or_tn/2co/05/02.md

8 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# in this tent we groan
ଏଠାରେ “ତମ୍ବୁ”ର ଅର୍ଥ “ଆମ୍ଭେମାନେ ବାସ କରୁଥିବା ପାର୍ଥିବ ଗୃହ” ସଦୃଶ ସମାନ I “ଆର୍ତ୍ତ’ନାଦ” ଶବ୍ଦଟି ଏକ ପ୍ରକାର ଶବ୍ଦ ଯାହା ଜଣେ ଲୋକ କିଛି ଉତ୍ତମ ବିଷୟ ପାଇବାକୁ ଏକାନ୍ତ ଇଚ୍ଛା କରିବା ସମୟରେ କରିଥାଏ I
# longing to be clothed with our heavenly dwelling
“ଆମ୍ଭମାନଙ୍କର ସ୍ବର୍ଗୀୟ ଗୃହ”ର ଅର୍ଥ “ଈଶ୍ବରଙ୍କଠାରୁ ଆଗତ ଗୃହ” ସହିତ ସମାନ I ପାଉଲ ମୃତ୍ୟୁଭୋଗ କଲାପରେ ବିଶ୍ବାସୀମାନେ ପ୍ରାପ୍ତ ହେଉଥିବା ନୂତନ ଶରୀର ବିଷୟରେ କହନ୍ତି ଯେ ସତେ ଯେପରି ତାହା ସବୁ ଉଭୟ ଗୃହ ଓ ଏକ ବସ୍ତ୍ର ଖଣ୍ଡ ଯାହା ଜଣେ ଲୋକ ପରିଧାନ କରିପାରିବ I (ଦେଖ: [[rc://*/ta/man/translate/figs-metaphor]])