or_tn/1co/15/20.md

12 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# now Christ
ଏହା ଯେମିତି ଅଟେ, ଖ୍ରୀଷ୍ଟ ବା ""ଏହା ସତ୍ୟ ଅଟେ: ଖ୍ରୀଷ୍ଟ
# who is the firstfruits
ଏଠାରେ ""ପ୍ରଥମଫଳ"" ଏକ ରୂପକ ଅଟେ, ଯହିଁରେ ଖ୍ରୀଷ୍ଟଙ୍କୁ ଫସଲର ପ୍ରଥମଫଳ ରୂପେ ତୁଳନା କରାଯାଇଛି, ଯାହା ପରେ ଅନ୍ୟ ଫସଲସବୁ ଆସିଥାଏ । ଖ୍ରୀଷ୍ଟ ପ୍ରଥମ ବ୍ୟକ୍ତି ଥିଲେ ଯିଏ ମୃତମାନଙ୍କ ମଧ୍ୟରୁ ଉଠିଛନ୍ତି । ବିକଳ୍ପ ଅନୁବାଦ: ""ଯିଏକି ଫସଲର ପ୍ରଥମ ଅଂଶ ସ୍ବରୁପ ଅଟନ୍ତି"" (ଦେଖ:[[rc://*/ta/man/translate/figs-metaphor]])
# Christ, who is the firstfruits of those who died, has been raised
ଏଠାରେ ଉଠାଇଛନ୍ତି ଏକ ଋୂଢି ଅଟେ ଯାହାର ଅର୍ଥ ""ପୁନର୍ଜୀବିତ କଲେ"" । ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: ""ଇଶ୍ବର ଖ୍ରୀଷ୍ଟଙ୍କୁ ଉଠାଇଅଛନ୍ତି, ଯିଏ କି ମୃତମାନଙ୍କ ମଧ୍ୟରେ ପ୍ରଥମ ଫଳ ସ୍ବରୁପ ଅଟନ୍ତି"" (ଦେଖ:[[rc://*/ta/man/translate/figs-activepassive]] ଏବଂ [[rc://*/ta/man/translate/figs-idiom]])