Edit 'tq_MRK.tsv' using 'tc-create-app'

This commit is contained in:
manash12d 2023-07-13 04:41:45 +00:00
parent 8609632453
commit 25337656f7
1 changed files with 1 additions and 1 deletions

View File

@ -116,7 +116,7 @@ Reference ID Tags Quote Occurrence Question Response
7:8-9 qrmr ଧୋଇବା ପ୍ରସଙ୍ଗରେ ଯୀଶୁ ସେମାନଙ୍କ ଶିକ୍ଷା ବିଷୟରେ ଫାରୂଶୀ ଓ ଶାସ୍ତ୍ରୀମାନଙ୍କୁ କ’ଣ କହିଥିଲେ? ଯୀଶୁ ଫାରୂଶୀ ଓ ଶାସ୍ତ୍ରୀମାନଙ୍କୁ କହିଲେ, ତୁମ୍ଭେମାନେ ଈଶ୍ଵରଙ୍କ ଆଜ୍ଞା ପରିତ୍ୟାଗ କରି ମନୁଷ୍ୟମାନଙ୍କ ପରମ୍ପରାଗତ ରୀତିନୀତି ଧରି ବସିଅଛ।
7:11-13 d1yr ଫାରୂଶୀ ଓ ଶାସ୍ତ୍ରୀମାନେ ଈଶ୍ଵରଙ୍କ ଆଜ୍ଞାକୁ ଖଣ୍ଡନ କଲେ, ଯାହା ତୁମ୍ଭମାନଙ୍କ ପିତା ଏବଂ ମାତାଙ୍କୁ ସମ୍ମାନ କରିବାକୁ କହିଥାଏ? ସେମାନେ ଈଶ୍ଵରଙ୍କ ଆଦେଶକୁ ଖଣ୍ଡନ କରି ଲୋକମାନଙ୍କୁ ସେମାନଙ୍କୁ କର୍ବାନ୍ ଭାବରେ ଦେବାକୁ କହିଥିଲେ ଯାହା ସେମାନଙ୍କ ପିତା ଏବଂ ମାତାଙ୍କୁ ସାହାଯ୍ୟ କରିଥାଆନ୍ତା।
7:15 nqfn ମନୁଷ୍ୟକୁ କେଉଁ ବିଷୟ ଅପବିତ୍ର କରେ ନାହିଁ ବୋଲ ଯୀଶୁ କହିଲେ? ଯୀଶୁ କହିଲେ ଯେ ଯେଉଁ ବିଷୟ ମନୁଷ୍ୟ ଭିତରକୁ ପ୍ରବେଶ କରେ, ତାହା ବ୍ୟକ୍ତିକୁ ଅପବିତ୍ର କରେ ନାହିଁ।
7:15 l384 କେଉଁ ବିଷୟ ଜଣେ ବ୍ୟକ୍ତିଙ୍କୁ ଅପବିତ୍ର କରେ ବୋଲି ଯୀଶୁ କହିଲେ? ଜଣେ ବ୍ୟକ୍ତି ଭିତରୁ ଯାହା ବାହାରକୁ ବାହାରେ ତାହା ତାହାକୁ ଅପବିତ୍ର କରେ
7:15 l384 କେଉଁ ବିଷୟ ଜଣେ ବ୍ୟକ୍ତିଙ୍କୁ ଅପବିତ୍ର କରେ ବୋଲି ଯୀଶୁ କହିଲେ? ଜଣେ ବ୍ୟକ୍ତି ଭିତରୁ ଯାହା ବାହାରି ଆସେ ତାହା ତାହାକୁ ଅପବିତ୍ର କରେ।
7:18-19 gvrq ମନୁଷ୍ୟକୁ କ’ଣ ଅପବିତ୍ର କରେ ନାହିଁ ବୋଲି ଯୀଶୁ କହିଲେ? ଯୀଶୁ କହିଲେ ମନୁଷ୍ୟର ବାହାରେ ଏପରି କୌଣସି ବିଷୟ ନାହିଁ, ଯାହାକି ତାହାର ଭିତରେ ପ୍ରବେଶ କରି ତାହାକୁ ଅଶୁଚି କରିପାରେ।
7:19 yf7h ଯୀଶୁ କେଉଁ ପ୍ରକାରର ଖାଦ୍ୟକୁ ପରିଷ୍କୃତ ବୋଲି ଘୋଷଣା କଲେ? ଯୀଶୁ ସମସ୍ତ ଖାଦ୍ୟକୁ ପରିଷ୍କୃତ ବୋଲି ଘୋଷଣା କଲେ।
7:20-23 w1ic ଜଣେ ବ୍ୟକ୍ତିକୁ କ’ଣ ଅପବିତ୍ର କରେ ବୋଲି ଯୀଶୁ କହିଲେ? ଯୀଶୁ କହିଲେ ଯାହା ଜଣେ ବ୍ୟକ୍ତିର ଭିତରୁ ବାହାରିଥାଏ ତାହା ତାହାକୁ ଅପବିତ୍ର କରେ।

