This commit is contained in:
Vipin Bhadran 2021-11-05 14:07:33 +05:30
parent d8573cd251
commit a3ca6e84d9
302 changed files with 1102 additions and 333 deletions

View File

@ -1,6 +1,4 @@
# ପାଉଲ କିପରି ଜଣେ ଖ୍ରୀଷ୍ଟଙ୍କ ପ୍ରେରିତ ହୋଇଥିଲେ ?
# ପାଉଲ କିପରି ଖ୍ରୀଷ୍ଟ ଯୀଶୁଙ୍କର ପ୍ରେରିତ ହେଲେ?
ଈଶ୍ଵରଙ୍କ ଆଜ୍ଞାନୁସାରେ ପାଉଲ ଜଣେ ପ୍ରେରିତ ହୋଇଥିଲେ [୧:୧]।
# ପାଉଲ ଓ ତୀମଥିଙ୍କ ମଧ୍ୟରେ କ'ଣ ସମ୍ପର୍କ ଥିଲା ?
ପାଉଲ ଖ୍ରୀଷ୍ଟ ଯୀଶୁଙ୍କ ଆଜ୍ଞା ଅନୁସାରେ ଜଣେ ପ୍ରେରିତ ହେଲେ ।
ତୀମଥି ଧର୍ମବିଶ୍ଵାସରେ ପାଉଲଙ୍କ ଯଥାର୍ଥ ପୁତ୍ର ଥିଲା [୧:]।

4
1TI/01/02.md Normal file
View File

@ -0,0 +1,4 @@
# ପାଉଲ ଏବଂ ତୀମଥିଙ୍କ ମଧ୍ୟରେ କେଉଁ ସମ୍ପର୍କ ଥିଲା?
ତୀମଥି ବିଶ୍ଵାସରେ ପାଉଲଙ୍କର ପ୍ରକୃତ ପୁତ୍ର ଥିଲେ ।

View File

@ -1,6 +1,8 @@
# କେଉଁଠାରେ ତୀମଥିଙ୍କୁ ରହିବାର ଥିଲା ?
# ପାଉଲ ତୀମଥିଙ୍କୁ କେଉଁଠାରେ ରହିବାକୁ ଅନୁରୋଧ କଲେ?
ଏଫିସରେ ତୀମଥିଙ୍କୁ ରହିବାର ଥିଲା [୧:୩]।
# ନିର୍ଦ୍ଧିଷ୍ଟ ଲୋକମାନଙ୍କୁ କ'ଣ ନ କରିବାକୁ ତୀମଥି ଆଜ୍ଞା ଦେବାର ଥିଲା ?
ପାଉଲ ତୀମଥିଙ୍କୁ ଏଫିସରେ ରହିବାକୁ ଅନୁରୋଧ କଲେ।
# କେତେକ ଲୋକମାନଙ୍କୁ କ’ଣ ନକରିବାକୁ ତୀମଥିଙ୍କୁ ନିର୍ଦ୍ଦେଶ ଦେବାର ଥିଲା?
ଯେପରି ସେମାନେ ଭିନ୍ନ ଶିକ୍ଷା ନଦିଅନ୍ତି ଏହି ବିଷୟରେ ତୀମଥିଙ୍କୁ ନିର୍ଦ୍ଦେଶ ଦେବାର ଥିଲା।
ସେ ସେମାନଙ୍କୁ ଭିନ୍ନ ଶିକ୍ଷା ନ ଦେବାକୁ ଆଜ୍ଞା ଦେବାର ଥିଲା [୧:୩]।

View File

@ -1,3 +1,4 @@
# ପାଉଲ ତାହାଙ୍କ ଆଜ୍ଞା ଓ ଶିକ୍ଷାର ଉଦ୍ଦେଶ୍ୟ କ'ଣ ଥିଲା ବୋଲି କହନ୍ତି ?
# ପାଉଲଙ୍କର ଆଦେଶ ଓ ଶିକ୍ଷାର ଲକ୍ଷ୍ୟ କ’ଣ ବୋଲି ସେ କହିଥିଲେ?
ଏକ ଶୁଦ୍ଧ ହୃଦୟ, ଶୁଚି ବିବେକ ଓ ନିଷ୍କପଟ ବିଶ୍ଵାସରୁ ଜାତ ପ୍ରେମ ହିଁ ତାଙ୍କର ଆଦେଶର ଲକ୍ଷ୍ୟ ଥିଲା।
ତାହାଙ୍କ ଉଦ୍ଦେଶ୍ୟ ଶୁଦ୍ଧ ହୃଦୟ, ଶୁଚି ବିବେକ ଓ ନିଷ୍କପଟ ବିଶ୍ଵାସରୁ ଜାତ ପ୍ରେମ ଥିଲା [୧:୫]।

View File

@ -1,6 +1,4 @@
# ବ୍ୟବସ୍ଥା କେଉଁମାନଙ୍କ ନିମନ୍ତେ ସ୍ଥାପିତ ହୋଇଅଛି ?
# କାହା ପାଇଁ ବ୍ୟବସ୍ଥା ବନାଯାଇଥିଲା?
ବ୍ୟବସ୍ଥା ସ୍ଵେଚ୍ଛାଚାରି, ଅବାଧ୍ୟ ଏବଂ ପାପୀ ଲୋକମାନଙ୍କ ନିମନ୍ତେ ଅଟେ [୧:୯]।
# ପାପର ଚାରିଗୋଟି ଉଦାହରଣ କ'ଣ ଯାହା ଏହି ଲୋକମାନେ କରନ୍ତି ?
ବ୍ୟବସ୍ଥାହୀନ, ଅବାଧ୍ୟ, ଅଧାର୍ମିକ ଓ ପାପୀମାନଙ୍କ ନିମନ୍ତେ ବ୍ୟବସ୍ଥା ବନାଯାଇଥିଲା ।
ସେମାନେ ନରହତ୍ୟା, ବ୍ୟଭିଚାର, ମନୁଷ୍ୟ ଚୋର ଏବଂ ମିଥ୍ୟା କହନ୍ତି/କରନ୍ତି [୧:୯-୧୦]।

4
1TI/01/13.md Normal file
View File

@ -0,0 +1,4 @@
# କେଉଁ ପାପଗୁଡ଼ିକୁ ପାଉଲ ପୂର୍ବରୁ କରିଥିଲେ?
ପାଉଲ ପୂର୍ବରୁ ଜଣେ ନିନ୍ଦକ, ତାଡ଼ନାକାରୀ ଓ ଅତ୍ୟାଚାରୀ ମଣିଷ ଥିଲେ।

4
1TI/01/14.md Normal file
View File

@ -0,0 +1,4 @@
# ପାଉଲ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତ ହେବାରୁ, ଫଳସ୍ୱରୂପ ତାଙ୍କ ପ୍ରତି କ’ଣ ଅତି ପ୍ରଚୁର ହେଲା?
ଆମ ପ୍ରଭୁଙ୍କ ଅନୁଗ୍ରହ ପାଉଲଙ୍କ ପ୍ରତି ଅତି ପ୍ରଚୁର ହେଲା।

View File

@ -1,6 +1,4 @@
# କାହାକୁ ଉଦ୍ଧାର କରିବାକୁ ଖ୍ରୀଷ୍ଟ ଯୀଶୁ ଜଗତକୁ ଆସିଲେ ?
# ଜଗତରେ ଖ୍ରୀଷ୍ଟ ଯୀଶୁ କାହାକୁ ପରିତ୍ରାଣ କରିବା ନିମନ୍ତେ ଆସିଥିଲେ?
ଖ୍ରୀଷ୍ଟ ଯୀଶୁ ପାପୀମାନଙ୍କୁ ଉଦ୍ଧାର କରିବାକୁ ଜଗତକୁ ଆସିଲେ [୧:୧୫]।
# ସେ ଯେ ଈଶ୍ଵରଙ୍କ ଅନୁଗ୍ରହର ଏକ ଉଦାହରଣ ସ୍ଵରୂପ ବୋଲି ପାଉଲ କାହିଁକି କହନ୍ତି ?
ଜଗତରେ ପାପୀମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଆସିଥିଲେ।
କାରଣ ସେ ପାପୀମାନଙ୍କ ମଧ୍ୟରେ ପ୍ରଧାନ ଥିଲେ ତଥାପି ପ୍ରଥମେ ସେ ଈଶ୍ଵରଙ୍କ ଦୟାପ୍ରାପ୍ତ ହେଲେ ସେଥିପାଇଁ ସେ ଜଣେ ଉଦାହରଣ ସ୍ଵରୂପ ବୋଲି ପାଉଲ କହନ୍ତି [୧:୧୫-୧୬]।

5
1TI/01/16.md Normal file
View File

@ -0,0 +1,5 @@
# ପାଉଲ କାହିଁକି ଈଶ୍ଵରଙ୍କଠାରୁ ଦୟାପ୍ରାପ୍ତ ହେଲି ବୋଲି କହିଲେ?
ଯେପରି ଯୀଶୁ ଆପଣା ପୂର୍ଣ୍ଣ ଚିରସହିଷ୍ଣୁତା ପାଉଲଙ୍କଠାରେ ପ୍ରକାଶ କରନ୍ତି ଏଥିନିମନ୍ତେ ସେ ଈଶ୍ଵରଙ୍କଠାରୁ ଦୟାପ୍ରାପ୍ତ ହେଲି ବୋଲି କହିଲେ ।

View File

@ -1,6 +1,5 @@
# ତୀମଥିଙ୍କ ବିଷୟରେ କେଉଁ ସବୁ ବିଷୟ କୁହାଯାଇଥିଲା ଯାହା ସହିତ ପାଉଲ ସହମତି ଅଟନ୍ତି ?
# ତୀମଥିଙ୍କ ବିଷୟରେ ପୂର୍ବରେ ଉକ୍ତ ସମସ୍ତ ଭାବବାଣୀ ଅନୁସାରେ କ’ଣ କରିବାକୁ ପାଉଲ ତୀମଥିଙ୍କୁ କହିଲେ?
ଏକ ଉତ୍ତମ ଯୁଦ୍ଧ ଲଢ଼ିବାକୁ ପାଉଲ ତୀମଥିଙ୍କୁ କହିଲେ ।
ତୀମଥିଙ୍କ ବିଶ୍ଵାସର ଉତ୍ତମ ଯୁଦ୍ଧ ଓ ଶୁଚି ବିବେକ ସମ୍ବନ୍ଧରେ ଭାବବାଣୀ ଯାହା ତୀମଥିଙ୍କ ବିଷୟରେ କୁହାଯାଇଥିଲା, ପାଉଲ ତାହା ସହିତ ସହମତି ଅଟନ୍ତି [୧:୧୮-୧୯]।
# ଯେଉଁମାନେ ବିଶ୍ଵାସ ଓ ଶୁଚି ବିବେକକୁ ପରିତ୍ୟାଗ କରିଥିଲେ ଏବଂ ସେମାନଙ୍କର ବିଶ୍ଵାସରୂପ ଜାହାଜକୁ ଭଗ୍ନ କରିଥିଲେ ସେମାନଙ୍କ ନିମନ୍ତେ ପାଉଲ କ'ଣ କରନ୍ତି ?
ଯେପରି ସେମାନେ ଶିକ୍ଷାପ୍ରାପ୍ତ ହୋଇ ନିନ୍ଦା ନ କରନ୍ତି ଏଥିନିମନ୍ତେ ପାଉଲ ସେମାନଙ୍କୁ ଶୟତାନକୁ ସମର୍ପଣ କଲେ [୧:]।

4
1TI/01/19.md Normal file
View File

@ -0,0 +1,4 @@
# ସେମାନଙ୍କ ସହିତ କ’ଣ ହେଲା ଯେଉଁମାନେ ସେମାନଙ୍କର ବିଶ୍ଵାସ ଓ ଶୁଚି ବିବେକକୁ ପରିତ୍ୟାଗ କଲେ?
ଏହି ଲୋକମାନଙ୍କର ବିଶ୍ଵାସରୂପ ଜାହାଜ ଭଗ୍ନ ହୋଇଯାଇଅଛି ।

4
1TI/01/20.md Normal file
View File

@ -0,0 +1,4 @@
# ଯେଉଁମାନେ ନିଜର ବିଶ୍ୱାସ ଓ ଶୁଚି ବିବେକ ଓ ବିଶ୍ଵାସରୂପ ଜାହାଜକୁ ପରିତ୍ୟାଗ କରିଥିଲେ ସେହି ଲୋକମାନଙ୍କ ପାଇଁ ପାଉଲ କ’ଣ କରିଥିଲେ?
ସେମାନେ ଯେପରି ଈଶ୍ଵରଙ୍କୁ ନିନ୍ଦା ନକରିବାକୁ ଶିକ୍ଷା ଦିଆଯାଇ ପାରିବେ ସେଇଥି ପାଇଁ ପାଉଲ ସେମାନଙ୍କୁ ଶୟତାନର ହସ୍ତରେ ସମର୍ପଣ କଲେ ।

