diff --git a/tn_GAL.tsv b/tn_GAL.tsv index 801ab12..40bf006 100644 --- a/tn_GAL.tsv +++ b/tn_GAL.tsv @@ -40,7 +40,7 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ 1:21 m25a κλίματα τῆς Συρίας 1 1:22 y6l4 ἤμην δὲ ἀγνοούμενος τῷ προσώπῳ ταῖς ἐκκλησίαις τῆς Ἰουδαίας, ταῖς ἐν Χριστῷ 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟ ବାକ୍ୟାଂଶରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରି ପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରେ ଥିବା ଯିହୁଦାର ମଣ୍ଡଳୀଗୁଡ଼ିକର କୌଣସି ଲୋକ ମୋତେ କେବେ ସାକ୍ଷାତ କରିନାହାଁନ୍ତି” 1:23 z8qt μόνον δὲ ἀκούοντες ἦσαν 1 -2:intro xe28 0 # ଗାଲାତୀୟ 2 ସାଧାରଣ ଟିପ୍ପଣୀଗୁଡ଼ିକ\n\n## ଗଠନ ଏବଂ ଆକାର\n\nପାଉଲ ସତ୍ୟ ସୁସମାଚାକୁ ପ୍ରତିରକ୍ଷା କରିବା ଜାରିରଖିଛନ୍ତି । ଏହି ପ୍ରତିରକ୍ଷା [ଗାଲାତୀୟ 1:11](../../gal/01/11.md) ରେ ଆରମ୍ଭ ହୋଇଥିଲା ।\n\n## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ\n\n### ସ୍ୱାଧୀନତା ଏବଂ ଦାସତ୍ୱ\n\nଏହି ପତ୍ରରେ, ପାଉଲ ସ୍ୱାଧୀନତା ଏବଂ ଦାସତ୍ୱକୁ ପ୍ରଭେଦ କରନ୍ତି । ପାଉଲ ମୋଶାଙ୍କ ବ୍ୟବସ୍ଥାକୁ ପାଳନ କରିବାକୁ ଏକ ପ୍ରକାର ଦାସତ୍ୱ ଭାବରେ ବର୍ଣ୍ଣନା କରିଛନ୍ତି । ଖ୍ରୀଷ୍ଟିୟାନମାନେ ଖ୍ରୀଷ୍ଟଙ୍କଠାରେ ମୋଶାଙ୍କ ବ୍ୟବସ୍ଥାର ଅଧୀନରେ ରହିବା ଏବଂ ମୋଶାଙ୍କ ବ୍ୟବସ୍ଥା ଆଣିଥିବା ନିନ୍ଦାଠାରୁ ମୁକ୍ତ ଅଟନ୍ତି । ଖ୍ରୀଷ୍ଟିୟାନ, ଖ୍ରୀଷ୍ଟଙ୍କ ମୃତ୍ୟୁ ଏବଂ ପୁନରୁତ୍ଥାନରେ ତାହାଙ୍କ ସହ ମିଳିତ ହେବା ଦ୍ୱାରା, ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରି, ପାପର ଦଣ୍ଡ ଏବଂ ଶକ୍ତିରୁ ମୁକ୍ତ ହୋଇଛନ୍ତି । ଖ୍ରୀଷ୍ଟିୟାନ ଆତ୍ମା ଦ୍ୱାରା ଆତ୍ମିକ ସ୍ୱାଧୀନତା ଏବଂ ଈଶ୍ବରଙ୍କ ଆଜ୍ଞା ପାଳନ କରିବା ପାଇଁ ଶକ୍ତି ପ୍ରାପ୍ତ ହୁଏ ।