or_tn/1pe/02/21.md

12 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଲୋକମାନଙ୍କ ଗୃହରେ ଦାସ ଭାବରେ ଥିବା ଲୋକମାନଙ୍କୁ ପିତର କହିବା ଜାରିରଖିଛନ୍ତି I
# it is to this that you were called
ଏଠାରେ “ଏଥିନିମନ୍ତେ” ଶବ୍ଦଟି ପିତର ଏବେ ବର୍ଣ୍ଣନା କରିଥିବାପରି, ବିଶ୍ବାସୀମାନେ ସତ୍କର୍ମକରି ଦୁଃଖ ସହ୍ୟ କରିବା ବିଷୟକୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହା କରିବାକୁ ଈଶ୍ବର ତୁମ୍ଭମାନଙ୍କୁ ଆହ୍ବାନ କରିଅଛନ୍ତି” (ଦେଖ: [[rc://*/ta/man/translate/figs-activepassive]])
# for you to follow in his steps
ଯେପରି ତୁମ୍ଭେମାନେ ତାହାଙ୍କର ପଦ ଚିହ୍ନ ଦେଇ ଗମନ କର I ସେମାନଙ୍କ ସେହି ପ୍ରକାରେ ଦୁଃଖ ସହ୍ୟ କରିବା ବିଷୟ ନେଇ ପିତର ଯୀଶୁଙ୍କର ଆଦର୍ଶ ଅନୁସରଣ କରିବା ବିଷୟରେ କହୁଛନ୍ତି ଯେ ସତେ ଯେପରି ଯୀଶୁ ଚାଲିଥିବା ପଥରେ ହିଁ ସେମାନେ ଚାଲୁଛନ୍ତି I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ତାହାଙ୍କର ବ୍ୟବହାରକୁ ଅନୁସରଣ କରିବ” (ଦେଖ: [[rc://*/ta/man/translate/figs-metaphor]])