or_tn/1ti/01/06.md

8 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# Some people have missed the mark
ଖ୍ରୀଷ୍ଟଙ୍କଠାରେ ଥିବା ବିଶ୍ବାସ ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଏହା ଗୋଟିଏ ଲକ୍ଷ୍ୟ ସ୍ଥଳ, ଯେଉଁଠିକି ଆମ୍ଭମାନଙ୍କୁ ଲକ୍ଷ୍ୟ କରିବାକୁ ହେବ I ପାଉଲଙ୍କ କହିବାର ଅର୍ଥ ହେଉଛି ଯେ କେତେକ ଲୋକ ସେମାନଙ୍କ ବିଶ୍ବାସର ଉଦ୍ଦେଶ୍ୟକୁ ପୂରଣ କରୁନାହାନ୍ତି, ଯାହା କି ହେଉଛି ପ୍ରେମ ଏବଂ ଯାହା ବିଷୟରେ ସେ ଏବେ ୧:୫ ରେ ବୁଝାଇଛନ୍ତି I (ଦେଖ: [[rc://*/ta/man/translate/figs-metaphor]])
# have turned away from these things
ଏଠାରେ “ପଥଭ୍ରଷ୍ଟ” ଗୋଟିଏ ରୂଢ଼ି, ଯାହାର ଅର୍ଥ ସେମାନେ ଈଶ୍ବର ଦେଇଥିବା ଆଜ୍ଞା ମାନିବା ବନ୍ଦ କରିଦେଇଛନ୍ତି I (ଦେଖ: [[rc://*/ta/man/translate/figs-idiom]])