8 lines
1.3 KiB
Markdown
8 lines
1.3 KiB
Markdown
|
# the whole world lies in the power of the evil one
|
||
|
|
||
|
କୌଣସି ଜଣକ ଶକ୍ତିରେ ବଶୀଭୁତ ହେବା ବାକ୍ୟଟି ଶୟତାନ ଦ୍ବାରା ନିୟନ୍ତ୍ରିତ ଏବଂ ଶାସିତ ହେବା ବିଷୟକୁ ଉଲ୍ଲେଖ କରେ । ଅନ୍ୟ ଏକ ଅନୁବାଦରେ: “ସମଗ୍ର ଜଗତ ସେହି ମନ୍ଦ ବ୍ୟକ୍ତିର ଶକ୍ତି ଦ୍ବାରା ନିୟନ୍ତ୍ରିତ ହେଉଅଛି” (ଦେଖ: [[rc://*/ta/man/translate/figs-metaphor]])
|
||
|
|
||
|
# the whole world
|
||
|
|
||
|
ଏଠାରେ “ଜଗତ” ଏକ ମାଧ୍ୟମ ଯେଉଁଠାରେ କେତେକ ବାଇବଲ ଲେଖକମାନେ ଜଗତରେ ବାସ କରୁଥିବା ଲୋକମାନଙ୍କ ନିମନ୍ତେ ଉଲ୍ଲେଖ କରନ୍ତି ଯେଉଁମାନେ ଈଶ୍ବରଙ୍କ ବିରୁଦ୍ଧରେ ଏବଂ ଜଗତର ପ୍ରଥା ବିରୁଦ୍ଧରେ ବିଦ୍ରୋହାଚରଣ କରନ୍ତି ଯାହା ପାପର ଅନୈତିକ ଶକ୍ତି ଦ୍ବାରା ପ୍ରତ୍ୟେକ କ୍ଷେତ୍ର ପ୍ରଭାବିତ ହୋଇଅଛି । (ଦେଖ: [[rc://*/ta/man/translate/figs-metonymy]])
|