or_tn/1co/09/19.md

8 lines
937 B
Markdown
Raw Permalink Normal View History

2020-11-19 00:15:53 +00:00
# I am free from all
ଏଠାରେ 'ସମସ୍ତଙ୍କଠାରୁ ମୁକ୍ତ' ଏକ ରୂଢି ଅଟେ ଯାହାର ଅର୍ଥ ଜଣେ ଅନ୍ୟମାନଙ୍କ ପାଇଁ କ’ଣ କରିବାକୁ ହେବ ତାହା ଚିନ୍ତା ନ କରି ଜୀବନ ଯାପନ କରିବାକୁ ସକ୍ଷମ ହେବାକୁ ବୁଝାଏ । ବିକଳ୍ପ ଅନୁବାଦ: “ମୁଁ ଅନ୍ୟମାନଙ୍କ ସେବା ନ କରି ଜୀବନ ଯାପନ କରିବାକୁ ସକ୍ଷମ” (ଦେଖ:[[rc://*/ta/man/translate/figs-metaphor]])
# win more
ବିଶ୍ବାସ କରିବା ନିମନ୍ତେ ଅନ୍ୟମାନଙ୍କୁ ସହମତ କରାଇବା ବା “ଖ୍ରୀଷ୍ଟଙ୍କଠାରେ ଭରସା କରିବା ପାଇଁ ଅନ୍ୟମାନଙ୍କୁ ସାହାଯ୍ୟ କରିବା”