଦୀବୋଲି ଗୁରୁତ୍ବ ଦେବାକୁ ସେମାନଙ୍କୁ ଉତ୍ତର ଦେଉଛନ୍ତି I ଯଦି ସମ୍ଭବ, ତୁମେ ଗୋଟିଏ ପ୍ରଶ୍ନ-ଉତ୍ତର ଫର୍ମ ରଖିବା ଉଚିତ I ବିକଳ୍ପ ଅନୁବାଦ: “ସେମାନେ ଚାହୁଁଛନ୍ତି ଯେ ସେମାନେ ମୁଖ୍ୟ ଅଟନ୍ତି ବୋଲି ତୁମ୍ଭେମାନେ ଭାବିନିଅ ଓ ସେମାନଙ୍କ କଥାକୁ ବିଶ୍ବାସ କର, କାରଣ ସେମାନେ ଯିହୂଦୀ ଓ ଇଶ୍ରାୟେଲୀୟ ଏବଂ ଅବ୍ରାହାମଙ୍କ ସନ୍ତାନ I ଆଚ୍ଛା, ମୁଁ ମଧ୍ୟ ସେମାନଙ୍କ ପରି ଜଣେ I” (ଦେଖ: [[rc://*/ta/man/translate/figs-rquestion]])