From f71b99df8135f821504669c5e4b1e2b2368b683f Mon Sep 17 00:00:00 2001 From: Gayatri-Digal Date: Sun, 10 Sep 2023 10:22:00 +0000 Subject: [PATCH] Edit 'tn_GAL.tsv' using 'tc-create-app' --- tn_GAL.tsv | 6 +++--- 1 file changed, 3 insertions(+), 3 deletions(-) diff --git a/tn_GAL.tsv b/tn_GAL.tsv index 8edb83d..355d898 100644 --- a/tn_GAL.tsv +++ b/tn_GAL.tsv @@ -1,9 +1,9 @@ Reference ID Tags SupportReference Quote Occurrence Note front:intro i6u9 0 # ଗାଲାତୀୟ ପୂସ୍ତକର ପରିଚୟ \n\n## ଭାଗ 1: ସାଧାରଣ ପରିଚୟ \n\n### ଗାଲାତୀୟ ପୁସ୍ତକର ରୂପରେଖା \n\n1. ପାଉଲ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ ଭାବେ ତାହାଙ୍କ ଅଧିକାର ଘୋଷଣା କରନ୍ତି; ସେ କହନ୍ତି ଯେ ସେ ଭ୍ରାନ୍ତଶିକ୍ଷାରେ ଆଶ୍ଚର୍ଯ୍ୟ ହୁଅନ୍ତି ଯାହା ଗାଲାତୀୟରେ ଖ୍ରୀଷ୍ଟିୟାନମାନେ ଅନ୍ୟ ଲୋକମାନଙ୍କଠାରୁ ଗ୍ରହଣ କରିଛନ୍ତି (1:1-10) । \n2. ପାଉଲ କହନ୍ତି ଯେ ଲୋକମାନେ କେବଳ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ଦ୍ବାରା ଉଦ୍ଧାର ପାଇଛନ୍ତି, ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ଦ୍ବାରା ନୁହେଁ (1:11-2:21) । \n1. ଈଶ୍ବର ଲୋକମାନଙ୍କୁ ତାହଙ୍କ ସହିତ ଧାର୍ମିକ ଗଣିତ କରନ୍ତି ଯେତେବେଳେ ସେମାନେ କେବଳ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରନ୍ତି; ଅବ୍ରାହାମଙ୍କ ଉଦାହରଣ; ଯେଉଁ ଅଭିଶାପ ବ୍ୟବସ୍ଥା ଆଣିଥାଏ (ଏବଂ ପରିତ୍ରାଣ ସାଧନ ନିମନ୍ତେ ନୁହେଁ); ଦାସତ୍ବ ଓ ସ୍ବାଧିନତାକୁ ହାଗର ଓ ସାରାଙ୍କ ଉଦାହରଣ ସ୍ବରୂପେ ବ୍ୟବହାର କରି ତୁଳନା କରାଯାଇଛି (3:1-4:31) । \n1. ଯେତେବେଳେ ଲୋକମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରନ୍ତି, ସେମାନେ ମୋଶାଙ୍କ ବ୍ୟବସ୍ଥା ପାଳନ କରିବାଠାରୁ ମୁକ୍ତ ହୁଅନ୍ତି । ପବିତ୍ର ଆତ୍ମାଙ୍କର ପରିଚାଳନାରେ ମଧ୍ୟ ବଞ୍ଚିବା ନିମନ୍ତେ ସ୍ବାଧିନ ପାଇଛନ୍ତି । ସେମାନେ ପାପର ମାର୍ଗକୁ ଅଗ୍ରାହ୍ୟ କରିବା ନିମନ୍ତେ ସ୍ବାଧିନ ପାଇଛନ୍ତି । ସେମାନେ ପରସ୍ପରର ବୋଝକୁ ବୋହି ନେବା ନିମନ୍ତେ ସ୍ବାଧିନ ପାଇଛନ୍ତି (5:1-6:10)। \n1. ପାଉଲ ଖ୍ରୀଷ୍ଟିୟାନମାନଙ୍କୁ ସୁନ୍ନତ ହେବା ଏବଂ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ଉପରେ ବିଶ୍ୱାସ ନକରିବାକୁ ଚେତାବନୀ ଦେଇଛନ୍ତି । ଏହା ପରିବର୍ତ୍ତେ, ସେମାନେ ଖ୍ରୀଷ୍ଟଙ୍କ ଉପରେ ବିଶ୍ବାସ କରିବା ଉଚିତ (6: 11-18) ।\n\n### ଗାଲାତୀୟ ପୁସ୍ତକକୁ କିଏ ଲେଖିଛନ୍ତି?\n\nପାଉଲ ଗାଲାତୀୟ ପୁସ୍ତକ ଲେଖିଛନ୍ତି। ସେ ବାଲ୍ୟକାଳରେ ଶାଉଲ ଭାବରେ ପରିଚିତ ଥିଲେ । ପାଉଲ ଖ୍ରୀଷ୍ଟିୟାନ ହେବା ପୂର୍ବରୁ ଜଣେ ଫାରୂଶୀ ଥିଲେ। ସେ ଖ୍ରୀଷ୍ଟିୟାନମାନଙ୍କୁ ନିର୍ଯାତନା ଦେଉଥିଲେ। ସେ ଯୀଶୁ ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କରିବା ଆରମ୍ଭ କରିବା ପରେ, ସେ ରୋମ ସାମ୍ରାଜ୍ୟରେ ଅନେକ ଥର ଭ୍ରମଣ କରି ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହିଥିଲେ ଏବଂ ମଣ୍ଡଳୀ ସ୍ଥାପନ କରିଥିଲେ । ପାଉଲ ଏହି ପତ୍ରକୁ କେବେ ଲେଖିଛନ୍ତି ଏବଂ ଯେତେବେଳେ ସେ ଏହା ଲେଖିଛନ୍ତି ସେତେବେଳେ ସେ କେଉଁ ସ୍ଥାନରେ ଥିଲେ ତାହା ଅନିଶ୍ଚିତ ଅଟେ। କେତେକ ବାଇବଲ ପଣ୍ଡିତ ବିଶ୍ବାସ କରନ୍ତି ଯେ ପାଉଲ ଏଫିସ ସହରରେ ଥିଲେ ଏବଂ ଦ୍ୱିତୀୟ ଥର ସେ ଯୀଶୁଙ୍କ ବିଷୟରେ ଲୋକଙ୍କୁ ଜଣାଇବା ଏବଂ ମଣ୍ଡଳୀ ପ୍ରତିଷ୍ଠା କରିବା ପରେ ଏହି ପତ୍ର ଲେଖିଥିଲେ। ଅନ୍ୟ ପଣ୍ଡିତମାନେ ବିଶ୍ବାସ କରନ୍ତି ଯେ ପାଉଲ ସିରିଆର ଆନ୍ତିୟଖିଆ ସହରରେ ଥିଲେ ଏବଂ ପ୍ରଥମ ଥର ଯାତ୍ରା କରିବା ପରେ ଶୀଘ୍ର ଏହି ପତ୍ର ଲେଖିଥିଲେ ।\n\n### ଗାଲାତୀୟ ପୁସ୍ତକ କେଉଁ ବିଷୟରେ ଉଲ୍ଲେଖ କରେ?