This commit is contained in:
amos.khokhar@bridgeconn.com 2022-06-14 17:38:32 +05:30
parent df5a9266c0
commit 4d0f4a4697
278 changed files with 1078 additions and 298 deletions

4
1TH/01/03.md Normal file
View File

@ -0,0 +1,4 @@
# ଥେସଲନୀକୀୟମାନଙ୍କ ବିଷୟରେ ପାଉଲ ସର୍ବଦା ଈଶ୍ଵରଙ୍କ ନିକଟରେ କ’ଣ ସ୍ମରଣ କରନ୍ତି?
ପାଉଲ ସେମାନଙ୍କର ବିଶ୍ୱାସର କାର୍ଯ୍ୟ, ପ୍ରେମର ପରିଶ୍ରମ ଏବଂ ସେମାନଙ୍କର ଭରସାର ଧୈର୍ଯ୍ୟକୁ ସ୍ମରଣ ଲାରନ୍ତି ।

4
1TH/01/05.md Normal file
View File

@ -0,0 +1,4 @@
# ଥେସଲନୀକୀୟମାନଙ୍କ ନିକଟକୁ ସୁସମାଚାର କେଉଁ ଚାରୋଟି ଉପାୟରେ ପହଞ୍ଚିଥିଲା?
ବାକ୍ୟ, ଶକ୍ତି, ପବିତ୍ର ଆତ୍ମା ଏବଂ ବହୁ ନିଶ୍ଚିତତା ସହ ଥେସଲନୀକୀୟମାନଙ୍କ ନିକଟକୁ ସୁସମାଚାର ପହଞ୍ଚିଥିଲା ।

View File

@ -1,6 +1,8 @@
# ଯେମିତି ସେମାନେ ସୁସମାଚାର ବାକ୍ୟ ଗ୍ରହଣ କଲେ ସେତେବେଳେ ଥେସଲନୀକୀୟମାନଙ୍କୁ କ'ଣ ଘଟୁଥିଲା ?
# ଥେସଲନୀକୀୟମାନେ ସୁସମାଚାରର ବାକ୍ୟ ଗ୍ରହଣ କଲାବେଳେ ସେମାନଙ୍କ ସହ କ’ଣ ଘଟୁଥିଲା?
ବହୁ କ୍ଲେଶରେ ଥେସଲନୀକୀୟମାନେ ବାକ୍ୟ ଗ୍ରହଣ କଲେ [୧:୬]।
# ଯେମିତି ସେମାନେ ସୁସମାଚାରର ବାକ୍ୟ ଗ୍ରହଣ କଲେ ସେତେବେଳେ ଥେସଲନୀକୀୟମାନଙ୍କ ସ୍ଵଭାବ କ'ଣ ଥିଲା ?
ଥେସଲନୀକୀୟମାନେ ବହୁ କଷ୍ଟରେ ଏହି ବାକ୍ୟ ଗ୍ରହଣ କରିଥିଲେ ।
# ସୁସମାଚାରର ବାକ୍ୟ ଗ୍ରହଣ କଲାବେଳେ ଥେସଲନୀକୀୟମାନଙ୍କ ମନୋଭାବ କିପରି ଥିଲା?
ଥେସଲନୀକୀୟମାନେ ପବିତ୍ର ଆତ୍ମାଙ୍କ ଆନନ୍ଦରେ ଏହି ବାକ୍ୟ ଗ୍ରହଣ କରିଥିଲେ ।
ଥେସଲନୀକୀୟମାନେ ପବିତ୍ର ଆତ୍ମାରେ ଆନନ୍ଦର ସହ ବାକ୍ୟକୁ ଗ୍ରହଣ କଲେ [୧:୬]।

View File

@ -1,12 +1,4 @@
# ଥେସଲନୀକୀୟମାନେ ଏହାକୁ ଗ୍ରହଣ କଲା ପରେ ପ୍ରଭୁଙ୍କ ବାକ୍ୟ ପ୍ରତି କ'ଣ ଘଟିଲା ?
# ଥେସଲନୀକୀୟମାନେ ଈଶ୍ଵଙ୍କ ବାକ୍ୟ ପ୍ରାପ୍ତ କଲା ପରେ କ’ଣ ଘଟିଲା?
ସମସ୍ତ ସ୍ଥାନରେ ପ୍ରଭୁଙ୍କ ବାକ୍ୟ ଘୋଷିତ ହେଲା ପୁଣି ସେମାନଙ୍କର ବିଶ୍ଵାସ ବ୍ୟାପ୍ତ ହେଲା [୧:୮]।
# ସତ୍ୟ ଈଶ୍ଵରଙ୍କଠାରେ ବିଶ୍ଵାସୀ ହେବା ପୂର୍ବରୁ ଥେସଲନୀକୀୟମାନେ କ'ଣ ଉପାସନା କରୁଥିଲେ ?
ଈଶ୍ଵଙ୍କର ବାକ୍ୟ ପ୍ରତ୍ୟେକ ସ୍ଥାନରେ ସେମାନଙ୍କର ବିଶ୍ୱାସ ବିଷୟରେ ପ୍ରଚାରିତ ହେଲା।
ସତ୍ୟ ଈଶ୍ଵରଙ୍କଠାରେ ବିଶ୍ଵାସୀ ହେବା ପୂର୍ବରୁ ଥେସଲନୀକୀୟମାନେ ମୂର୍ତ୍ତିଗୁଡିକୁ ଉପାସନା କରୁଥିଲେ [୧:୯]।
# କ'ଣ ପାଇଁ ଥେସଲନୀକୀୟମାନେ ପୁଣି ପାଉଲ ଅପେକ୍ଷା କରୁଥିଲେ ?
ସ୍ଵର୍ଗରୁ ଯୀଶୁଙ୍କର ଆଗମନକୁ ପାଉଲ ପୁଣି ଥେସଲନୀକୀୟମାନେ ଅପେକ୍ଷା କରୁଥିଲେ [୧:୧୦]।
# ଯୀଶୁ କେଉଁଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରନ୍ତି ?
ଆଗାମୀ କ୍ରୋଧରୁ ଯୀଶୁ ଆମ୍ଭମାନଙ୍କୁ ଉଦ୍ଧାର କରନ୍ତି [୧:୧୦]।

4
1TH/01/09.md Normal file
View File

@ -0,0 +1,4 @@
# ସତ୍ୟ ଈଶ୍ଵରଙ୍କଠାରେ ବିଶ୍ଵାସୀ ହେବା ପୂର୍ବରୁ ଥେସଲନୀକୀୟମାନେ କ’ଣ ଉପାସନା କରୁଥିଲେ?
ଥେସଲନୀକୀୟମାନେ ସତ୍ୟ ଈଶ୍ଵରଙ୍କଠାରେ ବିଶ୍ଵାସୀ ହେବା ପୂର୍ବରୁ ମୂର୍ତ୍ତି ପୂଜା କରୁଥିଲେ ।

8
1TH/01/10.md Normal file
View File

@ -0,0 +1,8 @@
# ପାଉଲ ଏବଂ ଥେସଲନୀକୀୟମାନେ କ’ଣ ଅପେକ୍ଷା କରିଥିଲେ?
ପାଉଲ ଏବଂ ଥେସଲନୀକୀୟମାନେ ଯୀଶୁଙ୍କ ସ୍ୱର୍ଗରୁ ଆସିବାକୁ ଅପେକ୍ଷା କରିଥିଲେ ।
# ଯୀଶୁ ଆମ୍ଭମାନଙ୍କୁ କେଉଁଠାରୁ ଉଦ୍ଧାର କରଛନ୍ତି?
ଯୀଶୁ ଆମ୍ଭମାନଙ୍କୁ ଆସୁଥିବା କ୍ରୋଧରୁ ଉଦ୍ଧାର କରଛନ୍ତି ।

4
1TH/02/02.md Normal file
View File

@ -0,0 +1,4 @@
# ଥେସଲନୀକୀୟମାନଙ୍କ ନିକଟକୁ ଆସିବା ପୂର୍ବରୁ ପାଉଲ ଏବଂ ତାଙ୍କ ସାଥୀଗଣ କିପରି ବ୍ୟବହାର କରାଥିଲେ?
ପାଉଲ ଏବଂ ତାଙ୍କ ସାଥୀମାନେ ଯନ୍ତ୍ରଣା ଭୋଗିଥିଲେ ଏବଂ ଲଜ୍ଜାଜନକ ବ୍ୟବହାର କରାଯାଇଥିଲେ ।

4
1TH/02/04.md Normal file
View File

@ -0,0 +1,4 @@
# ସୁସମାଚାର ପ୍ରଚାର କରି ପାଉଲ କାହାକୁ ସନ୍ତୁଷ୍ଟ କରିବାକୁ ଚାହୁଁଥିଲେ?
ପାଉଲ ସୁସମାଚାର ପ୍ରଚାର କରି ଈଶ୍ଵରଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁଥିଲେ ।

View File

@ -1,3 +1,4 @@
# ପାଉଲ ତାହାଙ୍କ ସୁସମାଚର ପ୍ରଚାରରେ କ'ଣ କଲେ ନାହିଁ ?
# ସୁସମାଚାର ପ୍ରଚାର କରିବାରେ ପାଉଲ କ’ଣ କଲେ ନାହିଁ?
ପାଉଲ ଚାଟୁକାର ବାକ୍ୟ ବ୍ୟବହାର କଲେ ନାହିଁ କିମ୍ବା ଲୋକମାନଙ୍କଠାରୁ ଗୌରବ ଅନ୍ୱେଷଣ କଲେ ନାହିଁ ।
ପାଉଲ କପଟପୂର୍ଣ୍ଣ ପ୍ରଶଂସା କଲେ ନାହିଁ ପୁଣି ସେ ଲୋଭୀ ନ ଥିଲେ [:୪-୬]।

4
1TH/02/06.md Normal file
View File

@ -0,0 +1,4 @@
# ସୁସମାଚାର ପ୍ରଚାର କରିବାରେ ପାଉଲ କ’ଣ କଲେ ନାହିଁ?
ପାଉଲ ଚାଟୁକାର ବାକ୍ୟ ବ୍ୟବହାର କଲେ ନାହିଁ କିମ୍ବା ଲୋକମାନଙ୍କଠାରୁ ଗୌରବ ଅନ୍ୱେଷଣ କଲେ ନାହିଁ ।

View File

@ -1,6 +1,4 @@
# ପାଉଲ ଥେସଲନୀକୀୟମାନଙ୍କୁ କିପରି ଆଚରଣ କଲେ ଯେତେବେଳେ ସେ ସେମାନଙ୍କ ମଧ୍ୟରେ ଥିଲେ ?
# ପାଉଲ ଥେସଲନୀକୀୟମାନଙ୍କ ମଧ୍ୟରେ ଥିବା ସମୟରେ କିପରି ସେମାନଙ୍କ ସହ ବ୍ୟବହାର କଲେ?
ପାଉଲ ଥେସଲନୀକୀୟମାନଙ୍କ ସହ ମୃଦୁଶୀଳ ଥିଲେ ଯେପରି ପିତା କିମ୍ବା ମାତା ସେମାନଙ୍କ ସନ୍ତାନମାନଙ୍କୁ କରନ୍ତି [:୭-୮,୧୧]।
# ପାଉଲ ଓ ତାହାର ସହଚର ବା ସାଥୀମାନେ କ'ଣ କଲେ ଯଦ୍ଵାରା ସେମାନେ ଥେସଲନୀକୀୟମାନଙ୍କ ନିମନ୍ତେ ଭାରସ୍ଵରୂପ ନ ଥିଲେ ?
ପାଉଲ ଥେସଲନୀକୀୟମାନଙ୍କ ସହ ଭଦ୍ର ଥିଲେ, ଯେପରିକି ନିଜ ସନ୍ତାନମାନଙ୍କ ସହ ଜଣେ ମାତା କିମ୍ବା ପିତା କରନ୍ତି ।
ପାଉଲ ଓ ତାହାର ସାଥୀ ବା ସହଚରମାନେ ଦିନ ଓ ରାତି ପରିଶ୍ରମ କଲେ ଯଦ୍ଵାରା ସେମାନେ ଥେସଲନୀକୀୟମାନଙ୍କ ନିମନ୍ତେ ଭାରସ୍ଵରୂପ ନ ଥିଲେ [:୯]।

4
1TH/02/08.md Normal file
View File

@ -0,0 +1,4 @@
# ପାଉଲ ଥେସଲନୀକୀୟମାନଙ୍କ ମଧ୍ୟରେ ଥିବା ସମୟରେ କିପରି ସେମାନଙ୍କ ସହ ବ୍ୟବହାର କଲେ?
ପାଉଲ ଥେସଲନୀକୀୟମାନଙ୍କ ସହ ଭଦ୍ର ଥିଲେ, ଯେପରିକି ନିଜ ସନ୍ତାନମାନଙ୍କ ସହ ଜଣେ ମାତା କିମ୍ବା ପିତା କରନ୍ତି ।

