Update 'en_tn_43-LUK.tsv'

This commit is contained in:
shojo john 2021-11-22 09:30:50 +00:00
parent 8f30ccc7a2
commit f85103e67e
1 changed files with 2 additions and 2 deletions

View File

@ -1066,8 +1066,8 @@ LUK 8 42 ymb1 figs-explicit ἐν ... τῷ ὑπάγειν αὐτὸν 1 As Je
LUK 8 42 kw2y οἱ ὄχλοι συνέπνιγον αὐτόν 1 the crowds of people were pressing around him ଯୀଶୁଙ୍କ ଚାରିଆଡେ ଲୋକମାନେ ତାଙ୍କ ଉପରେ ମାଡିପଡୁଥିଲେ
LUK 8 43 l7pu writing-participants γυνὴ οὖσα 1 there was a woman ଏହା କାହାଣୀରେ ଏକ ନୂତନ ଚରିତ୍ରର ପରିଚୟ ଦିଏ I (ଦେଖ: [[rc://or/ta/man/translate/writing-participants]])
LUK 8 43 h9uq figs-euphemism ἐν ῥύσει αἵματος 1 with a flow of blood "ତାହାର ରକ୍ତସ୍ରାବ ହେଉଥିଲା I ତାହାର ହୁଏତ ଗର୍ଭାଶୟଠାରୁ ରକ୍ତସ୍ରାବ ହେଉଥିଲା ଯଦିଓ ଏହିସକାଶେ ତାହା ସ୍ୱାଭାବିକ ସମୟ ନ ଥିଲା I କେତେକ ସଂସ୍କୃତିରେ ହୁଏତ ଏହି ସ୍ଥିତିକୁ ଉଲ୍ଲେଖ କରିବା ନିମନ୍ତେ ଏକ ଶିଷ୍ଟ ଉପାୟ ଥାଇପାରେ I (ଦେଖ: [[rc://or/ta/man/translate/figs-euphemism]])
LUK 8 43 zb4a figs-activepassive οὐκ ἴσχυσεν ἀπ’ οὐδενὸς θεραπευθῆναι 1 was not able to be healed by anyone ଏହାକୁ ସକ୍ରିୟ ରୂପରେ ବ୍ୟକ୍ତ କରାଯାଇପାରେ I ବିକଳ୍ପ ଅନୁବାଦ: “କିନ୍ତୁ କେହି ତାକୁ ସୁସ୍ଥ କରି ପାରି ନ ଥିଲେ” (ଦେଖ: [[rc://or/ta/man/translate/figs-activepassive]])
LUK 8 44 vwe6 translate-unknown ἥψατο τοῦ κρασπέδου τοῦ ἱματίου αὐτοῦ 1 touched the edge of his coat ତାଙ୍କ ବସ୍ତ୍ରର ଝୁମ୍ପା ଛୁଇଁଲା I ଯିହୂଦୀ ଲୋକମାନେ ଈଶ୍ୱରଙ୍କ ବ୍ୟବସ୍ଥାରେ ପ୍ରଦତ୍ତ ସେମାନଙ୍କ ବିଧିଜନିତ ବସ୍ତ୍ରର ଏକ ଅଂଶବିଶେଷ ଭାବରେ ଚୋଗାର ଧାରରେ କାରୁକାର୍ଯ୍ୟବିଶିଷ୍ଟ ଟୋପର ପିନ୍ଧୁଥିଲେ I ସମ୍ଭବତଃ ସେ ଏହାକୁ ଛୁଇଁଥିଲା I

LUK 8 45 c3wm figs-explicit οἱ ὄχλοι ... ἀποθλίβουσιν 1 the crowds of people ... are pressing against you ଏହା କହିବା ଦ୍ୱାରା ପିତର ଇଙ୍ଗିତ କରୁଥିଲେ ଯେ କେହି ବି ଯୀଶୁଙ୍କୁ ସ୍ପର୍ଶ କରି ପାରିଥିବ I ଏହି ଅନ୍ତର୍ନିହିତ ତଥ୍ୟକୁ ଯଦି ଆବଶ୍ୟକ ହୁଏ, ତେବେ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେଠାରେ ଅନେକ ଲୋକ ତୁମର ଚାରିଆଡେ ଘେରି ରହିଛନ୍ତି ଏବଂ ତୁମ ଉପରେ ମାଡି ପଡୁଛନ୍ତି, ତେଣୁ ସେମାନଙ୍କ ମଧ୍ୟରୁ କେହି ଜଣେ ହୁଏତ ତୁମକୁ ସ୍ପର୍ଶ କରିଥିବ” (ଦେଖ: [[rc://or/ta/man/translate/figs-explicit]])
LUK 8 46 u6am figs-explicit ἥψατό μού τις 1 Someone did touch me ଭିଡର ଆକସ୍ମିକ ସ୍ପର୍ଶଠାରୁ ଏହି ଉଦ୍ଦେଶ୍ୟ ପ୍ରଣୋଦିତ “ସ୍ପର୍ଶ” ମଧ୍ୟରେ ପ୍ରଭେଦ ଦେଖାଇବା ସହାୟକ ହୋଇପାରେ I ବିକଳ୍ପ ଅନୁବାଦ: କେହି ଜଣେ ଇଚ୍ଛାକୃତ ଭାବରେ ମୋତେ ଛୁଇଁଲା” (ଦେଖ: [[rc://or/ta/man/translate/figs-explicit]] )
LUK 8 46 zmu9 figs-explicit ἐγὼ ... ἔγνων δύναμιν ἐξεληλυθυῖαν ἀπ’ ἐμοῦ 1 I know that power has gone out from me ଯୀଶୁ ଶକ୍ତି ହରାଇଲେ ନାହିଁ କି ଦୁର୍ବଳ ହେଲେ ନାହିଁ, କିନ୍ତୁ ତାଙ୍କର ଶକ୍ତି ସେହି ସ୍ତ୍ରୀକୁ ସୁସ୍ଥ କଲା I ବିକଳ୍ପ ଅନୁବାଦ: “ମୁଁ ଜାଣେ ଯେ ମୋ’ ଭିତରୁ ସୁସ୍ଥକାରୀ ଶକ୍ତି ନିର୍ଗତ ହୋଇ ବାହାରକୁ ଗଲା” ବା “ମୁଁ ଅନୁଭବ କଲି ଯେ ମୋର ଶକ୍ତି କାହାକୁ ସୁସ୍ଥ କରିଛି” (ଦେଖ: [[rc://or/ta/man/translate/figs-explicit]])

Can't render this file because it is too large.