View File

@ -1,9 +1,4 @@
# କାହା ପାଇଁ ପ୍ରାର୍ଥନା କରିବାକୁ ପାଉଲ ବିନତି କରନ୍ତି ?
# ପାଉଲ କାହା ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରନ୍ତି?
ସମସ୍ତ ଲୋକମାନଙ୍କ ପାଇଁ, ରାଜା ଓ ଶାସନକର୍ତ୍ତା ସମସ୍ତଙ୍କ ପାଇଁ ପ୍ରାର୍ଥନା କରିବାକୁ ପାଉଲ ବିନତି କରନ୍ତି [:୧-]।
# କେଉଁ ପ୍ରକାର ଜୀବନ ଯାପନ ଖ୍ରୀଷ୍ଟିୟାନମାନଙ୍କୁ କରିବାକୁ ପାଉଲ ଇଚ୍ଛା କରନ୍ତି ?
ସମସ୍ତ ଲୋକମାନଙ୍କ ପାଇଁ ପାଉଲ ପ୍ରାର୍ଥନା କରିବାକୁ ଅନୁରୋଧ କରନ୍ତି ।
ଖ୍ରୀଷ୍ଟିୟାନମାନେ ଯେପରି ସର୍ବତୋଭାବେ ଈଶ୍ଵର ପରାୟଣତା ଓ ଭଦ୍ରତା ସହ ଶାନ୍ତି ଏବଂ ନିର୍ବିଘ୍ନତାର ଜୀବନ ଯାପନ କରିବାକୁ ପାଉଲ ଇଚ୍ଛା କରନ୍ତି [:]।
# ସମସ୍ତ ଲୋକମାନଙ୍କ ନିମନ୍ତେ ଈଶ୍ଵର କ'ଣ ଇଚ୍ଛା କରନ୍ତି ?
ସମସ୍ତ ଲୋକମାନେ ଯେପରି ପରିତ୍ରାଣ ଓ ସତ୍ୟ ବିଷୟରେ ଜ୍ଞାନ ପ୍ରାପ୍ତ ହୁଅନ୍ତି ଏହା ଈଶ୍ଵର ଇଚ୍ଛା କରନ୍ତି [:୪]।

4
1TI/02/02.md Normal file
View File

@ -0,0 +1,4 @@
# ଖ୍ରୀଷ୍ଟିୟାନମାନେ କେଉଁ ପ୍ରକାରର ଜୀବନଯାପନ କରନ୍ତୁ ବୋଲି ପାଉଲ ଚାହୁଁଛନ୍ତି?
ଖ୍ରୀଷ୍ଟିୟାନମାନେ ଈଶ୍ଵର-ପରାୟଣତା ଓ ଭଦ୍ରତା ସହ ଶାନ୍ତି ଓ ନିର୍ବିଘ୍ନତାରେ ଜୀବନଯାପନ କରନ୍ତୁ ବୋଲି ପାଉଲ ଚାହୁଁଛନ୍ତି ।

4
1TI/02/04.md Normal file
View File

@ -0,0 +1,4 @@
# ସମସ୍ତ ଲୋକ ପାଇଁ ଈଶ୍ଵର କ’ଣ ଇଚ୍ଛା କରନ୍ତି?
ସମସ୍ତେ ଲୋକ ଯେପରି ପରିତ୍ରାଣ ଓ ସତ୍ୟ ବିଷୟରେ ଜ୍ଞାନ ପ୍ରାପ୍ତ ହୁଅନ୍ତି, ଏହା ଈଶ୍ଵର ଇଚ୍ଛା କରନ୍ତି ।

View File

@ -1,9 +1,4 @@
# ଈଶ୍ଵର ଓ ମନୁଷ୍ୟମାନଙ୍କ ମଧ୍ୟରେ ଯୀଶୁ ଖ୍ରୀଷ୍ଟଙ୍କ ସ୍ଥାନ କ'ଣ ଅଟେ ?
# ଈଶ୍ଵର ଏବଂ ମନୁଷ୍ୟ ମଧ୍ୟସ୍ଥରେ ଖ୍ରୀଷ୍ଟ ଯୀଶୁଙ୍କର ସ୍ଥିତି କ’ଣ?
ଯୀଶୁ ଖ୍ରୀଷ୍ଟ ଈଶ୍ଵର ଓ ମନୁଷ୍ୟମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଟନ୍ତି [:୫]।
# ସମସ୍ତଙ୍କ ପାଇଁ ଯୀଶୁ ଖ୍ରୀଷ୍ଟ କ'ଣ କଲେ ?
ଖ୍ରୀଷ୍ଟ ଯୀଶୁ ଈଶ୍ଵର ଓ ମନୁଷ୍ୟମାନଙ୍କ ମଧ୍ୟରେ ଏକମାତ୍ର ମଧ୍ୟସ୍ଥ ଅଟନ୍ତି ।
ଯୀଶୁ ଖ୍ରୀଷ୍ଟ ମୁକ୍ତିର ମୁଲ୍ୟସ୍ଵରୂପେ ସମସ୍ତଙ୍କ ପାଇଁ ଆପଣାକୁ ଦାନ କଲେ [:୬]।
# ପ୍ରେରିତ ପାଉଲ କାହାକୁ ଶିକ୍ଷା ଦିଅନ୍ତି ?
ପାଉଲ ବିଜାତୀମାନଙ୍କର ଶିକ୍ଷକ ଅଟନ୍ତି [:୭]।

4
1TI/02/06.md Normal file
View File

@ -0,0 +1,4 @@
# ଖ୍ରୀଷ୍ଟ ଯୀଶୁ ସମସ୍ତ ଲୋକମାନଙ୍କ ପାଇଁ କ’ଣ କଲେ?
 ଖ୍ରୀଷ୍ଟ ଯୀଶୁ ସମସ୍ତ ଲୋକମାନଙ୍କ ମୁକ୍ତିର ମୂଲ୍ୟ ସ୍ଵରୂପେ ଆପଣାକୁ ଦାନ କଲେ ।

4
1TI/02/07.md Normal file
View File

@ -0,0 +1,4 @@
# ପ୍ରେରିତ ପାଉଲ କାହାକୁ ଶିକ୍ଷା ଦିଅନ୍ତି?
ପାଉଲ ଲୋକମାନଙ୍କର ଜଣେ ଶିକ୍ଷକ ଅଟନ୍ତି ।

View File

@ -1,6 +1,4 @@
# ପାଉଲ ପୁରୁଷମାନଙ୍କୁ କ'ଣ କରିବାକୁ ଚାହାଁନ୍ତି ?
# ପୁରୁଷମାନେ କ’ଣ କରନ୍ତୁ ବୋଲି ପାଉଲ ଇଚ୍ଛା କରନ୍ତି?
ପୁରୁଷମାନେ ଯେପରି ଶୁଚି ହସ୍ତ ଉତ୍ତୋଳନ କରି ପ୍ରାର୍ଥନା କରିବେ ତାହା ପାଉଲ ଚାହାଁନ୍ତି [:୮]।
# ପାଉଲ ସ୍ତ୍ରୀମାନଙ୍କୁ କ'ଣ କରିବାକୁ ଚାହାଁନ୍ତି ?
ପୁରୁଷମାନେ ଶୁଚି ହସ୍ତ ଉତ୍ତୋଳନ କରି ପ୍ରାର୍ଥନା କରନ୍ତୁ ବୋଲି ପାଉଲ ଇଚ୍ଛା କରନ୍ତି ।
ପାଉଲ ସ୍ତ୍ରୀମାନଙ୍କୁ ସୁବୁଦ୍ଧି ସହକାରେ ପରିପାଟୀ ପରିଚ୍ଛଦ ପିନ୍ଧି ଧର୍ମପରାୟଣ ସହ ରହିବାକୁ ଇଚ୍ଛା କରନ୍ତି [:୯]।

4
1TI/02/09.md Normal file
View File

@ -0,0 +1,4 @@
# ସ୍ତ୍ରୀମାନେ କ’ଣ କରନ୍ତୁ ବୋଲି ପାଉଲ ଇଚ୍ଛା କରନ୍ତି?
ସ୍ତ୍ରୀମାନେ ଆତ୍ମସଂଯତା ଓ ଉତ୍ତମ ବୁଦ୍ଧି ସହକାରେ ପରିପାଟୀ ପରିଚ୍ଛଦନ ପିନ୍ଧନ୍ତୁ ବୋଲି ପାଉଲ ଇଚ୍ଛା କରନ୍ତି ।

4
1TI/02/12.md Normal file
View File

@ -0,0 +1,4 @@
# ଜଣେ ସ୍ତ୍ରୀଙ୍କୁ ପାଉଲ କ’ଣ କରିବାକୁ ଅନୁମତି ଦିଅନ୍ତି ନାହିଁ?
ଜଣେ ସ୍ତ୍ରୀକୁ ଶିକ୍ଷା ଦେବା ପାଇଁ ଅବା ପୁରୁଷ ଉପରେ କର୍ତ୍ତାପଣ କରିବା ପାଇଁ ପାଉଲ ଅନୁମତି ଦିଅନ୍ତି ନାହିଁ ।

View File

@ -1,6 +1,4 @@
# ଏଥିପାଇଁ ପାଉଲ କେଉଁ କାରଣମାନ ଦିଅନ୍ତି ?
ଜଣେ ସ୍ତ୍ରୀକୁ ଶିକ୍ଷା ଦେବା ପାଇଁ ଅବା ଜଣେ ପୁରୁଷ ଉପରେ କର୍ତ୍ତାପଣ କରିବା ପାଇଁ ପାଉଲ ଅନୁମତି ନ ଦେବାର ପ୍ରଥମ କାରଣ କ’ଣ ଅଟେ?
ପ୍ରଥମେ ଯେ ଆଦମ ସୃଷ୍ଟି ହେଲେ ଏବଂ ଆଦମ ପ୍ରବଞ୍ଚିତ ହୋଇ ନ ଥିଲେ ଏହି କାରଣମାନ ପାଉଲ କହନ୍ତି ।
# କେଉଁଠାରେ ପାଉଲ ସ୍ତ୍ରୀମାନଙ୍କୁ ସ୍ଥିର ରହିବାକୁ ଚାହାଁନ୍ତି ?
ପାଉଲଙ୍କର ଅନୁମତି ନ ଦେବାର ପ୍ରଥମ କାରଣ, ପ୍ରଥମେ ଆଦମ ସୃଷ୍ଟ ହୋଇଥିଲେ ଅଟେ ।
ସ୍ତ୍ରୀମାନଙ୍କୁ ସୁବୁଦ୍ଧି ସହ ବିଶ୍ଵାସ, ପ୍ରେମ ଓ ପବିତ୍ରତାରେ ସ୍ଥିର ରହିବାକୁ ପାଉଲ ଚାହାଁନ୍ତି [:୧୫]।

4
1TI/02/14.md Normal file
View File

@ -0,0 +1,4 @@
# ଜଣେ ସ୍ତ୍ରୀକୁ ଶିକ୍ଷା ଦେବା ପାଇଁ ଅବା ଜଣେ ପୁରୁଷ ଉପରେ କର୍ତ୍ତାପଣ କରିବା ପାଇଁ ପାଉଲ ଅନୁମତି ନ ଦେବାର ଦ୍ୱିତୀୟ କାରଣ କ’ଣ?
ପାଉଲଙ୍କର ଅନୁମତି ନ ଦେବାର ଦ୍ୱିତୀୟ କାରଣ, ଆଦମ ପ୍ରବଞ୍ଚିତ ହୋଇ ନ ଥିଲେ ।

4
1TI/02/15.md Normal file
View File

@ -0,0 +1,4 @@
# ସ୍ତ୍ରୀମାନେ କେମିତି ରହନ୍ତୁ ବୋଲି ପାଉଲ ଇଚ୍ଛା କରନ୍ତି?
ସ୍ତ୍ରୀମନେ ଉତ୍ତମ ବୁଦ୍ଧିର ସହ ବିଶ୍ଵାସ, ପ୍ରେମ ଓ ପବିତ୍ରତାରେ ସ୍ଥିର ରହନ୍ତୁ ବୋଲି ପାଉଲ ଇଚ୍ଛା କରନ୍ତି ।