4
1TH/02/09.md Normal file
View File

@ -0,0 +1,4 @@
# ପାଉଲ ଏବଂ ତାଙ୍କ ସାଥୀଗଣ ଥେସଲନୀକୀୟମାନଙ୍କ ପାଇଁ ଭାର ନହେବା ପାଇଁ କ’ଣ କଲେ?
ପାଉଲ ଏବଂ ତାଙ୍କ ସାଥୀଗଣ ଦିନରାତି କାମ କଲେ ଯେପରି ସେମାନେ ଥେସଲନୀକୀୟମାନଙ୍କ ପାଇଁ ଭାର ନ ହେବେ ।

4
1TH/02/11.md Normal file
View File

@ -0,0 +1,4 @@
# ପାଉଲ ଥେସଲନୀକୀୟମାନଙ୍କ ମଧ୍ୟରେ ଥିବା ସମୟରେ କିପରି ସେମାନଙ୍କ ସହ ବ୍ୟବହାର କଲେ?
ପାଉଲ ଥେସଲନୀକୀୟମାନଙ୍କ ସହ ଭଦ୍ର ଥିଲେ, ଯେପରିକି ନିଜ ସନ୍ତାନମାନଙ୍କ ସହ ଜଣେ ମାତା କିମ୍ବା ପିତା କରନ୍ତି ।

4
1TH/02/12.md Normal file
View File

@ -0,0 +1,4 @@
# ପାଉଲ ଥେସଲନୀକୀୟମାନଙ୍କୁ ସେମାନେ କିପରି ଚାଲିବା ଉଚିତ ବୋଲି କହନ୍ତି?
ପାଉଲ ଥେସଲନୀକୀୟମାନଙ୍କୁ କହନ୍ତି ଯେ ସେମାନେ ଈଶ୍ଵରଙ୍କ ଯୋଗ୍ୟ ପଥରେ ଚାଲିବା ଉଚିତ ଯିଏ ସେମାନଙ୍କୁ ନିଜ ରାଜ୍ୟ ଏବଂ ଗୌରବକୁ ଡାକିଛନ୍ତି ।

View File

@ -1,3 +1,4 @@
# ପାଉଲଙ୍କ ପ୍ରଚାରର ସନ୍ଦେଶରେ ଥେସେଲନୀକୀୟମାନେ କେଉଁ ବାକ୍ୟ ପାଇଥିଲେ ?
# ଥେସଲନୀକୀୟମାନଙ୍କୁ ପାଉଲ ଯେଉଁ ବାର୍ତ୍ତା ପ୍ରଚାର କରିଥିଲେ, ତାହା କି ପ୍ରକାର ବାକ୍ୟ ଥିଲା?
ଥେସଲନୀକୀୟମାନେ ମନୁଷ୍ୟର ବାକ୍ୟ ପରି ନୁହେଁ, ଈଶ୍ଵରଙ୍କ ବାକ୍ୟ ଭାବରେ ଏହି ବାର୍ତ୍ତା ଗ୍ରହଣ କରିଥିଲେ ।
ଥେସଲନୀକୀୟ ଲୋକମାନେ ମନୁଷ୍ୟର ବାକ୍ୟ ସ୍ଵରୂପେ ଗ୍ରହଣ ନ କରି ଈଶ୍ଵରଙ୍କର ବାକ୍ୟ ସ୍ଵରୂପେ ଗ୍ରହଣ କରିଥିଲେ [:୧୩]।

View File

@ -1,3 +1,4 @@
# ଅବିଶ୍ଵାସୀ ଯିହୂଦୀମାନେ କ'ଣ କରିଥିଲେ ଯାହା ଈଶ୍ଵରଙ୍କୁ ସନ୍ତୁଷ୍ଟ କଲା ନାହିଁ ?
# ଅବିଶ୍ୱାସୀ ଯିହୁଦୀମାନେ କ’ଣ କରିଥିଲେ ଯାହା ଈଶ୍ଵରଙ୍କୁ ସନ୍ତୁଷ୍ଟ କଲା ନାହିଁ?
ଅବିଶ୍ୱାସୀ ଯିହୁଦୀମାନେ ଯିହୁଦାର ମଣ୍ଡଳୀଗୁଡ଼ିକୁ ତାଡ଼ନା କଲେ, ଯୀଶୁ ଓ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ହତ୍ୟା କଲେ, ପାଉଲଙ୍କୁ ବାହାର କରିଦେଲେ ଏବଂ ପାଉଲଙ୍କୁ ଅଣଯିହୂଦୀମାନଙ୍କ ସହ କଥାବାର୍ତ୍ତା କରିବାକୁ ବାରଣ କଲେ ।
ଅବିଶ୍ଵାସୀ ଯିହୂଦୀମାନେ ଯିହୂଦା ଦେଶସ୍ଥ ମଣ୍ଡଳୀ ସମୂହକୁ ତାଡନା କରିଥିଲେ, ଯୀଶୁଙ୍କୁ ଓ ଭବିଷ୍ୟଦବକ୍ତାମାନଙ୍କୁ ବଧ କରିଥିଲେ, ପାଉଲଙ୍କୁ ବାହାର କରିଦେଇଥିଲେ, ପୁଣି ବିଜାତି ମାନଙ୍କ ମଧ୍ୟରେ କୌଣସି ପ୍ରଚାର କାର୍ଯ୍ୟ ନ କରିବା ପାଇଁ ପାଉଲଙ୍କୁ ମନା କରିଥିଲେ [:୧୪-୧୬]।

4
1TH/02/15.md Normal file
View File

@ -0,0 +1,4 @@
# ଅବିଶ୍ୱାସୀ ଯିହୁଦୀମାନେ କ’ଣ କରିଥିଲେ ଯାହା ଈଶ୍ଵରଙ୍କୁ ସନ୍ତୁଷ୍ଟ କଲା ନାହିଁ?
ଅବିଶ୍ୱାସୀ ଯିହୁଦୀମାନେ ଯିହୁଦାର ମଣ୍ଡଳୀଗୁଡ଼ିକୁ ତାଡ଼ନା କଲେ, ଯୀଶୁ ଓ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ହତ୍ୟା କଲେ, ପାଉଲଙ୍କୁ ବାହାର କରିଦେଲେ ଏବଂ ପାଉଲଙ୍କୁ ଅଣଯିହୂଦୀମାନଙ୍କ ସହ କଥାବାର୍ତ୍ତା କରିବାକୁ ବାରଣ କଲେ ।

4
1TH/02/16.md Normal file

# ଯଦିଓ ତାହାଙ୍କର ଯିବାକୁ ଇଚ୍ଛା ଥିଲା ତଥାପି ପାଉଲ କାହିଁକି ଥେସଲନୀକୀୟକୁ ଆସିବାରେ ସକ୍ଷମ ହୋଇ ନ ଥିଲେ ?
# ପାଉଲ ଥେସଲନୀକୀୟମାନଙ୍କ ନିକଟକୁ କାହିଁକି ଆସିପାରିଲେ ନାହିଁ ଯଦିଓ ଏହା ତାଙ୍କର ଇଚ୍ଛା ଥିଲା?
ପାଉଲ ଅସିବାରେ ସକ୍ଷମ ହୋଇ ନ ଥିଲେ ଯେହେତୁ ଶୟତାନ ତାହାଙ୍କୁ ବାଧା ଦେଲା [:୧୭-୧୮]।
# ପ୍ରଭୁଙ୍କର ଆଗମନରେ ଥେସଲନୀକୀୟମାନେ ପାଉଲଙ୍କର କ'ଣ ହେବେ ?
ଶୟତାନ ତାଙ୍କୁ ବାଧା ଦେଇଥିବାରୁ ପାଉଲ ଆସିପାରିଲେ ନାହିଁ ।
ପ୍ରଭୁଙ୍କର ଆଗମନରେ ଥେସଲନୀକୀୟମାନେ ପାଉଲଙ୍କର ଭରସା, ଆନନ୍ଦ, ଏବଂ ଦର୍ପର ମୁକୁଟ ହେବେ [:୧୯-]।

4
1TH/02/18.md Normal file
View File

@ -0,0 +1,4 @@
# ପାଉଲ ଥେସଲନୀକୀୟମାନଙ୍କ ନିକଟକୁ କାହିଁକି ଆସିପାରିଲେ ନାହିଁ ଯଦିଓ ଏହା ତାଙ୍କର ଇଚ୍ଛା ଥିଲା?
ଶୟତାନ ତାଙ୍କୁ ବାଧା ଦେଇଥିବାରୁ ପାଉଲ ଆସିପାରିଲେ ନାହିଁ ।

4
1TH/02/19.md Normal file
View File

@ -0,0 +1,4 @@
# ପ୍ରଭୁଙ୍କ ଆଗମନରେ ପାଉଲଙ୍କ ପାଇଁ ଥେସଲନୀକୀୟମାନେ କ’ଣ ହେବେ?
ଥେସଲନୀକୀୟମାନେ ପାଉଲଙ୍କ ଭରସା, ଆନନ୍ଦ ଏବଂ ପ୍ରଭୁଙ୍କ ଆଗମନରେ ଗୌରବର ମୁକୁଟ ହେବେ ।

4
1TH/02/20.md Normal file
View File

@ -0,0 +1,4 @@
# ପ୍ରଭୁଙ୍କ ଆଗମନରେ ପାଉଲଙ୍କ ପାଇଁ ଥେସଲନୀକୀୟମାନେ କ’ଣ ହେବେ?
ଥେସଲନୀକୀୟମାନେ ପାଉଲଙ୍କ ଭରସା, ଆନନ୍ଦ ଏବଂ ପ୍ରଭୁଙ୍କ ଆଗମନରେ ଗୌ ରବର ମୁକୁଟ ହେବେ ।

View File

@ -1,6 +1,4 @@
# ପାଉଲ କ'ଣ କଲେ ଯଦିଓ ସେ ଆଥିନୀରେ ଏକାକୀ ପଛରେ ରହିବାକୁ ସ୍ଥିର କଲେ ?
# ପାଉଲ ଆଥିନୀରେ ରହିଯାଉଥିଲେ ମଧ୍ୟ କଣ କରିଥିଲେ?
ଥେସଲନୀକୀୟର ବିଶ୍ଵାସୀମାନଙ୍କୁ ସବଳ ଓ ସ୍ଵାନ୍ତନା ଦେବାକୁ ପାଉଲ ତୀମଥିଙ୍କୁ ପଠାଇଲେ [୩:୧-]।
# ସେ କ'ଣ ପାଇଁ ନିରୂପିତ ହୋଇଥିଲେ ବୋଲି ପାଉଲ କହିଲେ ?
ଥେସଲନୀକୀୟ ବିଶ୍ଵାସୀମାନଙ୍କୁ ଶକ୍ତିଶାଳୀ ଏବଂ ସାନ୍ତ୍ୱନା ଦେବା ପାଇଁ ପାଉଲ ତୀମଥିଙ୍କୁ ପଠାଇଥିଲେ ।
ସେ କ୍ଲେଶଭୋଗ କରିବା ନିମନ୍ତେ ନିରୂପିତ ହୋଇଥିଲେ ବୋଲି ପାଉଲ କହିଲେ [୩:୩]।

4
1TH/03/02.md Normal file
View File

@ -0,0 +1,4 @@
# ପାଉଲ ଆଥିନୀରେ ରହିଯାଉଥିଲେ ମଧ୍ୟ କଣ କରିଥିଲେ?
ଥେସଲନୀକୀୟ ବିଶ୍ଵାସୀମାନଙ୍କୁ ଶକ୍ତିଶାଳୀ ଏବଂ ସାନ୍ତ୍ୱନା ଦେବା ପାଇଁ ପାଉଲ ତୀମଥିଙ୍କୁ ପଠାଇଥିଲେ ।

4
1TH/03/03.md Normal file
View File

@ -0,0 +1,4 @@
# ପାଉଲ କେଉଁ ଉଦ୍ଦେଶ୍ୟରେ ନିଯୁକ୍ତ ବୋଲି କହନ୍ତି?
ପାଉଲ କହନ୍ତି ଯେ ତାଙ୍କୁ ଦୁଃଖ ଭୋଗ ଉଦ୍ଦେଶ୍ୟରେ ନିଯୁକ୍ତ କରାଯାଇଛି।

