or_tn/2co/10/intro.md

23 lines
3.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# କରିନ୍ଥୀୟ ୧୦ ସାଧାରଣ ସୂଚନା## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ
କେତେକ ଅନୁବାଦ ପୁରାତନ ନିୟମର ଉଦ୍ଧୃତିଗୁଡିକୁ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣକୁ ରଖନ୍ତି I ULT ୧୭ ପଦର ଉଦ୍ଧୃତି କ୍ଷେତ୍ରରେ ଏହା କରୁଛି I
ଏହି ଅଧ୍ୟାୟରେ, ପାଉଲ ଆପଣା ଅଧିକାରର ପକ୍ଷ ସମର୍ଥନ କରିବାକୁ ଫେରୁଛନ୍ତି Iସେ ମଧ୍ୟ କହୁଥିବା ଶୈଳୀ ଓ ଲେଖୁଥିବା ଶୈଳୀକୁ ତୁଳନା କରୁଛନ୍ତି I
## ଏହି ଅଧ୍ୟାୟର ବିଶେଷ ଧାରଣା
### ଦର୍ପ କରିବା
""ଦର୍ପ”କୁ ଅନେକ ସମୟରେ ଗର୍ବ ବୋଲି ଧରି ନିଆଯାଏ, ଯାହା ଭଲ ବିଷୟ ନୁହେଁ I କିନ୍ତୁ ଏହି ଅଧ୍ୟାୟରେ “ଦର୍ପ” କରିବାର ଅର୍ଥ ଦୃଢ଼ ବିଶ୍ବାସର ସହିତ ଉଲ୍ଲସିତ ହେବା ଅବା ଆନନ୍ଦ କରିବା I
## ଏହି ଅଧ୍ୟାୟରେ ଥିବା ଅଳଙ୍କାର
### ରୂପକ
୩-୬ ପଦରେ ପାଉଲ ଯୁଦ୍ଧ ସମ୍ବନ୍ଧୀୟ ଅନେକ ରୂପକ ବ୍ୟବହାର କରନ୍ତି I ସେ ସମ୍ଭବତଃ ସେଗୁଡିକୁ ଖ୍ରୀଷ୍ଟିୟାନମାନେ ଆତ୍ମିକ ଯୁଦ୍ଧରେ ଥିବା ବିଷୟକ ଗୋଟିଏ ବୃହତ୍ ରୂପକର ଅଂଶ ଭାବରେ ବ୍ୟବହାର କରୁଛନ୍ତି I (ଦେଖ: [[rc://*/ta/man/translate/figs-metaphor]])
## ଏହି ଅଧ୍ୟାୟରେ ଥିବା ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ
### ଶରୀର
“ଶରୀର” ସମ୍ଭବତଃ ମନୁଷ୍ୟର ପାପପୂର୍ଣ୍ଣ ସ୍ବଭାବ ନିମନ୍ତେ ଗୋଟିଏ ରୂପକ ଅଟେ I ପାଉଲ ଶିକ୍ଷା ଦେଉନାହାନ୍ତି ଯେ ଆମ୍ଭମାନଙ୍କର ପାର୍ଥିବ ଶରୀର ପାପପୂର୍ଣ୍ଣ ଅଟେ I ପାଉଲ ଏଠି ଏଭଳି ଶିକ୍ଷାଦେବା ମନେ ହୁଏ ଯେ ଯେପର୍ଯ୍ୟନ୍ତ ଖ୍ରୀଷ୍ଟିୟାନମାନେ ଜୀବିତ ଅଛନ୍ତି (“ଶରୀରରେ”), ଆମ୍ଭେମାନେ ନିରନ୍ତର ପାପ କରି ପକାଇବା I କିନ୍ତୁ ଆମ୍ଭମାନଙ୍କର ନୂଆ ସ୍ବଭାବ ଆମ୍ଭମାନଙ୍କର ପୁରାତନ ସ୍ବଭାବ ବିରୁଦ୍ଧରେ ଯୁଦ୍ଧ କରୁଥିବ I (ଦେଖ: [[rc://*/tw/dict/bible/kt/flesh]])