View File

@ -1,9 +1,4 @@
# ତତ୍ତ୍ଵାଅବଧାୟକ କାର୍ଯ୍ୟ କେଉଁ ପ୍ରକାର କାର୍ଯ୍ୟ ଅଟେ ?
# ଜଣେ ଅଧ୍ୟକ୍ଷଙ୍କ କାର୍ଯ୍ୟ କେଉଁ ପ୍ରକାରର ହେବା ଉଚିତ?
ତତ୍ତ୍ଵାଅବଧାୟକ କାର୍ଯ୍ୟ ଏକ ଉତ୍ତମ କାର୍ଯ୍ୟ ଅଟେ [୩:୧]।
# ତତ୍ତ୍ଵାଅବଧାୟକ/ପରିଦର୍ଶକ କ'ଣ କରିବାରେ ସକ୍ଷମ ହେବାର ଆବଶ୍ୟକ ?
ଜଣେ ଅଧ୍ୟକ୍ଷଙ୍କ କାର୍ଯ୍ୟ ଉତ୍ତମ କାର୍ଯ୍ୟ ହେବା ଉଚିତ ।
ତତ୍ତ୍ଵାଅବଧାୟକ ଶିକ୍ଷା ଦାନରେ ନିପୁଣ ହେବା ଆବଶ୍ୟକ [୩:]।
# ତତ୍ତ୍ଵାଅବଧାୟକ/ପରିଦର୍ଶକ କିପରି ଧନ ଓ ମଦ୍ୟପାୟୀକୁ ବ୍ୟବହାର କରିବା ଆବଶ୍ୟକ ?
ତତ୍ତ୍ଵାଅବଧାୟକ/ପରିଦର୍ଶକ ମଦ୍ୟପାୟୀରେ ଆସକ୍ତ ନ ହେବା ଆବଶ୍ୟକ ଏବଂ ଧନକୁ ପ୍ରେମ ନ କରିବା ଆବଶ୍ୟକ [୩:୩]।

4
1TI/03/02.md Normal file
View File

@ -0,0 +1,4 @@
# ଜଣେ ଅଧ୍ୟକ୍ଷଙ୍କୁ କ’ଣ କରିବାରେ ନିପୁଣ ହେବା ଆବଶ୍ୟକ?
ଜଣେ ଅଧ୍ୟକ୍ଷଙ୍କୁ ଶିକ୍ଷାଦାନରେ ନିପୁଣ ହେବା ଆବଶ୍ୟକ ।

4
1TI/03/03.md Normal file
View File

@ -0,0 +1,4 @@
# ଜଣେ ଅଧ୍ୟକ୍ଷଙ୍କୁ ମଦ୍ୟପାନ ଏବଂ ଧନ କିପରି ପରିଚାଳନା କରିବା ଆବଶ୍ୟକ?
ଜଣେ ଅଧ୍ୟକ୍ଷଙ୍କୁ ମଦ୍ୟପାୟୀ କି ଧନଲାଭରେ ନିର୍ଲୋଭ ହେବା ଆବଶ୍ୟକ।

View File

@ -1,6 +1,4 @@
# ତତ୍ତ୍ଵାଅବଧାୟକର ସନ୍ତାନମାନେ ତାହାଙ୍କ ପ୍ରତି କିପରି ବ୍ୟବହାର କରିବା ଉଚିତ ?
# ଜଣେ ଅଧ୍ୟକ୍ଷଙ୍କର ସନ୍ତାନମାନେ ତାଙ୍କୁ କିପରି ବ୍ୟବହାର କରିବା ଉଚିତ?
ତତ୍ତ୍ଵାଅବଧାୟକର ସନ୍ତାନମାନେ ତାହାଙ୍କୁ ସମ୍ମାନ ଓ ତାହାଙ୍କ ଆଜ୍ଞା ପାଳନ କରିବା ଆବଶ୍ୟକ [୩:୪]।
# ପରିବାରକୁ ଉତ୍ତମ ଭାବେ ପରିଚାଳିତ କରିବା କାହିଁକି ଏକ ତତ୍ତ୍ଵାଅବଧାୟକ ନିମନ୍ତେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ଅଟେ ?
ଜଣେ ଅଧ୍ୟକ୍ଷଙ୍କର ସନ୍ତାନମାନେ ତାଙ୍କ ଅଧିନରେ ରହୁଥିବା ଉଚିତ।
ଏହା ଗୁରୁତ୍ତ୍ୱପୂର୍ଣ୍ଣ କାରଣ ଯଦି ସେ ତାହାର ପରିବାରକୁ ଶାସନ କରିପାରେ ନାହିଁ ତେବେ ସେ ମଣ୍ଡଳୀରତତ୍ତ୍ଵ ଭଲ ଭାବରେ ନେଇପାରିବ ନାହିଁ [୩:୫]।

4
1TI/03/05.md Normal file
View File

@ -0,0 +1,4 @@
# କାହିଁକି ଜଣେ ଅଧ୍ୟକ୍ଷଙ୍କୁ ତାଙ୍କ ପରିବାରକୁ ଉତ୍ତମ ଭାବରେ ଶାସନ କରିବା ଜରୁରୀ?
ଏହା ଜରୁରୀ ଅଟେ କାରଣ ଯେବେ ଅଧ୍ୟକ୍ଷ ଆପଣା ପରିବାରକୁ ଶାସନ କରି ପାରନ୍ତି ନାହିଁ, ତେବେ ସେ କିପରି ଈଶ୍ଵରଙ୍କ ମଣ୍ତଳୀର ଦାୟିତ୍ୱ ନେବେ।

View File

@ -1,6 +1,4 @@
# ଯଦି ତତ୍ତ୍ଵାଅବଧାୟକ ଏକ ନୂତନ ଶିଷ୍ୟ ଅଟନ୍ତି ତେବେ ଅସୁବିଧା କ'ଣ ?
# ଯଦି ଅଧ୍ୟକ୍ଷ ଜଣକ ନୂତନ ବିଶ୍ଵାସୀ ତେବେ ବିପଦ କ’ଣ?
ଅସୁବିଧା ତାହା ଯେ କାଳେ ସେ ଗର୍ବି ହେବ ଓ ଦଣ୍ଡ ଗ୍ରସ୍ତ ହେବ [୩:୬]।
# ଏକ ତତ୍ତ୍ଵାଅବଧାୟକର ଚରିତ୍ର ମଣ୍ଡଳୀର ବାହାରେ ଥିବା ଲୋକମାନଙ୍କ ସହିତ କ'ଣ ହେବା ଆବଶ୍ୟକ ?
ବିପଦ ଏହା ଯେ କାଳେ ଅଧ୍ୟକ୍ଷ ଜଣକ ଅସାରଗର୍ବୀ ହୋଇ ଦଣ୍ତଗ୍ରସ୍ତ ହେବେ।
ଏକ ତତ୍ତ୍ଵାଅବଧାୟକର ଚରିତ୍ର ମଣ୍ଡଳୀର ବାହାର ଲୋକମାନଙ୍କ ସହ ଉତ୍ତମ ହେବା ଆବଶ୍ୟକ [୩:୭]।

4
1TI/03/07.md Normal file
View File

@ -0,0 +1,4 @@
# ଜଣେ ଅଧ୍ୟକ୍ଷଙ୍କର ମଣ୍ଡଳି ବାହାରେ ଥିବା ଲୋକମାନଙ୍କ ମଧ୍ୟରେ କେଉଁ ଖ୍ୟାତି ରହିବା ଆବଶ୍ୟକ?
ଅଧ୍ୟକ୍ଷଙ୍କୁ ମଣ୍ଡଳି ବାହାରେ ରହୁଥିବା ଲୋକମାନଙ୍କଠାରୁ ସୁଖ୍ୟାତି ପ୍ରାପ୍ତ ହେବା ଆବଶ୍ୟକ।  

4
1TI/03/10.md Normal file
View File

@ -0,0 +1,4 @@
# ଦୀକନମାନେ ସେବାକୁ ଯିବା ପୂର୍ବରୁ ସେମାନଙ୍କ ସହିତ କ’ଣ କରିଯିବା ଉଚିତ?
ସେବାକୁ ଯିବା ପୂର୍ବରୁ, ସେମାନେ ପ୍ରଥମେ ପରୀକ୍ଷିତ ହେବା ଉଚିତ ।  

View File

@ -1,3 +1,4 @@
# ଧାର୍ମିକ ସ୍ତ୍ରୀମାନଙ୍କର କିଛି ବିଶେଷତ୍ଵ କ'ଣ ଅଟେ ?
# ଧାର୍ମିକ ସ୍ତ୍ରୀମାନଙ୍କର କେଉଁ ଗୁଣ ରହିବା ଆବଶ୍ୟକ ଅଟେ?
ଧାର୍ମିକ ସ୍ତ୍ରୀମାନେ ପରନିନ୍ଦା-କାରିଣୀ ନ ହୋଇ ଗମ୍ଭୀରା, ମିତାଚାରିଣୀ ଓ ସମସ୍ତ ବିଷୟରେ ବିଶ୍ଵସ୍ତା ହେବା ଆବଶ୍ୟକ ଅଟେ ।
ଧାର୍ମିକ ସ୍ତ୍ରୀମାନେ ପରନିନ୍ଦାକାରିଣୀ ନ ହୋଇ ଗମ୍ବିରା, ମିତାଚାରିଣୀ ଓ ସମସ୍ତ ବିଷୟରେ ବିଶ୍ଵସ୍ତା ଅଟନ୍ତି [୩:୧୧]।

4
1TI/03/15.md Normal file
View File

@ -0,0 +1,4 @@
# ଈଶ୍ଵରଙ୍କ ଗୃହର ଅର୍ଥ କ’ଣ ଅଟେ ?
ଈଶ୍ଵରଙ୍କ ଗୃହର ଅର୍ଥ ଜୀବିତ ଈଶ୍ଵରଙ୍କ ମଣ୍ତଳୀ ଅଟେ।

View File

@ -1,3 +1,4 @@
# ଯୀଶୁ ଦେହବନ୍ତ ହୋଇ ପ୍ରକାଶିତ ହେଲା ପରେ, ଆତ୍ମାଙ୍କ ଦ୍ଵାରା ଧାର୍ମିକ ବୋଲି ପ୍ରମାଣିତ ହେଲା ପରେ ଏବଂ ଦୂତମାନଙ୍କ ଦ୍ଵାରା ଦେଖାଗଲା ପରେ ସେ କ'ଣ କଲେ ?
# ଯୀଶୁ ଦେହବନ୍ତ ହୋଇ ପ୍ରକାଶିତ ହେଲା ପରେ, ଆତ୍ମାରେ ଧାର୍ମିକ ବୋଲି ପ୍ରମାଣିତ ହେଲେ, ଓ ଦୂତମାନଙ୍କ ଦ୍ଵାରା ଦେଖାଗଲେ, ତା’ପରେ ସେ କ’ଣ କଲେ?
ଯୀଶୁ ଜାତିମାନଙ୍କ ମଧ୍ୟରେ ପ୍ରଚାରିତ ହେଲେ, ଜଗତରେ ବିଶ୍ଵାସପାତ୍ର ହେଲେ, ଓ ଗୌରବରେ ଗୃହୀତ ହେଲେ।
ଯୀଶୁ ଜାତିମାନଙ୍କ ମଧ୍ୟରେ ପ୍ରଚାରିତ ହେଲେ, ଜଗତରେ ବିଶ୍ଵାସପାତ୍ର ହେଲେ, ଏବଂ ଗୌରବାରେ ଗୃହୀତ ହେଲେ [୩:୧୬]।

View File

@ -1,3 +1,4 @@
# ଆତ୍ମାଙ୍କ ଅନୁସାରେ, ଉତ୍ତର କାଳରେ କିଛି ଲୋକମାନେ କ'ଣ କରିବେ ?
# ଆତ୍ମା ଅନୁସାରେ, ପରବର୍ତ୍ତୀ କାଳରେ କେହି କେହି ଲୋକ କ’ଣ କରିବେ?
କିଛି ଲୋକ ବିଶ୍ଵାସ ପରିତ୍ୟାଗ କରିବେ ଓ ଭୂତମାନଙ୍କ ଶିକ୍ଷା ପ୍ରତି ମନୋଯୋଗ କରିବେ ।
କିଛି ଲୋକମାନେ ବିଶ୍ଵାସ ପରିତ୍ୟାଗ କରିବେ ଏବଂ ଭ୍ରାନ୍ତିଜନକ ଆତ୍ମାଙ୍କ ପ୍ରତି ମନୋଯୋଗୀ କରିବେ [୪:୧]।

