or_tn/2co/10/11.md

12 lines
895 B
Markdown
Raw Permalink Normal View History

2020-11-19 00:15:53 +00:00
# Let such people be aware
ମୁଁ ଚାହେଁ ଯେ ସେହି ପ୍ରକାର ଲୋକେ ବୁଝନ୍ତୁ
# what we are in the words of our letters when we are absent is what we will be in our actions when we are there
ଆମ୍ଭେମାନେ ତୁମ୍ଭମାନଙ୍କଠାରୁ ଦୂରରେ ଥିବା ବେଳେ ଆମ୍ଭମାନଙ୍କ ପତ୍ରରେ ଯାହା କରିବୁ ବୋଲି ଲେଖିଥିଲୁ ତୁମ୍ଭମାନଙ୍କ ନିକଟରେ ଉପସ୍ଥିତ ହେଲେ ସେହି ସମାନ ବିଷୟ କରିବୁ
# we ... our
ଏହି ପଦଗୁଡିକର ସବୁ ଘଟଣା ପାଉଲଙ୍କ ସେବାଦଳକୁ ବୁଝାଏ, କିନ୍ତୁ କରିନ୍ଥୀୟମାନଙ୍କୁ ନୁହେଁ I (ଦେଖ: [[rc://*/ta/man/translate/figs-exclusive]])