diff --git a/en_tn_51-PHP.tsv b/en_tn_51-PHP.tsv index e1f78dc..bdad2b4 100644 --- a/en_tn_51-PHP.tsv +++ b/en_tn_51-PHP.tsv @@ -249,3 +249,28 @@ PHP 4 21 lq4e πάντα ἅγιον 1 every believer PHP 4 22 bi8m πάντες οἱ ἅγιοι 1 All the believers PHP 4 22 rg96 μάλιστα ... οἱ ἐκ τῆς Καίσαρος οἰκίας 1 especially those of Caesar's household \n \n\n**କାଇସରଙ୍କ ଗୃହର** ବାକ୍ୟାଂଶ କାଇସରଙ୍କ\n ପ୍ରାସାଦରେ କାମ କରୁଥିବା ସେବକମାନଙ୍କୁ ବୁଝାଏ ।  (ଦେଖନ୍ତୁ: rc://en/ta/man/translate/translate-unknown)\n\n\n PHP 4 23 a3f8 figs-synecdoche μετὰ τοῦ πνεύματος ὑμῶν 1 with your spirit \n \n\nପାଉଲ ସାଙ୍କେତିକ ଭାବରେ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କୁ\n ସେମାନଙ୍କର **ଆତ୍ମାକୁ** ଦର୍ଶାଇ ସମ୍ପୁର୍ଣ୍ଣ ବ୍ୟକ୍ତି ଭାବରେ ବର୍ଣ୍ଣନା କରନ୍ତି ।  ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ସହବର୍ତ୍ତୀ ହେଉ”\n (ଦେଖନ୍ତୁ: rc://en/ta/man/translate/figs-synecdoche)\n\n\n +PHP 1 1 xk9z translate-names Παῦλος καὶ Τιμόθεος 1 Paul and Timothy \n \n\n**ପାଉଲ** ଏବଂ **ତୀମଥି** ବ୍ୟକ୍ତିମାନଙ୍କର  ନାମ ଅଟେ \n ।  (ଦେଖନ୍ତୁ:rc://en/ta/man/translate/translate-names)\n\n\n +PHP 1 1 bzfs ἐν Χριστῷ Ἰησοῦ 1 Paul and Timothy \n \n\nବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ”\n\n\n +PHP 1 2 uuep translate-blessing χάρις ὑμῖν καὶ εἰρήνη 1 Grace to you and peace \n \n\nଏହା ଏକ ଅଭିବାଦନ ଏବଂ ଆଶୀର୍ବାଦ ଅଟେ ଯାହା ପାଉଲ ତାଙ୍କ ପତ୍ରର ଆରମ୍ଭରେ ପ୍ରାୟତଃ ବ୍ୟବହାର କରନ୍ତି\n ।  ଆପଣଙ୍କ \n ଭାଷାରେ ଏକ ବାକ୍ୟ ବ୍ୟବହାର କରନ୍ତୁ ଯାହା ଏହା ଏକ ଅଭିବାଦନ ଏବଂ ଆଶୀର୍ବାଦ ଅଟେ\n ବୋଲି ସ୍ପଷ୍ଟ କରିବ ।  ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯେପରି ଦୟା, ଅନୁଗ୍ରହ ଏବଂ ଶାନ୍ତି ଅନୁଭବ କର” କିମ୍ବା “ମୁଁ\n ପ୍ରାର୍ଥନା କରେ ଯେପରି ତୁମ୍ଭେମାନେ ଅନୁଗ୍ରହ, ଦୟା ଏବଂ ଶାନ୍ତି ପ୍ରାପ୍ତକର” (ଦେଖନ୍ତୁ: rc://en/ta/man/translate/translate-blessing)\n\n\n +PHP 1 2 pyji figs-yousingular ὑμῖν 1 \n \n\nଏଠାରେ, **ତୁମ୍ଭେ** ଫିଲିପ୍ପୀୟ ଖ୍ରୀଷ୍ଟିୟାନ ମାନଙ୍କୁ ସୂଚାଏ\n ଏବଂ ପାଉଲ ଲେଖିଥିବା ମୂଳ ଭାଷାରେ ଏହା ବହୁବଚନ ଅଟେ ।  ଏହି ପତ୍ରରେ, ଗୋଟିଏ ସ୍ଥାନ ବ୍ୟତିତ,\n “ତୁମ୍ଭେ” ଏବଂ “ତୁମ୍ଭର”\n ଶବ୍ଦଗୁଡ଼ିକ ବହୁବଚନ ଅଟେ ଏବଂ ଏହା ଫିଲିପ୍ପୀୟ ଖ୍ରୀଷ୍ଟିୟାନ ମାନଙ୍କୁ ସୂଚାଏ ।  ଯଦି ଆପଣଙ୍କ ଭାଷାରେ “ତୁମ୍ଭେ” ଏବଂ “ତୁମ୍ଭର” ଏକ\n ବ୍ୟକ୍ତିକୁ ବୁଝାଇବା ନିମନ୍ତେ ବିଶେଷ ବ୍ୟବହାର ଅଛି ତେବେ ଆପଣ ଏଠାରେ ଏହି ପତ୍ରରେ କେବଳ ୪: ୩ କୁ ଛାଡି ଏହି ପତ୍ରରେ\n ଯେଉଁ ସ୍ଥାନରେ “ତୁମ୍ଭେ” ଏବଂ “ତୁମ୍ଭର” ଶବ୍ଦ ଉଲ୍ଲେଖ ଅଛି ସେହି ସେହି ସ୍ଥାନରେ ବହୁବଚନ\n ଶବ୍ଦକୁକୁ ବ୍ୟବହାର କରନ୍ତୁ । ୪:୩ ରେ ବିଷୟ\n ବିଷୟରେ ଟିପ୍ପଣୀ ଆଲୋଚନା କରିବ ।  (ଦେଖନ୍ତୁ: rc://en/ta/man/translate/figs-yousingular)\n\n\n +PHP 1 2 yh4s figs-exclusive Πατρὸς ἡμῶν 1 \n \n\nଯଦି ଆପଣଙ୍କ ଭାଷାର ଶ୍ରୋତାମାନଙ୍କୁ ଅନ୍ତର୍ଭୁକ୍ତ କରିବା\n କିମ୍ବା ବାଦ ଦେବା ପାଇଁ ଭିନ୍ନ ଭିନ୍ନ ଶବ୍ଦ ଅଛି , ତେବେ **ଆମ୍ଭମାନଙ୍କର**\n ଏଠାରେ ଏବଂ ପତ୍ର ମଧ୍ୟରେ  ଅନ୍ତର୍ଭୂକ୍ତ ଶବ୍ଦ\n ବ୍ୟବହାର କରନ୍ତୁ ।  (ଦେଖନ୍ତୁ: rc://en/ta/man/translate/figs-exclusive)\n\n\n +PHP 1 3 gjyv figs-possession τῷ Θεῷ μου 1 \n \n\n**ମୋ ଈଶ୍ଵର**  ଶବ୍ଦର ବ୍ୟବହାର ଅର୍ଥ ଏହା ନୁହେଁ ଯେ ଈଶ୍ଵର ପାଉଲଙ୍କର, କିନ୍ତୁ ପାଉଲ ଈଶ୍ଵରଙ୍କର\n ଅଟନ୍ତି ।ଏହାର ଅର୍ଥ ଈଶ୍ଵର ଯାହାଙ୍କୁ\n ପାଉଲ ଉପାସନା କରନ୍ତି ।  ବିକଳ୍ପ ଅନୁବାଦ: “ଯିଏ ମୋ ପାଇଁ ଈଶ୍ଵର ଅଟନ୍ତି” (ଦେଖନ୍ତୁ: rc://en/ta/man/translate/figs-hold)\n\n\n +PHP 1 3 w8dz figs-yousingular ὑμῶν 1 \n \n\nଆପଣ ୧:୨ ରେ **ତୁମ୍ଭେ** ଶବ୍ଦକୁ କିପରି ଅନୁବାଦ କରିଛନ୍ତି\n ଦେଖନ୍ତୁ ।  ଏହି ପତ୍ରରେ, କେବଳ ୪: ୩ ବ୍ୟତିତ **ତୁମ୍ଭେ** ଏବଂ **ତୁମ୍ଭର** ଶବ୍ଦର ପ୍ରତ୍ୟେକ\n ବ୍ୟବହାର ବହୁବଚନ ଅଟେ ଏବଂ ଫିଲିପ୍ପୀୟ ବିଶ୍ଵାସୀମାନଙ୍କୁ ସୂଚାଏ ଯାହାର ଆଲୋଚନା ପାଇଁ ଏକ\n ଟିପ୍ପଣୀ ସେଥିରେ ଉଲ୍ଲେଖ ଅଛି ।  (ଦେଖନ୍ତୁ: rc://en/ta/man/translate/figs-yousingular)\n\n\n +PHP 1 5 bca2 ἐπὶ τῇ κοινωνίᾳ ὑμῶν εἰς τὸ εὐαγγέλιον, ἀπὸ τῆς πρώτης ἡμέρας ἄχρι τοῦ νῦν 1 \n \n\nଏଠାରେ, **କାରଣ** ଏହା ସୂଚାଇପାରେ: (୧) ପାଉଲ ଈଶ୍ଵରଙ୍କୁ\n ଧନ୍ୟବାଦ ଦେବାର କାରଣ ।  ବିକଳ୍ପ ଅନୁବାଦ: “ପ୍ରଥମ ଦିନରୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁସମାଚାରରେ ତୁମ୍ଭମାନଙ୍କର\n ସହଭାଗୀତା ହେତୁ ମୁଁ ଈଶ୍ଵରଙ୍କୁ ଧନ୍ୟବାଦ ଦେଉଅଛି” (୨) ପାଉଲଙ୍କ ଆନନ୍ଦର କାରଣ । \n\n\n +PHP 1 5 fdqe figs-yousingular ὑμῶν 1 \n \n\nଏଠାରେ, **ତୁମ୍ଭର** ଶବ୍ଦ ବହୁବଚନ ଅଟେ ଏବଂ ଫିଲିପ୍ପୀୟ ଖ୍ରୀଷ୍ଟିୟାନ\n ମାନଙ୍କୁ ସୂଚାଏ ।  ଏହି ପତ୍ରରେ, ଗୋଟିଏ ବ୍ୟତିକ୍ରମ ସହ ,\n “ତୁମ୍ଭେ” ଏବଂ “ତୁମ୍ଭର”\n ଶବ୍ଦଗୁଡ଼ିକ ସର୍ବଦା ବହୁବଚନ ଅଟେ ଏବଂ ସର୍ବଦା ଫିଲିପ୍ପୀୟ ଖ୍ରୀଷ୍ଟିୟାନ ମାନଙ୍କୁ ସୂଚାଏ ।  ଯେବେ ଆପଣଙ୍କ ଭାଷା ଭିନ୍ନ ଭିନ୍ନ ଶବ୍ଦ ବ୍ୟବହାର କରି “ତୁମ୍ଭେ” ଏବଂ “ତୁମ୍ଭର”\n କାହାକୁ ବୁଝାଏ ଦର୍ଶାଏ, ତେବେ ବହୁବଚନ ଶବ୍ଦ ବ୍ୟବହାର କରନ୍ତୁ ଯାହାକି ୪: ୩ ବ୍ୟତିତ ଏହି ପତ୍ରରେ\n “ତୁମ୍ଭେ” ଏବଂ “ତୁମ୍ଭର ” ଏହି ଘଟଣାରେ ଏବଂ ଅନ୍ୟ ସମସ୍ତ ଘଟଣାରେ ଆପଣଙ୍କ ଭାଷାରେ ଉପଯୁକ୍ତ\n ହେବ । ୪: ୩ ରେ ବିଷୟରେ ଏକ\n ଟିପ୍ପଣୀ ଆଲୋଚନା କରିବ । (ଦେଖନ୍ତୁ: rc://en/ta/man/translate/figs-yousingular)\n\n\n +PHP 1 5 vi1r figs-explicit ἀπὸ τῆς πρώτης ἡμέρας 1 \n \n\n**ପ୍ରଥମ ଦିନରୁ** ବାକ୍ୟାଂଶ ସେହି ସମୟକୁ ସୂଚାଏ ଯେଉଁଠାରେ\n ଫିଲିପ୍ପୀୟ ବିଶ୍ଵାସୀମାନେ ପାଉଲ ସେମାନଙ୍କ ନିକଟରେ ପ୍ରଚାର କରିଥିବା ସୁସମାଚାରକୁ ପ୍ରଥମେ ବିଶ୍ଵାସ\n କରିଥିଲେ ।  ଏହା ମଧ୍ୟ ପ୍ରଥମ ଦିନ ହୋଇଥାଇପାରେ ଯେବେ ପାଉଲ\n ଫିଲିପ୍ପିରେ ପ୍ରଥମଥର ପ୍ରଚାର କରିଥିଲେ ।  