or_tn/1ti/01/05.md

24 lines
1.8 KiB
Markdown
Raw Permalink Normal View History

2020-11-19 00:15:53 +00:00
# Now
ମୁଖ୍ୟ ଶିକ୍ଷାରେ ଗୋଟିଏ ବିରତିକୁ ଚିହ୍ନଟ କରିବାପାଇଁ ଏଠାରେ ଏହି ଶବ୍ଦଟି ବ୍ୟବହାର କରାଯାଇଛି I ଏଠାରେ ପାଉଲ ତୀମଥିଙ୍କୁ ଆଜ୍ଞା ଦେଉଥିବାର ଉଦ୍ଦେଶ୍ୟକୁ ବୁଝାଉଛନ୍ତି I
# the commandment
ଏଠାରେ ଏହା ପୁରାତନ ନିୟମ କିମ୍ବା ଦଶ ଆଜ୍ଞାକୁ ବୁଝାଏ ନାହିଁ, କିନ୍ତୁ ପାଉଲ [୧ ତୀମଥି ୧:୩](../01/03.md) and [୧ ତୀମଥି ୧:୪](../01/04.md)ରେ ଦେଉଥିବା ଶିକ୍ଷାକୁ ବୁଝାଏ I
# is love
ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଏହା ହେଉଛି ଈଶ୍ବରଙ୍କୁ ପ୍ରେମ କରିବା” କିମ୍ବା ) “ଏହା ହେଉଛି ଲୋକମାନଙ୍କୁ ପ୍ରେମ କରିବା”
# from a pure heart
ଏଠାରେ “ଶୁଦ୍ଧ”ର ଅର୍ଥ ଲୋକଟିର ମନ୍ଦ କାର୍ଯ୍ୟ କରିବାକୁ କୌଣସି ଲୁକ୍କାୟିତ ଉଦ୍ଦେଶ୍ୟ ନାହିଁ I ଏଠାରେ “ହୃଦୟ” ଜଣେ ଲୋକର ମନ ଓ ଭାବନାକୁ ବୁଝାଏ I ବିକଳ୍ପ ଅନୁବାଦ: “ସଚ୍ଚୋଟ ମନରୁ” (ଦେଖ: [[rc://*/ta/man/translate/figs-metonymy]])
# good conscience
ଗୋଟିଏ ବିବେକ ଯାହା ଭୁଲ୍ ପରିବର୍ତ୍ତେ ଠିକ୍ ବିଷୟକୁ ବାଛିଥାଏ
# sincere faith
ନିଷ୍କପଟ ବିଶ୍ବାସ କିମ୍ବା “ଏକ କପଟଶୁନ୍ୟ ବିଶ୍ବାସ”