Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-10 16:14:10 +00:00
parent f71b99df81
commit f83dc94183
1 changed files with 14 additions and 14 deletions

View File

@ -4,21 +4,21 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ
1:1 m4ss rc://*/ta/man/translate/figs-you General Information: 0 ଯଦି ଆପଣଙ୍କର ପାଠକମାନେ ଏହି ନକାରାତ୍ମକ ବାକ୍ୟାଂଶକୁ ବୁଝି ନ ପାରନ୍ତି, ତେବେ ଆପଣ କେବଳ ଗୋଟିଏ ନକାରାତ୍ମକ ବାକ୍ୟାଂଶ ବ୍ୟବହାର କରି ଏହି ବାକ୍ୟାଂଶକୁ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ମନୁଷ୍ୟଠାରୁ କିମ୍ବା ମନୁଷ୍ୟ ଦ୍ୱାରା ନୁହେଁ”
1:1 d1kd τοῦ ἐγείραντος αὐτὸν 1
1:2 d737 rc://*/ta/man/translate/figs-gendernotations ἀδελφοί 1 ଏଠାରେ, ଯଦିଓ **ଭାଇ** ଶବ୍ଦ ପୁରୁଷୋ ବାଚକ ଅଟେ, ପାଉଲ ଏହାକୁ ସାଧାରଣ ଅର୍ଥରେ ସହ ଖ୍ରୀଷ୍ଟିୟାନମାନଙ୍କୁ ସୂଚାଇବା ପାଇଁ ବ୍ୟବହାର କରୁଛନ୍ତି, ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି । ପାଉଲ ଯେଉଁମାନେ ଯୀଶୁଙ୍କୁ ବିଶ୍ଵାସ କରନ୍ତି, ସେମାନଙ୍କୁ ଏକ ଆତ୍ମିକ ପରିବାରର ସଦସ୍ୟ ଭାବରେ, ଈଶ୍ବରଙ୍କ ସହ ସେମାନଙ୍କର ସ୍ୱର୍ଗୀୟ ପିତା ଭାବରେ ଦେଖନ୍ତି । ଯଦି ଆପଣଙ୍କର ପାଠକମାନେ ଏହି ପ୍ରସଙ୍ଗରେ ଭାଇମାନଙ୍କ ବ୍ୟବହାରକୁ ଭୁଲ ବୁଝି ପାରନ୍ତି, ତେବେ ଏହାର ଅର୍ଥ ଆପଣ ସ୍ପଷ୍ଟ ଭାବରେ ସୂଚାଇ ପାରିବେ । ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ”
1:4 yk9g rc://*/ta/man/translate/figs-metonymy περὶ τῶν ἁμαρτιῶν ἡμῶν 1 "ପାପ ଏକ ଲକ୍ଷଣ ସୂଚକ ଶଦ୍ଦ ଅଟେ ଯାହାର ଅର୍ଥ ପାପ ନିମନ୍ତେ ଦଣ୍ଡିତ କରିବା । ଅନ୍ୟ ଏକ ଅନୁବାଦରେ: “କାରଣ ଆମମାନଙ୍କ ପାପର କାରଣରୁ ଆମ୍ଭେମାନେ ଦଣ୍ଡି ପାଇବା ନିମନ୍ତେ ଯୋଗ୍ୟ ଥିଲୁ” (ଦେଖ: [[rc://or/ta/man/translate/figs-metonymy]])