View File

@ -1,6 +1,4 @@
# ଏହି ଲୋକମାନେ କେଉଁ ମିଥ୍ୟା ଶିକ୍ଷା ଦେବେ ?
# ମିଥ୍ୟାବାଦୀମାନେ କେଉଁ ବିଷୟରେ ମିଥ୍ୟା ଶିକ୍ଷା ଦେବେ?
ସେମାନେ ବିବାହ ନିଷେଧ କରିବେ ଏବଂ ବିବିଢ଼ ଖାଦ୍ୟ ଖାଇବାକୁ ନିଷେଧ କରିବେ [୪:୪]।
# ଯେକୌଣସି ଆମେ ଖାଉ ତାହା କିପରି ପବିତ୍ର ଏବଂ ଆମ୍ଭେମାନଙ୍କ ନିମନ୍ତେ ଗ୍ରହଣଯୋଗ୍ୟ ହୁଏ ?
ସେମାନେ ବିବାହକୁ ନିଷେଧ କରିବେ ପୁଣି ବିଭିନ୍ନ ଖାଦ୍ୟ ପଦାର୍ଥରୁ ଅଲଗା ରହିବା ନିମନ୍ତେ ଶିକ୍ଷା ଦେବେ ।
ଯେକୌଣସି ଆମ୍ଭେମାନେ ଖାଉ ତାହା ଈଶ୍ଵରଙ୍କ ବାକ୍ୟ ଏବଂ ପ୍ରାର୍ଥନା ଦ୍ଵାରା ପବିତ୍ର ଏବଂ ଗ୍ରହଣଯୋଗ୍ୟ ହୋଇଥାଏ [୪:୫]।

4
1TI/04/05.md Normal file
View File

@ -0,0 +1,4 @@
# ଆମେ ଗ୍ରହଣ କରୁଥିବା ଖାଦ୍ୟ ପଦାର୍ଥ ଆମ ପାଇଁ ଗ୍ରାହ୍ୟ କିପରି ହୁଏ?
ଆମେ ଗ୍ରହଣ କରୁଥିବା ଖାଦ୍ୟ ପଦାର୍ଥ ଧନ୍ୟବାଦ ଏବଂ ପ୍ରାର୍ଥନା ଦ୍ୱାରା ଗ୍ରାହ୍ୟ ହୁଏ।

4
1TI/04/07.md Normal file
View File

@ -0,0 +1,4 @@
# ପାଉଲ ତୀମଥିଙ୍କୁ କେଉଁ ବିଷୟରେ ନିଜକୁ ଅଭ୍ୟାସ କରିବା ନିମନ୍ତେ କହନ୍ତି?
ପାଉଲ ତୀମଥିଙ୍କୁ ଈଶ୍ଵରପରାୟଣକୁ ଅଭ୍ୟାସ କରବା ନିମନ୍ତେ କହନ୍ତି ।

4
1TI/04/08.md Normal file
View File

@ -0,0 +1,4 @@
#  ଶାରୀରିକ ବ୍ୟାୟାମ ଅପେକ୍ଷା ଈଶ୍ଵରପରାୟଣତା କାହିଁକି ଅଧିକ ଲାଭଜନକ ଅଟେ?
ଈଶ୍ଵରପରାୟଣରେ ବ୍ୟାୟାମ କରିବା ଅଧିକ  ଲାଭଜନକ କାହିଁକି ନା ଏହା ଇହକାଳ ଓ ପରକାଳର ପ୍ରତିଜ୍ଞାଯୁକ୍ତ ଅଟେ।

View File

@ -1,6 +1,4 @@
# ତୀମଥି ଯେଉଁ ସମସ୍ତ ଉତ୍ତମ ଶିକ୍ଷା ଗ୍ରହଣ କରିଅଛନ୍ତି ତାହା ସହିତ କ'ଣ କରିବାକୁ ପାଉଲ ତାହାଙ୍କୁ ଉତ୍ସାହିତ କରନ୍ତି ?
# ପାଉଲଙ୍କ ଶିକ୍ଷା ସମୟରେ ଗ୍ରହଣ କରିଥିବା ସମସ୍ତ ଉତ୍ତମ ବିଷୟ ସହିତ ଆଉ କ’ଣ କରିବା ନିମନ୍ତେ ପାଉଲ ତୀମଥିଙ୍କୁ ଉତ୍ସାହିତ କରନ୍ତି?
ପାଉଲ ଏହି ସମସ୍ତ ବିଷୟ ଅନ୍ୟକୁ ପ୍ରଚାର କରିବାକୁ ଓ ଶିକ୍ଷା ଦେବାକୁ ତୀମଥିକୁ ଉତ୍ସାହିତ କରନ୍ତି [୪:୬,୧୧]।
# କେଉଁଥିରେ ତୀମଥି ଅନ୍ୟମାନଙ୍କ ନିମନ୍ତେ ଆଦର୍ଶ ସ୍ଵରୂପ ହେବେ ?
ପାଉଲ ତୀମଥିଙ୍କୁ ଆଜ୍ଞା ଦେଇ, ଏ ସମସ୍ତ ବିଷୟ ଶିକ୍ଷା ଦେବା ପାଇଁ ଉତ୍ସାହିତ କରନ୍ତି ।
ବାକ୍ୟରେ, ଆଚରଣରେ, ପ୍ରେମରେ, ବିଶ୍ଵାସରେ, ଏବଂ ପବିତ୍ରତାରେ ତୀମଥି ଆଦର୍ଶ ସ୍ଵରୂପ ହେବେ [୪:୧୨]।

4
1TI/04/12.md Normal file
View File

@ -0,0 +1,4 @@
# କେଉଁ ବିଷୟରେ ତୀମଥି ଅନ୍ୟମାନଙ୍କ ପାଇଁ ଆଦର୍ଶ ସ୍ଵରୂପ ହେବା ଉଚିତ?
ତୀମଥି ବାକ୍ୟରେ, ଆଚରଣରେ, ପ୍ରେମରେ, ବିଶ୍ଵାସରେ ଓ ପବିତ୍ରତାରେ ଆଦର୍ଶ ସ୍ଵରୂପ ହେବା ଉଚିତ ।

View File

@ -1,6 +1,4 @@
# କିପରି ତୀମଥି ଆତ୍ମିକ ଦାନ ଯାହା ତାହାଙ୍କ ପାଖରେ ଥିଲା ତାହାକୁ ଗ୍ରହଣ କଲେ ?
# ତୀମଥିଙ୍କ ପାଖରେ ଥିବା ଅନୁଗ୍ରହ ଦାନ ସେ କିପରି ପାଇଲେ?
ଭାବବାଣୀ ଓ ପ୍ରାଚୀନମାନଙ୍କ ହସ୍ତାର୍ପଣ ଦ୍ଵାରା ତୀମଥିଙ୍କୁ ଦାନ ଦିଆଯାଇଥିଲା [୪:୧୪]।
# ଯଦି ତୀମଥି ତାହାଙ୍କ ଜୀବନରେ ଏବଂ ଶିକ୍ଷାରେ ବିଶ୍ଵସ୍ତତାରେ ଲାଗି ରହିଲେ କିଏ ଉଦ୍ଧାର ପାଇବେ ?
ଭାବବାଣୀ ଓ ପ୍ରାଚୀନମାନଙ୍କର ହସ୍ତାର୍ପଣ ଦ୍ଵାରା ତୀମଥିଙ୍କୁ ଅନୁଗ୍ରହ ଦାନ ଦତ୍ତ ହୋଇଥିଲା ।
ତୀମଥି ନିଜେ ପୁଣି ଯେଉଁମାନେ ତାହାଙ୍କୁ ଶୁଣନ୍ତି ସେମାନେ ମଧ୍ୟ ଉଦ୍ଧାର ପାଇବେ [୪:୧୬]।

4
1TI/04/16.md Normal file
View File

@ -0,0 +1,4 @@
# ଯଦି ତୀମଥି ଆପଣା ବିଷୟରେ ଓ ଆପଣା ଶିକ୍ଷା ବିଷୟରେ ସତର୍କ ହୁଅନ୍ତି, ତେବେ କାହାର ପରିତ୍ରାଣ ସାଧନ କରିବେ?
ଏହା କଲେ ତୀମଥି ଆପଣା ଓ ଆପଣା ଶ୍ରୋତାମାନଙ୍କର ପରିତ୍ରାଣ ମଧ୍ୟ ସାଧନ କରିବେ।

View File

@ -1,3 +1,4 @@
# ମଣ୍ଡଳୀରେ ଜଣେ ପ୍ରାଚୀନକୁ କିପରି ବ୍ୟବହାର କରିବାକୁ ପାଉଲ ତୀମଥିଙ୍କୁ କହିଲେ ?
# ମଣ୍ଡଳୀରେ ଥିବା ବୃଦ୍ଧ ବ୍ୟକ୍ତିଙ୍କ ସହିତ କିପରି ବ୍ୟବହାର କରିବାକୁ ପାଉଲ ତୀମଥିଙ୍କୁ କହିଥିଲେ?
ପିତୃତୁଲ୍ୟ ଜ୍ଞାନ କରି ବିନୟ କର ବୋଲି ପାଉଲ ତୀମଥିଙ୍କୁ କହିଥିଲେ।
ତାହାଙ୍କୁ ପିତୃତୁଲ୍ୟ ବ୍ୟବହାର କରିବାକୁ ପାଉଲ ତୀମଥିଙ୍କୁ କହିଲେ [୫:୧]।

4
1TI/05/04.md Normal file
View File

@ -0,0 +1,4 @@
ଜଣେ ବିଧବାର ପୁତ୍ରକନ୍ୟା ବା ପୌତ୍ରପୌତ୍ରୀମନେ ତାଙ୍କ ପାଇଁ କ’ଣ କରିବା ଉଚିତ?
ପୁତ୍ରକନ୍ୟା ବା ପୌତ୍ରପୌତ୍ରୀମନେ ଆପଣା ପିତାମାତାଙ୍କ ପ୍ରତି ପ୍ରତ୍ୟୁପକାର କରି ସେହି ବିଧବାର ଯତ୍ନ ନେବା ଉଚିତ ।

4
1TI/05/08.md Normal file
View File

@ -0,0 +1,4 @@
# ବିଶେଷକରି ନିଜ ଘରେ ଥିବା ଲୋକମାନଙ୍କର ଯତ୍ନ ନେଉନଥିବା ବ୍ୟକ୍ତି କ’ଣ କରିଅଛି?
ସେ ବିଶ୍ଵାସମତ ଅସ୍ଵୀକାର କରିଅଛି, ଆଉ ସେ ଅବିଶ୍ଵାସୀଠାରୁ ଅଧମ ଅଟେ।

4
1TI/05/10.md Normal file
View File

@ -0,0 +1,4 @@
# ଜଣେ ବିଧବା କ’ଣ ପାଇଁ ଖ୍ୟାତ ହେବା ଉଚିତ?
ସତ୍କର୍ମ ପାଇଁ ଜଣେ ବିଧବା ଖ୍ୟାତ ହେବା ଉଚିତ ।

View File

@ -1,3 +1,4 @@
# ଯେତେବେଳେ ଏକ ଯୁବତୀ ବିଧବା ତାହାରି ଜୀବନସାରା ବିଧବା ପରି ରହିବାକୁ ଚାହେଁ ସେଠାରେ କ'ଣ ବିପଦ ଥାଏ ?
# ସେବାଯତ୍ନ କରିବା ପାଇଁ ଯୁବତୀ ବିଧବାମାନଙ୍କୁ ମଣ୍ତଳୀରେ କାହିଁକି ଅଗ୍ରାହ୍ୟ କରିବା ଉଚିତ ?
 ଏହି ଯୁବତୀ ବିଧବାମାନ ପରେ ବିବାହ କରିବାକୁ ଇଚ୍ଛା କରନ୍ତି।
ସେଠାରେ ବିପଦ ଥାଏ କାରଣ ସେ ପରେ ବିବାହ କରିବାକୁ ଇଚ୍ଛା କରେ ଏବଂ ପୂର୍ବ ପ୍ରତିଜ୍ଞା ଲଂଘନ କରେ [୫:୧୧-୧୨]।

View File

@ -1,3 +1,4 @@
# ଯୁବତୀ ସ୍ତ୍ରୀ ଲୋକମାନଙ୍କୁ ପାଉଲ କ'ଣ କରିବାକୁ ଚାହାଁନ୍ତି ?
# ଯୁବତୀ ବିଧବାମାନେ କ’ଣ କରନ୍ତୁ ବୋଲି ପାଉଲ ଇଚ୍ଛା କରନ୍ତି?
ଯୁବତୀ ବିଧବାମାନେ ବିବାହ କରନ୍ତୁ, ସନ୍ତାନ ପ୍ରସବ କରନ୍ତୁ, ଓ ଗୃହକାର୍ଯ୍ୟ ପରିଚାଳନା କରନ୍ତୁ ବୋଲି ପାଉଲ ଇଚ୍ଛା କରନ୍ତି।
ପାଉଲ ଯୁବତୀ ସ୍ତ୍ରୀ ଲୋକମାନଙ୍କୁ ବିବାହ କରିବାକୁ, ସନ୍ତାନ ପ୍ରସବ ଓ ଗୃହକାର୍ଯ୍ୟ ପରିଚାଳନା କରିବାକୁ କହନ୍ତି [୫:୧୪]।

