or_tn/1ti/01/14.md

16 lines
1.8 KiB
Markdown
Raw Permalink Normal View History

2020-11-19 00:15:53 +00:00
# But the grace
ଆଉ ଅନୁଗ୍ରହ
# the grace of our Lord overflowed
ପାଉଲ ଈଶ୍ବରଙ୍କ ଅନୁଗ୍ରହ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ତରଳ ପଦାର୍ଥ, ଯାହା ଗୋଟିଏ ପାତ୍ରରେ ପୂର୍ଣ୍ଣ କରାଯାଇପାରିବ ଓ ପାତ୍ର ପୂର୍ଣ୍ଣ ହୋଇଗଲେ ଉପର ଧାର ଦେଇ ଉଚ୍ଛୁଳି ଉଠିବ I ବିକଳ୍ପ ଅନୁବାଦ: “ଈଶ୍ବର ମୋତେ ଅତ୍ୟଧିକ ଅନୁଗ୍ରହ ଦେଖାଇଲେ” (ଦେଖ: [[rc://*/ta/man/translate/figs-metaphor]])
# with faith and love
ଏହା ହେଉଛି ପାଉଲଙ୍କ ପ୍ରତି ଈଶ୍ବର ଅତ୍ୟଧିକ ଅନୁଗ୍ରହ ଦେଖାଇବାର ଫଳ I ବିକଳ୍ପ ଅନୁବାଦ: “ଯାହା ମୋତେ ଯୀଶୁଙ୍କଠାରେ ଭରସା ରଖିବାକୁ ଓ ତାହାଙ୍କୁ ପ୍ରେମ କରିବାକୁ ପ୍ରବର୍ତ୍ତାଇଲା”
# that is in Christ Jesus
ଏହା ଯୀଶୁଙ୍କ ବିଷୟରେ କହେ ଯେ ସତେ ଯେପରି ସେ ତରଳ ପଦାର୍ଥ ଧାରଣ କରୁଥିବା ଗୋଟିଏ ପାତ୍ର I ଏଠାରେ “ଖ୍ରୀଷ୍ଟ ଯୀଶୁଙ୍କଠାରେ” ଯୀଶୁଙ୍କ ସହିତ ଥିବା ଏକ ସମ୍ପର୍କକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେ ଖ୍ରୀଷ୍ଟ ଯୀଶୁ ମୋତେ ଈଶ୍ବରଙ୍କୁ ଦେବା ନିମନ୍ତେ ସକ୍ଷମ କରାନ୍ତି, କାରଣ ମୁଁ ତାହାଙ୍କ ସହିତ ସଂଯୁକ୍ତ ଅଟେ” (ଦେଖ: [[rc://*/ta/man/translate/figs-metaphor]])