1:4 f6d5 rc://*/ta/man/translate/figs-metonymy ὅπως ἐξέληται ἡμᾶς ἐκ τοῦ αἰῶνος τοῦ ἐνεστῶτος πονηροῦ 1 ଏଠାରେ “ଏହି ... ଯୁଗ” ଯୁଗରେ କାମର ଶକ୍ତିଗୁଡିକର ଉପସ୍ଥାପନ କରେ । ଅନ୍ୟ ଏକ ଅନୁବାଦରେ: “ସେ ଆମକୁ ଆଜିର ଜଗତର ସମସ୍ତ ମନ୍ଦ ଶକ୍ତିଗୁଡିକ ମଧ୍ୟରୁ ସୁରକ୍ଷା ସ୍ଥାନକୁ ନେଇ ପାରନ୍ତି” (ଦେଖ: [[rc://or/ta/man/translate/figs-metonymy]])
1:4 lbb2 τοῦ Θεοῦ καὶ Πατρὸς ἡμῶν 1 ଏହା “ଆମମାନଙ୍କ ପିତା ଈଶ୍ବରଙ୍କୁ” ବୁଝାଏ । ସେ ଆମମାନଙ୍କରର ଈଶ୍ବର ଏବଂ ଆମମାନଙ୍କରର ପିତା ଅଟନ୍ତି ।
1:6 lf1w Connecting Statement: 0 # Connecting Statement:\n\nପାଉଲ ଏହି ପତ୍ରକୁ ଲେଖିବା ନିମନ୍ତେ ତାହାଙ୍କର କାରଣ ଦର୍ଶାନ୍ତି: ସେ ସେମାନଙ୍କୁ ସୁସମାଚାରକୁ ବୁଝି ଚାଲୁରଖିବା ନିମନ୍ତେ ସ୍ମରଣ କରାଇ ଦେଉଛନ୍ତି ।
1:6 f74p θαυμάζω 1 ମୁଁ ଚମତ୍କୃତ ଅଟେ ଓ “ମୁଁ ବିସ୍ମିତ ଅଟେ.” ପାଉଲ ନିରାଶ ଥିଲେ ଯେ ସେମାନେ ଏପରି କରୁଥିଲେ ।
1:6 v438 rc://*/ta/man/translate/figs-metaphor οὕτως ταχέως, μετατίθεσθε ἀπὸ τοῦ καλέσαντος 1 ଏଠାରେ “ଦୁରେଇ ଯିବା...ତାହାଙ୍କ ଠାରୁ” ସନ୍ଦେହ କରିବା ଆରମ୍ଭ କଲେ କିମ୍ବା ଈଶ୍ବରଙ୍କ ଉପରେ ଅଧିକ ସମୟ ଭରଷା କରୁ ନଥିବା ଲୋକମାନଙ୍କ ନିମନ୍ତେ ଏକ ରୁପକ ଅଟେ । ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ତାହାଙ୍କୁ ଏତେ ଶୀଘ୍ର ସନ୍ଦେହ କରିବା ଆରମ୍ଭ କରୁଛ” (ଦେଖ: [[rc://or/ta/man/translate/figs-metaphor]])
1:6 x7we τοῦ καλέσαντος ὑμᾶς 1 ଈଶ୍ବର, ଯେ ତୁମ୍ଭମାନଙ୍କୁ ଆହ୍ବାନ କରିଛନ୍ତି"
1:6 fd7a τοῦ καλέσαντος 1 ଏଠାରେ ଏହାର ଅର୍ଥ ଈଶ୍ବର ଲୋକମାନଙ୍କୁ ତାହାଙ୍କର ସନ୍ତାନ ହେବାକୁ, ତାହାଙ୍କର ସେବା କରିବାକୁ, ଏବଂ ଯୀଶୁଙ୍କ ମାଧ୍ୟମରେ ତାହାଙ୍କ ଉଦ୍ଧାରର ସନ୍ଦେଶ ଘୋଷଣ କରିବାକୁ ନିଯୁକ୍ତ କରିଛନ୍ତି ବା ଆହ୍ବାନ କରିଛନ୍ତି ।
1:6 cfr2 ἐν χάριτι Χριστοῦ 1 ଖ୍ରୀଷ୍ଟଙ୍କ ଅନୁଗ୍ରହର କାରଣରୁ କିମ୍ବା “ଖ୍ରୀଷ୍ଟଙ୍କ ଅନୁଗ୍ରହର ବଳିଦାନର କାରଣରୁ”