4
1TH/03/05.md Normal file
View File

@ -0,0 +1,4 @@
# ଥେସଲନୀକୀୟମାନଙ୍କ ବିଷୟରେ ପାଉଲ କ’ଣ ଚିନ୍ତା କରୁଥିଲେ?
ପାଉଲ ଚିନ୍ତିତ ଥିଲେ ଯେକୌଣସି ପ୍ରକାରେ ପ୍ରଲୋଭନକାରୀ ସେମାନଙ୍କୁ ପ୍ରଲୋଭିତ କରିଥିଲେ ଏବଂ ତାଙ୍କର ପରିଶ୍ରମ ବୃଥା ଥିଲା ।

View File

@ -1,3 +1,4 @@
# ଯେତେବେଳେ ତୀମଥି ଥେସଲନୀକୀୟାରୂ ଫେରି ଆସିଲେ ସେତେବେଳେ ପାଉଲଙ୍କୁ କ'ଣ ସ୍ଵାନ୍ତନା ଦେଇଥିଲା ?
# ତୀମଥି ଥେସଲନୀକରୁ ଫେରିବା ପରେ ପାଉଲଙ୍କୁ କ’ଣ ସାନ୍ତ୍ୱନା ଦେଲେ?
ଥେସଲନୀକୀୟମାନଙ୍କ ବିଶ୍ୱାସ ଏବଂ ପ୍ରେମର ସୁସମାଚାର ଏବଂ ସେମାନେ ତାଙ୍କୁ ଦେଖିବାକୁ ଇଚ୍ଛା କରିବା ବିଷୟ ଶୁଣି ପାଉଲ ସାନ୍ତ୍ୱନା ପାଇଲେ ।
ଥେସଲନୀକୀୟମାନଙ୍କର ବିଶ୍ଵାସ ଏବଂ ପ୍ରେମ, ଏବଂ ସେମାନେ ଯେ ତାହାଙ୍କୁ ଦେଖିବାକୁ ଇଚ୍ଛା କରନ୍ତି ଶୁଭସମ୍ବାଦ ଶୁଣି ପାଉଲ ସ୍ଵାନ୍ତନା ପାଇଥିଲେ [୩:୬-୭]।

4
1TH/03/07.md Normal file
View File

@ -0,0 +1,4 @@
# ତୀମଥି ଥେସଲନୀକରୁ ଫେରିବା ପରେ ପାଉଲଙ୍କୁ କ’ଣ ସାନ୍ତ୍ୱନା ଦେଲେ?
ଥେସଲନୀକୀୟମାନଙ୍କ ବିଶ୍ୱାସ ଏବଂ ପ୍ରେମର ସୁସମାଚାର ଏବଂ ସେମାନେ ତାଙ୍କୁ ଦେଖିବାକୁ ଇଚ୍ଛା କରିବା ବିଷୟ ଶୁଣି ପାଉଲ ସାନ୍ତ୍ୱନା ପାଇଲେ ।

View File

@ -1,6 +1,4 @@
# ଯଦି ଥେସଲନୀକୀୟମାନେ କ'ଣ କଲେ ସେ ଜୀବିତ ରହିବେ ବୋଲି ପାଉଲ କହନ୍ତି ?
# ଥେସଲନୀକୀୟମାନେ କ’ଣ କଲେ ପାଉଲ ବଞ୍ଚନ୍ତି ବୋଲି ସେ କହନ୍ତି?
ଯଦି ଥେସଲନୀକୀୟମାନେ ପ୍ରଭୁଙ୍କଠାରେ ସୁସ୍ଥିର ରହନ୍ତି ତେବେ ସେ ଜୀବିତ ଅଛନ୍ତି ବୋଲି ପାଉଲ କହନ୍ତି [୩:୮]।
# କ'ଣ ପାଇଁ ପାଉଲ ଦିବାରାତ୍ର ପ୍ରାର୍ଥନା କରନ୍ତି ?
ଯଦି ଥେସଲନୀକୀୟମାନେ ପ୍ରଭୁଙ୍କଠାରେ ଦୃଢ଼ ହେବେ ତେବେ ସେ ବଞ୍ଚନ୍ତି ବୋଲି ସେ କହନ୍ତି।
ଥେସଲନୀକୀୟମାନଙ୍କୁ ସେ ଯେପରି ଦେଖିବେ ପୁଣି ସେମାନଙ୍କର ବିଶ୍ଵାସରେ ଯାହା ଊଣା ଅଛି ତାହା ସମ୍ପୂର୍ଣ୍ଣ କରିବେ ସେଥିନିମନ୍ତେ ପାଉଲ ଦିବାରାତ୍ର ପ୍ରାର୍ଥନା କରନ୍ତି [୩:୧୦]।

4
1TH/03/10.md Normal file
View File

@ -0,0 +1,4 @@
# ପାଉଲ ଦିନରାତି କ’ଣ ପ୍ରାର୍ଥନା କରନ୍ତି?
ପାଉଲ ଦିନରାତି ପ୍ରାର୍ଥନା କରନ୍ତି ଯେପରି ସେ ଥେସଲନୀକୀୟମାନଙ୍କୁ ଦେଖିପାରନ୍ତି ଏବଂ ସେମାନଙ୍କ ବିଶ୍ୱାସରେ ଦୃଢ଼ କରିପାରନ୍ତି ।

4
1TH/03/12.md Normal file
View File

@ -0,0 +1,4 @@
# ପାଉଲ ଥେସଲନୀକୀୟମାନଙ୍କୁ କେଉଁ ବିଷୟରେ ବୃଦ୍ଧି ଏବଂ ଅଧିକ ରୂପେ କ’ଣ ଚାହୁଁଛନ୍ତି?
ପାଉଲ ଥେସଲନୀକୀୟମାନଙ୍କୁ ପରସ୍ପର ପ୍ରତି ଏବଂ ସମସ୍ତ ଲୋକଙ୍କ ପ୍ରତି ପ୍ରେମରେ ବୃଦ୍ଧି ଏବଂ ଅଧିକ ରୂପେ ପ୍ରେମ କରିବାକୁ ଇଚ୍ଛା କରନ୍ତି ।

4
1TH/03/13.md Normal file
View File

@ -0,0 +1,4 @@
# କେଉଁ ଘଟଣା ପାଇଁ ପାଉଲ ଚାହାଁନ୍ତି ଯେ ଥେସଲନୀକୀୟମାନେ ସେମାନଙ୍କର ହୃଦୟକୁ ପବିତ୍ରତାରେ ନିଖୁଣ କରି ପ୍ରସ୍ତୁତ ହୁଅନ୍ତୁ?
ପାଉଲ ଚାହାଁନ୍ତି ଯେ ଥେସଲନୀକୀୟମାନେ ତାଙ୍କର ସମସ୍ତ ପବିତ୍ରମାନଙ୍କ ସହ ପ୍ରଭୁ ଯୀଶୁଙ୍କ ଆଗମନ ପାଇଁ ପ୍ରସ୍ତୁତ ହୁଅନ୍ତୁ ।

View File

@ -1,3 +1,4 @@
# ପାଉଲ ଥେସଲନୀକୀୟମାନଙ୍କୁ ଯେଉଁ ଶିକ୍ଷା ସେମାନେ କିପରି ଆଚରଣ କରି ଈଶ୍ଵରଙ୍କୁ ସନ୍ତୁଷ୍ଟ କରିବେ ବିଷୟରେ ଦେଇଥିଲେ ଏହା ସହିତ ସେମାନଙ୍କୁ ସେ କ'ଣ କରିବାକୁ ଇଚ୍ଛା କଲେ ?
# ଥେସଲନୀକୀୟମାନେ କିପରି ଚାଲିବେ ଏବଂ ଈଶ୍ଵରଙ୍କୁ ପ୍ରସନ୍ନ କରିବେ ସେ ସମ୍ବନ୍ଧରେ ପାଉଲ ଦେଇଥିବା ନିର୍ଦ୍ଦେଶଗୁଡ଼ିକ ସହିତ କ’ଣ କରନ୍ତୁ ବୋଲି ସେ ପାଉଲ ଚାହୁଁଥିଲେ?
ପାଉଲ ଚାହୁଁଥିଲେ ଯେ ଥେସଲନୀକୀୟମାନେ ନିରନ୍ତର ଈଶ୍ଵରଙ୍କୁ ପ୍ରସନ୍ନ କରନ୍ତୁ ।
ପାଉଲ ଥେସଲନୀକୀୟମାନଙ୍କୁ ନିରନ୍ତର ଆଚରଣ କରି ଈଶ୍ଵରଙ୍କୁ ସନ୍ତୁଷ୍ଟ କରିବାକୁ ପୁଣି ସେଥିରେ ଅଧିକ ଅଗ୍ରସର ହେବା ନିମନ୍ତେ ଇଚ୍ଛା କଲେ [୪:୧-]।

4
1TH/04/02.md Normal file
View File

@ -0,0 +1,4 @@
# ଥେସଲନୀକୀୟମାନେ କିପରି ଚାଲିବେ ଏବଂ ଈଶ୍ଵରଙ୍କୁ ପ୍ରସନ୍ନ କରିବେ ସେ ସମ୍ବନ୍ଧରେ ପାଉଲ ଦେଇଥିବା ନିର୍ଦ୍ଦେଶଗୁଡ଼ିକ ସହିତ କ’ଣ କରନ୍ତୁ ବୋଲି ସେ ପାଉଲ ଚାହୁଁଥିଲେ?
ପାଉଲ ଚାହୁଁଥିଲେ ଯେ ଥେସଲନୀକୀୟମାନେ ନିରନ୍ତର ଈଶ୍ଵରଙ୍କୁ ପ୍ରସନ୍ନ କରନ୍ତୁ ।

View File

@ -1,9 +1,4 @@
# ଥେସଲନୀକୀୟ ନିମନ୍ତେ ଈଶ୍ଵରଙ୍କ ଇଚ୍ଛା କ'ଣ ବୋଲି ପାଉଲ କହିଲେ ?
# ଥେସଲନୀକୀୟମାନଙ୍କ ପାଇଁ ଈଶ୍ଵରଙ୍କ ଇଚ୍ଛା କ’ଣ ବୋଲି ପାଉଲ କହିଥିଲେ?
ସେମାନଙ୍କର ପବିତ୍ରୀକରଣ ହିଁ ଥେସଲନୀକୀୟମାନଙ୍କ ନିମନ୍ତେ ଈଶ୍ଵରଙ୍କ ଇଚ୍ଛା ଥିଲା ବୋଲି ପାଉଲ କହିଲେ [୪:୩]।
# କିପରି ସ୍ଵାମୀମାନେ ସେମାନଙ୍କର ସ୍ତ୍ରୀମାନଙ୍କ ପ୍ରତି ଆଚରଣ କରିବାର ଥିଲା ?
ଥେସଲନୀକୀୟମାନଙ୍କ ପାଇଁ ଈଶ୍ଵରଙ୍କ ଇଚ୍ଛା ସେମାନଙ୍କର ପବିତ୍ରତା ବୋଲି ପାଉଲ କହିଥିଲେ ।
ପବିତ୍ରତାରେ ପୁଣି ଆଦରରେ ସ୍ଵାମୀମାନେ ସେମାନଙ୍କର ସ୍ତ୍ରୀମାନଙ୍କ ପ୍ରତି ଆଚରଣ କରିବାର ଥିଲା [୪:୪]।
# ଯୌନ ସମ୍ପର୍କ ସମ୍ଵନ୍ଧରେ ଯେଉଁ ଭାଇ ଆଜ୍ଞା ଉଲ୍ଲଂଘନ କରେ ତାହାକୁ କ'ଣ ଘଟିବ ?
ଯୌନ ସମ୍ପର୍କ ସମ୍ଵନ୍ଧରେ ଯେଉଁ ଭାଇ ଆଜ୍ଞା ଉଲ୍ଲଂଘନ କରେ ପ୍ରଭୁ ସେହି ଭାଇଙ୍କ ପ୍ରତି ଦଣ୍ଡଦାତା ହେବେ [୪:୬]।

4
1TH/04/04.md Normal file
View File

@ -0,0 +1,4 @@
# ସ୍ୱାମୀମାନେ ନିଜ ପତ୍ନୀମାନଙ୍କୁ କିପରି ବ୍ୟବହାର କରିବା ଉଚିତ?
ସ୍ୱାମୀମାନେ ନିଜ ପତ୍ନୀମାନଙ୍କୁ ପବିତ୍ରତା ଏବଂ ସମ୍ମାନର ସହ ବ୍ୟବହାର କରିବା ଉଚିତ ।

4
1TH/04/06.md Normal file
View File

@ -0,0 +1,4 @@
# କାମୁକତା ଅଭିଳାଷ ପାପ କରିଥିବା ଭାଇର କ’ଣ ହେବ?
କାମୁକତା ଅଭିଳାଷ ପାପ କରିଥିବା ଭାଇଙ୍କ ପ୍ରତି ଈଶ୍ଵର ପ୍ରତିଶୋଧ ନେବେ ।

