or_tn/2co/04/03.md

12 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# But if our gospel is veiled, it is veiled only to those who are perishing
ଏହା ପାଉଲ [ କରିନ୍ଥୀୟ ୩:୧୪](../03/14.md)ରେ ଆରମ୍ଭ କରିଥିବା ବିଷୟକୁ ଉଲ୍ଲେଖ କରେ I ସେଠାରେ ପାଉଲ ବୁଝାଉଛନ୍ତି ଯେ ଗୋଟିଏ ଆତ୍ମିକ ଆବରଣ ଅଛି, ଯାହା ପୁରାତନ ନିୟମ ପାଠ କରିବାବେଳେ ଲୋକମାନଙ୍କୁ ବୁଝିବାରୁ ନିବୃତ୍ତ କରୁଛି I ସେହି ପ୍ରକାରେ, ଲୋକମାନେ ସୁସମାଚାର ବୁଝିବାକୁ ଅସମର୍ଥ ଅଟନ୍ତି I (ଦେଖ: [[rc://*/ta/man/translate/figs-metaphor]])
# if our gospel is veiled, it is veiled
ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯଦି କୌଣସି ଆବରଣ ଆମ୍ଭମାନଙ୍କର ସୁସମାଚାରକୁ ଆଚ୍ଛାଦନ କରୁଅଛି, ସେହି ଆବରଣ ତାହା ଆଚ୍ଛାଦନ କରୁଅଛି” (ଦେଖ: [[rc://*/ta/man/translate/figs-activepassive]])
# our gospel
ଆମ୍ଭେମାନେ ଯେଉଁ ସୁସମାଚାର ପ୍ରଚାର କରୁଅଛୁ