1:6 n1rd rc://*/ta/man/translate/figs-metaphor μετατίθεσθε & εἰς ἕτερον εὐαγγέλιον 1 ଏଠାରେ “ଫେରିବାକୁ” ଏକ ରୁପକ ଅଟେ ଯାହାର ଅର୍ଥ କୌଣସି ବିଷୟରେ ବିଶ୍ବାସ କରିବାକୁ ଆରମ୍ଭ କରିବା । ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ଏକ ଅଲଗା ସୁସମାଚାରକୁ ବିଶ୍ବାସ କରିବା ଆରମ୍ଭ କରିଅଛ” (ଦେଖ: [[rc://or/ta/man/translate/figs-metaphor]])
1:4 yk9g rc://*/ta/man/translate/figs-metonymy περὶ τῶν ἁμαρτιῶν ἡμῶν 1 ଏଠାରେ, **ପାପ** ସାଙ୍କେତିକ ଭାବରେ ପାପର ଦଣ୍ଡକୁ ବୁଝାଏ ଏବଂ **ଆମ୍ଭମାନଙ୍କର ପାପ ପାଇଁ** ବାକ୍ୟ ଖ୍ରୀଷ୍ଟଙ୍କୁ ତାଙ୍କ ଜୀବନକୁ ଆମ୍ଭମାନଙ୍କ ପାପର ଯୋଗ୍ୟ ଦଣ୍ଡର ବିକଳ୍ପ ଭାବରେ ପ୍ରଦାନ କରିବାକୁ ବୁଝାଏ । ଯଦି ଆପଣଙ୍କର ପାଠକମାନେ ଏହା ବୁଝିପାରିବେ ନାହିଁ, ତେବେ ଆପଣ ଏକ ସମାନ ଅଭିବ୍ୟକ୍ତି କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ପାପ ହେତୁ ଆମ୍ଭମାନଙ୍କ ପାଇଁ ଉଦ୍ଦିଷ୍ଟ ଦଣ୍ଡ ଗ୍ରହଣ କରି” କିମ୍ବା “ଆମ୍ଭମାନଙ୍କର ପାପର ଦଣ୍ଡ ଗ୍ରହଣ କରିବାକୁ।”
1:4 f6d5 rc://*/ta/man/translate/figs-metonymy ὅπως ἐξέληται ἡμᾶς ἐκ τοῦ αἰῶνος τοῦ ἐνεστῶτος πονηροῦ 1 ଏଠାରେ, **ବର୍ତ୍ତକାଳର ପାପମୟ ଯୁଗର** ବାକ୍ୟାଂଶ କେବଳ ଏକ ସମୟ ଅବଧିକୁ ନୁହେଁ ବରଂ ପାପପୂର୍ଣ୍ଣ ମନୋଭାବ ଏବଂ କାର୍ଯ୍ୟକୁ ମଧ୍ୟ ଦର୍ଶାଏ ଯାହା **ବର୍ତ୍ତମାନର ପାପମୟ ଯୁଗକୁ** ବର୍ଣ୍ଣିତ କରେ । ଯଦି ଆପଣଙ୍କର ପାଠକମାନେ ଏହା ବୁଝିପାରିବେ ନାହିଁ, ତେବେ ଆପଣ ଏକ ସମାନ ଅଭିବ୍ୟକ୍ତି କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଏହି କାଳରୁ ଯାହା ପାପ ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ” କିମ୍ବା “ଆଜିର ଜଗତରେ କାର୍ଯ୍ୟ କରୁଥିବା ମନ୍ଦ ଶକ୍ତିରୁ”
1:4 lbb2 τοῦ Θεοῦ καὶ Πατρὸς ἡμῶν 1
1:6 lf1w Connecting Statement: 0 \n\n\n
1:6 f74p θαυμάζω 1 ବିକଳ୍ପ ଅନୁବାଦ: “ମୁଁ ଆଶ୍ଚର୍ଯ୍ୟ” କିମ୍ବା “ମୁଁ ଚକିତ ଅଟେ।”