(ଦେଖନ୍ତୁ: [[rc://*/tw/dict/bible/kt/lawofmoses]])\n\n\n\n +2:intro xe28 0 # ଗାଲାତୀୟ 2 ସାଧାରଣ ଟିପ୍ପଣୀଗୁଡ଼ିକ\n\n## ଗଠନ ଏବଂ ଆକାର\n\nପାଉଲ ସତ୍ୟ ସୁସମାଚାକୁ ପ୍ରତିରକ୍ଷା କରିବା ଜାରିରଖିଛନ୍ତି। ଏହି ପ୍ରତିରକ୍ଷା [ଗାଲାତୀୟ 1:11](../../gal/01/11.md) ରେ ଆରମ୍ଭ ହୋଇଥିଲା ।\n\n## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ\n\n### ସ୍ୱାଧୀନତା ଏବଂ ଦାସତ୍ୱ\n\nଏହି ପତ୍ରରେ, ପାଉଲ ସ୍ୱାଧୀନତା ଏବଂ ଦାସତ୍ୱକୁ ପ୍ରଭେଦ କରନ୍ତି । ପାଉଲ ମୋଶାଙ୍କ ବ୍ୟବସ୍ଥାକୁ ପାଳନ କରିବାକୁ ଏକ ପ୍ରକାର ଦାସତ୍ୱ ଭାବରେ ବର୍ଣ୍ଣନା କରିଛନ୍ତି । ଖ୍ରୀଷ୍ଟିୟାନମାନେ ଖ୍ରୀଷ୍ଟଙ୍କଠାରେ ମୋଶାଙ୍କ ବ୍ୟବସ୍ଥାର ଅଧୀନରେ ରହିବା ଏବଂ ମୋଶାଙ୍କ ବ୍ୟବସ୍ଥା ଆଣିଥିବା ନିନ୍ଦାଠାରୁ ମୁକ୍ତ ଅଟନ୍ତି । ଖ୍ରୀଷ୍ଟିୟାନ, ଖ୍ରୀଷ୍ଟଙ୍କ ମୃତ୍ୟୁ ଏବଂ ପୁନରୁତ୍ଥାନରେ ତାହାଙ୍କ ସହ ମିଳିତ ହେବା ଦ୍ୱାରା, ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରି, ପାପର ଦଣ୍ଡ ଏବଂ ଶକ୍ତିରୁ ମୁକ୍ତ ହୋଇଛନ୍ତି । ଖ୍ରୀଷ୍ଟିୟାନ ଆତ୍ମା ଦ୍ୱାରା ଆତ୍ମିକ ସ୍ୱାଧୀନତା ଏବଂ ଈଶ୍ବରଙ୍କ ଆଜ୍ଞା ପାଳନ କରିବା ପାଇଁ ଶକ୍ତି ପ୍ରାପ୍ତ ହୁଏ ।(ଦେଖନ୍ତୁ: [[rc://*/tw/dict/bible/kt/lawofmoses]])\n\n## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ\n\n### “ମୁଁ ଈଶ୍ଵରଙ୍କ ଅନୁଗ୍ରହକୁ ଅଗ୍ରାହ୍ୟ କରେ ନାହିଁ”\n\nପାଉଲ ଶିକ୍ଷା ଦେଇଛନ୍ତି ଯେ ଯଦି ଜଣେ ଖ୍ରୀଷ୍ଟିୟାନ ଧାର୍ମିକ ଗୋଣିତ ହେବା ପାଇଁ ମୋଶାଙ୍କ ବ୍ୟବସ୍ଥାକୁ ପାଳନ କରିବାକୁ ଚେଷ୍ଟା କରନ୍ତି, ତେବେ ସେହି ବ୍ୟକ୍ତି ଖ୍ରୀଷ୍ଟଙ୍କ କାର୍ଯ୍ୟ ଦ୍ୱାରା ଈଶ୍ବର ସେମାନଙ୍କୁ ଯେଉଁ ଅନୁଗ୍ରହ ଦେଖାଇଛନ୍ତି ତାହା ବୁଝନ୍ତି ନାହିଁ । ଏହା ଏକ ମୌଳିକ ତ୍ରୁଟି ଅଟେ । ପାଉଲ ଏକ ପ୍ରକାର ଉପକଳ୍ପିତ ପରିସ୍ଥିତି ଭାବରେ “ମୁଁ ଈଶ୍ବରଙ୍କ ଅନୁଗ୍ରହକୁ ଅଗ୍ରାହ୍ୟ କରେ ନାହିଁ” ବାକ୍ୟାଂଶକୁ ବ୍ୟବହାର କରନ୍ତି । ଏହି ବିବୃତ୍ତିର ଉଦ୍ଦେଶ୍ୟ ଭାବରେ ଦେଖାଯାଇପାରେ, “ଯଦି ତୁମ୍ଭେମାନେ ବ୍ୟବସ୍ଥା ପାଳନ କରି ଉଦ୍ଧାର ପାଇ ପାରିବ, ତେବେ ଏହା ଈଶ୍ବରଙ୍କ ଅନୁଗ୍ରହକୁ ପ୍ରତ୍ୟାଖ୍ୟାନ କରେ।” (ଦେଖନ୍ତୁ: [[rc://*/tw/dict/bible/kt/grace]] and [[rc://*/ta/man/translate/figs-hypo]])\n\n### “ବ୍ୟବସ୍ଥା”\n\n“ବ୍ୟବସ୍ଥା” ବାକ୍ୟାଂଶରେ ଏକବଚନ ବିଶେଷ୍ୟ ଅଟେ ଯାହାକି ବ୍ୟବସ୍ଥାର ଏକ ଗୋଷ୍ଠୀକୁ ବୁଝାଏ ଯାହା ଈଶ୍ବର ମୋଶାଙ୍କୁ ନିର୍ଦ୍ଦେଶ ଦେଇ ଇସ୍ରାଏଲକୁ ଦେଇଥିଲେ । ଏହି ବାକ୍ୟାଂଶ ଅଧ୍ୟାୟ 2-5 ରେ ଦେଖିବାକୁ ମିଳେ, ଏବଂ ବାରମ୍ବାର ଅଧ୍ୟାୟ 2 ଏବଂ 3 ରେ ଉଲ୍ଲେଖ ଅଛି, ପ୍ରତ୍ୟେକ ଥର ଏହି ବାକ୍ୟାଂଶ ଗାଲାତୀୟରେ ଦେଖିବାକୁ ମିଳେ, ଏହା ବ୍ୟବସ୍ଥା ଗୋଷ୍ଠୀକୁ ଦର୍ଶାଏ ଯାହା ସିୟନ ପର୍ବତରେ ଈଶ୍ବର ମୋଶାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପ୍ରତ୍ୟେକ ଥର ଆପଣ ଏହି ବାକ୍ୟାଂଶକୁ ସମାନ ଭାବରେ ଅନୁବାଦ କରିବା ଉଚିତ୍ । (ଦେଖନ୍ତୁ: [[rc://*/ta/man/translate/grammar-collectivenouns]])\n 2:1 zt61 Connecting Statement: 0 # Connecting Statement:\n\nପାଉଲ କିପରି ଈଶ୍ବରଙ୍କଠାରୁ ସୁସମାଚାର ଶିକ୍ଷାପ୍ରାପ୍ତ କଲେ ତାହାର ଐତିହାସିକ ବିବରଣ ଦେବା ଜାରି ରଖିଛନ୍ତି, ପ୍ରେରିତମାନଙ୍କଠାରୁ ନୁହେଁ । 2:1 zth5 ἀνέβην 1 "ଯାତ୍ରା କଲେ. ଯିରୁଶାଲମ ପାର୍ବତ୍ୟ ଅଞ୍ଚଳରେ ଅବସ୍ଥିତ ଅଟେ । ଯିହୁଦୀମାନେ ମଧ୍ୟ ଯିରୁଶଲାମକୁ ପୃଥିବୀ ମଧ୍ୟରେ ସ୍ବର୍ଗକୁ ଅତି ନିକଟତର ହେବା ବିଶ୍ବାସ କରୁଥିଲେ, ତେଣୁ ପାଉଲ ହୁଏତ ଅଲଙ୍କାରିକ ଭାବରେ କହୁଛନ୍ତି, ବା ଏହା ହୋଇପାରେ ଯେ ଯିରୁଶାଲମକୁ ଯିବା ନିମନ୍ତେ କଷ୍ଟକର, ଉଠାଣୀ, ଯାତ୍ରାକୁ ପ୍ରତିବିମ୍ବିତ କରୁଥିଲା । 2:2 msv4 τοῖς δοκοῦσιν 1 ବିଶ୍ବାସୀମାନଙ୍କ ମଧ୍ୟରେ ଅଧିକ ମହତ୍ୱପୁର୍ଣ୍ଣ ଅଧକ୍ଷଗଣ"