or_tn/1co/13/intro.md

18 lines
2.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# ୧କରିନ୍ଥୀୟ ୧୩ ପର୍ବ ସାଧାରଣ ଟିପ୍ପଣୀ
## ଗଠନପ୍ରଣାଳୀ ଏବଂ ରୂପରେଖା
ପାଉଲ ଆତ୍ମିକ ଦାନ ବିଷୟରେ ତାହାଙ୍କ ଶିକ୍ଷାକୁ ସ୍ଥଗିତ କରିବା ପରି ମନେ ହୁଏ । ତଥାପି, ଏହି ଅଧ୍ୟାୟ ତାହାଙ୍କ ଶିକ୍ଷାଗୁଡ଼ିକରେ ସମ୍ଭବତଃ ବୃହତ୍ତର କାର୍ଯ୍ୟ କରୁଥିବା ପରି ମନେହୁଏ I
## ଏହି ଅଧ୍ୟାୟର ବିଶେଷ ସିଦ୍ଧାନ୍ତଗୁଡିକ
### ପ୍ରେମ
ପ୍ରେମ ହେଉଛି ବିଶ୍ବାସୀମାନଙ୍କର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଚରିତ୍ର । ଏହି ଅଧ୍ୟାୟ ସମ୍ପୂର୍ଣ୍ଣ ଭାବେ ପ୍ରେମ ବିଷୟରେ ବର୍ଣ୍ଣନା କରେ । ଆତ୍ମାଙ୍କ ଦାନ ଅପେକ୍ଷା ପ୍ରେମ କାହିଁକି ଅଧିକ ଗୁରୁତ୍ବପୂର୍ଣ୍ଣ ତାହା ପାଉଲ କହୁଛନ୍ତି । (ଦେଖ:[[rc://*/tw/dict/bible/kt/love]])
## ଏହି ଅଧ୍ୟାୟର ଗୁରୁତ୍ବପୂର୍ଣ୍ଣ ଅଳଙ୍କାରଗୁଡିକ
### ରୂପକ
ପାଉଲ ଏହି ଅଧ୍ୟାୟରେ ଅନେକ ଭିନ୍ନ ଭିନ୍ନ ରୂପକ ବ୍ୟବହାର କରିଛନ୍ତି । ସେ କରିନ୍ଥୀୟମାନଙ୍କୁ ପରାମର୍ଶ ଦେବା ନିମନ୍ତେ, ବିଶେଷ ଭାବରେ କଠିନ ବିଷୟଗୁଡିକ ଉପରେ ପରାମର୍ଶ ଦେବା ନିମନ୍ତେ ଏହି ରୂପକଗୁଡିକୁ ବ୍ୟବହାର କରିଛନ୍ତି । ଏହି ଶିକ୍ଷାଗୁଡିକୁ ବୁଝିବାପାଇଁ ପାଠକମାନଙ୍କୁ ଆତ୍ମିକ ବିଚାରଶିଳତା ଆବଶ୍ୟକ ହୋଇଥାଏ । (ଦେଖ:[[rc://*/ta/man/translate/figs-metaphor]])