\n\nପାଉଲ ଗାଲାତୀ ଅଞ୍ଚଳର ଉଭୟ ଯିହୁଦୀ ଏବଂ ଅଣ-ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କୁ ଏହି ପତ୍ର ଲେଖିଥିଲେ। ସେ ମିଥ୍ୟା ଶିକ୍ଷକମାନଙ୍କ ବିରୁଦ୍ଧରେ ଲେଖିବାକୁ ଚାହୁଁଥିଲେ ଯେଉଁମାନେ ଶିକ୍ଷା ଦେଉଥିଲେ ଯେ ଖ୍ରୀଷ୍ଟିୟାନମାନେ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ଆବଶ୍ୟକ ଉଚିତ୍। ପାଉଲ ଯୁକ୍ତିଦ୍ୱାରା ସୁସମାଚାରର ସମର୍ଥନ କରି କହିଥିଲେ ଯେ ଜଣେ ବ୍ୟକ୍ତି ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଉଦ୍ଧାର ପ୍ରାପ୍ତକରେ। ଗାଲାତୀୟ ପୁସ୍ତକରେ ପାଉଲ ବ୍ୟାଖ୍ୟା କରନ୍ତି ଯେ ଲୋକମାନେ ଯୀଶୁଙ୍କଠାରେ ବିଶ୍ବାସ କରି ଉଦ୍ଧାର ପ୍ରାପ୍ତ କରନ୍ତି ଏବଂ ମୋଶାଙ୍କ ବ୍ୟବସ୍ଥା ପାଳନ କରି ନୁହେଁ ଏବଂ ସେ ଏହି ସତ୍ୟକୁ ବର୍ଣ୍ଣନା କରିବା ପାଇଁ ପୁରାତନ ନିୟମର ବିଭିନ୍ନ ପଦପର୍ବ ବ୍ୟବହାର କରି ଏହା ପ୍ରମାଣ କରନ୍ତି। (ଦେଖନ୍ତୁ: [[rc://en/tw/dict/bible/kt/goodnews]], [[rc://en/tw/dict/bible/kt/save]], [[rc://en/tw/dict/bible/kt/faith]] and [[rc://en/tw/dict/bible/kt/lawofmoses]] and [[rc://en/tw/dict/bible/kt/works]])\n\n### ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ କରାଯିବା ଉଚିତ?\n\nଅନୁବାଦକଗଣ ଏହି ପୁସ୍ତକକୁ ଏହାର ପାରମ୍ପାରିକ ଶୀର୍ଷକ “ଗାଲାତୀୟ” ଭାବରେ ଅନୁବାଦ କରି ପାରନ୍ତି । କିମ୍ବା ସେମାନେ ଏକ ସ୍ପଷ୍ଟ ଶୀର୍ଷକ ବାଛିପାରନ୍ତି, ଯେପରିକି “ଗାଲାତିଆର ମଣ୍ଡଳୀନିକକୁ ପାଉଲଙ୍କ ପତ୍ର” । (ଦେଖନ୍ତୁ:[[rc://en/ta/man/translate/translate-names]])\n\n## ଭାଗ 2: ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ସାଂସ୍କୃତିକ ଧାରଣାଗୁଡ଼ିକ\n \n### “ଯିହୁଦୀମାନଙ୍କ ପରି ବ୍ୟବହାର କରିବା” (2:14) ର ଅର୍ଥ କ’ଣ ଅଟେ?