From f74e7602808aa1c2e00478e2c2d0141fdb624151 Mon Sep 17 00:00:00 2001 From: Gayatri-Digal Date: Fri, 11 Mar 2022 09:10:21 +0000 Subject: [PATCH] Edit 'en_tn_66-JUD.tsv' using 'tc-create-app' --- en_tn_66-JUD.tsv | 2 +- 1 file changed, 1 insertion(+), 1 deletion(-) diff --git a/en_tn_66-JUD.tsv b/en_tn_66-JUD.tsv index 67be6ce..7aced71 100644 --- a/en_tn_66-JUD.tsv +++ b/en_tn_66-JUD.tsv @@ -36,7 +36,7 @@ JUD 1 10 fjm5 ὅσα μὲν οὐκ οἴδασιν 1 whatever they do not un JUD 1 11 j3g9 figs-metaphor τῇ ὁδῷ τοῦ Κάϊν ἐπορεύθησαν 1 walked in the way of Cain ଏଠାରେ, **ପଥରେ ଚାଲିଯାଇଅଛନ୍ତି** “ ସେହିପରି ଜୀବନଯାପନ କରିଛନ୍ତି” ପାଇଁ ଏକ ରୂପକ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସାଙ୍କେତିକ ଉପାୟରେ ପ୍ରକାଶ କରି ପାରିବେ ।
ବିକଳ୍ପ ଅନୁବାଦ: “ସେମାନେ କୟିନ ପରି ଜୀବନ ଅତିବାହିତ କରିଛନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-metaphor]]) JUD 1 12 s4az 0 Connecting Statement: JUD 1 12 r875 οὗτοί εἰσιν οἱ 1 These are the ones ଏଠାରେ, **ଏମାନେ** [୪](../୦୧/୦୪.md) ପଦରେ ଉଲ୍ଲେଖିତ ମିଥ୍ୟା ଶିକ୍ଷକମାନଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଏହି ମିଥ୍ୟା ଶିକ୍ଷକଗଣ” (ଦେଖନ୍ତୁ: [[rc://en/ta/man/translate/writing-pronouns]]) -JUD 1 12 e25d figs-metaphor σπιλάδες 1 hidden reefs [[rc://or/ta/man/translate/figs-metaphor]]) +JUD 1 12 e25d figs-metaphor σπιλάδες 1 hidden reefs ଏଠାରେ, **କଳଙ୍କ** ବୃହତ ପଥର ଅଟେ ଯାହା ସମୁଦ୍ରର ଜଳ ପୃଷ୍ଠର ଅତି ନିକଟତର ଅଟେ । ନାବିକଗଣ ସେଗୁଡ଼ିକୁ ଦେଖିପାରୁ ନ ଥିବାରୁ ସେଗୁଡ଼ିକ ଅତ୍ୟନ୍ତ ବିପଜ୍ଜନକ ଅଟନ୍ତି । ଜାହାଜଗୁଡିକ ଯଦି ଏହି ପଥରଗୁଡିକୁ ଧକ୍କା ଦିଏ ତେବେ ସହଜରେ ଜାହାଜଗୁଡିକ ନଷ୍ଟ ହୋଇପାରେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସରଳ କିମ୍ବା ଅଣ-ସାଙ୍କେତିକ ଅର୍ଥରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ଗୁପ୍ତ କଳଙ୍କ ପରି ଅଟନ୍ତି” କିମ୍ବା “ଯଦିଓ ସେମାନେ ଅଦୃଶ୍ୟ, ଏହି ଲୋକମାନେ ଅତ୍ୟନ୍ତ ବିପଜ୍ଜନକ ଅଟନ୍ତି” (ଦେଖନ୍ତୁ: [rc://or/ta/man/translate/figs-metaphor]]) JUD 1 12 zk57 figs-metaphor δὶς ἀποθανόντα ἐκριζωθέντα 1 twice dead, torn up by the roots ମୂଳରୁ ଉତ୍ପାଟିତ ହୋଇଥିବା ଏକ ବୃକ୍ଷ ମୃତ୍ୟୁର ରୂପକ ଅଟେ I (ଦେଖ: [[rc://or/ta/man/translate/figs-metaphor]]) JUD 1 12 t28p figs-metaphor ἐκριζωθέντα 1 torn up by the roots ମୂଳରୁ ସମ୍ପୂର୍ଣ୍ଣ ଭାବରେ ଭୁମିରୁ ଉତ୍ପାଟିତ ହୋଇଥିବା ବୃକ୍ଷ ସଦୃଶ, ଅଧାର୍ମିକ ଲୋକମାନେ ଈଶ୍ବରଙ୍କଠାରୁ ପୃଥକୀକୃତ ହୋଇଅଛନ୍ତି, ଯେ ଜୀବନର ଉତ୍ସ ଅଟନ୍ତି I (ଦେଖ: [[rc://or/ta/man/translate/figs-metaphor]]) JUD 1 13 e4rm figs-metaphor κύματα ἄγρια θαλάσσης 1 violent waves in the sea ଯେପରି ପ୍ରଚଣ୍ଡ ବାୟୁରେ ସମୁଦ୍ରର ତରଙ୍ଗସବୁ ଚାଳିତ ହୁଅନ୍ତି, ସେହିପରି ଅଧାର୍ମିକ ଲୋକମାନେ ସହଜରେ ଅନେକ ଦିଗକୁ ଚାଳିତ ହୁଅନ୍ତି I (ଦେଖ: [[rc://or/ta/man/translate/figs-metaphor]])