Edit 'tq_COL.tsv' using 'tc-create-app'

This commit is contained in:
Gayatri-Digal 2022-05-01 17:37:38 +00:00
parent b64376465e
commit d88e3ab99b
1 changed files with 17 additions and 17 deletions

View File

@ -49,20 +49,20 @@ Reference ID Tags Quote Occurrence Question Response
3:16 japv ବିଶ୍ଵାସୀମାନେ ଈଶ୍ଵରଙ୍କ ମନୋଭାବ, ଗୀତ, ଶବ୍ଦ ଏବଂ କାର୍ଯ୍ୟରେ ଈଶ୍ଵରଙ୍କୁ କ’ଣ ଦେବା ଉଚିତ? ତାଙ୍କ ମନୋଭାବ, ଗୀତ, ଶବ୍ଦ ଏବଂ କାର୍ଯ୍ୟରେ ବିଶ୍ଵାସୀମାନେ ଈଶ୍ଵରଙ୍କୁ ଧନ୍ୟବାଦ ଦେବା ଉଚିତ \n।
3:15-17 jpyu ବିଶ୍ଵାସୀମାନଙ୍କ ମଧ୍ୟରେ କ’ଣ\nସମୃଦ୍ଧ ଭାବରେ ରହିବା ଉଚିତ୍\n? ତାଙ୍କ ମନୋଭାବ, ଗୀତ, ଶବ୍ଦ ଏବଂ କାର୍ଯ୍ୟରେ ବିଶ୍ଵାସୀମାନେ ଈଶ୍ଵରଙ୍କୁ ଧନ୍ୟବାଦ ଦେବା ଉଚିତ୍ \n।
3:18 akjv ପତ୍ନୀ ନିଜ ସ୍ୱାମୀଙ୍କୁ କିପରି\nଆଚରଣ କରିବା ଉଚିତ୍\n? ଜଣେ ପତ୍ନୀ ନିଜ ସ୍ୱାମୀଙ୍କ ନିକଟରେ\nବଶୀଭୂତା ହେବା ଉଚିତ୍ \n।
3:19 hqz9 How should a husband treat his wife? A husband should love his wife and not be bitter against her.
3:20 x7je How should a child treat his parents? A child should obey his parents in all things.
3:21 v3wd What should a father not do to his children? A father should not provoke his children.
3:23-24 gj77 For whom are believers working in whatever they do? Believers are working for the Lord in whatever they do.
3:24 bc4j What will those receive who serve the Lord in whatever they do? Those who serve the Lord in whatever they do will receive the reward of the inheritance.
3:25 ja48 What will those receive who do unrighteousness? Those who do unrighteousness will receive the penalty for what they did.
4:1 n50r What does Paul remind earthly masters that they also have? Paul reminds earthly masters that they also have a master in heaven.
4:2 w7om In what does Paul want the Colossians to continue steadfastly? Paul wants the Colossians to continue steadfastly in prayer.
4:3 xvny For what does Paul want the Colossians to pray? Paul wants the Colossians to pray that he has an open door to speak the word, the mystery of Christ.
4:5-6 igt2 How does Paul instruct the Colossians to treat those who are outsiders? Paul instructs them to live in wisdom, and speak with grace toward those who are outsiders.
4:7-9 qfoi What task had Paul given Tychicus and Onesimus? Paul gave them the task of making everything known concerning him to the Colossians.
4:10 wv4f What instructions did Paul give concerning Mark, the cousin of Barnabus? Paul told the Colossians to receive Mark if he comes to them.
4:12 f29y For what does Epaphras pray for the Colossians? He prays that the Colossians will stand complete and fully assured in all the will of God.
4:14 xm1y What is the name of the physician that is with Paul? The physicians name is Luke.
4:15 uafc In what kind of place was the church in Laodicea meeting? The church in Laodicea was meeting in a house.
4:16 bwcc To what other church had Paul also written a letter? Paul also had written a letter to the church in Laodicea.
