or_tn/1jn/05/20.md

24 lines
2.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# Son of God
ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ ଯାହା ଈଶ୍ବରଙ୍କ ସହିତ ତାହାଙ୍କ ସମ୍ପର୍କକୁ ବର୍ଣ୍ଣନା କରେ । (ଦେଖ: [[rc://*/ta/man/translate/guidelines-sonofgodprinciples]])
# has given us understanding
ଆମ୍ଭମାନଙ୍କୁ ସତ୍ୟ ବିଷୟରେ ବୁଝିବା ନିମନ୍ତେ ସକ୍ଷମ କରିଅଛି
# we are in him who is true
ଜଣେ ବ୍ୟକ୍ତିଙ୍କ “ଠାରେ” ରହିବା ତାହାଙ୍କ ସହିତ ଘନିଷ୍ଟ ସମ୍ପର୍କରେ ରହିବାକୁ ଉପସ୍ଥାପନ କରେ, ଯାହା ତାହାଙ୍କଠାରେ କିମ୍ବା ତାହାଙ୍କ ସହିତ ଏକତ୍ରିତ ହେବା ଅଟେ । ବାକ୍ୟାଂଶ “ତାହାଙ୍କଠାରେ ଯେ ସତ୍ୟ ଅଟନ୍ତି” ସତ୍ୟ ଈଶ୍ବରଙ୍କୁ ଦର୍ଶାଏ, ଏବଂ ବାକ୍ୟାଂଶ “ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ” ଆମ୍ଭେମାନେ କିପରି ତାହାଙ୍କର ଅଟୁ ଯେ ସତ୍ୟ ଅଟନ୍ତି ବର୍ଣ୍ଣନା । ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ତାହାଙ୍କଠାରେ ଏକତ୍ରିତ ହୋଇଅଛୁ ଯେ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ଏକତ୍ରିତ ହେବା ଦ୍ବାରା ସତ୍ୟ ଅଟନ୍ତି” (ଦେଖ: [[rc://*/ta/man/translate/figs-metaphor]])
# him who is true
ଜଣେ ସତ୍ୟ ବ୍ୟକ୍ତି କିମ୍ବା “ସତ୍ୟ ଇଶ୍ବର”
# This one is the true God
ସମ୍ଭାବିତ ଅର୍ଥଗୁଡିକ ୧) “ଏହି ବ୍ୟକ୍ତି” ଯୀଶୁ ଖ୍ରୀଷ୍ଟଙ୍କୁ ଦର୍ଶାଏ, କିମ୍ବା ) “ଏହି ବ୍ୟକ୍ତି” ଏକମାତ୍ର ସତ୍ୟ ଈଶ୍ବରଙ୍କୁ ଦର୍ଶାଏ ।
# and eternal life
ସେ “ଅନନ୍ତ ଜୀବନ” ଅଟନ୍ତି କାରଣ ସେ ଆମ୍ଭମାନଙ୍କୁ ଅନନ୍ତ ଜବାନ ପ୍ରଦାନ କରନ୍ତି । ଅନ୍ୟ ଏକ ଅନୁବାଦରେ: “ଏବଂ ଏକମାତ୍ର ଯେ ଅମ୍ଭମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରନ୍ତି” (ଦେଖ: [[rc://*/ta/man/translate/figs-metonymy]])