or_tn/1pe/02/19.md

8 lines
755 B
Markdown
Raw Permalink Normal View History

2020-11-19 00:15:53 +00:00
# it is praiseworthy
ଏହା ପ୍ରଶଂସାର ବିଷୟ କିମ୍ବା “ଏହା ଈଶ୍ବରଙ୍କ ସନ୍ତୋଷଭାଜନ”
# endures pain ... because of his awareness of God
ମୂଳ ଅନୁଚ୍ଛେଦର ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଏହି ଲୋକ ଦୁଃଖଭୋଗ କରୁଛି, କାରଣ ସେ ଈଶ୍ବରଙ୍କ ବାଧ୍ୟ ହେଉଛି ବୋଲି ଜାଣେ କିମ୍ବା ) ଏହି ଲୋକ ଅନ୍ୟାୟ ଦଣ୍ଡ ସହିବାକୁ ସକ୍ଷମ, କାରଣ ସେ ଜାଣେ ଯେ ସେ କିପରି ଦୁଃଖଭୋଗ କରୁଛି, ତାହା ଈଶ୍ବର ଜାଣନ୍ତି I