4:18 vzcp How did Paul show that this letter was actually from him? Paul wrote his name in his own handwriting at the end of the letter.
3:19 hqz9 ସ୍ୱାମୀ ନିଜ ପତ୍ନୀଙ୍କୁ କିପରି ବ୍ୟବହାର କରିବେ? ଜଣେ ସ୍ୱାମୀ ନିଜ ପତ୍ନୀଙ୍କୁ ଭଲ ପାଇବା ଉଚିତ ଏବଂ ତାଙ୍କ ବିରୁଦ୍ଧରେ ତିକ୍ତ ନହେବା ଉଚିତ୍ ।
3:20 x7je ସନ୍ତାନମାନେ ନିଜ ପିତାମାତାଙ୍କୁ କିପରି ବ୍ୟବହାର କରିବା ଉଚିତ\n\n? ସନ୍ତାନମାନେ ସମସ୍ତ ବିଷୟରେ ନିଜ ପିତାମାତାଙ୍କୁ ମାନିବା ଉଚିତ୍ ।
3:21 v3wd ଜଣେ ପିତା ନିଜ ପିଲାମାନଙ୍କ ପାଇଁ କ’ଣ କରିବା ଉଚିତ୍ ନୁହେଁ? ଜଣେ ପିତା ନିଜ ପିଲାମାନଙ୍କୁ ଉତ୍ତେଜିତ କରିବା ଉଚିତ୍ ନୁହେଁ ।
3:23-24 gj77 ବିଶ୍ଵାସୀମାନେ ଯାହା କରନ୍ତି ସେଥିରେ କାହା ପାଇଁ କାର୍ଯ୍ୟ କରନ୍ତି? ବିଶ୍ଵାସୀମାନେ ଯାହା କରନ୍ତି ପ୍ରଭୁଙ୍କ ପାଇଁ କରନ୍ତି ।
3:24 bc4j ବିଶ୍ଵାସୀମାନେ ଯାହା କରନ୍ତି ସେଥିରେ କାହା ପାଇଁ କାର୍ଯ୍ୟ କରୁଛନ୍ତି? ଯେଉଁମାନେ ପ୍ରଭୁଙ୍କ ସେବା କରନ୍ତି ସେମାନେ ଉତ୍ତରାଧିକାରର ପୁରସ୍କାର ପାଇବେ ।
3:25 ja48 ଯେଉଁମାନେ ଅଧର୍ମ କରନ୍ତି, ସେମାନେ କ’ଣ ପାଇବେ? ଯେଉଁମାନେ ଅଧର୍ମ କରନ୍ତି, ସେମାନେ କରିଥିବା କାର୍ଯ୍ୟ ପାଇଁ ଦଣ୍ଡ ପାଇବେ ।
4:1 n50r ପାଉଲ ପାର୍ଥିବ ମାଲିକମାନଙ୍କୁ କ’ଣ ସ୍ମରଣ କରାନ୍ତି ଯାହା ସେମାନଙ୍କ ପାଖରେ ଅଛି? ପାଉଲ ପାର୍ଥିବ ମାଲିକମାନଙ୍କୁ ସ୍ମରଣ କରାନ୍ତି ଯେ ସେମାନଙ୍କର ସ୍ୱର୍ଗରେ ମଧ୍ୟ ଜଣେ ମାଲିକ ଅଛନ୍ତି ।
4:2 w7om କଲସୀୟମାନେ କେଉଁ ବିଷୟରେ ସ୍ଥିର ରୁହନ୍ତୁ ବୋଲି ପାଉଲ ଚାହାଁନ୍ତି? ପାଉଲ ଚାହାଁନ୍ତି ଯେ କଲସୀୟମାନେ ପ୍ରାର୍ଥନାରେ ସ୍ଥିର ରୁହନ୍ତୁ ।
4:3 xvny କଲସୀୟମାଣେ କେଉଁ ବିଷୟ ପାଇଁ ପ୍ରାର୍ଥନା କରନ୍ତୁ ବୋଲି ପାଉଲ ଚାହାଁନ୍ତି? ଖ୍ରୀଷ୍ଟଙ୍କ ରହସ୍ୟ ବାକ୍ୟ କହିବା ପାଇଁ ତାଙ୍କ ନିମନ୍ତେ ଏକ ଦ୍ୱାର ଉନ୍ମୁକ୍ତ ହେଉ ବୋଲି କଲସୀୟମାନେ ପ୍ରାର୍ଥନା କରନ୍ତୁ ବୋଲି ପାଉଲ ଚାହୁଁଛନ୍ତି ।
4:5-6 igt2 ବାହାର ଲୋକମାନଙ୍କ ସହିତ କିପରି ବ୍ୟବହାର କରିବାକୁ ପାଉଲ କଲସୀୟମାନଙ୍କୁ ଶିକ୍ଷା ଦିଅନ୍ତି? ପାଉଲ ସେମାନଙ୍କୁ ସୁଯୋଗର ସଦ୍‍ବ୍ୟବହାର କରି ବାହାରର ଲୋକମାନଙ୍କ ନିକଟରେ ବୁଦ୍ଧି ସହ ଆଚରଣ କରିବାକୁ କହନ୍ତି ।