4
1TH/04/08.md Normal file
View File

@ -0,0 +1,4 @@
# ପବିତ୍ରତାର ଆହ୍ୱାନକୁ ପ୍ରତ୍ୟାଖ୍ୟାନ କରୁଥିବା ବ୍ୟକ୍ତି କାହାକୁ ପ୍ରତ୍ୟାଖ୍ୟାନ କରେ?
ଜଣେ ବ୍ୟକ୍ତି ଯିଏ ପବିତ୍ରତାର ଆହ୍ୱାନକୁ ପ୍ରତ୍ୟାଖ୍ୟାନ କରେ ସେ ଈଶ୍ଵର ପ୍ରତ୍ୟାଖ୍ୟାନ କରେ ।

View File

@ -1,6 +1,4 @@
# ଥେସଲନୀକୀୟମାନେ କ'ଣ କରୁଥିଲେ ଯେ ପାଉଲ ସେମାନଙ୍କୁ ଆହୁରି ଅଧିକ କରିବାକୁ ଚାହିଁଲେ ?
# ଥେସଲନୀକୀୟମାନେ କ’ଣ କରୁଥିଲେ ଯାହା ପାଉଲ ଚାହୁଁଥିଲେ ଯେ ସେମାନେ ଆହୁରି ଅଧିକ କରନ୍ତୁ?
ଥେସଲନୀକୀୟମାନଙ୍କୁ ଆହୁରି ଅଧିକ ପରସ୍ପରକୁ ପ୍ରେମ କରିବାକୁ ପାଉଲ ଚାହିଁଲେ [୪:୯-୧୦]।
# ଥେସଲନୀକୀୟମାନଙ୍କୁ କ'ଣ କରିବାର ଥିଲା ଯାହା ଫଳରେ ସେମାନେ ଅବିଶ୍ଵାସୀମାନଙ୍କ ଆଗରେ ଉପଯୁକ୍ତ ଭାବେ ଚାଲିପାରିଥାନ୍ତେ ପୁଣି ସେମାନଙ୍କର କୌଣସି ଅଭାବ ହୋଇ ନ ଥାନ୍ତା ?
ପାଉଲ ଚାହୁଁଥିଲେ ଥେସଲନୀକୀୟମାନେ ପରସ୍ପରକୁ ଅଧିକ ପ୍ରେମ କରନ୍ତୁ ।
ଥେସଲନୀକୀୟମାନେ ନୀରବ ରହି, ସେମାନଙ୍କର କାର୍ଯ୍ୟରେ ଲାଗି ଏବଂ ସେମାନଙ୍କର ହାତ ସହିତ କାର୍ଯ୍ୟ କରିବାର ଥିଲା [୪:୧୧-୧୨]।

4
1TH/04/10.md Normal file
View File

@ -0,0 +1,4 @@
# ଥେସଲନୀକୀୟମାନେ କ’ଣ କରୁଥିଲେ ଯାହା ପାଉଲ ଚାହୁଁଥିଲେ ଯେ ସେମାନେ ଆହୁରି ଅଧିକ କରନ୍ତୁ?
ପାଉଲ ଚାହୁଁଥିଲେ ଥେସଲନୀକୀୟମାନେ ପରସ୍ପରକୁ ଅଧିକ ପ୍ରେମ କରନ୍ତୁ ।

4
1TH/04/11.md Normal file
View File

@ -0,0 +1,4 @@
# ଥେସଲନୀକୀୟମାନେ କ’ଣ କରିବା ଉଚିତ୍ ଥିଲା ଯାହା ଦ୍ଵାରା ସେମାନେ ଅବିଶ୍ୱାସୀମାନଙ୍କ ନିକଟରେ ଉଚିତ ଭାବରେ ଚାଲିଲେ ଏବଂ କିଛି କରିବାର ଆବଶ୍ୟକତା ନଥିଲା?
ଥେସଲନୀକୀୟମାନେ ଶାନ୍ତ ରହିବା, ନିଜ କାର୍ଯ୍ୟକୁ ଧ୍ୟାନ ଦେବା ଏବଂ ନିଜ ହସ୍ତରେ କାମ କରିବା ଉଚିତ ଥିଲା ।

4
1TH/04/12.md Normal file

# ସମ୍ଭବତଃ କେଉଁ ବିଷୟରେ ଥେସଲନୀକୀୟମାନଙ୍କର ଭୁଲ ବୁଝାମଣା ଥିଲା ?
# ଥେସଲନୀକୀୟମାନେ କେଉଁ ବିଷୟ ବିଷୟରେ ଭୁଲ ବୁଝିଥିଲେ?
ସମ୍ଭବତଃ ଥେସଲନୀକୀୟମାନେ ମହାନିଦ୍ରାପ୍ରାପ୍ତ ଲୋକମାନଙ୍କୁ କ'ଣ ହେଲା ସେ ବିଷୟରେ ସେମାନଙ୍କର ଭୁଲ ବୁଝାମଣା ଥିଲା [୪:୧୩]।
# ଯେଉଁମାନେ ଯୀଶୁଙ୍କଠାରେ ମହାନିଦ୍ରାପ୍ରାପ୍ତ ହୋଇଅଛନ୍ତି ଈଶ୍ଵର ସେମାନଙ୍କ ପ୍ରତି କ'ଣ କରିବେ ?
ଥେସଲନୀକୀୟମାନେ ଶୋଇଥିବା ଲୋକମାନଙ୍କ ସହ କ’ଣ ଘଟିଲା ସେ ବିଷୟରେ ଭୁଲ ବୁଝିଥିଲେ ।
ଯେଉଁମାନେ ଯୀଶୁଙ୍କଠାରେ ମହାନିଦ୍ରାପ୍ରାପ୍ତ ହୋଇଅଛନ୍ତି ସେମାନଙ୍କୁ ଈଶ୍ଵର ଯୀଶୁଙ୍କ ପରି ଉଠାଇ ଆଣିବେ [୪:୧୪]।

4
1TH/04/14.md Normal file
View File

@ -0,0 +1,4 @@
# ଯେଉଁମାନେ ଯୀଶୁଙ୍କଠାରେ ଶୋଇଛନ୍ତି ସେମାନଙ୍କ ପାଇଁ ଈଶ୍ଵର କ’ଣ କରିବେ?
ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ଶୋଇଛନ୍ତି, ସେମାନଙ୍କୁ ଈଶ୍ଵର ଯୀଶୁଙ୍କ ସହ ଆଣିବେ ।

View File

@ -1,12 +1,8 @@
# କିପରି ପ୍ରଭୁ ସ୍ଵର୍ଗରୁ ଅବତରଣ କରିବେ ?
# ପ୍ରଭୁ କିପରି ସ୍ୱର୍ଗରୁ ଓହ୍ଲାଇବେ?
ପ୍ରଭୁ ଉଚ୍ଚ ସ୍ଵର ପୁଣି ଈଶ୍ଵରଙ୍କ ତୂରୀବାଦ୍ୟ ସହ ଅବତରଣ କରିବେ [୪:୧୬]।
# କିଏ ପ୍ରଥମରେ ଉଠିବେ, ପୁଣି ପରେ ଏକାଠି ହୋଇ ସେମାନଙ୍କ ସହିତ କିଏ ଉଠିବେ ?
ପ୍ରଭୁ ସ୍ୱର ଓ ଈଶ୍ଵଶ୍ୱରଙ୍କ ତୂରୀ ସହ ସ୍ୱର୍ଗରୁ ଓହ୍ଲାଇବେ।
ଯୀଶୁଙ୍କଠାରେ ମରିଥିବା ଲୋକ ପ୍ରଥମରେ ଉଠିବେ, ତା'ପରେ ଜୀବିତ ରହିଥିବା ଅବଶିଷ୍ଟାଂଶ ଲୋକ ସେମାନଙ୍କ ସହିତ ନୀତ ହେବେ [୪:୧୬:୧୭]।
# ଉତ୍ଥିତ ଲୋକମାନେ କାହାକୁ ସାକ୍ଷାତ କରିବେ, ପୁଣି କେତେ ସମୟ ପର୍ଯ୍ୟନ୍ତ ?
# କିଏ ପ୍ରଥମେ ଉଠିବ, ଏବଂ ତା’ପରେ କିଏ ସେମାନଙ୍କ ସହିତ ଏକାଠି ନୀତ ହେବ ?
ଉତ୍ଥିତ ଲୋକମାନେ ମେଘମାଳାରେ ପ୍ରଭୁଙ୍କୁ ସାକ୍ଷାତ କରିବେ, ପୁଣି ତା'ପରେ ସର୍ବଦା ପ୍ରଭୁଙ୍କ ସହିତ ରହିବେ [୪:୧୭]।
# ଯେଉଁମାନେ ମହାନିଦ୍ରାପ୍ରାପ୍ତ ହୋଇଥିଲେ ସେହି ବିଷୟରେ ସେ ଯେଉଁ ଶିକ୍ଷା ଦେଇଥିଲେ ତାହା ସହ ଥେସଲନୀକୀୟମାନଙ୍କୁ କ'ଣ କରିବାକୁ ପାଉଲ କହିଲେ ?
ଖ୍ରୀଷ୍ଟଙ୍କଠାରେ ମୃତମାନେ ପ୍ରଥମେ ପୁନରୁ‌ତ୍‌ଥିତ ହେବେ, ତା’ପରେ ଯେଉଁମାନେ ଜୀବିତ ଅଛନ୍ତି, ସେମାନଙ୍କ ସହ ନୀତ ହେବ।
ତାହାଙ୍କ ବାକ୍ୟଗୁଡିକ ଦ୍ଵାରା ପରସ୍ପରକୁ ସ୍ଵାନ୍ତନା ଦେବାକୁ ପାଉଲ ଥେସଲନୀକୀୟମାନଙ୍କୁ କହିଲେ [୪:୧୮]।

8
1TH/04/17.md Normal file
View File

@ -0,0 +1,8 @@
# କିଏ ପ୍ରଥମେ ଉଠିବ, ଏବଂ ତା’ପରେ କିଏ ସେମାନଙ୍କ ସହିତ ଏକାଠି ନୀତ ହେବ?
ଖ୍ରୀଷ୍ଟଙ୍କଠାରେ ମୃତମାନେ ପ୍ରଥମେ ପୁନରୁ‌ତ୍‌ଥିତ ହେବେ, ତା’ପରେ ଯେଉଁମାନେ ଜୀବିତ ଅଛନ୍ତି, ସେମାନଙ୍କ ସହିତ ନୀତ ହେବ।
# ପୁନରୁତ୍ଥାନ ହୋଇଥିବା ଲୋକ କାହାକୁ ସାକ୍ଷାତ କରିବେ ଏବଂ କେତେ ଦିନ ପର୍ଯ୍ୟନ୍ତ କରିବେ?
ପୁନରୁତ୍ଥିତମାନେ ପ୍ରଭୁଙ୍କୁ ଆକାଶରେ ସାକ୍ଷାତ କରିବେ ଏବଂ ସର୍ବଦା ପ୍ରଭୁଙ୍କ ସହ ରହିବେ ।

4
1TH/04/18.md Normal file
View File

@ -0,0 +1,4 @@
# ପାଉଲ ଥେସଲନୀକୀୟମାନଙ୍କୁ ଶୋଇଥିବା ଲୋକମାନଙ୍କ ବିଷୟରେ ତାଙ୍କ ଶିକ୍ଷା ସହ କ’ଣ କରିବାକୁ କହିଥିଲେ?
ପାଉଲ ଥେସଲନୀକୀୟମାନଙ୍କୁ ତାଙ୍କ କଥାରେ ପରସ୍ପରକୁ ସାନ୍ତ୍ୱନା ଦେବାକୁ କହିଥିଲେ।

4
1TH/05/02.md Normal file
View File

@ -0,0 +1,4 @@
# ପାଉଲ କିପରି ପ୍ରଭୁଙ୍କ ଦିନ ଆସିବେ ବୋଲି କହନ୍ତି?
ପ୍ରଭୁଙ୍କ ଦିନ ରାତିରେ ଚୋର ପରି ଆସିବ ବୋଲି ପାଉଲ କହନ୍ତି ।

4
1TH/05/03.md Normal file
View File

@ -0,0 +1,4 @@
# ହଠାତ୍ ବିନାଶ ଆସିବା ପରେ କିଛି ଲୋକ କ’ଣ କହିବେ?
କିଛି ଲୋକ କହିବେ, “ଶାନ୍ତି ଏବଂ ନିରାପତ୍ତା” ଅଛି ।