\n\n\n“ଯିହୁଦୀମାନଙ୍କ ପରି ବ୍ୟବହାର କରିବା” ଅର୍ଥ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା, ଯଦିଓ ଜଣେ ବ୍ୟକ୍ତି ଖ୍ରୀଷ୍ଟଙ୍କ ଉପରେ ବିଶ୍ବାସ କରେ । ଯେଉଁମାନେ ଯୀଶୁଙ୍କୁ ବିଶ୍ଵାସ କରିବା ବ୍ୟତୀତ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ଆବଶ୍ୟକ ବୋଲି ଶିକ୍ଷା ଦେଉଥିଲେ, ସେମାନଙ୍କୁ “ଯିହୁଦୀ” କୁହାଯାଉଥିଲା।\n\n\n\n## ଭାଗ 3: ଗୁରୁତ୍ୱପୂର୍ଣ୍ଣ ଅନୁବାଦ ସମସ୍ୟାଗୁଡ଼ିକ \n\n### ପାଉଲ ଗାଲାତୀୟ ପୁସ୍ତକରେ “ବ୍ୟବସ୍ଥା” ଏବଂ “ଅନୁଗ୍ରହ” ଶବ୍ଦଗୁଡ଼ିକୁ କିପରି ବ୍ୟବହାର କରିଛନ୍ତି?\n\nଗାଲାତୀୟ ପୁସ୍ତକରେ ଏହି ଶବ୍ଦଗୁଡ଼ିକ ଏକ ନିଆରା ଉପାୟରେ ବ୍ୟବହୃତ ହୋଇଅଛି । ଗାଲାତୀୟ ପୁସ୍ତକରେ ଖ୍ରୀଷ୍ଟିୟାନ ଜୀବନ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଉଲ୍ଲେଖ ଅଛି । ମୋଶାଙ୍କ ବ୍ୟବସ୍ଥା ଅନୁଯାୟୀ, ଧାର୍ମିକ କିମ୍ବା ପବିତ୍ର ଜୀବନ ଯାପନ କରିବାକୁ ଜଣେ ବ୍ୟକ୍ତିଙ୍କୁ ବ୍ୟବସ୍ଥା ଏବଂ ନିୟମ ପାଳନ କରିବା ଆବଶ୍ୟକ ଅଟେ । ଖ୍ରୀଷ୍ଟିୟାନ ଭାବରେ, ପବିତ୍ର ଜୀବନ ଯାପନ କରିବା ବର୍ତ୍ତମାନ ଅନୁଗ୍ରହ ଦ୍ୱାରା ପ୍ରେରିତ । ଏହାର ଅର୍ଥ ଖ୍ରୀଷ୍ଟଙ୍କଠାରେ ଖ୍ରୀଷ୍ଟିୟାନମାନଙ୍କର ସ୍ୱାଧୀନତା ଅଛି ଏବଂ ଏକ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ପାଳନ କରିବା ଆବଶ୍ୟକ ନାହିଁ । ଏହା ପରିବର୍ତ୍ତେ, ଖ୍ରୀଷ୍ଟିୟାନମାନେ ଏକ ପବିତ୍ର ଜୀବନଯାପନ କରିବେ କାରଣ ସେମାନେ କୃତଜ୍ଞ ଯେ ଈଶ୍ଵର ସେମାନଙ୍କ ପ୍ରତି ଏତେ ଦୟାଳୁ ଅଟନ୍ତି । ଏହାକୁ “ଖ୍ରୀଷ୍ଟଙ୍କ ବ୍ୟବସ୍ଥା” କୁହାଯାଏ । (ଦେଖନ୍ତୁ: [[rc://en/tw/dict/bible/kt/righteous]] and [[rc://en/tw/dict/bible/kt/holy]])\n\n### “ଖ୍ରୀଷ୍ଟଙ୍କଠାରେ” ଏବଂ “ଖ୍ରୀଷ୍ଟ ଯୀଶୁଙ୍କଠାରେ” ଅଭିବ୍ୟକ୍ତି ବ୍ୟବହାର କରି ପାଉଲ କ’ଣ ପ୍ରକାଶ କରିବାକୁ ଇଚ୍ଛା କରନ୍ତି? \n\nପାଉଲ ଏହି ପତ୍ରରେ ବାରମ୍ବାର