4:7-9 qfoi ପାଉଲ ତୁଖିକ ଏବଂ ଅନିସିମକୁ କେଉଁ କାର୍ଯ୍ୟ ଦେଇଥିଲେ? କଲସୀୟମାନଙ୍କୁ ତାଙ୍କ ବିଷୟରେ ସବୁକିଛି ଜଣାଇବା ପାଇଁ ପାଉଲ ସେମାନଙ୍କୁ କାର୍ଯ୍ୟ ଦେଇଥିଲେ ।
4:10 wv4f ବର୍ଣ୍ଣବାଙ୍କର ଭାଇ ମାର୍କ ବିଷୟରେ ପାଉଲ କେଉଁ ନିର୍ଦ୍ଦେଶ ଦେଇଛନ୍ତି? ଯଦି ମାର୍କ ସେମାନଙ୍କ ନିକଟକୁ ଆସନ୍ତି ତେବେ ତାଙ୍କୁ ଗ୍ରହଣ କରିବାକୁ ପାଉଲ କଲସୀୟମାନଙ୍କୁ କହିଥିଲେ ।
4:12 f29y ଏପାଫ୍ରା କଲସୀୟମାନଙ୍କ ପାଇଁ କ’ଣ ପ୍ରାର୍ଥନା କରନ୍ତି? ସେ ପ୍ରାର୍ଥନା କରନ୍ତି ଯେ ଈଶ୍ଵରରଙ୍କ ସିଦ୍ଧ ଓ ସମସ୍ତ ଇଚ୍ଛା ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିଶେଷଜ୍ଞ ହୋଇ ଅଟଳ ହୋଇ ରହିବେ ।
4:14 xm1y ପାଉଲଙ୍କ ସହ ଥିବା ଡାକ୍ତରଙ୍କ ନାମ କ’ଣ ଅଟେ? ଡାକ୍ତରଙ୍କ ନାମ ଲୂକ ଅଟେ।
4:15 uafc ଲାଅଦିକିଆର ମଣ୍ଡଳୀ କେଉଁ ପ୍ରକାରର ସ୍ଥାନରେ ଥିଲା? ଲାଅଦିକିଆର ମଣ୍ଡଳୀ ଏକ ଗୃହ ସଭା ଥିଲା ।
4:16 bwcc ପାଉଲ ଅନ୍ୟ କେଉଁ ମଣ୍ଡଳୀଗୁଡ଼ିକୁ ପତ୍ର ଲେଖିଥିଲେ? ପାଉଲ ଲାଅଦିକିଆର ମଣ୍ଡଳୀ  ମଧ୍ୟ ଏକ ପତ୍ର ଲେଖିଥିଲେ।
4:18 vzcp ଏହି ପତ୍ରଟି ପ୍ରକୃତରେ ପାଉଲଙ୍କଠାରୁ ଆସିଛି ବୋଲି ସେ କିପରି ପ୍ରକାଶ କଲେ? ପାଉଲ ପତ୍ରର ଶେଷରେ ନିଜ ହାତରେ ନିଜ ନାମ ଲେଖିଥିଲେ।

1 Reference ID Tags Quote Occurrence Question Response
49 3:16 japv ବିଶ୍ଵାସୀମାନେ ଈଶ୍ଵରଙ୍କ ମନୋଭାବ, ଗୀତ, ଶବ୍ଦ ଏବଂ କାର୍ଯ୍ୟରେ ଈଶ୍ଵରଙ୍କୁ କ’ଣ ଦେବା ଉଚିତ? ତାଙ୍କ ମନୋଭାବ, ଗୀତ, ଶବ୍ଦ ଏବଂ କାର୍ଯ୍ୟରେ ବିଶ୍ଵାସୀମାନେ ଈଶ୍ଵରଙ୍କୁ ଧନ୍ୟବାଦ ଦେବା ଉଚିତ \n।
50 3:15-17 jpyu ବିଶ୍ଵାସୀମାନଙ୍କ ମଧ୍ୟରେ କ’ଣ\nସମୃଦ୍ଧ ଭାବରେ ରହିବା ଉଚିତ୍\n? ତାଙ୍କ ମନୋଭାବ, ଗୀତ, ଶବ୍ଦ ଏବଂ କାର୍ଯ୍ୟରେ ବିଶ୍ଵାସୀମାନେ ଈଶ୍ଵରଙ୍କୁ ଧନ୍ୟବାଦ ଦେବା ଉଚିତ୍ \n।
51 3:18 akjv ପତ୍ନୀ ନିଜ ସ୍ୱାମୀଙ୍କୁ କିପରି\nଆଚରଣ କରିବା ଉଚିତ୍\n? ଜଣେ ପତ୍ନୀ ନିଜ ସ୍ୱାମୀଙ୍କ ନିକଟରେ\nବଶୀଭୂତା ହେବା ଉଚିତ୍ \n।