View File

@ -1,6 +1,4 @@
# ପ୍ରଭୁଙ୍କର ଦିନ ବିଶ୍ଵାସୀମାନଙ୍କ ପାଇଁ ଚୋର ପରି ଅନପେକ୍ଷିତ ନ ହେବା ଉଚିତ୍ ବୋଲି ପାଉଲ କାହିଁକି କହନ୍ତି ?
# ପାଉଲ କାହିଁକି କହନ୍ତି ପ୍ରଭୁଙ୍କ ଦିନ ଚୋର ପରି ବିଶ୍ଵାସୀମାନଙ୍କୁ ଅତିକ୍ରମ କରିବା ଉଚିତ୍ ନୁହେଁ?
କାରଣ ବିଶ୍ଵାସୀମାନେ ଅନ୍ଧକାରରେ ନାହାନ୍ତି, କିନ୍ତୁ ସେମାନେ ଅଲୋକର ସନ୍ତାନ ଅଟନ୍ତି, ସେଥିପାଇଁ ପ୍ରଭୁଙ୍କର ଦିନ ସେମାନଙ୍କ ନିମନ୍ତେ ଚୋର ପରି ଅନପେକ୍ଷିତ ନ ହେବ ଉଚିତ୍ [୫:୪-୫]।
# ପ୍ରଭୁଙ୍କ ଆଗମନର ଦିନ ସମ୍ଵନ୍ଧରେ ବିଶ୍ଵାସୀମାନଙ୍କୁ କ'ଣ କରିବାକୁ ପାଉଲ କହନ୍ତି ?
କାରଣ ବିଶ୍ଵାସୀମାନେ ଅନ୍ଧକାରରେ ନାହାଁନ୍ତି, କିନ୍ତୁ ଆଲୋକର ପୁତ୍ର ଅଟନ୍ତି, ପ୍ରଭୁଙ୍କ ଦିନ ସେମାନଙ୍କୁ ଚୋର ପରି ଅତିକ୍ରମ କରିବା ଉଚିତ୍ ନୁହେଁ ।
ପାଉଲ ବିଶ୍ଵାସୀମାନଙ୍କୁ ଜାଗ୍ରତ ଏବଂ ସଚେତନ, ଏବଂ ବିଶ୍ଵାସର, ପ୍ରେମର, ଏବଂ ଭରସାର ଉରସ୍ତ୍ରାଣ ପରିଧାନ କରି ସେଚେତନ ରହିବାକୁ କହନ୍ତି [୫:୬,୮].

4
1TH/05/05.md Normal file
View File

@ -0,0 +1,4 @@
# ପାଉଲ କାହିଁକି କହନ୍ତି ପ୍ରଭୁଙ୍କ ଦିନ ଚୋର ପରି ବିଶ୍ଵାସୀମାନଙ୍କୁ ଅତିକ୍ରମ କରିବା ଉଚିତ୍ ନୁହେଁ?
କାରଣ ବିଶ୍ଵାସୀମାନେ ଅନ୍ଧକାରରେ ନାହାଁନ୍ତି, କିନ୍ତୁ ଆଲୋକର ପୁତ୍ର ଅଟନ୍ତି, ପ୍ରଭୁଙ୍କ ଦିନ ସେମାନଙ୍କୁ ଚୋର ପରି ଅତିକ୍ରମ କରିବା ଉଚିତ୍ ନୁହେଁ ।

4
1TH/05/06.md Normal file
View File

@ -0,0 +1,4 @@
# ପ୍ରଭୁଙ୍କ ଆଗାମୀ ଦିନ ବିଷୟରେ ପାଉଲ ବିଶ୍ଵାସୀମାନଙ୍କୁ କ’ଣ କରିବାକୁ କହନ୍ତି?
ପାଉଲ ବିଶ୍ଵାସୀମାନଙ୍କୁ ଦେଖିବା ଏବଂ ସାବଧାନ ରହିବାକୁ କହନ୍ତି ।

4
1TH/05/09.md Normal file
View File

@ -0,0 +1,4 @@
# ବିଶ୍ଵାସୀମାନେ ଈଶ୍ଵରଙ୍କ ଦ୍ୱାରା କେଉଁ କାରଣ ପାଇଁ ଧାର୍ଯ୍ୟ କରାଯାଇଛନ୍ତି?
ବିଶ୍ଵାସୀମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରିତ୍ରାଣ ପାଇଁ ଈଶ୍ଵରଙ୍କ ଦ୍ଵାରା ଧାର୍ଯ୍ୟ ହୋଇଥିଲେ।

View File

@ -1,3 +1,4 @@
# ଯେଉଁମାନେ ପ୍ରଭୁଙ୍କଠାରେ ନେତାସ୍ଵରୂପେ ସେମାନଙ୍କ ଉପରେ ଅଛନ୍ତି ସେମାନଙ୍କ ପ୍ରତି ବିଶ୍ଵାସୀମାନଙ୍କର ବ୍ୟବହାର କ'ଣ ହେବା ଉଚିତ୍ ବୋଲି ପାଉଲ କହନ୍ତି ?
# ଯେଉଁମାନେ ବିଶ୍ଵାସୀମାନଙ୍କ ଉପରେ ଅଧିକାର କରନ୍ତି ସେମାନେ ପ୍ରଭୁଙ୍କ ପ୍ରତି କିପରି ବ୍ୟବହାର କରିବା ଉଚିତ ବୋଲି ପାଉଲ କହନ୍ତି?
ପାଉଲ କହନ୍ତି ଯେ ସେମାନେ ପ୍ରେମରେ ସେମାନଙ୍କୁ ସ୍ୱୀକାର କରି ଏବଂ ଉଚ୍ଚ ସମ୍ମାନ କରିବା ଉଚିତ ।
ସେମାନେ ପ୍ରେମରେ ସେମାନଙ୍କୁ ଅତ୍ୟନ୍ତ ଆଦର ଓ ସେମାନଙ୍କୁ ମାନ୍ୟ କରିବା ଉଚିତ୍ ବୋଲି ପାଉଲ କହନ୍ତି [୫:୧୨-୧୩]।

4
1TH/05/13.md Normal file
View File

@ -0,0 +1,4 @@
# ଯେଉଁମାନେ ବିଶ୍ଵାସୀମାନଙ୍କ ଉପରେ ଅଧିକାର କରନ୍ତି ସେମାନେ ପ୍ରଭୁଙ୍କ ପ୍ରତି କିପରି ବ୍ୟବହାର କରିବା ଉଚିତ ବୋଲି ପାଉଲ କହନ୍ତି?
ପାଉଲ କହନ୍ତି ଯେ ସେମାନେ ପ୍ରେମରେ ସେମାନଙ୍କୁ ସ୍ୱୀକାର କରି ଏବଂ ଉଚ୍ଚ ସମ୍ମାନ କରିବା ଉଚିତ ।

View File

@ -1,6 +1,4 @@
# ଯେତେବେଳେ ସେମାନେଙ୍କ ଉପରେ ଅପକାର କରାଯାଉଅଛି କୌଣସି ଲୋକ କ'ଣ ନ କରିବା ଉଚିତ୍ ବୋଲି ପାଉଲ କହନ୍ତି ?
# ଯେତେବେଳେ ସେମାନଙ୍କ ପ୍ରତି ମନ୍ଦ କାର୍ଯ୍ୟ କରାଯାଏ, ସେମାନେ କ’ଣ କରିବା ଉଚିତ୍ ନୁହେଁ ବୋଲି ପାଉଲ କହନ୍ତି?
ଯେତେବେଳେ ସେମାନଙ୍କ ଉପରେ ଅପକାର କରାଯାଉଅଛି ସେହି ଅପକାର ବଦଳରେ କୌଣସି ଲୋକ ଅପକାର ନ କରିବା ଉଚିତ୍ ବୋଲି ପାଉଲ କହନ୍ତି [୫:୧୫]।
# ବିଶ୍ଵାସୀମାନେ ସବୁ ଅବସ୍ଥାରେ କ'ଣ କରିବା ଉଚିତ୍ ବୋଲି ପାଉଲ କହନ୍ତି ଏବଂ କାହିଁକି ?
ଯେତେବେଳେ ସେମାନଙ୍କ ପ୍ରତି ମନ୍ଦ କାର୍ଯ୍ୟ ହୁଏ, ସେତେବେଳେ ସେମାନେ ମନ୍ଦ ପରିଶୋଧ କରିବା ଉଚିତ ନୁହେଁ ବୋଲି ପାଉଲ କହନ୍ତି ।
ବିଶ୍ଵାସୀମାନେ ସବୁ ଅବସ୍ଥାରେ ଧନ୍ୟବାଦ ଦେବା ଉଚିତ୍, କାରଣ ଏହା ସେମାନଙ୍କ ନିମନ୍ତେ ଈଶ୍ଵରଙ୍କ ଇଚ୍ଛା ବୋଲି ପାଉଲ କହନ୍ତି [୫:୧୮]।

4
1TH/05/18.md Normal file
View File

@ -0,0 +1,4 @@
# ବିଶ୍ଵାସୀମାନେ ସବୁକିଛି କରିବା ଉଚିତ୍ ଏବଂ କାହିଁକି ବୋଲି ପାଉଲ କହନ୍ତି?
ବିଶ୍ଵାସୀମାନେ ପ୍ରତ୍ୟେକ ବିଷୟରେ ଧନ୍ୟବାଦ ଦେବା ଉଚିତ୍, କାରଣ ଏହା ସେମାନଙ୍କ ପାଇଁ ଈଶ୍ଵରଙ୍କ ଇଚ୍ଛା ବୋଲି ପାଉଲ କହନ୍ତି ।

4
1TH/05/20.md Normal file
View File

@ -0,0 +1,4 @@
# ଭବିଷ୍ୟବାଣୀ ବିଷୟରେ ପାଉଲ ବିଶ୍ଵାସୀମାନଙ୍କୁ କେଉଁ ନିର୍ଦ୍ଦେଶ ଦିଅନ୍ତି?
ପାଉଲ ବିଶ୍ଵାସୀମାନଙ୍କୁ ଭବିଷ୍ୟବାଣୀକୁ ଘୃଣା ନକରିବାକୁ ଏବଂ ଉତ୍ତମ ବିଷୟକୁ ଗ୍ରହଣ କରି ସମସ୍ତ ବିଷୟ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଅନ୍ତି ।

4
1TH/05/21.md Normal file
View File

@ -0,0 +1,4 @@
# ଭବିଷ୍ୟବାଣୀ ବିଷୟରେ ପାଉଲ ବିଶ୍ଵାସୀମାନଙ୍କୁ କେଉଁ ନିର୍ଦ୍ଦେଶ ଦିଅନ୍ତି?
ପାଉଲ ବିଶ୍ଵାସୀମାନଙ୍କୁ ଭବିଷ୍ୟବାଣୀକୁ ଘୃଣା ନକରିବାକୁ ଏବଂ ଉତ୍ତମ ବିଷୟକୁ ଗ୍ରହଣ କରି ସମସ୍ତ ବିଷୟ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦିଅନ୍ତି ।

View File

@ -1,3 +1,4 @@
# ବିଶ୍ଵାସୀମାନଙ୍କ ନିମନ୍ତେ ଈଶ୍ଵର କ'ଣ କରନ୍ତୁ ବୋଲି ପାଉଲ ପ୍ରାର୍ଥନା କରନ୍ତି ?
# ବିଶ୍ଵାସୀମାନଙ୍କ ପ୍ରତି ଈଶ୍ଵର କ’ଣ କରନ୍ତୁ ବୋଲି ପାଉଲ କ’ଣ ପ୍ରାର୍ଥନା କରନ୍ତି?
ପାଉଲ ପ୍ରାର୍ଥନା କରନ୍ତି ଯେ ଈଶ୍ଵର ବିଶ୍ଵାସୀମାନଙ୍କୁ ଆତ୍ମା, ପ୍ରାଣ ଏବଂ ଶରୀରରେ ସମ୍ପୂର୍ଣ୍ଣ ରୂପେ ପବିତ୍ର କରନ୍ତୁ ।
ଈଶ୍ଵର ଯେପରି ସମ୍ପୂର୍ଣ୍ଣରୂପେ ବିଶ୍ଵାସୀମାନଙ୍କୁ ପବିତ୍ର କରି ସେମାନଙ୍କର ଆତ୍ମ, ପ୍ରାଣ, ଏବଂ ଶରୀର ସମ୍ପୂର୍ଣ୍ଣ ନିର୍ଦ୍ଧୋଷରୂପେ ରକ୍ଷିତ ହେବ ଏହା ପାଉଲ ବିଶ୍ଵାସୀମାନଙ୍କ ନିମନ୍ତେ ଈଶ୍ଵରଙ୍କଠାରେ ପ୍ରାର୍ଥନା କରନ୍ତି [୫:୨୩]।

