or_tn/1jn/04/01.md

16 lines
2.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଯୋହନ ଭଣ୍ଡ ଶିକ୍ଷକମାନଙ୍କ ବିରୁଦ୍ଧରେ ଏକ ଚେତାବନୀ ଦିଅନ୍ତି ଯେଉଁମାନେ ଖ୍ରୀଷ୍ଟଙ୍କ ମାନବ ଶରୀର ଧାରଣ କରିବା ବିରୁଦ୍ଧରେ ଶିକ୍ଷା ଦିଅନ୍ତି ଏବଂ ଶିକ୍ଷକମାନେ ଜଗତକୁ ପ୍ରେମ କରିବା ସ୍ବରୂପ ବାର୍ତ୍ତାଳାପ କରନ୍ତି ।
# Beloved, do not believe
ତୁମ୍ଭେମାନେ ସେହି ଲୋକ ଯେଉଁମାନଙ୍କୁ ମୁଁ ପ୍ରେମ କରେ, ବିଶ୍ବାସ କର ନାହିଁ କିମ୍ବା “ପ୍ରିୟ ବନ୍ଧୁଗଣ, ବିଶ୍ବାସ କର ନାହିଁ ।” ଦେଖ [୧ ଯୋହନ :୭] (..//୦୭.md)ରେ ତୁମେ କିପରି ଅନୁବାଦ କରିଅଛ ।
# do not believe every spirit
ଏଠାରେ, “ଆତ୍ମା” ଶବ୍ଦ ଆତ୍ମିକ ଶକ୍ତିକୁ ସୂଚିତ କରେ ଯାହା ଜଣେ ବ୍ୟକ୍ତିକୁ ଏକ ସନ୍ଧେଶ ବା ଭବିଷ୍ୟତ ବାଣୀ କହିବାକୁ ଶକ୍ତି ଦେଇ ଥାଏ । ଅନ୍ୟ ଏକ ଅନୁବାଦରେ: “ପ୍ରତ୍ୟେକ ଭବିଷ୍ୟତ ବକ୍ତାଙ୍କୁ ବିଶ୍ବାସ କର ନାହିଁ ଯେଉଁମାନେ ଆତ୍ମାଙ୍କଠାରୁ ସନ୍ଦେଶ ପ୍ରକାଶ କରିବା ଦାବି କରନ୍ତି” (ଦେଖ: [[rc://*/ta/man/translate/figs-metonymy]])
# test the spirits
ଏଠାରେ, “ଆତ୍ମା” ଶବ୍ଦ ଆତ୍ମିକ ଶକ୍ତି କିମ୍ବା ଆତ୍ମାକୁ ସୂଚିତ କରେ ଯାହା ଜଣେ ବ୍ୟକ୍ତିକୁ ଏକ ସନ୍ଧେଶ ବା ଭବିଷ୍ୟତବାଣୀ ଦେଇ ଥାଏ । ଅନ୍ୟ ଏକ ଅନୁବାଦରେ: “ଭବିଷ୍ୟତ ବ୍ୟକ୍ତା ଯାହା କହନ୍ତି ସେଥିରେ ଯତ୍ନ ସହକାରେ ବିବେଚନା କର” (ଦେଖ: [[rc://*/ta/man/translate/figs-metonymy]])