52 3:19 hqz9 How should a husband treat his wife? ସ୍ୱାମୀ ନିଜ ପତ୍ନୀଙ୍କୁ କିପରି ବ୍ୟବହାର କରିବେ? A husband should love his wife and not be bitter against her. ଜଣେ ସ୍ୱାମୀ ନିଜ ପତ୍ନୀଙ୍କୁ ଭଲ ପାଇବା ଉଚିତ ଏବଂ ତାଙ୍କ ବିରୁଦ୍ଧରେ ତିକ୍ତ ନହେବା ଉଚିତ୍ ।
53 3:20 x7je How should a child treat his parents? ସନ୍ତାନମାନେ ନିଜ ପିତାମାତାଙ୍କୁ କିପରି ବ୍ୟବହାର କରିବା ଉଚିତ\n\n? A child should obey his parents in all things. ସନ୍ତାନମାନେ ସମସ୍ତ ବିଷୟରେ ନିଜ ପିତାମାତାଙ୍କୁ ମାନିବା ଉଚିତ୍ ।
54 3:21 v3wd What should a father not do to his children? ଜଣେ ପିତା ନିଜ ପିଲାମାନଙ୍କ ପାଇଁ କ’ଣ କରିବା ଉଚିତ୍ ନୁହେଁ? A father should not provoke his children. ଜଣେ ପିତା ନିଜ ପିଲାମାନଙ୍କୁ ଉତ୍ତେଜିତ କରିବା ଉଚିତ୍ ନୁହେଁ ।
55 3:23-24 gj77 For whom are believers working in whatever they do? ବିଶ୍ଵାସୀମାନେ ଯାହା କରନ୍ତି ସେଥିରେ କାହା ପାଇଁ କାର୍ଯ୍ୟ କରନ୍ତି? Believers are working for the Lord in whatever they do. ବିଶ୍ଵାସୀମାନେ ଯାହା କରନ୍ତି ପ୍ରଭୁଙ୍କ ପାଇଁ କରନ୍ତି ।
56 3:24 bc4j What will those receive who serve the Lord in whatever they do? ବିଶ୍ଵାସୀମାନେ ଯାହା କରନ୍ତି ସେଥିରେ କାହା ପାଇଁ କାର୍ଯ୍ୟ କରୁଛନ୍ତି? Those who serve the Lord in whatever they do will receive the reward of the inheritance. ଯେଉଁମାନେ ପ୍ରଭୁଙ୍କ ସେବା କରନ୍ତି ସେମାନେ ଉତ୍ତରାଧିକାରର ପୁରସ୍କାର ପାଇବେ ।
57 3:25 ja48 What will those receive who do unrighteousness? ଯେଉଁମାନେ ଅଧର୍ମ କରନ୍ତି, ସେମାନେ କ’ଣ ପାଇବେ? Those who do unrighteousness will receive the penalty for what they did. ଯେଉଁମାନେ ଅଧର୍ମ କରନ୍ତି, ସେମାନେ କରିଥିବା କାର୍ଯ୍ୟ ପାଇଁ ଦଣ୍ଡ ପାଇବେ ।
