or_tn/2co/11/20.md

12 lines
1.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# enslaves you
ଅନ୍ୟମାନଙ୍କୁ ରୀତିନୀତି ପାଳନ କରିବା ନିମନ୍ତେ ବାଧ୍ୟ କରୁଥିବା କେତେକ ଲୋକ ବିଷୟରେ ଯେତେବେଳେ ସେ କହନ୍ତି, ପାଉଲ ଅତିରଞ୍ଜନ ଉକ୍ତି ବ୍ୟବହାର କରନ୍ତି, ସତେ ଯେପରି ସେମାନେ ସେମାନଙ୍କୁ କ୍ରୀତଦାସ ହେବାକୁ ବାଧ୍ୟ କରୁଛନ୍ତି I ବିକଳ୍ପ ଅନୁବାଦ: “ସେମାନେ ଯାହା ଭାବିଥାନ୍ତି, ସେହିସବୁ ନିୟମ ପାଳନ କରିବାକୁ ବାଧ୍ୟ କରନ୍ତି” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-hyperbole]])
# he consumes you
ଲୋକଙ୍କର ଧନସମ୍ପତ୍ତିକୁ ନେଇ ଯାଉଥିବା ମହା-ପ୍ରେରିତମାନଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଲୋକମାନଙ୍କୁ ହିଁ ଖାଇଯାଉଛନ୍ତି I ବିକଳ୍ପ ଅନୁବାଦ: “ସେ ତୁମ୍ଭମାନଙ୍କ ସବୁ ସମ୍ପତ୍ତିକୁ ନେଇଯାଏ” (ଦେଖ: [[rc://*/ta/man/translate/figs-metaphor]])
# takes advantage of you
ଅପର ବ୍ୟକ୍ତି ଯାହା ଜାଣି ନାହିଁ ତାହାସବୁ ଜାଣିବା ଦ୍ବାରା ଜଣେ ଲୋକ ଅନ୍ୟ ଜଣେ ଲୋକର ଲାଭ ଉଠାଇ ଥାଏ ଓ ସେହି ଜ୍ଞାନ ବ୍ୟବହାର କରି ନିଜର ଲାଭ ପାଇଁ ଅନ୍ୟର କ୍ଷତି କରେ I