ସ୍ଥାନସମ୍ବନ୍ଧୀୟ ରୂପକ ଅଳଙ୍କାର “ଖ୍ରୀଷ୍ଟଙ୍କଠାରେ” କିମ୍ବା ଆନୁସଙ୍ଗିକ ବାକ୍ୟ “ଖ୍ରୀଷ୍ଟ ଯୀଶୁଙ୍କଠାରେ” ବ୍ୟବହାର କରନ୍ତି । ଏହି ଅଭିବ୍ୟକ୍ତି 1:22; 2:4,17; 3:14, 26, 28; ଓ 5:6 ରେ ଏକ ସାଙ୍କେତିକ ଅର୍ଥରେ ଉଲ୍ଲେଖ ଅଛି । ପାଉଲ ଖ୍ରୀଷ୍ଟ ଏବଂ ତାଙ୍କ ଉପରେ ବିଶ୍ୱାସ କରୁଥିବା ଲୋକମାନଙ୍କ ମଧ୍ୟରେ ଅତି ଘନିଷ୍ଠତାର ଧାରଣା ପ୍ରକାଶ କରିବାକୁ ଚାହୁଁଥିଲେ । ଏହି ରୂପକର ଜୋର ଦେଇଥାଏ ଯେ ବିଶ୍ଵାସୀମାନେ ଖ୍ରୀଷ୍ଟଙ୍କ ସହ ଅତି ଘନିଷ୍ଠ ଅଟନ୍ତି ଯେପରି ସେମାନେ ତାଙ୍କ ଭିତରେ ଥିଲେ । ପାଉଲ ବିଶ୍ଵାସ କରନ୍ତି ଯେ ଏହା ସମସ୍ତ ବିଶ୍ଵାସୀମାନଙ୍କ ପାଇଁ ସତ୍ୟ ଅଟେ, ଏବଂ ବେଳେବେଳେ ସେ “ଖ୍ରୀଷ୍ଟଙ୍କଠାରେ” ବାକ୍ୟ ବ୍ୟବହାର କରନ୍ତି ଯେ କେବଳ ଯୀଶୁଙ୍କଠାରେ ବିଶ୍ଵାସ କରୁଥିବା ଲୋକମାନଙ୍କ ପାଇଁ ସେ ଯାହା କହୁଛନ୍ତି ତାହା ସତ୍ୟ ଅଟେ । ଅନ୍ୟ ସମୟରେ, ସେ ଖ୍ରୀଷ୍ଟଙ୍କ ସହ ମିଳନକୁ କିଛି ବକ୍ତବ୍ୟ ବା ଉତ୍ସାହର ମାଧ୍ୟମ ଭାବରେ ଆଧାର କରନ୍ତି । ବେଳେବେଳେ ଯେତେବେଳେ ପାଉଲ “ଖ୍ରୀଷ୍ଟଙ୍କଠାରେ” ବାକ୍ୟ ବ୍ୟବହାର କରନ୍ତି ସେତେବେଳେ ସେ ଏକ ଭିନ୍ନ ଅର୍ଥ ପ୍ରକାଶ କରନ୍ତି । ଉଦାହରଣ ସ୍ୱରୂପ, 2:16 ଦେଖନ୍ତୁ ଯେଉଁଠାରେ ପାଉଲ କୁହନ୍ତି “ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଆମ୍ଭେମାନେ ଧାର୍ମିକ ଗଣିତ ହେବାକୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛୁ,” ଏବଂ 2:17 ଦେଖନ୍ତୁ ଯେଉଁଠାରେ ପାଉଲ ଖ୍ରୀଷ୍ଟଙ୍କ ବିଷୟରେ ବିଶ୍ଵାସର ବିଷୟ ବୋଲି କହିଥିଲେ ଯେତେବେଳେ ସେ କହନ୍ତି “ଯେବେ ଆମ୍ଭେମାନେ ଖ୍ରୀଷ୍ଟଙ୍କଠାରେ ଧାର୍ମିକ ହେବା ପାଇଁ ଈଶ୍ବରଙ୍କୁ ଖୋଜୁ।” “ଖ୍ରୀଷ୍ଟଙ୍କଠାରେ” ଏବଂ ଆନୁସଙ୍ଗିକ ବାକ୍ୟାଂଶଗୁଡ଼ିକର ବିଷୟବସ୍ତୁ ବୁଝିବା ପାଇଁ ନିର୍ଦ୍ଦିଷ୍ଟ ପଦଗୁଡ଼ିକ ଉପରେ ଉଲ୍ଲେଖ ଥିବା ଟିପ୍ପଣୀଗୁଡ଼ିକୁ ଦେଖନ୍ତୁ । (ଦେଖନ୍ତୁ: [[rc://en/ta/man/translate/figs-metaphor]])\r\n\n\nଏହି ପ୍ରକାରର ଅଭିବ୍ୟକ୍ତି ବିଷୟରେ ଅଧିକ ବିବରଣୀ ପାଇଁ ଦୟାକରି ରୋମୀୟ ପୁସ୍ତକର ପରିଚୟ ଦେଖନ୍ତୁ ।