or_tn/1ti/03/07.md

8 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# those outside
ଯେଉଁମାନେ ମଣ୍ଡଳୀର ବାହାରେ ଅଛନ୍ତି I ପାଉଲ ମଣ୍ଡଳୀ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଗୋଟିଏ ସ୍ଥାନ, ଆଉ ଅବିଶ୍ବାସୀମାନେ ଶାରୀରିକ ଭାବରେ ଏହାର ବାହାରେ ଅଛନ୍ତି I ବିକଳ୍ପ ଅନୁବାଦ: “ଯେଉଁମାନେ ଖ୍ରୀଷ୍ଟିୟାନ ନୁହନ୍ତି” (ଦେଖ: [[rc://*/ta/man/translate/figs-metaphor]])
# he does not fall into disgrace and the trap of the devil
ପାଉଲ ଅପମାନ ଓ ଶୟତାନ କାହାରିକୁ ପାପରେ ପକାଇବା ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଗର୍ତ୍ତ ବା ଫାନ୍ଦ, ଯେଉଁଥିରେ ଜଣେ ପଡ଼ିଯାଇପାରିବ I ଏଠାରେ “ପଡିବ” ଅର୍ଥାତ୍ ଅନୁଭବ କରିବ I ବିକଳ୍ପ ଅନୁବାଦ: “ଅବିଶ୍ବାସୀମାନଙ୍କ ସମ୍ମୁଖରେ କୌଣସି ବିଷୟ ତାହାକୁ ଲଜ୍ଜାର ପାତ୍ର କରେ ନାହିଁ, ଯେପରି ଶୟତାନ ତାକୁ ଆଉ ପାପରେ ପକାଇବାକୁ ପଡ଼ିବ ନାହିଁ” (ଦେଖ: [[rc://*/ta/man/translate/figs-metaphor]])