View File

@ -1,3 +1,4 @@
# ଯେଉଁ ପ୍ରାଚୀନମାନେ ଉତ୍ତମ ଭାବରେ ନେତୃତ୍ୱ କରନ୍ତି ସେମାନଙ୍କ ପ୍ରତି କ'ଣ କରାଯିବା ଉଚିତ୍ ?
# ଉତ୍ତମ ରୂପେ ତତ୍ତ୍ଵାବଧାନ କରୁଥିବା ପ୍ରାଚୀନମାନଙ୍କ ପାଇଁ କ’ଣ କରିଯିବା ଉଚିତ?
ଯେଉଁ ପ୍ରାଚୀନମାନେ ଉତ୍ତମ ରୂପେ ତତ୍ତ୍ଵାବଧାନ କରନ୍ତି  ଦୁଇ ଗୁଣ ସମାଦର ପାଇବାର ଯୋଗ୍ୟ ବୋଲି ଗଣିତ ହେବା ଉଚିତ।
ଯେଉଁ ପ୍ରାଚୀନମାନେ ଉତ୍ତମ ଭାବରେ ନେତୃତ୍ୱ କରନ୍ତି ସେମାନେ ଦୁଇ ଗୁଣ ସମାଦର ପାଇବାକୁ ଯୋଗ୍ୟ ଅଟନ୍ତି [୫:୧୭]।

View File

@ -1,3 +1,4 @@
# ଜଣେ ପ୍ରାଚୀନଙ୍କ ବିରୁଦ୍ଧରେ ଅଭିଯୋଗ ଗ୍ରହଣ କରିବା ପୂର୍ବେ କ'ଣ ରହିବା ଆବଶ୍ୟକ ?
# ଜଣେ ପ୍ରାଚୀନଙ୍କ ବିରୁଦ୍ଧରେ ଅଭିଯୋଗ ଗ୍ରହଣ କରିବା ପୂର୍ବରୁ କେଉଁ ସର୍ତ୍ତଗୁଡ଼ିକ ପୂରଣ କରାଯିବା ଆବଶ୍ୟକ?
କେହି ଯେବେ ଜଣେ ପ୍ରାଚୀନଙ୍କ ବିରୁଦ୍ଧରେ ଅଭିଯୋଗ କରେ ସେଠାରେ ଦୁଇ ବା ତିନି ଜଣ ସାକ୍ଷୀ ରହିବା ଆବଶ୍ୟକ।
ପ୍ରାଚୀନଙ୍କ ବିରୁଦ୍ଧରେ ଅଭିଯୋଗ ଗ୍ରହଣ କରିବା ପୂର୍ବରୁ ଦୁଇ ବା ତିନି ଜଣ ସାକ୍ଷୀ ରହିବା ଆବଶ୍ୟକ [୫:୧୯]।

View File

@ -1,3 +1,4 @@
# କେଉଁ ପରି ଭାବରେ ପାଉଲ ତୀମଥିଙ୍କୁ ଏହି ନିୟମଗୁଡିକୁ ରଖିବାକୁ ଆଜ୍ଞା ଦିଅନ୍ତି ?
# କେଉଁ ଉପାୟରେ ଏହି ଆଜ୍ଞାଗୁଡ଼ିକୁ ପାଳନ କରିବାକୁ ପାଉଲ ତୀମଥିଙ୍କୁ ଆଜ୍ଞା ଦିଅନ୍ତି?
ପକ୍ଷପାତ ନ କରି ଏହି ଆଜ୍ଞାଗୁଡ଼ିକୁ ପାଳନ କରିବାକୁ ପାଉଲ ତୀମଥିଙ୍କୁ ଆଜ୍ଞା ଦିଅନ୍ତି।
ବିନା ପକ୍ଷପାତ ଭାବେ ପାଉଲ ତୀମଥିଙ୍କୁ ଏହି ନିୟମଗୁଡିକୁ ରଖିବାକୁ ଆଜ୍ଞା ଦିଅନ୍ତି [୫:୨୧]।

4
1TI/05/24.md Normal file
View File

@ -0,0 +1,4 @@
# ଲୋକମାନଙ୍କର ପାପ କେବେ ପ୍ରକାଶିତ ହୁଏ?
କାହାରି କାହାରି ପାପ ପୂର୍ବରୁ ପ୍ରକାଶିତ ହୁଏ, କିନ୍ତୁ କାହାରି କାହାରି ପାପ ବିଚାର ହେବା ପୂର୍ବରୁ ପ୍ରକାଶ ପାଏ ନାହିଁ।

View File

@ -1,3 +1,4 @@
# କିପରି ଦାସମାନେ ସେମାନଙ୍କର କର୍ତ୍ତାମାନଙ୍କୁ ବିବେଚନା କରିବା ଉଚିତ୍ ବୋଲି ପାଉଲ କହନ୍ତି ?
ଦାସମାନେ ଆପଣା ଆପଣା କର୍ତ୍ତାମାନଙ୍କୁ କିପରି ସମାଦର କରିବା ଉଚିତ ବୋଲି ପାଉଲ କହିଲେ?
ଦାସମାନେ ଆପଣା ଆପଣା କର୍ତ୍ତାମାନଙ୍କୁ ଯଥୋଚିତ ସମାଦରଯୋଗ୍ୟ ବୋଲି ଜ୍ଞାନ କରିବା ଉଚିତ ବୋଲି ପାଉଲ କହିଲେ।
ଦାସମାନେ ସମାଦରଯୋଗ୍ୟ ବୋଲି ସେମାନଙ୍କର କର୍ତ୍ତାମାନଙ୍କୁ ବିବେଚନା କରିବା ଉଚିତ୍ ବୋଲି ପାଉଲ କହନ୍ତି [୬:୧]।

4
1TI/06/04.md Normal file
View File

@ -0,0 +1,4 @@
# କେଉଁ ପ୍ରକାରର ବ୍ୟକ୍ତି ହିତଜନକ ବାକ୍ୟ ଓ ଈଶ୍ଵର-ପରାୟଣତା ଶିକ୍ଷାକୁ ଅସ୍ଵୀକାର କରେ?
ଯେଉଁ ବ୍ୟକ୍ତି ହିତଜନକ ବାକ୍ୟ ଓ ଈଶ୍ଵର-ପରାୟଣତା ଅନୁଯାୟୀ ଶିକ୍ଷାକୁ ସ୍ଵୀକାର ନ କରେ ତେବେ ସେ ଅସାରଗର୍ବୀ ଓ ଅଜ୍ଞାନ ଅଟେ।

View File

@ -1,6 +1,4 @@
# ମହାନ ଲାଭଜନକ ବୋଲି ପାଉଲ କ'ଣ କହନ୍ତି ?
# ପ୍ରକୃତରେ କ’ଣ ଲାଭଜନକ ବୋଲି ପାଉଲ କହନ୍ତି?
ଈଶ୍ଵର ପରାୟଣତା ସନ୍ତୋଷଯୁକ୍ତ ହେଲେ ବିଶେଷ ଲାଭଜନକ ବୋଲି ପାଉଲ କହନ୍ତି [୬:୬]।
# କାହିଁକି ଆମ୍ଭେମାନଙ୍କ ନିମନ୍ତେ ଅନ୍ନବସ୍ତ୍ର ଯଥେଷ୍ଟ ହେବା ଉଚିତ୍ ?
ଈଶ୍ଵରପରାୟଣତା ସହ ସନ୍ତୋଷଭାବଯୁକ୍ତ ହେଉଛି ପ୍ରକୃତରେ ଲାଭଜନକ ବୋଲି ପାଉଲ କହନ୍ତି।
ଆମ୍ଭେମାନଙ୍କ ନିମନ୍ତେ ଯଥେଷ୍ଟ ହେବା ଉଚିତ୍ କାରଣ ଆମ୍ଭେମାନେ ଜଗତକୁ କିଛି ଆଣି ନାହୁଁ ପୁଣି ଏଠାରୁ କିଛି ଘେନି ଯାଇ ନ ପାରୁ [୬:୭-୮]।

4
1TI/06/07.md Normal file
View File

@ -0,0 +1,4 @@
# ଆମ୍ଭେମାନେ ଏହି ଜଗତକୁ କ’ଣ ଆଣିଛୁ, ଓ ଗଲାବେଳେ ଆମ୍ଭେମାନେ ସାଙ୍ଗରେ କ’ଣ ଘେନିଯିବା ?
ଆମ୍ଭେମାନେ ଜଗତକୁ କିଛି ଆଣି ନାହୁଁ, ପୁଣି ଏଠାରୁ କିଛି ଘେନିଯାଇ ନ ପାରୁ।

4
1TI/06/08.md Normal file
View File

@ -0,0 +1,4 @@
# ଏହି ଜଗତରେରେ ଆମ୍ଭମାନେ କେଉଁ ବିଷୟରେ ସନ୍ତୁଷ୍ଟ ହେବା ଉଚିତ?
ଆମ୍ଭମାନଙ୍କ ପାଖରେ ଅନ୍ନବସ୍ତ୍ର ଅଛି ବୋଲି ଆମ୍ଭମାନେ ସନ୍ତୁଷ୍ଟ ହେବା ଉଚିତ।

View File

@ -1,9 +1,4 @@
# ଯେଉଁମାନେ ଧନୀ ହେବାକୁ ଇଚ୍ଛା କରନ୍ତି କେଉଁଠାରେ ପଡନ୍ତି ?
# ଯେଉଁମାନେ ଧନୀ ହେବାକୁ ଇଚ୍ଛା କରନ୍ତି ସେମାନେ କେଉଁ ଫାନ୍ଦରେ ପଡ଼ନ୍ତି?
ଯେଉଁମାନେ ଧନୀ ହେବାକୁ ଇଚ୍ଛା କରନ୍ତି ପରୀକ୍ଷା ଓ ଫାନ୍ଦରେ ପଡନ୍ତି [୬:୯]।
# ସମସ୍ତ ଅନିଷ୍ଟର ମୂଳ କ'ଣ ଅଟେ ?
 ଯେଉଁମାନେ ଧନୀ ହେବାକୁ ଇଚ୍ଛା କରନ୍ତି ସେମାନେ ପରୀକ୍ଷା ଓ ଫାନ୍ଦରେ ପଡନ୍ତି।
ଧନଲୋଭ ସମସ୍ତ ଅନିଷ୍ଟର ମୂଳ ଅଟେ [୬:୧୦]।
# ଯେଉଁମାନେ ଧନକୁ ପ୍ରେମ କରିଅଛନ୍ତି ସେମାନଙ୍କ ପ୍ରତି କ'ଣ ଘଟିଅଛି ?
ଯେଉଁମାନେ ଧନକୁ ପ୍ରେମ କରିଅଛନ୍ତି ବିଶ୍ଵାସ ତ୍ୟାଗ କରି ପଥ ଭ୍ରଷ୍ଟ ହୋଇଅଛନ୍ତି [୬:୧୦]।

8
1TI/06/10.md Normal file
View File

@ -0,0 +1,8 @@
# ସମସ୍ତ ମନ୍ଦତାର ମୂଳ କ’ଣ ଅଟେ?
ଧନଲୋଭ ସମସ୍ତ ମନ୍ଦତାର ମୂଳ ଅଟେ।
# ଯେଉଁମାନେ ଧନଲୋଭ କଲେ ସେମାନଙ୍କ ସହିତ କ’ଣ ହେଲା?
ଯେଉଁମାନେ ଧନଲୋଭ କଲେ ସେମାନେ ବିଶ୍ୱାସ ତ୍ୟାଗ କରି ପଥଭ୍ରଷ୍ଟ ହେଲେ ।

4
1TI/06/12.md Normal file
View File

@ -0,0 +1,4 @@
# କେଉଁ ଯୁଦ୍ଧ ତୀମଥି ନିଶ୍ଚିତ କରିବା ଉଚିତ ବୋଲି ପାଉଲ କହିଲେ?
ବିଶ୍ୱାସର ଉତ୍ତମ ଯୁଦ୍ଧ ତୀମଥି ନିଶ୍ଚିତ କରିବା ଉଚିତ ବୋଲି ପାଉଲ କହିଲେ ।