1:6 v438 rc://*/ta/man/translate/figs-metaphor οὕτως ταχέως, μετατίθεσθε ἀπὸ τοῦ καλέσαντος 1 ଏଠାରେ, **ବିମୁଖ ହେବା** ବାକ୍ୟର ଅର୍ଥ “ତ୍ୟାଗ କରିବା” ଏବଂ ହୃଦୟ କିମ୍ବା ମନକୁ ବିଶ୍ୱାସ କରିବା ଏବଂ କିଛି ଅନୁସରଣ କରିବା ଠାରୁ ଦୂରେଇ ରଖିବା ଅଟେ । ଯଦି ଏହା ଆପଣଙ୍କର ପାଠକମାନଙ୍କୁ ସାହାଯ୍ୟ କରିବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଏତେ ଶୀଘ୍ର ପରିତ୍ୟାଗ କରୁଅଛ” କିମ୍ବା “ତୁମ୍ଭେମାନେ ଏତେ ଶୀଘ୍ର ବିମୁଖ ହେଉଅଛ”
1:6 x7we τοῦ καλέσαντος ὑμᾶς 1
1:6 fd7a τοῦ καλέσαντος 1
1:6 cfr2 ἐν χάριτι Χριστοῦ 1
1:6 n1rd rc://*/ta/man/translate/figs-metaphor μετατίθεσθε & εἰς ἕτερον εὐαγγέλιον 1
1:7 gy1i οἱ ταράσσοντες 1 କିଛି ଲୋକମାନେ
1:8 i82d rc://*/ta/man/translate/figs-hypo εὐαγγελίζηται 1 ଏହା ଏପରିକିଛି ବିଷୟକୁ ବର୍ଣ୍ଣନା କରେ ଯାହା କେବେହେଁ ହୋଇନାହିଁ ଏବଂ ହେବା ଉଚିତ ନୁହେଁ । ଅନ୍ୟ ଏକ ଅନୁବାଦରେ: “ଘୋଷଣ କରିବା” କିମ୍ବା “ଘୋଷଣା କରିବାର ଥିଲା” (ଦେଖ: [[rc://or/ta/man/translate/figs-hypo]])
1:8 s5uq παρ’ ὃ εὐηγγελισάμεθα 1 ସୁସମାଚାର ଠାରୁ ଭିନ୍ନ କିମ୍ବା “ସନ୍ଦେଶଠାରୁ ଭିନ୍ନ”
1:8 xb2c ἀνάθεμα ἔστω 1 "ଈଶ୍ବର ସେହି ବ୍ୟକ୍ତିକୁ ଅନନ୍ତକାଳ ନିମନ୍ତେ ଦଣ୍ଡିତ ଦେବା ଉଚିତ୍ । ଯଦି ତୁମର ଭାଷାରେ କାହାକୁ ଅଭିଶାପ ଦେବା ନିମନ୍ତେ ଏକ ସମାନ୍ୟ ଉପାୟ ଅଛି, ତେବେ ତାହାକୁ ତୁମ୍ଭେମାନେ ବ୍ୟବହାର କରିବା ଉଚିତ
1:10 b2vc rc://*/ta/man/translate/figs-rquestion ἄρτι γὰρ ἀνθρώπους πείθω ἢ τὸν Θεόν? ἢ ζητῶ ἀνθρώποις ἀρέσκειν 1 ଏହି ଅଳଙ୍କାରିକ ପ୍ରଶ୍ନର ଉତ୍ତର “ନାହିଁ” ଆଶା କରେ । ଅନ୍ୟ ଏକ ଅନୁବାଦରେ: “ମୁଁ ମନୁଷ୍ୟମାନଙ୍କ ଅନୁମୋଦନ ଅନ୍ବେଷଣ କରେନାହିଁ, କିନ୍ତୁ ତା’ବଦଳରେ ମୁଁ ଈଶ୍ବରଙ୍କ ଅନୁମୋଦନ ଅନ୍ବେଷଣ କରେ । ମୁଁ ମନୁଷ୍ୟମାନଙ୍କୁ ଖୁସୀ କରିବାକୁ ଚାହେଁ ନାହିଁ ।” (ଦେଖ: [[rc://or/ta/man/translate/figs-rquestion]])
1:8 i82d rc://*/ta/man/translate/figs-hypo εὐαγγελίζηται 1
1:8 s5uq παρ’ ὃ εὐηγγελισάμεθα 1 ଏଠାରେ, **ଯେଉଁ** ବାକ୍ୟାଂଶ ପାଉଲ ଏବଂ ତାଙ୍କର ସହକର୍ମୀମାନେ ଗାଲାତୀୟମାନଙ୍କୁ ଘୋଷଣା କରିଥିବା ସୁସମାଚାର ବାର୍ତ୍ତାକୁ ସୂଚିତ କରେ । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ପ୍ରଚାର କରିଥିବା ସୁସମାଚାରଠାରୁ ଭିନ୍ନ” କିମ୍ବା “ଆମ୍ଭେମାନେ ପ୍ରଚାର କରିଥିବା ବାର୍ତ୍ତାଠାରୁ ଭିନ୍ନ”
1:8 xb2c ἀνάθεμα ἔστω 1 ଯଦି ଆପଣଙ୍କର ଭାଷାରେ କାହାକୁ ଅଭିଶାପ ଦେବାକୁ କିମ୍ବା କାହା ଉପରେ ଅଭିଶାପ ଆଣିବାକୁ ଈଶ୍ବରଙ୍କୁ ପ୍ରାର୍ଥନା କରିବା ଭିନ୍ନ ଉପାୟ ଅଛି, ଏବଂ ଏହି ପ୍ରସଙ୍ଗରେ ବ୍ୟବହାର କରିବା ଉପଯୁକ୍ତ ହେବ, ଏହାକୁ ଏଠାରେ ବ୍ୟବହାର କରିବାକୁ ବିଚାର କରନ୍ତୁ
1:10 b2vc rc://*/ta/man/translate/figs-rquestion ἄρτι γὰρ ἀνθρώπους πείθω ἢ τὸν Θεόν? ἢ ζητῶ ἀνθρώποις ἀρέσκειν 1
1:10 fl3c εἰ ἔτι ἀνθρώποις ἤρεσκον, Χριστοῦ δοῦλος οὐκ ἂν ἤμην 1 “ଯଦି” ଏବଂ “ତାପରେ” ଉଭୟ ବାକ୍ୟାଶଂ ତଥ୍ୟର ବିପରିତ ଅଟନ୍ତି । “ମୁଁ ତଥାପି ମନୁଷ୍ୟକୁ ଖୁସୀ କରିବାକୁ ଚେଷ୍ଟା କରୁନାହିଁ: ମୁଁ ଖ୍ରୀଷ୍ଟଙ୍କର ଜଣେ ସେବକ ଅଟେ” ବା “ତଥାପି ଯଦି ମୁଁ ମନୁଷ୍ୟକୁ ଖୁସୀ କରିବାକୁ ଚେଷ୍ଟା କରୁଛି, ତେବେ ମୁଁ ଖ୍ରୀଷ୍ଟଙ୍କ ସେବକ ହୋଇ ପାରେନାହିଁ”"
1:11 llg6 Connecting Statement: 0 # Connecting Statement:\n\nପାଉଲ ବର୍ଣ୍ଣନା କରନ୍ତି ଯେ ସେ ଅନ୍ୟମାନଙ୍କଠାରୁ ସୁସମାଚାର ଶିକ୍ଷାକରି ନାହାନ୍ତି; ସେ ଏହାକୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଶିକ୍ଷା କରିଛନ୍ତି ।
1:11 g1qg ἀδελφοί 1 ଦେଖ ତୁମେ ଏହାକୁ [ଗାଲତୀୟ ୧:](../୦୧/.md)ରେ କିପରି ଅନୁବାଦ କରିଅଛ ।

Can't render this file because it contains an unexpected character in line 22 and column 724.