16 lines
1.7 KiB
Markdown
16 lines
1.7 KiB
Markdown
|
# not in word only
|
|||
|
|
|||
|
କେବଳ ଆମ୍ଭେମାନେ କହିଥିବା କଥାରେ ନୁହେଁ
|
|||
|
|
|||
|
# but also in power, in the Holy Spirit
|
|||
|
|
|||
|
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ପବିତ୍ର ଆତ୍ମା ପାଉଲ ଓ ତାହାଙ୍କର ସାଥୀମାନଙ୍କୁ ଶକ୍ତିଯୁକ୍ତଭାବରେ ସୁସମାଚାର ପ୍ରଚାର କରିବା ନିମନ୍ତେ ସାମର୍ଥ୍ୟ ଦେଇଥିଲେ କିମ୍ବା ୨) ପବିତ୍ର ଆତ୍ମା ଥେସଲନୀକୀୟ ବିଶ୍ବାସୀମାନଙ୍କ ମଧ୍ୟରେ ସୁସମାଚାର ପ୍ରଚାରର ଏକ ଶକ୍ତିଯୁକ୍ତ ପ୍ରଭାବ ପକାଇଥିଲେ କିଅବା ୩) ପବିତ୍ର ଆତ୍ମା ଆଶ୍ଚର୍ଯ୍ୟକର୍ମ, ଚିହ୍ନ ଓ ଅଦ୍ଭୁତ ଲକ୍ଷଣଦ୍ବାରା ସୁସମାଚାରର ସତ୍ୟତାକୁ ପ୍ରଦର୍ଶନ କରିଥିଲେ I
|
|||
|
|
|||
|
# in much assurance
|
|||
|
|
|||
|
ଗୁଣବାଚକ ବିଶେଷ୍ୟ “ନିଶ୍ଚୟତା”କୁ ଗୋଟିଏ କ୍ରିୟାଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ସତ୍ୟ ବୋଲି ଇଶ୍ବର ତୁମ୍ଭମାନଙ୍କ ପ୍ରତି ନିଶ୍ଚିତ କଲେ” (ଦେଖ: [[rc://*/ta/man/translate/figs-abstractnouns]])
|
|||
|
|
|||
|
# what kind of men
|
|||
|
|
|||
|
ତୁମ୍ଭମାନଙ୍କ ମଧ୍ୟରେ ଥିବା ସମୟରେ ଆମ୍ଭେମାନେ କିପରି ବ୍ୟବହାର କରିଥିଲୁ
|