4
1TH/05/28.md Normal file
View File

@ -0,0 +1,4 @@
# ପାଉଲ ବିଶ୍ଵାସୀମାନଙ୍କ ସହ କ’ଣ ହେଉ ବୋଲି ପ୍ରାର୍ଥନା କରନ୍ତି?
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ବିଶ୍ଵାସୀମାନଙ୍କ ସହ ବର୍ତ୍ତୁ ବୋଲି ପାଉଲ ପ୍ରାର୍ଥନା କରନ୍ତି।

View File

@ -1,6 +1,8 @@
# ଦ୍ଵିତୀୟ ପିତର କିଏ ଲେଖିଥିଲେ ?
# ଦ୍ୱିତୀୟ ପିତର କିଏ ଲେଖିଛନ୍ତି?
ଶିମୋନ ପିତର, ଜଣେ ଦାସ ଏବଂ ଯୀଶୁଖ୍ରୀଷ୍ଟଙ୍କ ଜଣେ ପ୍ରେରିତ [୧:୧] ।
# ପିତର କାହାକୁ ଲେଖିଥିଲେ ?
ଶିମୋନ ପିତର, ଯୀଶୁ ଖ୍ରୀଷ୍ଟଙ୍କର ଜଣେ ଦାସ ଓ ପ୍ରେରିତ ।
# ପିତର କାହାକୁ ଲେଖିଥିଲେ?
ଯେଉଁମାନେ ସମାନ ମୂଲ୍ୟବାନ ବିଶ୍ୱାସ ପାଇଥିଲେ ସେମାନଙ୍କୁ ପିତର ଲେଖିଥିଲେ ।
ପିତର ସେମାନଙ୍କୁ ଲେଖିଥିଲେ ଯେଉଁମାନେ ସେହି ବହୁମୂଲ୍ୟ ବିଶ୍ଵାସ ପାଇଥିଲେ [୧:୧] ।

View File

@ -1,6 +1,8 @@
# ଜୀବନ ଏବଂ ଈଶ୍ୱର ପରାୟଣ ପାଇଁ ସମସ୍ତ ଐଶ୍ୱରିକ ଶକ୍ତି କିପରି ପିତର ଏବଂ ବିଶ୍ଵାସ ଗ୍ରହଣକାରୀମାନଙ୍କୁ ଦିଆଯାଇଥିଲା ?
# ଜୀବନ ଏବଂ ଧାର୍ମିକତା ପାଇଁ ଈଶ୍ୱରୀୟ ଶକ୍ତିର ସମସ୍ତ ବିଷୟ କିପରି ପିତର ଏବଂ ବିଶ୍ୱାସ ପ୍ରାପ୍ତକର୍ତ୍ତାମାନଙ୍କୁ ଦିଆଯାଇଥିଲା?
ପରମେଶ୍ଵରଙ୍କ ଜ୍ଞାନ ଦ୍ଵାରା ସେଗୁଡିକ ସେମାନଙ୍କୁ ଦିଆଯାଇଥିଲା [୧:୩] ।
# କାହିଁକି ପରମେଶ୍ଵର ପିତର ଏବଂ ବିଶ୍ଵାସ ଗ୍ରହଣକାରୀମାନଙ୍କୁ ଜୀବନ ଏବଂ ଈଶ୍ୱର ପରାୟଣ ପାଇଁ ଐଶ୍ୱରିକ ଶକ୍ତି ସହିତ ବହୁମୂଲ୍ୟ ପ୍ରତିଜ୍ଞାଗୁଡିକ ଦେଲେ ?
ସେମାନଙ୍କୁ ଈଶ୍ଵରଙ୍କ ଜ୍ଞାନ ଦ୍ବାରା ଦିଆଯାଇଥିଲା ।
# ଈଶ୍ଵର ପିତର ଏବଂ ବିଶ୍ଵାସ ଗ୍ରହଣକାରୀମାନଙ୍କୁ ମହାନ ଏବଂ ମୂଲ୍ୟବାନ ପ୍ରତିଜ୍ଞା ସହ ଜୀବନ ଏବଂ ଜୀବନ ପାଇଁ ଈଶ୍ୱରୀୟ ଶକ୍ତିର ସମସ୍ତ ବିଷୟ କାହିଁକି ପ୍ରଦାନ କଲେ?
ସେ ଏପରି କଲେ ଯେପରି ସେମାନେ ଶ୍ଵଶ୍ୱରୀୟ ପ୍ରକୃତିର ଅଂଶୀଦାର ହେବେ ।
ସେ ଏହା କଲେ ଯେଉଁଦ୍ଵାରା ସେମାନେ ଐଶ୍ୱରିକ ସ୍ଵଭାବରେ ସହଭାଗୀ ହେବେ [୧:୩-୪] ।

4
2PE/01/04.md Normal file
View File

@ -0,0 +1,4 @@
# ଈଶ୍ଵର ପିତର ଏବଂ ବିଶ୍ଵାସ ଗ୍ରହଣକାରୀମାନଙ୍କୁ ମହାନ ଏବଂ ମୂଲ୍ୟବାନ ପ୍ରତିଜ୍ଞା ସହ ଜୀବନ ଏବଂ ଜୀବନ ପାଇଁ ଈଶ୍ୱରୀୟ ଶକ୍ତିର ସମସ୍ତ ବିଷୟ କାହିଁକି ପ୍ରଦାନ କଲେ?
ସେ ଏପରି କଲେ ଯେପରି ସେମାନେ ଶ୍ଵଶ୍ୱରୀୟ ପ୍ରକୃତିର ଅଂଶୀଦାର ହେବେ ।

View File

@ -1,6 +1,4 @@
# ବିଶ୍ଵାସ ଗ୍ରହଣକାରୀମାନେ ସେମାନଙ୍କ ବିଶ୍ଵାସ ଦ୍ଵାରା ଅନ୍ତଃତ କଣ ଲାଭ କରିବାକୁ ମନେ କଲେ ?
# ବିଶ୍ଵାସ ପ୍ରାପ୍ତକର୍ତ୍ତାମାନେ ଶେଷରେ ସେମାନଙ୍କ ବିଶ୍ୱାସ ଦ୍ୱାରା କ’ଣ ଲାଭ କରିବା ଉଚିତ?
ସେମାନେ ଅନ୍ତଃତ ସେମାନଙ୍କ ବିଶ୍ଵାସ ଦ୍ଵାରା ପ୍ରେମକୁ ଲାଭ କରିବାକୁ ମନେ କଲେ [୧:୫-୭] ।
# ଯିଏ ବିଶ୍ଵାସରେ, ଜ୍ଞାନରେ, ସ୍ଵୟଂ ନିୟନ୍ତ୍ରଣ, ସହନଶୀଳତା, ଈଶ୍ୱର ପରାୟଣ, ଭାତ୍ରୁପ୍ରେମ ଏବଂ ପ୍ରେମର ଅଭାବ ଥାଏ, ସେହି ବ୍ୟକ୍ତିଟି କଣ ଦେଖେ ?
ଶେଷରେ ସେମାନେ ସେମାନଙ୍କର ବିଶ୍ୱାସ ଦ୍ୱାରା ପ୍ରେମ ଲାଭ କରିବା ଉଚିତ ।
ସେ କେବଳ ନିକଟସ୍ଥ ବିଷୟ ଦେଖେ, ସେ ଅନ୍ଧ ଅଟେ [୧:୫-୯] ।

4
2PE/01/06.md Normal file
View File

@ -0,0 +1,4 @@
# ବିଶ୍ଵାସ ପ୍ରାପ୍ତକର୍ତ୍ତାମାନେ ଶେଷରେ ସେମାନଙ୍କ ବିଶ୍ୱାସ ଦ୍ୱାରା କ’ଣ ଲାଭ କରିବା ଉଚିତ?
ଶେଷରେ ସେମାନେ ସେମାନଙ୍କର ବିଶ୍ୱାସ ଦ୍ୱାରା ପ୍ରେମ ଲାଭ କରିବା ଉଚିତ ।

4
2PE/01/07.md Normal file
View File

@ -0,0 +1,4 @@
# ବିଶ୍ଵାସ ପ୍ରାପ୍ତକର୍ତ୍ତାମାନେ ଶେଷରେ ସେମାନଙ୍କ ବିଶ୍ୱାସ ଦ୍ୱାରା କ’ଣ ଲାଭ କରିବା ଉଚିତ?
ଶେଷରେ ସେମାନେ ସେମାନଙ୍କର ବିଶ୍ୱାସ ଦ୍ୱାରା ପ୍ରେମ ଲାଭ କରିବା ଉଚିତ ।

4
2PE/01/09.md Normal file
View File

@ -0,0 +1,4 @@
# ଆତ୍ମିକ ଦୃଷ୍ଟିହୀନ ବ୍ୟକ୍ତି କ’ଣ ପାସୋରି ଯାଇଅଛି?
ସେ ନିଜର ପୁରୁଣା ପାପରୁ ଶୁଦ୍ଧତାକୁ ପାସୋରି ଯାଇଅଛି।

View File

@ -1,3 +1,4 @@
# ଯଦି ଭାଇମାନେ ସେମାନଙ୍କ ଆହ୍ଵାନ ଏବଂ ମନୋନୟନକୁ ସ୍ଥିର କରିବାରେ ଉତ୍ତମ କରିବେ, କଣ ଘଟିବ ?
# ଯଦି ଭାଇମାନେ ସେମାନଙ୍କର ଆହ୍ୱାନ ଓ ମନୋନୟନକୁ ସ୍ଥିର କରିବା ପାଇଁ ଯଥାସମ୍ଭବ ଚେଷ୍ଟା କଲେ, କ’ଣ ହେବ?
ସେମାନେ ଝୁଣ୍ଟି ପଡ଼ିବେ ନାହିଁ, ଏବଂ ସେମାନଙ୍କର ପ୍ରଭୁ ଏବଂ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଅନନ୍ତ ରାଜ୍ୟରେ ସେମାନଙ୍କୁ ଏକ ପ୍ରବେଶ ଅନୁମତି ଦିଆଯିବ ।
ସେମାନେ ଝୁଣ୍ଟିବେ ନାହିଁ ଏବଂ ସେମାନଙ୍କ ପ୍ରଭୁ ଏବଂ ଉଦ୍ଧାରକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କର ଅନନ୍ତ ରାଜ୍ୟକୁ ପ୍ରବେଶ କରିବା ପାଇଁ ଦ୍ଵାର ଖୋଲି ଦିଆଯିଵ [୧:୧୦-୧୧] ।

4
2PE/01/11.md Normal file
View File

@ -0,0 +1,4 @@
# ଯଦି ଭାଇମାନେ ସେମାନଙ୍କର ଆହ୍ୱାନ ଓ ମନୋନୟନକୁ ସ୍ଥିର କରିବା ପାଇଁ ଯଥାସମ୍ଭବ ଚେଷ୍ଟା କଲେ, କ’ଣ ହେବ?
ସେମାନେ ଝୁଣ୍ଟି ପଡ଼ିବେ ନାହିଁ, ଏବଂ ସେମାନଙ୍କର ପ୍ରଭୁ ଏବଂ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଅନନ୍ତ ରାଜ୍ୟରେ ସେମାନଙ୍କୁ ଏକ ପ୍ରବେଶ ଅନୁମତି ଦିଆଯିବ ।

View File

@ -1,3 +1,4 @@
# କାହିଁକି ପିତର ଏହି ବିଷୟଗୁଡିକ ସ୍ମରଣତ କରାଇବା ଯଥାର୍ଥ ବୋଲି ଚିନ୍ତା କଲେ ?
# ପିତର କାହିଁକି ଭାବିଲେ ଯେ ତାଙ୍କ ପାଇଁ ଭାଇମାନଙ୍କୁ ଏହି ବିଷୟ ସ୍ମରଣ କରାଇବା ଉଚିତ ଥିଲା?
କାରଣ ସେମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କୁ ଦେଖାଇଥିଲେ ଯେ ସେ ଶୀଘ୍ର ତାଙ୍କର ତମ୍ବୁ ଅପସାରଣ କରିବେ ।
କାରଣ ସେମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟ, ତାହାଙ୍କୁ ଦେଖାଇଥିଲେ ଯେ ସେ ତାଙ୍କ ତମ୍ବୁକୁ ଶୀଘ୍ର କାଢିବେ [୧:୧୨-୧୪] ।

4
2PE/01/13.md Normal file
View File

@ -0,0 +1,4 @@
# ପିତର କାହିଁକି ଭାବିଲେ ଯେ ତାଙ୍କ ପାଇଁ ଭାଇମାନଙ୍କୁ ଏହି ବିଷୟ ସ୍ମରଣ କରାଇବା ଉଚିତ ଥିଲା?
କାରଣ ସେମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କୁ ଦେଖାଇଥିଲେ ଯେ ସେ ଶୀଘ୍ର ତାଙ୍କର ତମ୍ବୁ ଅପସାରଣ କରିବେ ।