1 Reference ID Tags Quote Occurrence Question Response
116 7:8-9 qrmr ଧୋଇବା ପ୍ରସଙ୍ଗରେ ଯୀଶୁ ସେମାନଙ୍କ ଶିକ୍ଷା ବିଷୟରେ ଫାରୂଶୀ ଓ ଶାସ୍ତ୍ରୀମାନଙ୍କୁ କ’ଣ କହିଥିଲେ? ଯୀଶୁ ଫାରୂଶୀ ଓ ଶାସ୍ତ୍ରୀମାନଙ୍କୁ କହିଲେ, ତୁମ୍ଭେମାନେ ଈଶ୍ଵରଙ୍କ ଆଜ୍ଞା ପରିତ୍ୟାଗ କରି ମନୁଷ୍ୟମାନଙ୍କ ପରମ୍ପରାଗତ ରୀତିନୀତି ଧରି ବସିଅଛ।
117 7:11-13 d1yr ଫାରୂଶୀ ଓ ଶାସ୍ତ୍ରୀମାନେ ଈଶ୍ଵରଙ୍କ ଆଜ୍ଞାକୁ ଖଣ୍ଡନ କଲେ, ଯାହା ତୁମ୍ଭମାନଙ୍କ ପିତା ଏବଂ ମାତାଙ୍କୁ ସମ୍ମାନ କରିବାକୁ କହିଥାଏ? ସେମାନେ ଈଶ୍ଵରଙ୍କ ଆଦେଶକୁ ଖଣ୍ଡନ କରି ଲୋକମାନଙ୍କୁ ସେମାନଙ୍କୁ କର୍ବାନ୍ ଭାବରେ ଦେବାକୁ କହିଥିଲେ ଯାହା ସେମାନଙ୍କ ପିତା ଏବଂ ମାତାଙ୍କୁ ସାହାଯ୍ୟ କରିଥାଆନ୍ତା।
118 7:15 nqfn ମନୁଷ୍ୟକୁ କେଉଁ ବିଷୟ ଅପବିତ୍ର କରେ ନାହିଁ ବୋଲ ଯୀଶୁ କହିଲେ? ଯୀଶୁ କହିଲେ ଯେ ଯେଉଁ ବିଷୟ ମନୁଷ୍ୟ ଭିତରକୁ ପ୍ରବେଶ କରେ, ତାହା ବ୍ୟକ୍ତିକୁ ଅପବିତ୍ର କରେ ନାହିଁ।
119 7:15 l384 କେଉଁ ବିଷୟ ଜଣେ ବ୍ୟକ୍ତିଙ୍କୁ ଅପବିତ୍ର କରେ ବୋଲି ଯୀଶୁ କହିଲେ? ଜଣେ ବ୍ୟକ୍ତି ଭିତରୁ ଯାହା ବାହାରକୁ ବାହାରେ ତାହା ତାହାକୁ ଅପବିତ୍ର କରେ । ଜଣେ ବ୍ୟକ୍ତି ଭିତରୁ ଯାହା ବାହାରି ଆସେ ତାହା ତାହାକୁ ଅପବିତ୍ର କରେ।
120 7:18-19 gvrq ମନୁଷ୍ୟକୁ କ’ଣ ଅପବିତ୍ର କରେ ନାହିଁ ବୋଲି ଯୀଶୁ କହିଲେ? ଯୀଶୁ କହିଲେ ମନୁଷ୍ୟର ବାହାରେ ଏପରି କୌଣସି ବିଷୟ ନାହିଁ, ଯାହାକି ତାହାର ଭିତରେ ପ୍ରବେଶ କରି ତାହାକୁ ଅଶୁଚି କରିପାରେ।
121 7:19 yf7h ଯୀଶୁ କେଉଁ ପ୍ରକାରର ଖାଦ୍ୟକୁ ପରିଷ୍କୃତ ବୋଲି ଘୋଷଣା କଲେ? ଯୀଶୁ ସମସ୍ତ ଖାଦ୍ୟକୁ ପରିଷ୍କୃତ ବୋଲି ଘୋଷଣା କଲେ।
122 7:20-23 w1ic ଜଣେ ବ୍ୟକ୍ତିକୁ କ’ଣ ଅପବିତ୍ର କରେ ବୋଲି ଯୀଶୁ କହିଲେ? ଯୀଶୁ କହିଲେ ଯାହା ଜଣେ ବ୍ୟକ୍ତିର ଭିତରୁ ବାହାରିଥାଏ ତାହା ତାହାକୁ ଅପବିତ୍ର କରେ।