4
1TI/06/16.md Normal file
View File

@ -0,0 +1,4 @@
# ଈଶ୍ଵର କେଉଁଠାରେ ବାସ କରନ୍ତି?
ଈଶ୍ଵର ଅଗମ୍ୟ ଜ଼୍ୟୋତିର୍ନିବାସୀ ଅଟନ୍ତି ।

View File

@ -1,6 +1,4 @@
# ଧନୀମାନେ କାହିଁକି ଅସ୍ଥାୟୀ ଧନରେ ନିର୍ଭର ନ କରି ଈଶ୍ଵରଙ୍କଠାରେ ନିର୍ଭର ରଖିବା ଉଚିତ୍ ?
# ଧନୀ ଲୋକମାନେ କାହିଁକି ଅସ୍ଥାୟୀ ଧନ ଉପରେ ନିର୍ଭର ନ କରି ଈଶ୍ଵରଙ୍କ ଉପରେ ନିର୍ଭର କରିବା ଉଚିତ?
ଧନୀମାନେ ଈଶ୍ଵରଙ୍କଠାରେ ନିର୍ଭର ରଖିବା ଉଚିତ୍ କାରଣ ସେ ପ୍ରଚୁର ରୂପେ ସମସ୍ତ ଧନ ଦାନ କରନ୍ତି [୬:୧୭]।
# ଯେଉଁମାନେ ସତ୍କର୍ମରେ ଧନୀ ଅଟନ୍ତି ସେମାନେ ସେମାନଙ୍କ ନିମନ୍ତେ କ'ଣ କରନ୍ତି ?
ଧନୀ ଲୋକମାନେ ଈଶ୍ଵରଙ୍କ ଉପରେ ନିର୍ଭର କରିବା ଉଚିତ କାରଣ ସେ ଉପଭୋଗ କରିବା ନିମନ୍ତେ ସମସ୍ତ ବିଷୟ ପ୍ରଚୁର ଭାବେ ଆମକୁ ଦାନ କରନ୍ତି ।
ଯେଉଁମାନେ ସତ୍କର୍ମରେ ଧନୀ ଅଟନ୍ତି ଉତ୍କୃଷ୍ଟ ମୂଳଧନ ଆପଣା ପାଇଁ ସଞ୍ଚୟ କରନ୍ତି, ଏବଂ ପ୍ରକୃତ ଜୀବନ ପ୍ରାପ୍ତ ହୁଅନ୍ତି [୬:୧୯]।

4
1TI/06/19.md Normal file
View File

@ -0,0 +1,4 @@
# ଯେଉଁମାନେ ସତ୍କର୍ମରେ ଧନୀ, ସେମାନେ ନିଜ ପାଇଁ କ’ଣ କରନ୍ତି?
ଯେଉଁମାନେ ସତ୍କର୍ମରେ ଧନୀ, ସେମାନେ ନିଜର ଭାବୀ ଜୀବନ ନିମନ୍ତେ ପ୍ରକୃତ ମୂଳଧନ ସଞ୍ଚୟ କରି, ପ୍ରକୃତ ଜୀବନ ପ୍ରାପ୍ତ କରନ୍ତି ।

4
1TI/06/20.md Normal file
View File

@ -0,0 +1,4 @@
# ଶେଷରେ, ପାଉଲ ତୀମଥିଙ୍କୁ ସମର୍ପିତ ବିଷୟକୁ କ’ଣ କରିବାକୁ କହନ୍ତି?
ପାଉଲ ତୀମଥିଙ୍କୁ ସମର୍ପିତ ସମସ୍ତ ବିଷୟକୁ ରକ୍ଷା କରିବାକୁ କହନ୍ତି ।

View File

@ -1,9 +1,8 @@
# ଏହି ପତ୍ରରେ ଲେଖକ ଯୋହନ କେଉଁ ନାମରେ ଆପଣାକୁ ପରିଚୟ ଦେଇଛନ୍ତି ?
# ଲେଖକ ଯୋହନ କେଉଁ ନାମରେ ନିଜକୁ ଏହି ପତ୍ରରେ ପରିଚିତ କରନ୍ତି?
ଯୋହନ ଆପଣାକୁ ପ୍ରାଚୀନ ସ୍ଵରୁପେ ପରିଚୟ ଦେଇଛନ୍ତି [୧:୧] ।
# କାହାକୁ ଏହି ପତ୍ର ଲେଖାଯାଇଅଛି ?
ଯୋହନ ନିଜକୁ ପ୍ରାଚୀନ ଭାବରେ ପରିଚିତ କରନ୍ତି ।
ଏହି ପତ୍ର ମନୋନୀତ ମହିଳା ଏବଂ ତାହାଙ୍କ ସନ୍ତାନ ନିକଟକୁ ଲେଖାଯାଇଅଛି [୧:୧] ।
# କାହାଠାରୁ ଅନୁଗ୍ରହ, ଦୟା ଏବଂ ଶାନ୍ତି ଆସେ ବୋଲି ଯୋହନ କହନ୍ତି ?
# ଏହି ପତ୍ର କାହାକୁ ଲେଖାଯାଇଅଛି?
ମନୋନୀତା ମହିଳା ଓ ତାହାଙ୍କ ସନ୍ତାନମାନଙ୍କ ନିକଟକୁ ଏହି ପତ୍ର ଲେଖାଯାଇଅଛି।
ପିତା ଇଶ୍ଵର ଏବଂ ତାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ, ଦୟା ଏବଂ ଶାନ୍ତି ଆସେ ବୋଲି ଯୋହନ କହନ୍ତି [୧:୩] ।

4
2JN/01/03.md Normal file
View File

@ -0,0 +1,4 @@
# କାହାଠାରୁ ଅନୁଗ୍ରହ, ଦୟା ଏବଂ ଶାନ୍ତି ଆସେ ବୋଲି ଯୋହନ କହନ୍ତି?
ପିତା ଈଶ୍ଵର ଏବଂ ସେହି ପିତାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ, ଦୟା ଓ ଶାନ୍ତି ଆସେ ବୋଲି ଯୋହନ କହନ୍ତି।

View File

@ -1,9 +1,4 @@
# କାହିଁକି ଯୋହନ ଆନନ୍ଦ କରୁଅଛନ୍ତି ?
# ଯୋହନ କାହିଁକି ଆନନ୍ଦିତ ହୁଅନ୍ତି?
ଯୋହନ ଆନନ୍ଦ କରୁଅଛନ୍ତି କାରଣ ସେ କେତେକ ମହିଳାଙ୍କ ସନ୍ତାନମାନଙ୍କୁ ସତ୍ୟରେ ଆଚରଣ କରିବା ଦେଖିଲେ [୧:୪] ।
# ଆଦ୍ୟରୁ କେଉଁ ଆଜ୍ଞା ଥିଲା ବୋଲି ଯୋହନ କହନ୍ତି ?
ମନୋନୀତା ମହିଳାଙ୍କ ସନ୍ତାନମାନଙ୍କ ମଧ୍ୟରୁ କେତେକଙ୍କୁ ପିତାଙ୍କଠାରୁ ପ୍ରାପ୍ତ ଆଜ୍ଞାନୁଯାୟୀ ସତ୍ୟରେ ଆଚରଣ କରୁଥିବା ଦେଖି ଯୋହନ ବିଶେଷ ଆନନ୍ଦିତ ବୋଲି କହନ୍ତି ।
ପରସ୍ପରକୁ ପ୍ରେମ କରିବା ଆଜ୍ଞା ଆଦ୍ୟରୁ ଥିଲା ବୋଲି ଯୋହନ କହନ୍ତି [୧:୫] ।
# ପ୍ରେମ କ'ଣ ଅଟେ ବୋଲି ଯୋହନ କହନ୍ତି ?
ଈଶ୍ଵରଙ୍କ ଆଜ୍ଞାନୁସାରେ ଆଚରଣ କରିବା ହିଁ ପ୍ରେମ ଅଟେ ବୋଲି ଯୋହନ କହନ୍ତି [୧:୬] ।

4
2JN/01/05.md Normal file
View File

@ -0,0 +1,4 @@
# କେଉଁ ଆଜ୍ଞାଗୁଡ଼ିକୁ ସେମାନେ ଆଦ୍ୟରୁ ପ୍ରାପ୍ତ କରିଥିଲେ ବୋଲି ଯୋହନ କହନ୍ତି?
ସେମାନେ ପରସ୍ପରକୁ ପ୍ରେମ କରିବାକୁ ଆଦ୍ୟରୁ ଆଜ୍ଞା ପ୍ରାପ୍ତ ବୋଲି ଯୋହନ କହିଥିଲେ ।

4
2JN/01/06.md Normal file
View File

@ -0,0 +1,4 @@
# ପ୍ରେମ କ’ଣ ବୋଲି ଯୋହନ କହନ୍ତି?
ଈଶ୍ଵରଙ୍କ ଆଜ୍ଞାନୁସାରେ ଆଚରଣ କରିବା ହିଁ ପ୍ରେମ ବୋଲି ଯୋହନ କହନ୍ତି ।

View File

@ -1,6 +1,4 @@
# ଯେଉଁମାନେ ଯୀଶୁ ଖ୍ରୀଷ୍ଟ ଦେହବନ୍ତ ହୋଇ ଅବତୀର୍ଣ୍ଣ ହେଲେ ବୋଲି ସ୍ୱୀକାର କରନ୍ତି ନାହିଁ ସେମାନଙ୍କୁ ଯୋହନ କ'ଣ ଡାକନ୍ତି ?
# ଯେଉଁମାନେ ଯୀଶୁ ଖ୍ରୀଷ୍ଟ ଦେହବନ୍ତ ହୋଇ ଅବତୀର୍ଣ୍ଣ ହୋଇଅଛନ୍ତି ବୋଲି ଅସ୍ୱୀକାର କରନ୍ତି ସେମାନଙ୍କୁ ଯୋହନ କ’ଣ ଡାକନ୍ତି?
ଯେଉଁମାନେ ଯୀଶୁ ଖ୍ରୀଷ୍ଟ ଦେହବନ୍ତ ହୋଇ ଅବତୀର୍ଣ୍ଣ ହେଲେ ସ୍ୱୀକାର କରନ୍ତି ନାହିଁ ସେମାନଙ୍କୁ ଯୋହନ ପ୍ରବଂଚକ ଓ ଖ୍ରୀଷ୍ଟାରୀ ବୋଲି ଡାକନ୍ତି [୧:୭] ।
# ଯୋହନ ବିଶ୍ଵାସୀମାନଙ୍କୁ କ'ଣ ନ କରିବାକୁ ସାବଧାନ ହୁଅ ବୋଲି କହନ୍ତି ?
ସେମାନଙ୍କୁ ଯୋହନ ପ୍ରବଞ୍ଚକ ଓ ଭଣ୍ଡଖ୍ରୀଷ୍ଟ ବୋଲି ଡାକନ୍ତି ।
ସେମାନେ କରିଥିବା କାମକୁ ନ ହରାଇବା ନିମନ୍ତେ ଯୋହନ ବିଶ୍ଵାସୀମାନଙ୍କୁ ସତର୍କ ଏବଂ ସାବଧାନ ହେବା ପାଇଁ କହନ୍ତି [୧:୮] ।

4
2JN/01/08.md Normal file
View File

@ -0,0 +1,4 @@
# ଯୋହନ ବିଶ୍ଵାସୀମାନଙ୍କୁ କ’ଣ ନକରିବାକୁ ସାବଧାନ ରହିବାକୁ କହନ୍ତି?
ସେମାନଙ୍କର କୃତ କର୍ମର ଫଳ ନ ହରାଇବାକୁ ସାବଧାନ ରହିବାକୁ ଯୋହନ ବିଶ୍ଵାସୀମାନଙ୍କୁ କହନ୍ତି ।

4
2JN/01/10.md Normal file
View File

@ -0,0 +1,4 @@
# ଖ୍ରୀଷ୍ଟଙ୍କ ବିଷୟରେ ଯେଉଁ ବ୍ୟକ୍ତି ପ୍ରକୃତ ଶିକ୍ଷା ଦିଅନ୍ତି ନାହିଁ ସେହି ବ୍ୟକ୍ତିଙ୍କ ସହିତ କ’ଣ କରିବାକୁ ଯୋହନ ବିଶ୍ଵାସୀମାନଙ୍କୁ କହନ୍ତି?
ଯେଉଁ ବ୍ୟକ୍ତି ଖ୍ରୀଷ୍ଟଙ୍କ ବିଷୟରେ ପ୍ରକୃତ ଶିକ୍ଷା ଦିଅନ୍ତି ନାହିଁ ସେହି ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ନ କରିବାକୁ ଯୋହନ ବିଶ୍ଵାସୀମାନଙ୍କୁ କହନ୍ତି ।