ବିକଳ୍ପ ଅନୁବାଦ: “ଯେଉଁ ସମୟରୁ ମୁଁ ପ୍ରଥମେ ସୁସମାଚାର ପ୍ରଚାର କରିଥିଲି ସେହି\n ସୁସମାଚାର ଶୁଣିବା ଏବଂ ବିଶ୍ଵାସ କରିବା ସମୟରୁ” (ଦେଖନ୍ତୁ: rc://en/ta/man/translate/figs-explicit)\n\n\n +PHP 1 5 d8hi figs-explicit ἄχρι τοῦ νῦν 1 \n \n\n**ବର୍ତ୍ତମାନ ପର୍ଯ୍ୟନ୍ତ** ବାକ୍ୟର ଅର୍ଥ ଫିଲିପ୍ପୀୟ\n ବିଶ୍ଵାସୀମାନେ ବର୍ତ୍ତମାନ ପାଉଲଙ୍କ ସହଭାଗିତା ବନ୍ଦ କରି ଦେଇଛନ୍ତି ନୁହେଁ । ବରଂ ଏହାର\n ଅର୍ଥ ସେମାନେ ପାଉଲଙ୍କ ସହ ସହଭାଗିତା କରନ୍ତି । ବିକଳ୍ପ ଅନୁବାଦ: “ଯାହା ଆମ୍ଭେମାନେ\n ବର୍ତ୍ତମାନ ସହଭାଗିତା କରୁ” (ଦେଖନ୍ତୁ: rc://en/ta/man/translate/figs-expl)\n\n\n +PHP 1 6 u80a figs-explicit ὅτι ὁ ἐναρξάμενος ἐν ὑμῖν ἔργον ἀγαθὸν 1 \n \n\n**ତୁମ୍ଭମାନଙ୍କ ମଧ୍ୟରେ ଉତ୍ତମ କର୍ମ** ବାକ୍ୟାଂଶ ଫିଲିପ୍ପୀୟ\n ଖ୍ରୀଷ୍ଟିୟାନ ମାନଙ୍କର ପ୍ରାରମ୍ଭିକ ରୂପକ  ଏବଂ ପବିତ୍ର ଆତ୍ମାଙ୍କ ଦ୍ଵାରା  ସେମାନଙ୍କ ଜୀବନରେ ଈଶ୍ଵରଙ୍କ କାର୍ଯ୍ୟକୁ ସୂଚାଏ ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ\n ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ:\n “ସେହି ଈଶ୍ଵର , ତୁମ୍ଭମାନଙ୍କର ରୂପକ  ଦ୍ଵାରା  ତୁମ୍ଭମାନଙ୍କଠାରେ ତାହାଙ୍କର ଉତ୍ତମ କାର୍ଯ୍ୟ ଆରମ୍ଭ\n କରି ଏହାକୁ ପବିତ୍ର ଆତ୍ମାଙ୍କ କାର୍ଯ୍ୟ ଦ୍ଵାରା  ଜାରି ରଖିଛନ୍ତି” (ଦେଖନ୍ତୁ: rc://en/ta/man/translate/figs-expl)\n\n\n +PHP 1 6 qhmh ὑμῖν 1 \n \n\nଫିଲିପ୍ପୀୟ ୧: ୨ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି\n ତାହା ଦେଖନ୍ତୁ । \n\n\n +PHP 1 6 p2a5 figs-explicit ἐπιτελέσει 1 \n \n\nଏଠାରେ, ** ସିଦ୍ଧ କରିବେ**  ଏହାର ଅର୍ଥ ଈଶ୍ଵର ଫିଲିପ୍ପୀୟ ବିଶ୍ଵାସୀମାନଙ୍କ\n ଜୀବନରେ ଯେଉଁ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଯାହା ସେ ଜାରି ରଖିଥିଲେ, ତାହା\n ସମ୍ପୂର୍ଣ୍ଣ କରିବେ ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ\n କରିପାରିବେ ।  (ଦେଖନ୍ତୁ: rc://en/ta/man/translate/figs-explicit)\n\n\n +PHP 1 6 p5pu figs-explicit ἡμέρας Χριστοῦ Ἰησοῦ 1 \n \n\n**ଯୀଶୁ ଖ୍ରୀଷ୍ଟଙ୍କ ଦିନର** ବାକ୍ୟାଂଶ ଭବିଷ୍ୟତରେ\n ସେହି ସମୟକୁ ସୂଚାଏ ଯେବେ ଯୀଶୁ ଖ୍ରୀଷ୍ଟ ଜଗତର ବିଚାର କରିବେ ଏବଂ ତାଙ୍କଠାରେ ବିଶ୍ୱାସ\n କରୁଥିବା ଲୋକମାନଙ୍କୁ ଉଦ୍ଧାର କରିବେ ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ\n କରିପାରିବେ ।  