58 4:1 n50r What does Paul remind earthly masters that they also have? ପାଉଲ ପାର୍ଥିବ ମାଲିକମାନଙ୍କୁ କ’ଣ ସ୍ମରଣ କରାନ୍ତି ଯାହା ସେମାନଙ୍କ ପାଖରେ ଅଛି? Paul reminds earthly masters that they also have a master in heaven. ପାଉଲ ପାର୍ଥିବ ମାଲିକମାନଙ୍କୁ ସ୍ମରଣ କରାନ୍ତି ଯେ ସେମାନଙ୍କର ସ୍ୱର୍ଗରେ ମଧ୍ୟ ଜଣେ ମାଲିକ ଅଛନ୍ତି ।
59 4:2 w7om In what does Paul want the Colossians to continue steadfastly? କଲସୀୟମାନେ କେଉଁ ବିଷୟରେ ସ୍ଥିର ରୁହନ୍ତୁ ବୋଲି ପାଉଲ ଚାହାଁନ୍ତି? Paul wants the Colossians to continue steadfastly in prayer. ପାଉଲ ଚାହାଁନ୍ତି ଯେ କଲସୀୟମାନେ ପ୍ରାର୍ଥନାରେ ସ୍ଥିର ରୁହନ୍ତୁ ।
60 4:3 xvny For what does Paul want the Colossians to pray? କଲସୀୟମାଣେ କେଉଁ ବିଷୟ ପାଇଁ ପ୍ରାର୍ଥନା କରନ୍ତୁ ବୋଲି ପାଉଲ ଚାହାଁନ୍ତି? Paul wants the Colossians to pray that he has an open door to speak the word, the mystery of Christ. ଖ୍ରୀଷ୍ଟଙ୍କ ରହସ୍ୟ ବାକ୍ୟ କହିବା ପାଇଁ ତାଙ୍କ ନିମନ୍ତେ ଏକ ଦ୍ୱାର ଉନ୍ମୁକ୍ତ ହେଉ ବୋଲି କଲସୀୟମାନେ ପ୍ରାର୍ଥନା କରନ୍ତୁ ବୋଲି ପାଉଲ ଚାହୁଁଛନ୍ତି ।
61 4:5-6 igt2 How does Paul instruct the Colossians to treat those who are outsiders? ବାହାର ଲୋକମାନଙ୍କ ସହିତ କିପରି ବ୍ୟବହାର କରିବାକୁ ପାଉଲ କଲସୀୟମାନଙ୍କୁ ଶିକ୍ଷା ଦିଅନ୍ତି? Paul instructs them to live in wisdom, and speak with grace toward those who are outsiders. ପାଉଲ ସେମାନଙ୍କୁ ସୁଯୋଗର ସଦ୍‍ବ୍ୟବହାର କରି ବାହାରର ଲୋକମାନଙ୍କ ନିକଟରେ ବୁଦ୍ଧି ସହ ଆଚରଣ କରିବାକୁ କହନ୍ତି ।
62 4:7-9 qfoi What task had Paul given Tychicus and Onesimus? ପାଉଲ ତୁଖିକ ଏବଂ ଅନିସିମକୁ କେଉଁ କାର୍ଯ୍ୟ ଦେଇଥିଲେ? Paul gave them the task of making everything known concerning him to the Colossians. କଲସୀୟମାନଙ୍କୁ ତାଙ୍କ ବିଷୟରେ ସବୁକିଛି ଜଣାଇବା ପାଇଁ ପାଉଲ ସେମାନଙ୍କୁ କାର୍ଯ୍ୟ ଦେଇଥିଲେ ।
