or_tn/1th/01/01.md

16 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ପାଉଲ ଆପଣାକୁ ପତ୍ରଟିର ଲେଖକଭାବରେ ପରିଚୟ ଦେଉଛନ୍ତି ଓ ଥେସଲନୀକୀୟ ମଣ୍ଡଳୀକୁ ନମସ୍କାର ଜଣାଉଛନ୍ତି I
# Paul, Silvanus, and Timothy to the church
UST ସ୍ପଷ୍ଟ କରୁଛି ଯେ ପାଉଲ ଏହି ପତ୍ର ଲେଖିଥିଲେ I (ଦେଖ: [[rc://*/ta/man/translate/figs-explicit]])
# May grace and peace be to you
`ଅନୁଗ୍ରହ” ଓ “ଶାନ୍ତି” ଶବ୍ଦଗୁଡିକ ରୂପକ ଅଟନ୍ତି, ଯାହା ଯେଉଁମାନେ ଲୋକମାନଙ୍କ ପ୍ରତି ଦୟା ଓ ଶାନ୍ତିପୂର୍ଣ୍ଣଭାବରେ କାର୍ଯ୍ୟ କରନ୍ତି, ସେମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବର ଆପଣଙ୍କ ପ୍ରତି ଦୟା କରନ୍ତୁ ଓ ଆପଣଙ୍କୁ ଶାନ୍ତି ଦେଉନ୍ତୁ” (ଦେଖ: [[rc://*/ta/man/translate/figs-metonymy]])
# peace be to you
“ତୁମ୍ଭମାନଙ୍କ” ଶବ୍ଦ ଥେସଲନୀକୀୟ ବିଶ୍ବାସୀମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-you]])