or_tn/1co/14/26.md

8 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# What is next then, brothers?
ପାଉଲ ତାଙ୍କର ଉପଦେଶର ପରବର୍ତ୍ତୀ ଅଂଶକୁ ପରିଚିତ କରିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି । ବିକଳ୍ପ ଅନୁବାଦ: “କାରଣ ମୁଁ ଯାହା କିଛି ତୁମ୍ଭମାନଙ୍କୁ ବର୍ତ୍ତମାନ କହିଛି ତାହା ସତ୍ୟ ଅଟେ, ତେଣୁ ହେ ମୋର ସାଥି ବିଶ୍ବାସୀମାନେ, ତୁମ୍ଭମାନଙ୍କୁ ଏହା କରିବାକୁ ହେବ ।” (ଦେଖ:[[rc://*/ta/man/translate/figs-rquestion]])
# interpretation
ଏହାର ଅର୍ଥ ଜଣେ ବ୍ୟକ୍ତି ଅନ୍ୟ ଭାଷାରେ ଯାହା କହିଛି ଯେଉଁ ଭାଷା ସେମାନେ ବୁଝି ପାରନ୍ତି ନାହିଁ ତାହା ଜଣାଇବା । [୧କରିନ୍ଥୀୟ :୧୩](..//୧୩.md)ରେ “ବ୍ୟାଖ୍ୟା” ର କିପରି ଅନୁବାଦ କରାଯାଇଛି ତାହା ଦେଖ ।