or_tn/2co/06/13.md

4 lines
761 B
Markdown
Raw Permalink Normal View History

2020-11-19 00:15:53 +00:00
# open yourselves wide also
ପାଉଲ କରିନ୍ଥୀୟମାନଙ୍କୁ ବିନତି କରୁଛନ୍ତି ଯେ ସେ ସେମାନଙ୍କୁ ଯେପରି ପ୍ରେମ କରୁଛନ୍ତି, ସେମାନେ ତାହାଙ୍କୁ ସେପରି ପ୍ରେମ କରନ୍ତୁ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କୁ ପ୍ରତିବଦଳେ ପ୍ରେମ କର” କିମ୍ବା “ଆମ୍ଭେମାନେ ଯେଉଁ ପରିମାଣରେ ତୁମ୍ଭମାନଙ୍କୁ ପ୍ରେମ କଲୁ, ସେହି ପରିମାଣରେ ଆମ୍ଭମାନଙ୍କୁ ପ୍ରେମ କର” (ଦେଖ: [[rc://*/ta/man/translate/figs-metaphor]])