4
2PE/01/14.md Normal file
View File

@ -0,0 +1,4 @@
# ପିତର କାହିଁକି ଭାବିଲେ ଯେ ତାଙ୍କ ପାଇଁ ଭାଇମାନଙ୍କୁ ଏହି ବିଷୟ ସ୍ମରଣ କରାଇବା ଉଚିତ ଥିଲା?
କାରଣ ସେମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କୁ ଦେଖାଇଥିଲେ ଯେ ସେ ଶୀଘ୍ର ତାଙ୍କର ତମ୍ବୁ ଅପସାରଣ କରିବେ ।

View File

@ -1,3 +1,4 @@
# ଯେଉଁମାନେ ଯୀଶୁଙ୍କର ଗୌରବର ପ୍ରତ୍ୟକ୍ଷଦର୍ଶୀ ସାକ୍ଷ୍ୟ ଥିଲେ, ସେମାନେ କଣ ଦେଖିଲେ ?
# ଯେଉଁମାନେ ଯୀଶୁଙ୍କ ମହିମାର ପ୍ରତ୍ୟକ୍ଷଦର୍ଶୀ ଥିଲେ ସେମାନେ କ’ଣ ଦେଖିଲେ?
ସେମାନେ ଦେଖିଲେ ଯେ ସେ ପିତା ଈଶ୍ୱରଙ୍କଠାରୁ ସମ୍ମାନ ଓ ଗୌରବ ପାଇଲେ।
ସେମାନେ ଦେଖିଲେ ଯେ ସେ ପିତା ପରମେଶ୍ଵରଙ୍କଠାରୁ ସମ୍ମାନ ଏବଂ ମହିମା ଗ୍ରହଣ କଲେ [୧:୧୬-୧୭] ।

4
2PE/01/17.md Normal file
View File

@ -0,0 +1,4 @@
# ଯେଉଁମାନେ ଯୀଶୁଙ୍କ ମହିମାର ପ୍ରତ୍ୟକ୍ଷଦର୍ଶୀ ଥିଲେ ସେମାନେ କ’ଣ ଦେଖିଲେ?
ସେମାନେ ଦେଖିଲେ ଯେ ସେ ପିତା ଈଶ୍ୱରଙ୍କଠାରୁ ସମ୍ମାନ ଓ ଗୌରବ ପାଇଲେ।

View File

@ -1,3 +1,4 @@
# ଆମ୍ଭେମାନେ କିପରି ଭବିଷ୍ୟତ ବାକ୍ୟ ସତ୍ୟ ଅଟେ ବୋଲି ଜାଣିପାରିବା ?
# ଭବିଷ୍ୟବାଣୀ ନିଶ୍ଚିତ ସଫଳ ହେବ ବୋଲି ଆମ୍ଭେମାନେ କିପରି ନିଶ୍ଚିତ ହେବା?
କାରଣ ଲିଖିତ ଭବିଷ୍ୟବାଣୀ ଭବିଷ୍ୟ‌ଦ୍‌ବକ୍ତାଙ୍କ ଯୁକ୍ତିରୁ କିମ୍ବା ମନୁଷ୍ୟର ଇଚ୍ଛାରୁ କିମ୍ବା କୌଣସି ଭବିଷ୍ୟବାଣୀରୁ ନୁହେଁ, ବରଂ ଈଶ୍ଵରଙ୍କଠାରୁ, ପବିତ୍ରଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ ଲୋକମାନଙ୍କ ଦ୍ୱାରା ପ୍ରକାଶ ପାଇଥାଏ ।
ଯେହେତୁ ଲିଖିତ ଭାବବାଣୀଗୁଡିକ ଭାବବାଦୀମାନଙ୍କ ମନର ତର୍କ ଦ୍ଵାରା ଆସେ ନାହିଁ କିମ୍ବା କୌଣସି ଭାବବାଣୀ ମନୁଷ୍ୟଠାରୁ ଆସେ ନାହିଁ, କିନ୍ତୁ ମନୁଷ୍ୟ ପବିତ୍ରଆତ୍ମାଙ୍କ ଦ୍ଵାରା ଆହୁତ ହୁଅନ୍ତି ଯିଏ ପରମେଶ୍ଵରଙ୍କଠାରୁ କହୁଥିଲେ [୧:୧୯-୨୧] ।

4
2PE/01/20.md Normal file
View File

@ -0,0 +1,4 @@
# ଭବିଷ୍ୟବାଣୀ ନିଶ୍ଚିତ ସଫଳ ହେବ ବୋଲି ଆମ୍ଭେମାନେ କିପରି ନିଶ୍ଚିତ ହେବା?
କାରଣ ଲିଖିତ ଭବିଷ୍ୟବାଣୀ ଭବିଷ୍ୟ‌ଦ୍‌ବକ୍ତାଙ୍କ ଯୁକ୍ତିରୁ କିମ୍ବା ମନୁଷ୍ୟର ଇଚ୍ଛାରୁ କିମ୍ବା କୌଣସି ଭବିଷ୍ୟବାଣୀରୁ ନୁହେଁ, ବରଂ ଈଶ୍ଵରଙ୍କଠାରୁ, ପବିତ୍ରଆତ୍ମାଙ୍କ ଦ୍ୱାରା ପରିଚାଳିତ ହୋଇ ଲୋକମାନଙ୍କ ଦ୍ୱାରା ପ୍ରକାଶ ପାଇଥାଏ ।

4
2PE/01/21.md Normal file

@ -1,9 +1,12 @@
# ଭଣ୍ଡଶିକ୍ଷକମାନେ ବିଶ୍ଵାସୀମାନଙ୍କ ନିକଟକୁ ଗୁପ୍ତରେ କଣ ଆଣନ୍ତି ?
# ଭଣ୍ଡ ଶିକ୍ଷକମାନେ ଗୁପ୍ତରେ ବିଶ୍ଵାସୀମାନଙ୍କ ନିକଟକୁ କ’ଣ ଆଣିବେ?
ଭଣ୍ଡଶିକ୍ଷକମାନେ ବିନାଶଜନକ ଭଣ୍ଡଶିକ୍ଷାଗୁଡିକ ଆଣିବେ ଏବଂ ସେମାନଙ୍କୁ ଆଣିଲେ ତାହାଙ୍କୁ ଅସ୍ୱୀକାର କରିବେ [:୧] ।
# ଭଣ୍ଡଶିକ୍ଷକମାନଙ୍କ ଉପରେ କଣ ଆସିଵ ?
ଭଣ୍ଡ ଶିକ୍ଷକମାନେ ବିନାଶକାରୀ ଶିକ୍ଷା ଆଣିବେ ଏବଂ ସେମାନଙ୍କ କ୍ରୟକର୍ତ୍ତାଙ୍କୁ ଅସ୍ୱୀକାର କରିବେ ।
ହଠାତ୍ ବିନାଶ ଏବଂ ନ୍ୟାୟବିଚାର ଭଣ୍ଡଶିକ୍ଷକମାନଙ୍କ ଉପରେ ଆସିଵ [:୧] ।
# ଭଣ୍ଡଶିକ୍ଷକମାନେ ଛଳ ବାକ୍ୟ ସହିତ କଣ କରିବେ ?
# ଭଣ୍ଡ ଶିକ୍ଷକମାନଙ୍କ ଉପରେ କ’ଣ ହେବ?
ଭଣ୍ଡ ଶିକ୍ଷକମାନଙ୍କ ଉପରେ ଆକସ୍ମିକ ସର୍ବନାଶ ଏବଂ ନିନ୍ଦା ଆସିବ ।
# ଭଣ୍ଡ ଶିକ୍ଷକମାନେ ପ୍ରତାରଣାକାରୀ ଶବ୍ଦ ସହ କ’ଣ କରିବେ?
ଭଣ୍ଡ ଶିକ୍ଷକମାନେ ଲୋଭରେ ଭାଇମାନଙ୍କଠାରୁ ଲାଭବାନ ହେବେ ।
ଭଣ୍ଡଶକ୍ଷକମାନେ ଲୋଭ ସହ ଭାଇମାନଙ୍କ ଠାରୁ ଅର୍ଥ ଲାଭ କରିବେ [:୧-୩] ।

4
2PE/02/02.md Normal file
View File

@ -0,0 +1,4 @@
# ଭଣ୍ଡ ଶିକ୍ଷକମାନେ ପ୍ରତାରଣାକାରୀ ଶବ୍ଦ ସହ କ’ଣ କରିବେ?
ଭଣ୍ଡ ଶିକ୍ଷକମାନେ ଲୋଭରେ ଭାଇମାନଙ୍କଠାରୁ ଲାଭବାନ ହେବେ ।

4
2PE/02/03.md Normal file
View File

@ -0,0 +1,4 @@
# ଭଣ୍ଡ ଶିକ୍ଷକମାନେ ପ୍ରତାରଣାକାରୀ ଶବ୍ଦ ସହ କ’ଣ କରିବେ?
ଭଣ୍ଡ ଶିକ୍ଷକମାନେ ଲୋଭରେ ଭାଇମାନଙ୍କଠାରୁ ଲାଭବାନ ହେବେ ।

View File

@ -1,6 +1,4 @@
# ପରମେଶ୍ଵର କାହାକୁ ରକ୍ଷା କଲେ ନାହିଁ
# ଈଶ୍ଵର କାହାକୁ ଛାଡ଼ିନଥିଲେ?
ପରମେଶ୍ଵର ଦୂତମାନଙ୍କୁ ଯେଉଁମାନେ ପାପ କଲେ, ପୁରାତନ ଦୁନିଆଁ ଏବଂ ସଦୋମ୍ ଏବଂ ଗୋମୋରା ସହରକୁ ରକ୍ଷା କଲେ ନାହିଁ [:୪-୬] ।
# ପରମେଶ୍ଵର କାହାକୁ ରକ୍ଷା କଲେ ?
ଈଶ୍ଵର ପାପ କରିଥିବା ଦୂତମାନଙ୍କୁ, ପ୍ରାଚୀନ ଜଗତକୁ, ସଦୋମ ଏବଂ ଗୋମୋରା ନଗରଗୁଡ଼ିକୁ ଛାଡ଼ିନଥିଲେ ।
ପରମେଶ୍ଵର ନୋହ ସହିତ ସାତ ଜଣ ଏବଂ ଲୋଟଙ୍କୁ ରକ୍ଷା କଲେ [:୫-୭] ।

8
2PE/02/05.md Normal file
View File

@ -0,0 +1,8 @@
# ଈଶ୍ଵର କାହାକୁ ଛାଡ଼ିନଥିଲେ?
ଈଶ୍ଵର ପାପ କରିଥିବା ଦୂତମାନଙ୍କୁ, ପୁରାତନ ଜଗତକୁ, ସଦୋମ ଏବଂ ଗୋମୋରା ନଗରଗୁଡ଼ିକୁ ଛାଡ଼ିନଥିଲେ ।
# ବନ୍ୟାରେ ଈଶ୍ଵର କାହାକୁ ରକ୍ଷା କଲେ?
ଈଶ୍ଵର ନୋହଙ୍କୁ ଅନ୍ୟ ସାତଜଣଙ୍କ ସହ ରକ୍ଷା କଲେ ।

4
2PE/02/06.md Normal file
View File

@ -0,0 +1,4 @@
# ଈଶ୍ଵର କାହାକୁ ଛାଡ଼ିନଥିଲେ?
ଈଶ୍ଵର ପାପ କରିଥିବା ଦୂତମାନଙ୍କୁ, ପୁରାତନ ଜଗତକୁ, ସଦୋମ ଏବଂ ଗୋମୋରା ନଗରଗୁଡ଼ିକୁ ଛାଡ଼ିନଥିଲେ ।

4
2PE/02/09.md Normal file
View File

@ -0,0 +1,4 @@
# ଈଶ୍ଵର କେତେକଙ୍କୁ ରକ୍ଷା ନକରି ଏବଂ ଅନ୍ୟମାନଙ୍କୁ ରକ୍ଷା କରି କ’ଣ ଦେଖାଇଲେ?
ଈଶ୍ଵରଙ୍କ କାର୍ଯ୍ୟ ଦର୍ଶାଇଲା ଯେ କିପରି ଧାର୍ମିକ ଲୋକମାନଙ୍କୁ ଉଦ୍ଧାର କରିବେ ଏବଂ ଅଧାର୍ମିକମାନଙ୍କୁ କିପରି ବନ୍ଦୀ କରି ରଖିବେ ତାହା ପ୍ରଭୁ ଜାଣନ୍ତି ।

