or_tn/1jn/02/14.md

8 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# you are strong
ଏଠାରେ “ଶକ୍ତିଯୁକ୍ତ” ବିଶ୍ବାସୀମାନଙ୍କର ଶାରୀରିକ ଶକ୍ତି ନୁହେଁ, କିନ୍ତୁ ଖ୍ରୀଷ୍ଟଙ୍କଠାରେ ସେମାନଙ୍କର ବିଶ୍ବସ୍ତତାକୁ ଦର୍ଶାଏ । (ଦେଖ: [[rc://*/ta/man/translate/figs-metaphor]])
# the word of God remains in you
ଏଠାରେ ଈଶ୍ବରଙ୍କ ବାକ୍ୟ ଈଶ୍ବରଙ୍କଠାରୁ ବାକ୍ୟ ନିମନ୍ତେ ଏକ ଲକ୍ଷଣ ସୂଚକ ଶଦ୍ଦ ଅଟେ । ଲେଖକ ଖ୍ରୀଷ୍ଟଙ୍କଠାରେ ବିଶ୍ବାସୀମାନଙ୍କ ବିଶ୍ବସ୍ତତା ବୃଦ୍ଧି ହେବା ଏବଂ ତାହାଙ୍କ ଜ୍ଞାନରେ ଯେପରିକି ସେମାନଙ୍କ ମଧ୍ୟରେ ଈଶ୍ବରଙ୍କ ବାକ୍ୟ ବିଦ୍ୟମାନ ହେବା ଉଲ୍ଲେଖ କରନ୍ତି । ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ବାକ୍ୟ ତୁମ୍ଭମାନଙ୍କୁ କ୍ରମାଗତ ଭାବେ ଶିକ୍ଷା ଦିଅନ୍ତି” କିମ୍ବା “ତୁମେମାନେ ଈଶ୍ବରଙ୍କ ବାକ୍ୟ ଜାଣିଅଛ” (ଦେଖ: [[rc://*/ta/man/translate/figs-metaphor]] ଏବଂ [[rc://*/ta/man/translate/figs-metonymy]])