\n\r\n\n\n### ଗାଲାତୀୟ ପୁସ୍ତକ ପାଠ୍ୟର ମୁଖ୍ୟ ସମସ୍ୟାଗୁଡ଼ିକ କ’ଣ କ’ଣ ଅଟେ?\r\n* “ନିର୍ବୋଧ ଗାଲାତୀୟମାନେ, କିଏ ତୁମ୍ଭମାନଙ୍କୁ ମୋହିତ କଲା, ତୁମ୍ଭମାନଙ୍କ ଚକ୍ଷୁ ସମ୍ମୁଖରେ କି କ୍ରୁଶରେ ହତ ପରି ଯୀଶୁ ଖ୍ରୀଷ୍ଟଙ୍କ ଚିତ୍ର ଅଙ୍କିତ ହୋଇଥିଲା” (3:1)? ULT, UST, ଏବଂ ଅନ୍ୟାନ୍ୟ ଆଧୁନିକ ସଂସ୍କରଣଗୁଡ଼ିକରେ ଏହି ପଠନ ଅଛି । ତଥାପି, ବାଇବଲର ପୁରାତନ ସଂସ୍କରଣଗୁଡ଼ିକ ଯୋଗ କରେ, “[ଯେପରି] ତୁମ୍ଭେମାନେ ସତ୍ୟକୁ ଅଗ୍ରାହ୍ୟ କରିବ।” ଅନୁବାଦକମାନଙ୍କୁ ଏହି ଅଭିବ୍ୟକ୍ତି ଅନ୍ତର୍ଭୂକ୍ତ ନକରିବାକୁ ପରାମର୍ଶ ଦିଆଯାଇଛି । ଯଦିଓ, ଯଦି ଅନୁବାଦକଙ୍କ ଅଞ୍ଚଳରେ ପୁରାତନ ବାଇବଲ ସଂସ୍କରଣ ଅଛି ଯାହାର ଉଦ୍ଧୃତାଂଶ ଅଛି, ଅନୁବାଦକମାନେ ଏହାକୁ ଅନ୍ତର୍ଭୁକ୍ତ କରିପାରିବେ । ଯଦି ଏହା ଅନୁବାଦ କରାଯାଏ, ଏହାକୁ ଗାଲାତୀୟମାନଙ୍କ ପାଇଁ ମୂଳ ନୁହେଁ ବୋଲି ସୂଚାଇବା ପାଇଁ ଏହାକୁ ବର୍ଗ ବନ୍ଧନୀ ([]) ଭିତରେ ରଖିବା ଉଚିତ । (ଦେଖନ୍ତୁ: [[rc://en/ta/man/translate/translate-textvariants]])\r 1:intro f3n5 0 # ଗାଲାତୀୟ 1 ସାଧାରଣ ଟିପ୍ପଣୀଗୁଡ଼ିକ\n\n## ଗଠନ ଏବଂ ଆକାର\n\nପାଉଲ ଏହି ପତ୍ରକୁ ତାହାଙ୍କର ଅନ୍ୟ ପତ୍ରର ଅପେକ୍ଷା ଭିନ୍ନ ଭାବରେ ଆରମ୍ଭ କରିଥିଲେ । ସେ ଆହୁରି ମଧ୍ୟ କହନ୍ତି ଯେ ସେ “ମନୁଷ୍ୟଠାରୁ ନୁହେଁ, କିମ୍ବା ମନୁଷ୍ୟମାନଙ୍କ ଦ୍ୱାରା ନୁହେଁ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଏବଂ ଯେଉଁ ପିତା ଈଶ୍ବର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ ତାହାଙ୍କ ଦ୍ବାରା ପ୍ରେରିତ ଅଟନ୍ତି ।” ପାଉଲ ବୋଧହୁଏ ଏହି ଶବ୍ଦଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥିଲେ କାରଣ ଭଣ୍ଡ ଶିକ୍ଷକମାନେ ତାଙ୍କୁ ବିରୋଧ କରୁଥିଲେ ଏବଂ ତାଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବାକୁ ଚେଷ୍ଟା କରୁଥିଲେ ।