View File

@ -1,3 +1,4 @@
# କେଉଁମାନେ ଅଲୌକିକ ଥିଲେ ଯେଉଁମାନଙ୍କୁ ଅଧାର୍ମିକମାନେ ନିନ୍ଦା କରିବାକୁ ଭୟ କଲେ ନାହିଁ
# ଅଧାର୍ମିକମାନେ ନିନ୍ଦା କରିବାକୁ ଡରୁନଥିବା ଗୌରବମୟ କିଏ ଥିଲେ?
ଗୌରବମୟ ସ୍ୱର୍ଗଦୂତ ଥିଲେ, ଯେଉଁମାନେ ପ୍ରଭୁଙ୍କ ନିକଟରେ ମନୁଷ୍ୟ ବିରୁଦ୍ଧରେ ନିନ୍ଦାଜନକ ବିଚାର ଆଣନ୍ତି ନାହିଁ ।
ଅଲୌକିକ ଜଣ ଦୂତମାନେ ଥିଲେ ଯେଉଁମାନେ ମନୁଷ୍ୟ ବିରୁଦ୍ଧରେ ନିନ୍ଦା ଆରୋପ ପରମେଶ୍ଵରଙ୍କ ସମ୍ମୁଖରେ ଆଣନ୍ତି ନାହିଁ :୧୦-୧୧] ।

4
2PE/02/11.md Normal file
View File

@ -0,0 +1,4 @@
# ଅଧାର୍ମିକମାନେ ନିନ୍ଦା କରିବାକୁ ଡରୁନଥିବା ଗୌରବମୟ କିଏ ଥିଲେ?
ଗୌରବମୟ ସ୍ୱର୍ଗଦୂତ ଥିଲେ, ଯେଉଁମାନେ ପ୍ରଭୁଙ୍କ ନିକଟରେ ମନୁଷ୍ୟ ବିରୁଦ୍ଧରେ ନିନ୍ଦାଜନକ ବିଚାର ଆଣନ୍ତି ନାହିଁ ।

4
2PE/02/14.md Normal file
View File

@ -0,0 +1,4 @@
# ଭଣ୍ଡ ଶିକ୍ଷକମାନେ କାହାକୁ ପ୍ରଲୋଭିତ କରନ୍ତି?
ଭଣ୍ଡ ଶିକ୍ଷକମାନେ ଚଞ୍ଚଳମତି ଲୋକମାନଙ୍କୁ ପ୍ରଲୋଭିତ କରନ୍ତି ।

View File

@ -1,3 +1,4 @@
# କିଏ ବିଲିୟମ ଭାବବାଦୀଙ୍କ ପାଗଳାମିକୁ ରୋକିଲେ ?
# ଭବିଷ୍ୟ‌ଦ୍‌ବକ୍ତା ବିଲୀୟାମର ପାଗଳତାକୁ କିଏ ପ୍ରତିରୋଧ କଲା ?
ମନୁଷ୍ୟର ସ୍ୱରରେ କଥାବାର୍ତ୍ତା କରୁଥିବା ଏକ ମୂକ ଗଧ ବିଲୀୟାମକୁ ପ୍ରତିରୋଧ କଲା।
ଏକ ମୌନ ଗଧ ମନୁଷ୍ୟର ସ୍ଵର ଦ୍ଵାରା ବିଲିୟମକୁ ରୋକିଲେ [:୧୫-୧୬] ।

4
2PE/02/16.md Normal file
View File

@ -0,0 +1,4 @@
# ଭବିଷ୍ୟ‌ଦ୍‌ବକ୍ତା ବିଲୀୟାମର ପାଗଳତାକୁ କିଏ ପ୍ରତିରୋଧ କଲା?
ମନୁଷ୍ୟର ସ୍ୱରରେ କଥାବାର୍ତ୍ତା କରୁଥିବା ଏକ ମୂକ ଗଧ ବିଲୀୟାମକୁ ପ୍ରତିରୋଧ କଲା।

4
2PE/02/19.md Normal file
View File

@ -0,0 +1,4 @@
# ମନୁଷ୍ୟ କାହାର ଦାସ ଅଟେ?
ମନୁଷ୍ୟ ଯାହା ଦ୍ଵାରା ପରାଜିତ ହୁଏ ସେ ତାହାର ଦାସ ହୁଏ ।

View File

@ -1,3 +1,4 @@
# ଯିଏ ଯୀଶୁଖ୍ରୀଷ୍ଟଙ୍କ ଜ୍ଞାନ ଦ୍ଵାରା ଏହି ଜଗତର ଅପବିତ୍ର କାର୍ଯ୍ୟରୁ ଖସି ପଳାଏ ଏବଂ ତା'ପରେ ପୁନର୍ବାର ସେହିଆଡକୁ ଫେରିଆସେ, କଣ ଉତ୍ତମ ଅଟେ ?
# ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କ ଜ୍ଞାନ ଦ୍ୱାରା ସଂସାରର ଅଶୁଚିତାରୁ ରକ୍ଷା ପାଇ ପୁନର୍ବାର ସେଥିର ବନ୍ଧନରେ ଆବଦ୍ଧ ହୋଇ ପରାସ୍ତ ହୁଅନ୍ତି, ତେବେ କ’ଣ ଭଲ ହେବ?
ସେମାନଙ୍କ ପାଇଁ ଧାର୍ମିକତାର ପଥ ନ ଜାଣିବା ଭଲ ହେବ ।
ସେମାନଙ୍କ ନିମନ୍ତେ ଧାର୍ମିକତାର ପଥ ଜାଣିବା ଉତ୍ତମ ହୋଇଥାନ୍ତା [:-୨୧] ।

4
2PE/02/21.md Normal file
View File

@ -0,0 +1,4 @@
# ଯେଉଁମାନେ ଯୀଶୁଖ୍ରୀଷ୍ଟଙ୍କ ଜ୍ଞାନ ଦ୍ୱାରା ସଂସାରର ଅଶୁଚିତାରୁ ରକ୍ଷା ପାଇ ପୁନର୍ବାର ସେଥିର ବନ୍ଧନରେ ଆବଦ୍ଧ ହୋଇ ପରାସ୍ତ ହୁଅନ୍ତି, ତେବେ କ’ଣ ଭଲ ହେବ?
ସେମାନଙ୍କ ପାଇଁ ଧାର୍ମିକତାର ପଥ ନ ଜାଣିବା ଭଲ ହେବ ।

View File

@ -1,3 +1,4 @@
# କାହିଁକି ପିତର ଏହି ଦ୍ଵିତୀୟ ପତ୍ରକୁ ଲେଖିଲେ ?
# ପିତର କାହିଁକି ଏହି ଦ୍ୱିତୀୟ ପତ୍ର ଲେଖିଲେ?
ସେ ଲେଖିଛନ୍ତି ଯାହା ଦ୍ଵାରା ପ୍ରିୟମାନେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ଦ୍ୱାରା ପୂର୍ବରୁ କୁହାଯାଇଥିବା ବାକ୍ୟକୁ ଏବଂ ସେମାନଙ୍କ ପ୍ରଭୁ ଏବଂ ତ୍ରାଣକର୍ତ୍ତାଙ୍କ ଆଦେଶ ବିଷୟରେ ସ୍ମରଣ ପକାଇ ପାରିବେ ।
ସେ ଲେଖିଲେ ଯେପରି ପ୍ରିୟମାନେ ଭାବବାଦୀମାନଙ୍କ ଦ୍ଵାରା କୁହାଯାଇଥିବା ବାକ୍ୟ ଏବଂ ପ୍ରଭୁ ଏବଂ ଉଦ୍ଧାରକର୍ତ୍ତାଙ୍କ ଆଜ୍ଞାଗୁଡିକ ସ୍ମରଣ କରିବେ [୩:୧-] ।

4
2PE/03/02.md Normal file
View File

@ -0,0 +1,4 @@
# ପିତର କାହିଁକି ଏହି ଦ୍ୱିତୀୟ ପତ୍ର ଲେଖିଲେ?
ସେ ଲେଖିଛନ୍ତି ଯାହା ଦ୍ଵାରା ପ୍ରିୟମାନେ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ଦ୍ୱାରା ପୂର୍ବରୁ କୁହାଯାଇଥିବା ବାକ୍ୟକୁ ଏବଂ ସେମାନଙ୍କ ପ୍ରଭୁ ଏବଂ ତ୍ରାଣକର୍ତ୍ତାଙ୍କ ଆଦେଶ ବିଷୟରେ ସ୍ମରଣ ପକାଇ ପାରିବେ ।

View File

@ -1,3 +1,4 @@
# ପରିହାସକମାନେ ଶେଷ ସମୟରେ କଣ କହିବେ ?
# ଶେଷ ଦିନରେ ଉପହାସକାରୀମାନେ କ’ଣ କହିବେ?
ଉପହାସକାରୀମାନେ ଯୀଶୁଙ୍କ ପ୍ରତ୍ୟାବର୍ତ୍ତନ ପ୍ରତିଜ୍ଞା ଉପରେ ପ୍ରଶ୍ନ କରିବେ ଏବଂ କହିବେ ଯେ ସମସ୍ତ ବିଷୟ ସୃଷ୍ଟିର ଆରମ୍ଭରେ ଯେପରି ଥିଲା, ସେହିପରି ରହିଅଛି ।
ପରିହାସକମାନେ ଯୀଶୁଙ୍କ ଆଗମନର ପ୍ରତିଜ୍ଞାକୁ ପ୍ରଶ୍ନ କରିବେ ଏବଂ କହିବେ ଯେ ସୃଷ୍ଟିର ଆରମ୍ଭଠାରୁ ଯେପରି ଅଛି, ସେହିପରି ରହିଅଛି [୩:୩-୪] ।

4
2PE/03/04.md Normal file
View File

@ -0,0 +1,4 @@
# ଶେଷ ଦିନରେ ଉପହାସକାରୀମାନେ କ’ଣ କହିବେ?
ଉପହାସକାରୀମାନେ ଯୀଶୁଙ୍କ ପ୍ରତ୍ୟାବର୍ତ୍ତନ ପ୍ରତିଜ୍ଞା ଉପରେ ପ୍ରଶ୍ନ କରିବେ ଏବଂ କହିବେ ଯେ ସମସ୍ତ ବିଷୟ ସୃଷ୍ଟିର ଆରମ୍ଭରେ ଯେପରି ଥିଲା, ସେହିପରି ରହିଅଛି ।

View File

@ -1,3 +1,4 @@
# କିପରି ସ୍ଵର୍ଗ ଏବଂ ପୃଥିବୀ ସ୍ଥାପିତ ହେଲା ଏବଂ କିପରି ସେମାନେ ଅଗ୍ନି ଏବଂ ନ୍ୟାୟବିଚାର ଏବଂ ଅଧାର୍ମିକ ଲୋକମାନଙ୍କ ବିନାଶ ନିମନ୍ତେ ରହିଛନ୍ତି ?
# ଆକାଶମଣ୍ଡଳ ଓ ପୃଥିବୀ କିପରି ସ୍ଥାପିତ ହେଲା, ଏବଂ ସେମାନେ କିପରି ଅଗ୍ନି, ବିଚାର ଦିନ ଏବଂ ଧାର୍ମିକ ଲୋକମାନଙ୍କର ବିନାଶ ପାଇଁ ସଂରକ୍ଷିତ ହେଲେ?
ସେଗୁଡ଼ିକ ଈଶ୍ଵରଙ୍କ ବାକ୍ୟ ଦ୍ୱାରା ପ୍ରତିଷ୍ଠିତ ଏବଂ ସଂରକ୍ଷିତ ଅଟେ ।
ସେମାନଙ୍କ ଈଶ୍ଵରଙ୍କ ବାକ୍ୟ ଦ୍ଵାରା ସୁରକ୍ଷିତ ଏବଂ ସ୍ଥାପିତ ହୋଇଥିଲେ [୩:୫-୭]

4
2PE/03/06.md Normal file
View File

@ -0,0 +1,4 @@
# ଆକାଶମଣ୍ଡଳ ଓ ପୃଥିବୀ କିପରି ସ୍ଥାପିତ ହେଲା, ଏବଂ ସେମାନେ କିପରି ଅଗ୍ନି, ବିଚାର ଦିନ ଏବଂ ଧାର୍ମିକ ଲୋକମାନଙ୍କର ବିନାଶ ପାଇଁ ସଂରକ୍ଷିତ ହେଲେ?
ସେଗୁଡ଼ିକ ଈଶ୍ଵରଙ୍କ ବାକ୍ୟ ଦ୍ୱାରା ପ୍ରତିଷ୍ଠିତ ଏବଂ ସଂରକ୍ଷିତ ଅଟେ ।

Some files were not shown because too many files have changed in this diff Show More