or_tn/1co/08/11.md

8 lines
642 B
Markdown
Raw Permalink Normal View History

2020-11-19 00:15:53 +00:00
# your understanding
ପାଉଲ କରିନ୍ଥୀୟମାନଙ୍କୁ ଏଭଳି ଭାବରେ କହୁଛନ୍ତି ସତେ ଯେମିତି ସେମାନେ ଜଣେ ବ୍ୟକ୍ତି ଅଟନ୍ତି, ତେଣୁ ଏଠାରେ “ତୁମ୍ଭର” ଶବ୍ଦଟି ଏକବଚନ ଅଟେ । (ଦେଖ:[[rc://*/ta/man/translate/figs-you]])
# the weaker one ... is destroyed
ଯେଉଁ ଭାଇ ବା ଭଉଣୀ ନିଜର ବିଶ୍ବାସରେ ଦୃଢ ନୁହନ୍ତି, ସେ ପାପ କରିବ ଏବଂ ନିଜର ବିଶ୍ବାସ ହରାଇ ଦେବ ।