4
2JN/01/11.md Normal file
View File

@ -0,0 +1,4 @@
# ଯେଉଁ ବ୍ୟକ୍ତି ଖ୍ରୀଷ୍ଟଙ୍କ ବିଷୟରେ ପ୍ରକୃତ ଶିକ୍ଷା ଦିଅନ୍ତି ନାହିଁ ସେହି ବ୍ୟକ୍ତିଙ୍କୁ ଯଦି ଜଣେ ବିଶ୍ଵାସୀ ଗ୍ରହଣ କରେ ତେବେ ସେ କେଉଁଠାରେ ସହଭାଗୀ ହୁଏ?
ଯେଉଁ ବ୍ୟକ୍ତି ଖ୍ରୀଷ୍ଟଙ୍କ ବିଷୟରେ ପ୍ରକୃତ ଶିକ୍ଷା ଦିଅନ୍ତି ନାହିଁ ସେହି ବ୍ୟକ୍ତିଙ୍କୁ ଯଦି ଜଣେ ବିଶ୍ଵାସୀ ଗ୍ରହଣ କରେ ତେବେ ସେ ସେହି ବ୍ୟକ୍ତିଙ୍କର ଦୁଷ୍କର୍ମର ସହଭାଗୀ ହୁଏ ।

4
2JN/01/12.md Normal file
View File

@ -0,0 +1,4 @@
# ଭବିଷ୍ୟତରେ ଯୋହନ କ’ଣ କରିବାକୁ ଆଶା କରନ୍ତି?
ଯୋହନ ଆଶା କରନ୍ତି ଯେ ସେ ମନୋନୀତ ମହିଳାଙ୍କ ନିକଟରେ ଉପସ୍ଥିତ ହୋଇ ମୁଖାମୁଖି କଥାବାର୍ତ୍ତା କରିବେ ।

View File

@ -1,3 +1,4 @@
# ପାଉଲ କିପରି ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ ହେଲେ ?
# ପାଉଲ କିପରି ଖ୍ରୀଷ୍ଟଙ୍କ ଜଣେ ପ୍ରେରିତ ହେଲେ?
ଈଶ୍ଵରଙ୍କ ଇଚ୍ଛା ଦ୍ଵାରା ପାଉଲ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ ହେଲେ ।
ପାଉଲ ଈଶ୍ଵରଙ୍କ ଇଚ୍ଛା ଦ୍ଵାରା ଖ୍ରୀଷ୍ଟଙ୍କ ଜଣେ ପ୍ରେରିତ ହେଲେ [୧:୧] ।

4
2TI/01/02.md Normal file
View File

@ -0,0 +1,4 @@
# ପାଉଲଙ୍କ ସହିତ ତୀମଥିଙ୍କର କ’ଣ ସମ୍ପର୍କ ବୋଲି ସେ କହନ୍ତି?
ପାଉଲ ତୀମଥିଙ୍କୁ ତାଙ୍କର “ପ୍ରିୟ ପୁତ୍ର” ବୋଲି କହନ୍ତି।

4
2TI/01/04.md Normal file
View File

@ -0,0 +1,4 @@
# ନିଜ ପ୍ରାର୍ଥନାରେ ପାଉଲ ଯେତେବେଳେ ତୀମଥିଙ୍କୁ ନିରନ୍ତର ମନେ ପକାନ୍ତି, ପାଉଲ କ’ଣ କରିବାକୁ ଇଚ୍ଛା କରନ୍ତି?
ପାଉଲ ତୀମଥିଙ୍କୁ ଦେଖିବାକୁ ପାଇଁ ଏକା ଇଚ୍ଛା କରନ୍ତି ।

4
2TI/01/05.md Normal file
View File

@ -0,0 +1,4 @@
# ତୀମଥିଙ୍କ ପରିବାରରେ, ତୀମଥିଙ୍କ ପୂର୍ବରୁ ଆଉ କାହାର ଅକପଟ ବିଶ୍ଵାସ ଥିଲା?
ତୀମଥିଙ୍କ ମାତାମହୀ ଲୋୟି ଓ ମାତା ଇଉନୀକୀ ଦୁହିଁଙ୍କଠାରେ ଅକପଟ ବିଶ୍ଵାସ ଥିଲା ।

4
2TI/01/07.md Normal file
View File

@ -0,0 +1,4 @@
# ଈଶ୍ଵର ତୀମଥିଙ୍କୁ କେଉଁ ପ୍ରକାର ଆତ୍ମା ଦେଲେ?
ଶକ୍ତି, ପ୍ରେମ ଓ ସୁବୁଦ୍ଧିର ଆତ୍ମା ଈଶ୍ଵର ତୀମଥିଙ୍କୁ ଦେଲେ ।

View File

@ -1,15 +1,7 @@
# ପାଉଲ ତୀମଥିଙ୍କୁ କ'ଣ ନ କରିବାକୁ କହନ୍ତି ?
# ପାଉଲ ତୀମଥିଙ୍କୁ କ’ଣ ନକରିବାକୁ କହନ୍ତି?
ପାଉଲ ତୀମଥିଙ୍କୁ ପ୍ରଭୁଙ୍କ ବିଷୟରେ ସାକ୍ଷ ଦେବାକୁ ଲଜ୍ଜିତ ନ ହେବାକୁ କହନ୍ତି [୧:୮] ।
# ତାହା ବଦଳରେ ପାଉଲ ତୀମଥିଙ୍କୁ କ'ଣ କରିବାକୁ କହନ୍ତି ?
ପାଉଲ ତୀମଥିଙ୍କୁ ପ୍ରଭୁଙ୍କ ସମ୍ଵନ୍ଧରେ ସାକ୍ଷ୍ୟ ଦେବା ବିଷୟରେ ଲଜ୍ଜିତ ନ ହେବାକୁ କହନ୍ତି ।
ସୁସମାଚାର ନିମନ୍ତେ କ୍ଲେଶ ସହ୍ୟ କରିବାକୁ ପାଉଲ ତୀମଥିଙ୍କୁ କହନ୍ତି [୧:୮] ।
# କେବେ ଆମ୍ଭମାନଙ୍କୁ ଈଶ୍ଵରଙ୍କ ଯୋଜନା ଏବଂ ଅନୁଗ୍ରହ ଦିଆଯାଇଅଛି ?
# ପାଉଲ ତୀମଥିଙ୍କୁ କ’ଣ କରିବାକୁ କହନ୍ତି?
ଈଶ୍ଵରଙ୍କ ଯୋଜନା ଏବଂ ଅନୁଗ୍ରହ ଆମ୍ଭମାନଙ୍କୁ ଅନାଦୀ କାଳ ପୂର୍ବରୁ ଦିଆଯାଇଅଛି [୧:୯] ।
# କିପରି ଈଶ୍ୱର ପରିତ୍ରାଣର ଯୋଜନାକୁ ପ୍ରକାଶିତ କଲେ ?
ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କର ଆବିର୍ଭାବ ଦ୍ଵାରା ଈଶ୍ଵରଙ୍କ ପରିତ୍ରାଣର ଯୋଜନା ପ୍ରକାଶିତ ହୋଇଅଛି [୧:୧୦] ।
# ଯେତେବେଳେ ଯୀଶୁ ଆବିର୍ଭାବ ହେଲେ, ମୃତ୍ୟୁ ଏବଂ ଜୀବନ ସମ୍ବନ୍ଧରେ ସେ କ'ଣ କଲେ ?
ଯୀଶୁ ମୃତ୍ୟୁକୁ ବିନାଶ କରିଛନ୍ତି, ଏବଂ ପୁଣି ସୁସମାଚାର ଦ୍ଵାରା ଅନନ୍ତ ଜୀବନକୁ ଆଣିଛନ୍ତି [୧:୧୦] ।
ସୁସମାଚାର ନିମନ୍ତେ ପାଉଲଙ୍କ ସହିତ କ୍ଳେଶ ସହ୍ୟ କରିବାକୁ ପାଉଲ ତୀମଥିଙ୍କୁ କହନ୍ତି ।

4
2TI/01/09.md Normal file
View File

@ -0,0 +1,4 @@
# ଈଶ୍ଵରଙ୍କ ସଂକଳ୍ପ ଓ ଅନୁଗ୍ରହ କେବେ ଆମ୍ଭମାନଙ୍କୁ ପ୍ରଦତ୍ତ ହୋଇଥିଲା?
ଈଶ୍ଵରଙ୍କ ସଂକଳ୍ପ ଓ ଅନୁଗ୍ରହ ଅନାଦିକାଳ ପୂର୍ବରୁ ଆମ୍ଭମାନଙ୍କୁ ପ୍ରଦତ୍ତ ହୋଇଥିଲା ।

8
2TI/01/10.md Normal file
View File

@ -0,0 +1,8 @@
#  ଈଶ୍ଵର କିପରି ଆପଣା ପରିତ୍ରାଣର ଯୋଜନା ପ୍ରକାଶ କଲେ?
ଈଶ୍ଵରଙ୍କ ପରିତ୍ରାଣର ଯୋଜନା ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କର ଆବିର୍ଭାବ ଦ୍ଵାରା ପ୍ରକାଶିତ କଲେ ।
# ଯେତେବେଳେ ଯୀଶୁ ଆବିର୍ଭାବ ହେଲେ, ମୃତ୍ୟୁ, ଜୀବନ ଏବଂ ଅମରତା ବିଷୟରେ ସେ କ’ଣ କଲେ?
ଯୀଶୁ ମୃତ୍ୟୁକୁ ଲୋପ କଲେ ପୁଣି, ସୁସମାଚାର ଦ୍ଵାରା ଜୀବନ ଓ ଅମରତାକୁ ଆଲୋକରେ ପ୍ରକାଶ କଲେ ।

View File

@ -1,6 +1,4 @@
# ପାଉଲ ସୁସମାଚାର ନିମନ୍ତେ ଲଜ୍ଜିତ ନୁହନ୍ତି କାରଣ ପରମେଶ୍ଵର ତାଙ୍କ ନିମନ୍ତେ କ'ଣ କରିବା ପାଇଁ ସକ୍ଷମ ଅଟନ୍ତି ବୋଲି ସେ ଈଶ୍ଵରଙ୍କଠାରେ ବିଶ୍ଵାସ କରନ୍ତି ?
# ଈଶ୍ଵରଙ୍କଠାରେ ପାଉଲଙ୍କ କେଉଁ ବିଶ୍ୱାସ ତାଙ୍କୁ ସୁସମାଚାର ପ୍ରଚାର କରିବାକୁ ଲଜ୍ଜିତ କରେ ନାହିଁ?
ପାଉଲ ଦୃଢ ବିଶ୍ଵାସ କରନ୍ତି ଯେ ପାଉଲ ଯାହା ଈଶ୍ଵରଙ୍କୁ ସମର୍ପିତ କରିଛନ୍ତି, ତାହା ସୁରକ୍ଷିତ ରଖିବାକୁ ଈଶ୍ଵର ସାମର୍ଥ ଅଟନ୍ତି [୧:୧୨] ।
# ଯେଉଁ ଉତ୍ତମ ବିଷୟ ଈଶ୍ଵର ତାହାକୁ ସମର୍ପିତ କରିଛନ୍ତି, ତାହା ସହିତ ତୀମଥିକୁ କ'ଣ କରିବାର ଅଛି ?
ଈଶ୍ଵରଙ୍କ ହସ୍ତରେ ଯାହା ପାଉଳ ସମର୍ପଣ କରିଅଛନ୍ତି, ତାହା ମହାଦିନ ପର୍ଯ୍ୟନ୍ତ ସୁରକ୍ଷା କରିବାକୁ ସେ ଯେ ସମର୍ଥ ଅଟନ୍ତି, ଏହି ବିଶ୍ଵାସ ପାଉଲଙ୍କୁ ସୁସମାଚାର ପ୍ରଚାର କରିବାକୁ ଲଜ୍ଜିତ କରେ ନାହିଁ ।
ଯେଉଁ ଉତ୍ତମ ବିଷୟ ତାହାକୁ ପରମେଶ୍ଵର ସମର୍ପିତ କରିଛନ୍ତି ତାହାକୁ ତୀମଥି ପବିତ୍ର ଆତ୍ମାଙ୍କ ଦ୍ଵାରା ସୁରକ୍ଷା କରିବାର ଅଛି [୧:୧୪] ।

4
2TI/01/14.md Normal file
View File

@ -0,0 +1,4 @@
# ତୀମଥିଙ୍କୁ ହସ୍ତରେ ଈଶ୍ଵର ସମର୍ପିତ କରିଥିବା ଉତ୍ତମ ବିଷୟ ସହିତ ତୀମଥି କ’ଣ କରିବା ଉଚିତ?
ତୀମଥିଙ୍କୁ ହସ୍ତରେ ଈଶ୍ଵର ସମର୍ପିତ କରିଥିବା ଉତ୍ତମ ବିଷୟକୁ ସେ ପବିତ୍ର ଆତ୍ମାଙ୍କ ଦ୍ଵାରା ସୁରକ୍ଷା କରିବା ଉଚିତ।

