or_tn/1co/15/30.md

4 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# Why then, are we in danger every hour?
ପାଉଲ କରିନ୍ଥୀୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରିଛନ୍ତି । ସେ ଏବଂ ଅନ୍ୟ ଲୋକମାନେ ବିପଦରେ ଥିଲେ କାରଣ କେତେଲୋକ ସେମାନଙ୍କ ଉପରେ କ୍ରୋଧ କରୁଥିଲେ, ଏଥିପାଇଁ ଯେ ଯୀଶୁ ମୃତମାନଙ୍କୁ ଉଠାଇବେ ବୋଲି ସେମାନେ ଶିକ୍ଷା ଦେଉଥିଲେ । ବିକଳ୍ପ ଅନୁବାଦ: ""ଯଦି ଲୋକମାନେ ମୃତମାନଙ୍କ ମଧ୍ୟରୁ ଉଠିବେ ନାହିଁ, ତେବେ ଲୋକମାନଙ୍କର ପୁନରୁତ୍ଥାନ ହେବ ବୋଲି ଶିକ୍ଷା ଦେଇ ଆମ୍ଭେମାନେ ପ୍ରତି ମୂହୁର୍ତ୍ତରେ ବିପଦର ସମ୍ମୁଖୀନ ହେବାରେ ଆମର କଣ ଲାଭ । "" (ଦେଖ:[[rc://*/ta/man/translate/figs-rquestion]] ଏବଂ [[rc://*/ta/man/translate/figs-explicit]])