or_tn/1pe/01/10.md

8 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# salvation ... grace
ଏହି ଶବ୍ଦଗୁଡିକ ଦୁଇଟି ଚିନ୍ତାଧାରା ପ୍ରକାଶ କରୁଛି ସତେ ଯେପରି ସେଗୁଡିକ କିଛି ଜିନିଷ ବା ପଦାର୍ଥ ଅଟେ I ବାସ୍ତବରେ, “ପରିତ୍ରାଣ” ଆମ୍ଭମାନଙ୍କୁ ପରିତ୍ରାଣ କରିବାର ଈଶ୍ବରଙ୍କ କାର୍ଯ୍ୟକୁ ବା ଏହାର ଫଳସ୍ବରୂପେ କଅଣ ହୁଏ, ସେ ବିଷୟକୁ ବୁଝାଏ I ସେହିପରି, ଈଶ୍ବର ବିଶ୍ବାସୀମାନଙ୍କ ସହିତ ଯେଉଁ ଦୟା ବ୍ୟବହାର କରନ୍ତି “ଅନୁଗ୍ରହ” ତାହାକୁ ବୁଝାଏ I
# searched and inquired carefully
“ଯତ୍ନ ସହକାରେ ଅନ୍ବେଷଣ କଲେ” ଶବ୍ଦଗୁଡିକର ଅର୍ଥ, ମୂଳତଃ “ଅନୁସନ୍ଧାନ କଲେ""ର ଭଳି ସମାନ ଅର୍ଥ ରହିଛି I” ଏକତ୍ର ଏହି ଶବ୍ଦଗୁଡିକ ଗୁରୁତ୍ବ ଦିଅନ୍ତି ଯେ ଏହି ପରିତ୍ରାଣକୁ ବୁଝିବାପାଇଁ ଭାବବାଦୀମାନେ କେତେ କଠିନ ଚେଷ୍ଟା କରିଥିଲେ I ବିକଳ୍ପ ଅନୁବାଦ: “ଯତ୍ନ ସହକାରେ ପରୀକ୍ଷା କଲେ” (ଦେଖ: [[rc://*/ta/man/translate/figs-doublet]])