ବିକଳ୍ପ ଅନୁବାଦ: “ଯେବେ ଯୀଶୁ ଖ୍ରୀଷ୍ଟ ଫେରିବେ”\n (ଦେଖନ୍ତୁ: rc://en/ta/man/translate/figs-expl)\n\n\n +PHP 1 7 sowf figs-idiom τὸ ἔχειν με ἐν τῇ καρδίᾳ ὑμᾶς 1 I have you in my heart \n \n\n**ମୁଁ ତୁମ୍ଭମାନଙ୍କୁ ହୃଦୟରେ ଧାରଣ କରିଅଛି**\n ବାକ୍ୟାଂଶ ଏକ ରୂଢ଼ି ଅଟେ ଯାହା ଦୃଢ଼ ପ୍ରେମକୁ ବୁଝାଏ ।  ଯଦି ଆପଣଙ୍କର ଏକ ସମାନ ଅଭିବ୍ୟକ୍ତି ଅଛି ଯାହା ଏହି ଅର୍ଥକୁ ଉଚିତ ଭାବରେ ପ୍ରକାଶ  କରେ, ଆପଣ ଏହାକୁ ଏଠାରେ ବ୍ୟବହାର କରିପାରିବେ ।  ଯଦି ନୁହେଁ, ଆପଣ ସରଳ ଭାଷା ବ୍ୟବହାର କରି ଏହାକୁ ପ୍ରକାଶ\n କରିପାରିବେ ।  ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ ବହୁତ ପ୍ରେମ\n କରେ” (ଦେଖନ୍ତୁ: rc://en/ta/man/translate/figs-idiom)\n\n\n +PHP 1 7 df00 figs-abstractnouns χάριτος 1 \n \n\nଏଠାରେ, **ଅନୁଗ୍ରହ** ସେହି ଉପାୟକୁ ସୂଚାଏ ଯେଉଁ ଉପାୟରେ ଈଶ୍ଵର\n ଦୟାକରି ଆମ୍ଭମାନଙ୍କୁ  ଉତ୍ତମ ବିଷୟ ପ୍ରଦାନ\n କରନ୍ତି ଯାହା ପାଇବାକୁ ଆମ୍ଭେମାନେ  ଅଯୋଗ୍ୟ ଅଟୁ\n ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ\n କ୍ରିୟା କିମ୍ବା ବିଶେଷଣ ସହ  ଗୁଣବାଚକ  ବିଶେଷ୍ୟ **ଅନୁଗ୍ରହ** ପଛରେ ଥିବା ଧାରଣା ପ୍ରକାଶ\n କରିପାରିବେ ।  ଏହି ପରିପ୍ରେକ୍ଷୀରେ, ପାଉଲ ତାଙ୍କର ବନ୍ଧନ ଏବଂ ତାଙ୍କର ସେବା ତଥା\n ସୁସମାଚାରକୁ ଈଶ୍ଵରଙ୍କଠାରୁ ଉପହାର ବୋଲି ନିଶ୍ଚିତ କରିବା ପାଇଁ ବିବେଚନା କରନ୍ତି ।  ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଦୟାଳୁ ଉପହାରର”\n କିମ୍ବା “ଈଶ୍ଵର କେତେ ଦୟାଳୁ ଅଟନ୍ତି ତାହା ଅନୁଭବ କରିବା” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n +PHP 1 7 o7ef figs-metonymy δεσμοῖς μου 1 \n \n\nପାଉଲ **ମୋହର ବନ୍ଧନରେ** ବାକ୍ୟ ବ୍ୟବହାର କରି\n ରୋମରେ ଥିବା ତାଙ୍କ ବନ୍ଧନକୁ ସୂଚାନ୍ତି। ପାଉଲଙ୍କୁ ବନ୍ଧନରେ ରଖାଯାଇଥିଲା\n ଏବଂ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନେ ପାଉଲ ତାଙ୍କ ବନ୍ଧନ ବିଷୟରେ କହୁଥିଲେ ବୋଲି ବୁଝିଥିବେ।  ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ତେବେ ଆପଣ ଏକ\n ସମାନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ କିମ୍ବା ସରଳ \n ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ମୋର ବନ୍ଧନ” (ଦେଖନ୍ତୁ: rc://en/ta/man/translate/figs-metonymy)\n\n\n +PHP 1 7 wey7 figs-doublet καὶ ἐν τῇ ἀπολογίᾳ καὶ βεβαιώσει τοῦ εὐαγγελίου 1 \n \n\n**ସମର୍ଥନ** ଏବଂ **ପ୍ରମାଣ** ଅନୁବାଦିତ ଶବ୍ଦଗୁଡ଼ିକ\n ସମର୍ଥନ ଏବଂ ଏକ ଅଦାଲତରେ ଏକ ଅଭିଯୋଗର ସତ୍ୟତାକୁ ପ୍ରମାଣ କରିବା ପାଇଁ ବ୍ୟବହୃତ ହୋଇପାରେ ।  ଏହି ଦୁଇଟି ଶବ୍ଦର ଅର୍ଥ ବହୁତ ସମାନ ଅଟେ ।  ଏହା କଠିନ ପରିଶ୍ରମ ବୋଲି ଜୋର ଦେବା ପାଇଁ\n ପୁନରାବୃତ୍ତି ବ୍ୟବହୃତ ହୁଏ ।  ଯଦି ଆପଣଙ୍କ ଭାଷାରେ ଏହି ଧାରଣା ପାଇଁ ଗୋଟିଏ ଶବ୍ଦ ଅଛି, ଏହାକୁ ଏଠାରେ ବ୍ୟବହାର କରନ୍ତୁ ଏବଂ ଅନ୍ୟ ଉପାୟରେ\n ଗୁରୁତ୍ୱ ଦିଅନ୍ତୁ ।  ଯଦି ସେଠାରେ ଏକ ଶବ୍ଦ ବା ବାକ୍ୟାଂଶ ଅଛି ଯାହା ଏହି ଆଇନଗତ ଅର୍ଥ ସହ  ବ୍ୟବହୃତ ହୋଇପାରେ କିନ୍ତୁ ସୁସମାଚାରକୁ ସମର୍ଥନ\n କରିବା ପ୍ରସଙ୍ଗରେ ମଧ୍ୟ ବ୍ୟବହାର କରାଯାଇପାରେ, ଏହାକୁ ଏଠାରେ ବ୍ୟବହାର କରନ୍ତୁ ।  ବିକଳ୍ପ ଅନୁବାଦ: “ଏବଂ ଯେପରି ମୁଁ ସୁସମାଚାରର\n ସତ୍ୟତା ପାଇଁ ଯୁକ୍ତି କରେ” କିମ୍ବା “ଏବଂ ଯେବେ ମୁଁ ଲୋକମାନଙ୍କୁ ସୁସମାଚାର ସତ୍ୟ ବୋଲି\n ଦର୍ଶାଇବାକୁ ଚେଷ୍ଟା କରେ” (ଦେଖନ୍ତୁ: rc://en/ta/man/translate/figs-doublet)\n\n\n +PHP 1 8 bo0r ἐν σπλάγχνοις Χριστοῦ Ἰησοῦ 1 in the bowels of Christ Jesus \n \n\nଏଠାରେ, **ଖ୍ରୀଷ୍ଟ ଯୀଶୁଙ୍କ ଅନ୍ତର ଅଂଶଗୁଡ଼ିକ** ଅର୍ଥ\n ହୋଇପାରେ: (୧) ଖ୍ରୀଷ୍ଟ ଯୀଶୁ ଲୋକମାନଙ୍କୁ ସମାନ ପ୍ରକାରର ପ୍ରେମ କରନ୍ତି ।  (୨) ପ୍ରେମ ଯାହା ଖ୍ରୀଷ୍ଟ ଯୀଶୁଙ୍କଠାରୁ ଉତ୍ପନ୍ନ\n ଅଟେ ।  ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କଠାରୁ ଆସିଥିବା\n ପ୍ରେମ ସହ”\n\n\n +PHP 1 9 jlyu figs-abstractnouns ἵνα ἡ ἀγάπη ὑμῶν ἔτι μᾶλλον καὶ μᾶλλον περισσεύῃ 1 \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ କର୍ତ୍ତୁବାଚ୍ୟ\n ସହ ଗୁଣବାଚକ  ବିଶେଷ୍ୟ ପ୍ରେମ ପଛରେ ଥିବା\n ଧାରଣା ପ୍ରକାଶ କରିପାରିବ ।  ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ଅନ୍ୟମାନଙ୍କୁ ଅଧିକରୁ ଅଧିକ ପ୍ରେମ କରିବାକୁ\n ସକ୍ଷମ ହେବ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n +PHP 1 9 f4q5 ὑμῶν 1 \n \n\nଫିଲିପ୍ପୀୟ ୧: ୨ ରେ ଆପଣ **ତୁମ୍ଭର** ଶବ୍ଦକୁ\n କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । \n\n\n +PHP 1 9 tbtt figs-abstractnouns ἐν ἐπιγνώσει καὶ πάσῃ αἰσθήσει 1 \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ତୁମ୍ଭେ\n କ୍ରିୟା ବାକ୍ୟାଂଶ ସହ  ଗୁଣବାଚକ  ବିଶେଷ୍ୟ **ଜ୍ଞାନ** ଏବଂ ** ସୂକ୍ଷ୍ମ ବିଚାର**\n ପଛରେ ଥିବା ଧାରଣା ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ଏବଂ ଈଶ୍ଵର ତୁମ୍ଭମାନଙ୍କ ବିଷୟରେ ତାହାଙ୍କ ବିଷୟରେ ସତ୍ୟ ଦେଖିବାରେ\n ସକ୍ଷମ କରିବେ ଏବଂ ଆପଣଙ୍କୁ ବୁଦ୍ଧିମାନ ଭାବରେ ପ୍ରେମ କରିବାକୁ ଶିଖାଇବେ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n +PHP 1 10 ybw6 grammar-connect-logic-result εἰς 1 \n \n\nଏଠାରେ, **ତେଣୁ** ବାକ୍ୟାଂଶ ନଅ ପଦରେ ପାଉଲଙ୍କ ପ୍ରାର୍ଥନାର\n ଇଚ୍ଛାକୃତ ଫଳାଫଳକୁ ବୁଝାଏ । ଏକ ସଂଯୋଜକ ଶବ୍ଦ ବା ବାକ୍ୟାଂଶ ବ୍ୟବହାର କରନ୍ତୁ\n ଯାହା ସ୍ପଷ୍ଟ ଭାବରେ ଦର୍ଶାଇବ ଯେ ଏହା ଅନୁସରଣ କରୁଥିବା ବିଷୟ ନଅ ପଦରେ ପାଉଲ ଯାହା\n ପ୍ରାର୍ଥନା କରିଛନ୍ତି ତାହାର ପରିଣାମ ଅଟେ । (ଦେଖନ୍ତୁ: rc://en/ta/man/translate/grammar-connect-logic-result)\n\n\n +PHP 1 11 t3w4 figs-activepassive πεπληρωμένοι 1 \n \n\n**ପରିପୂର୍ଣ୍ଣ** ହେବା ଏକ କର୍ମବାଚ୍ୟ ବାକ୍ୟାଂଶ\n ଅଟେ ।  ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ୱାଭାବିକ ହେବ, ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ\n  ପ୍ରକାଶ କରିପାରିବେ  ।  ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କୁ ପୂର୍ଣ୍ଣ କରନ୍ତୁ” କିମ୍ବା “ନିରନ୍ତର ଉତ୍ପନ\n କରନ୍ତୁ” (ଦେଖନ୍ତୁ: rc://en/\n ta/man/translate/figs-activepassive)\n\n\n