or_tn/1jn/02/26.md

4 lines
870 B
Markdown
Raw Permalink Normal View History

2020-11-19 00:15:53 +00:00
# those who would lead you astray
ଏଠାରେ “ତୁମ୍ଭମାନଙ୍କୁ ବିପଥଗାମୀ କରିବେ” ଏକ ରୂପକ ଅଟେ ଯାହା ସତ୍ୟ ନୁହେ ତହି ଉପରେ ବିଶ୍ବାସ କରିବା ନିମନ୍ତେ ପ୍ରବର୍ତ୍ତାଇବା ଅର୍ଥକୁ ସୂଚିତ କରେ । ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ତୁମ୍ଭମାନଙ୍କୁ ପ୍ରତାରଣା କରିବାକୁ ଚାହୁଁଛନ୍ତି” କିମ୍ବା “ଯେଉଁମାନେ ତୁମ୍ଭମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ମିଥ୍ୟା ବିଶ୍ବାସ କରାଇବାକୁ ଚାହୁଁଛନ୍ତି” (ଦେଖ: [[rc://*/ta/man/translate/figs-metaphor]])