63 4:10 wv4f What instructions did Paul give concerning Mark, the cousin of Barnabus? ବର୍ଣ୍ଣବାଙ୍କର ଭାଇ ମାର୍କ ବିଷୟରେ ପାଉଲ କେଉଁ ନିର୍ଦ୍ଦେଶ ଦେଇଛନ୍ତି? Paul told the Colossians to receive Mark if he comes to them. ଯଦି ମାର୍କ ସେମାନଙ୍କ ନିକଟକୁ ଆସନ୍ତି ତେବେ ତାଙ୍କୁ ଗ୍ରହଣ କରିବାକୁ ପାଉଲ କଲସୀୟମାନଙ୍କୁ କହିଥିଲେ ।
64 4:12 f29y For what does Epaphras pray for the Colossians? ଏପାଫ୍ରା କଲସୀୟମାନଙ୍କ ପାଇଁ କ’ଣ ପ୍ରାର୍ଥନା କରନ୍ତି? He prays that the Colossians will stand complete and fully assured in all the will of God. ସେ ପ୍ରାର୍ଥନା କରନ୍ତି ଯେ ଈଶ୍ଵରରଙ୍କ ସିଦ୍ଧ ଓ ସମସ୍ତ ଇଚ୍ଛା ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିଶେଷଜ୍ଞ ହୋଇ ଅଟଳ ହୋଇ ରହିବେ ।
65 4:14 xm1y What is the name of the physician that is with Paul? ପାଉଲଙ୍କ ସହ ଥିବା ଡାକ୍ତରଙ୍କ ନାମ କ’ଣ ଅଟେ? The physician’s name is Luke. ଡାକ୍ତରଙ୍କ ନାମ ଲୂକ ଅଟେ।
66 4:15 uafc In what kind of place was the church in Laodicea meeting? ଲାଅଦିକିଆର ମଣ୍ଡଳୀ କେଉଁ ପ୍ରକାରର ସ୍ଥାନରେ ଥିଲା? The church in Laodicea was meeting in a house. ଲାଅଦିକିଆର ମଣ୍ଡଳୀ ଏକ ଗୃହ ସଭା ଥିଲା ।
67 4:16 bwcc To what other church had Paul also written a letter? ପାଉଲ ଅନ୍ୟ କେଉଁ ମଣ୍ଡଳୀଗୁଡ଼ିକୁ ପତ୍ର ଲେଖିଥିଲେ? Paul also had written a letter to the church in Laodicea. ପାଉଲ ଲାଅଦିକିଆର ମଣ୍ଡଳୀ  ମଧ୍ୟ ଏକ ପତ୍ର ଲେଖିଥିଲେ।
68 4:18 vzcp How did Paul show that this letter was actually from him? ଏହି ପତ୍ରଟି ପ୍ରକୃତରେ ପାଉଲଙ୍କଠାରୁ ଆସିଛି ବୋଲି ସେ କିପରି ପ୍ରକାଶ କଲେ? Paul wrote his name in his own handwriting at the end of the letter. ପାଉଲ ପତ୍ରର ଶେଷରେ ନିଜ ହାତରେ ନିଜ ନାମ ଲେଖିଥିଲେ।