Edit 'tq_LUK.tsv' using 'tc-create-app'

This commit is contained in:
jacob_j 2021-12-02 07:57:10 +00:00
parent 9c847529fd
commit 7b55574ac9
1 changed files with 1 additions and 1 deletions

View File

@ -360,7 +360,7 @@ Reference ID Tags Quote Occurrence Question Response
22:37 ff1p \# ଏହି ଘଟଣାଗୁଡ଼ିକରେ ଯୀଶୁଙ୍କ ବିଷୟରେ କେଉଁ ଲିଖିତ ଭବିଷ୍ୟବାଣୀ ପୂରଣ ହେଉଥିଲା? ଯୀଶୁଙ୍କ ବିଷୟରେ ଲିଖିତ ଭବିଷ୍ୟବାଣୀ ଯାହା ପୂରଣ ହେଉଥିଲା, ଯାହା ଲିଖିତ, “ଏବଂ ସେ ଅଧାର୍ମିକମାନଙ୍କ ସହିତ ଗଣିତ ହେଲେ ।”
22:40 e6xc \# ଜୀତ ପର୍ବତ ଉପରେ, ଯୀଶୁ ନିଜ ଶିଷ୍ୟମାନଙ୍କୁ କ’ଣ ପ୍ରାର୍ଥନା କରିବାକୁ କହିଲେ? ସେ ଚାହୁଁଥିଲେ ଯେ ସେମାନେ ପ୍ରଲୋଭନରେ ପ୍ରବେଶ ନକରନ୍ତୁ ବୋଲି ପ୍ରାର୍ଥନା କରନ୍ତୁ।
22:42 g3oo \# ଜୀତ ପର୍ବତ ଉପରେ, ଯୀଶୁ କ’ଣ ପ୍ରାର୍ଥନା କଲେ? ସେ ପ୍ରାର୍ଥନା କଲେ, “ହେ ପିତା, ଯଦି ତୁମ୍ଭର ଇଚ୍ଛା ଥାଏ, ତେବେ ଏହି ପାନପାତ୍ର ମୋʼଠାରୁ ଦୂର କର; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା ସଫଳ ହେଉ।”
22:45 k50c What were the disciples doing when Jesus returned from praying? \# ଯୀଶୁ ପ୍ରାର୍ଥନାରୁ ଫେରିବା ବେଳେ ଶିଷ୍ୟମାନେ କ’ଣ କରୁଥିଲେ?
22:45 k50c \# ଯୀଶୁ ପ୍ରାର୍ଥନାରୁ ଫେରିବା ବେଳେ ଶିଷ୍ୟମାନେ କ’ଣ କରୁଥିଲେ? \# ଯୀଶୁ ପ୍ରାର୍ଥନାରୁ ଫେରିବା ବେଳେ ଶିଷ୍ୟମାନେ କ’ଣ କରୁଥିଲେ?
22:48 mv3k \# ଯିହୂଦା ଲୋକମାନଙ୍କ ନିକଟରେ ଯୀଶୁଙ୍କୁ କିପରି ବିଶ୍ୱାସଘାତକତା କଲା? ସେ ଯୀଶୁଙ୍କୁ ଚୁମ୍ବନ ଦେଇ ବିଶ୍ୱାସଘାତକତା କଲା।
22:51 wok5 \# ଯେଉଁ ବ୍ୟକ୍ତିର କାନ କଟି ଯାଇଥିଲା, ସେହି ବ୍ୟକ୍ତି ସହ ଯୀଶୁ କ’ଣ କଲେ? ସେ ତାହାର କାନ ଛୁଇଁ ତାହାକୁ ସୁସ୍ଥ କଲେ ।
22:53 oe9b \# ଯୀଶୁ କେଉଁଠାରେ ପ୍ରତିଦିନ ପ୍ରଧାନ ଯାଜକମାନଙ୍କ ସହିତ ଥିଲେ ବୋଲି କହିଲେ? ସେ ପ୍ରତିଦିନ ମନ୍ଦିରରେ ଥିଲେ ବୋଲି ଯୀଶୁ କହିଲେ।

Can't render this file because it contains an unexpected character in line 63 and column 132.