View File

@ -1,6 +1,4 @@
# ଆସିଆର ସମସ୍ତ ଲୋକମାନେ ପାଉଲଙ୍କୁ କ'ଣ କଲେ ?
# ପାଉଲଙ୍କ ଆସିଆର ସମସ୍ତ ସାଥୀମାନେ ତାଙ୍କ ପାଇଁ କ’ଣ କଲେ?
ଆସିଆରେ ସମସ୍ତ ଲୋକମାନେ ପାଉଲଙ୍କ ବିମୁଖ ହେଲେ [୧:୧୫] ।
# ଅନୀସିଫରଙ୍କ ପରିବାରକୁ ଦୟା କରିବାକୁ ପାଉଲ କାହିଁକି ପରମେଶ୍ଵରଙ୍କୁ ପଚାରନ୍ତି ?
ଏସିଆର ସମସ୍ତ ଲୋକ ପାଉଲଙ୍କଠାରୁ ବିମୁଖ ହେଲେ।
ପାଉଲ ପ୍ରଭୁଙ୍କୁ ଅନୀସିଫରଙ୍କ ପରିବାରକୁ ଦୟା କରନ୍ତୁ ବୋଲି ପଚାରନ୍ତି କାରଣ ଅନାସିଫରସ ଅନେକ ମାଧ୍ୟମରେ ପାଉଲଙ୍କୁ ସାହାଯ୍ୟ କରିଥିଲେ [୧:୧୬-୧୮] ।

4
2TI/01/16.md Normal file
View File

@ -0,0 +1,4 @@
# ପାଉଲ କାହିଁକି ଅନୀସିଫରଙ୍କ ପରିବାରକୁ ପ୍ରଭୁ ଦୟା କରନ୍ତୁ ବୋଲି ପ୍ରାର୍ଥନା କରୁଥିଲେ?
ଅନୀସିଫରଙ୍କ ପରିବାରକୁ ପ୍ରଭୁ ଦୟା କରନ୍ତୁ ବୋଲି ପାଉଲ ପ୍ରାର୍ଥନା କରୁଥିଲେ, କାରଣ ସେ ବାରମ୍ଵାର ପାଉଲଙ୍କୁ ସାନ୍ତ୍ଵନା କରିଥିଲେ, ପୁଣି ପାଉଲଙ୍କ ଶୃଙ୍ଖଳ ସମ୍ଵନ୍ଧରେ ଲଜ୍ଜିତ ହୋଇ ନଥିଲେ ।

4
2TI/01/17.md Normal file
View File

@ -0,0 +1,4 @@
# ପାଉଲ ରୋମରେ ଥିବାବେଳେ ଅନୀସିଫର ପାଉଲଙ୍କ ପାଇଁ କ’ଣ କରିଥିଲେ?
ଅନୀସିଫର ରୋମରେ ପାଉଲଙ୍କୁ ଉଦ୍‌ଯୋଗୀ ସହକାରେ ଅନ୍ଵେଷଣ କରି ସାକ୍ଷାତ କଲେ ।

4
2TI/01/18.md Normal file
View File

@ -0,0 +1,4 @@
# ପାଉଲ ଅନୀସିଫରଙ୍କ ପାଇଁ ପ୍ରଭୁଙ୍କୁ କ’ଣ ପ୍ରାର୍ଥନା କରିଥିଲେ?
ପାଉଲ ଅନୀସିଫରଙ୍କ ପାଇଁ ପ୍ରଭୁଙ୍କଠାରୁ ଦୟା ପ୍ରାର୍ଥନା କରିଥିଲେ ।

View File

@ -1,6 +1,4 @@
# ପାଉଲ ଏବଂ ତୀମଥିଙ୍କ ମଧ୍ୟରେ ସମ୍ପର୍କ କ'ଣ ଅଟେ ?
# ତୀମଥିଙ୍କୁ ଶକ୍ତିଶାଳୀ କରିବାକୁ କ’ଣ ସକ୍ଷମ ଅଟେ?
ତୀମଥି ପାଉଲଙ୍କ ଆତ୍ମିକ ପୁତ୍ର ଅଟନ୍ତି [୧:,:୧] ।
# ତୀମଥି କାହାକୁ ସେହି ସମ୍ବାଦ ଅର୍ପଣ କରିବାର ଅଛି, ଯାହା ପାଉଲ ତାହାକୁ ଶିକ୍ଷା ଦେଇଛନ୍ତି ?
ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିବା ଅନୁଗ୍ରହ ତୀମଥିଙ୍କୁ ଶକ୍ତିଶାଳୀ କରିପାରେ ।
ତୀମଥି ଏପରି ବିଶ୍ଵସ୍ତ ଲୋକମାନଙ୍କ ନିକଟରେ ସେସବୁ ଅର୍ପଣ କରିବେ ଯିଏ ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେବାକୁ ସମର୍ଥ ହେବେ [:] ।

4
2TI/02/02.md Normal file
View File

@ -0,0 +1,4 @@
# ପାଉଲ ତୀମଥିଙ୍କୁ ଦେଇଥିବା ଶିକ୍ଷାକୁ ସେ କାହାକୁ ଅର୍ପଣ କରିବା ଉଚିତ?
ପାଉଲ ତୀମଥିଙ୍କୁ ଦେଇଥିବା ଶିକ୍ଷାକୁ ସେ ବିଶ୍ଵସ୍ତ ଲୋକମାନଙ୍କ ନିକଟରେ ଯେଉଁମାନେ ଅନ୍ୟମାନଙ୍କୁ ଶିକ୍ଷା ଦେବାକୁ ସମର୍ଥ ଅର୍ପଣ କରିବା ଉଚିତ ।

4
2TI/02/04.md Normal file
View File

@ -0,0 +1,4 @@
# ତୀମଥିଙ୍କ ପାଇଁ, ଉଦାହରଣ ସ୍ୱରୂପ, ଜଣେ ଉତ୍ତମ ସୈନ୍ୟ କେଉଁ କାର୍ଯ୍ୟରେ ନିଜକୁ ଆବଦ୍ଧ କରେ ନାହିଁ ବୋଲି ପାଉଲ କହନ୍ତି?
ଜଣେ ଉତ୍ତମ ସୈନ୍ୟ ସଂସାରର ଅନ୍ୟ କାର୍ଯ୍ୟରେ ନିଜକୁ ଆବଦ୍ଧ କରେ ନାହିଁ ।

8
2TI/02/09.md Normal file
View File

@ -0,0 +1,8 @@
# ଯେବେ ପାଉଲ ତୀମଥିଙ୍କୁ ପତ୍ର ଲେଖନ୍ତି, ଈଶ୍ଵରଙ୍କ ବାକ୍ୟ ପ୍ରଚାର କରିବା ହେତୁ ପାଉଲ କେଉଁ କ୍ଳେଶ ଭୋଗୁଛନ୍ତି?
ପାଉଲ ଜଣେ ଅପରାଧୀ ପରି ବନ୍ଧନ ପର୍ଯ୍ୟନ୍ତ କ୍ଳେଶ ଭୋଗୁଛନ୍ତି ।
# କ’ଣ ଆବଦ୍ଧ ନୁହେଁ ବୋଲି ପାଉଲ କହନ୍ତି?
ଈଶ୍ଵରଙ୍କ ବାକ୍ୟ ଆବଦ୍ଧ ନୁହେଁ।

4
2TI/02/10.md Normal file
View File

@ -0,0 +1,4 @@
# ପାଉଲ ଏହି ସମସ୍ତ ବିଷୟ ଧୈର୍ଯ୍ୟ ଧରି କାହିଁକି ସହ୍ୟ କରୁଅଛନ୍ତି?
ମନୋନୀତ ଲୋକମାନେ ଯେପରି ଖ୍ରୀଷ୍ଟ ଯୀଶୁଙ୍କ ଦତ୍ତ ପରିତ୍ରାଣ ପ୍ରାପ୍ତ ହୁଅନ୍ତି, ଏଥିପାଇଁ ପାଉଲ ସେମାନଙ୍କ ନିମନ୍ତେ ସମସ୍ତ ବିଷୟ ଧୈର୍ଯ୍ୟ ଧରି ସହ୍ୟ କରୁଅଛନ୍ତି।

8
2TI/02/12.md Normal file
View File

@ -0,0 +1,8 @@
# ଯେଉଁମାନେ ଧୈର୍ଯ୍ୟ ଧରି ସହ୍ୟ କରନ୍ତି ସେମାନଙ୍କ ପାଇଁ ଖ୍ରୀଷ୍ଟଙ୍କ ପ୍ରତିଜ୍ଞା କ’ଣ?
ଯେଉଁମାନେ ଧୈର୍ଯ୍ୟ ଧରି ସହ୍ୟ କରନ୍ତି ସେମାନେ ଖ୍ରୀଷ୍ଟଙ୍କ ସହିତ ରାଜତ୍ୱ କରିବେ।
#ଯେଉଁମାନେ ଖ୍ରୀଷ୍ଟଙ୍କୁ ଅସ୍ୱୀକାର କରନ୍ତି ସେମାନଙ୍କ ପାଇଁ ଖ୍ରୀଷ୍ଟଙ୍କର ଚେତାବନୀ କ’ଣ?
ଯେଉଁମାନେ ଖ୍ରୀଷ୍ଟଙ୍କୁ ଅସ୍ୱୀକାର କରନ୍ତି, ଖ୍ରୀଷ୍ଟ ସେମାନଙ୍କୁ ଅସ୍ୱୀକାର କରିବେ ।

View File

@ -1,3 +1,4 @@
# କେଉଁ ବିଷୟରେ ତୀମଥି କଳି ନ କରିବାକୁ ସଚେତନ କରାଇବା ଉଚିତ୍ ?
# ତୀମଥି ଲୋକମାନଙ୍କୁ ବାଗ୍ଯୁଦ୍ଧ ନକରିବାକୁ କ’ଣ ଚେତାବନୀ ଦେବା ଉଚିତ?
ତୀମଥି ଲୋକମାନଙ୍କୁ ଅହିତକର ଓ ବିନାଶଜନକ ତଥା ଅର୍ଥହୀନ ବାଗ୍ଯୁଦ୍ଧ ନକରିବାକୁ ଚେତାବନୀ ଦେବା ଉଚିତ।
ତୀମଥି ଲୋକମାନଙ୍କୁ ଅହିତକର ପଦ ବିଷୟରେ କଳି ନ କରିବାକୁ ସଚେତନ କରାଇବା ଉଚିତ୍ ଯେଉଁଥିରେ ଲାଭ ହୋଇ ନ ଥାଏ [:୧୪] ।

4
2TI/02/18.md Normal file
View File

@ -0,0 +1,4 @@
# ସତ୍ୟଭ୍ରଷ୍ଟ ହୋଇଥିବା ଦୁଇଜଣ ବ୍ୟକ୍ତି, କେଉଁ ମିଥ୍ୟା ପ୍ରଚାର କରୁଥିଲେ?
ସେମାନେ ପୁନରୁତ୍ଥାନ ହୋଇଗଲାଣି ବୋଲି କହି ମିଥ୍ୟା ପ୍ରଚାର କରୁଥିଲେ ।

4
2TI/02/21.md Normal file
View File

@ -0,0 +1,4 @@
# ବିଶ୍ଵାସୀମାନେ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ନିଜକୁ କିପରି ପ୍ରସ୍ତୁତ କରିବା ଉଚିତ?
ବିଶ୍ଵାସୀମାନେ ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ନିଜକୁ ପ୍ରସ୍ତୁତ କରିବାକୁ ସମସ୍ତ ଅପବିତ୍ର ବିଷୟଠାରୁ ଆପଣାକୁ ଦୂରେଇ ରଖିବା ଉଚିତ।

View File

@ -1,3 +1,4 @@
# କେଉଁଠାରୁ ତୀମଥିକୁ ପଳାୟନ କରିବା ଉଚିତ୍ ?
# ତୀମଥି କାହାଠାରୁ ପଳାୟନ କରିବା ଉଚିତ?
ତୀମଥିଙ୍କୁ ଯୌବନ କାଳର ଅଭିଳାଷରୁ ପଳାୟନ କରିବା ଉଚିତ।
ତୀମଥିକୁ ଯୌବନ କାଳର ଅଭିଳାଷଠାରୁ ପଳାୟନ କରିବା ଉଚିତ୍ [:] ।

Some files were not shown because too many files have changed in this diff Show More