\n\n## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ\n\n### ଭିନ୍ନମତ\n\nଈଶ୍ଵର ଅନନ୍ତକାଳ ପାଇଁ କେବଳ ସତ୍ୟ, ବାଇବଲ ସୁସମାଚାର ମାଧ୍ୟମରେ ଲୋକମାନଙ୍କୁ ଉଦ୍ଧାର କରନ୍ତି । ଈଶ୍ଵର ସୁସମାଚାରର ଅନ୍ୟ ସମସ୍ତ ସଂସ୍କରଣକୁ ନିନ୍ଦା କରନ୍ତି । ଯେଉଁମାନେ ମିଥ୍ୟା ସୁସମାଚାର ଶିକ୍ଷା ଦିଅନ୍ତି ସେମାନଙ୍କୁ ଅଭିଶାପ ଦେବା ପାଇଁ ପାଉଲ ଈଶ୍ବରଙ୍କୁ ପ୍ରାର୍ଥନା କରନ୍ତି । (ଦେଖନ୍ତୁ: [[rc://en/tw/dict/bible/kt/save]], [[rc://en/tw/dict/bible/kt/eternity]], [[rc://en/tw/dict/bible/kt/goodnews]] and [[rc://en/tw/dict/bible/kt/condemn]] and [[rc://en/tw/dict/bible/kt/curse]])\n\n\n### ପାଉଲଙ୍କ ଯୋଗ୍ୟତା\n\nପ୍ରାଚୀନ ମଣ୍ଡଳୀର କିଛି ଲୋକ ଶିକ୍ଷା ଦେଉଥିଲେ ଯେ ଅଣଯିହୂଦୀମାନେ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ଆବଶ୍ୟକ କରନ୍ତି। ଏହି ଶିକ୍ଷାକୁ ଖଣ୍ଡନ କରିବା ପାଇଁ, 13-16 ପଦରେ ପାଉଲ ବ୍ୟାଖ୍ୟା କରିଛନ୍ତି ଯେ ସେ କିପରି ଜଣେ ଉଦ୍‌ଯୋଗି ଯିହୁଦୀ ଥିଲେ । କିନ୍ତୁ ପାଉଲ ତଥାପି ଯୀଶୁଙ୍କଠାରେ ବିଶ୍ୱାସ କରି ତାଙ୍କୁ ଉଦ୍ଧାର କରିବାକୁ ଈଶ୍ବରଙ୍କ ଆବଶ୍ୟକ କରୁଥିଲେ । ଜଣେ ଯିହୂଦୀ ଏବଂ ଅଣଯିହୂଦୀମାନଙ୍କ ପାଇଁ ପ୍ରେରିତ ଭାବରେ, ପାଉଲ ଏହି ସମସ୍ୟାର ସମାଧାନ ପାଇଁ ସ୍ୱତନ୍ତ୍ର ଭାବରେ ଯୋଗ୍ୟ ଥିଲେ । (ଦେଖନ୍ତୁ: [[rc://en/tw/dict/bible/kt/lawofmoses]])\n\n\n## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ\n\n### “ଏତେ ଶୀଘ୍ର ଅନ୍ୟ ସୁସମାଚାର ପ୍ରତି ଅନୁରକ୍ତ ହେଉଅଛ,”\n\nଗାଲାତୀୟ ପୁସ୍ତକ ଶାସ୍ତ୍ରରେ ପାଉଲଙ୍କର ପ୍ରଥମ ପତ୍ରର ମଧ୍ୟରୁ ଗୋଟିଏ ଅଟେ । ଏହା ଦର୍ଶାଏ ଯେ ଭିନ୍ନମତ ପ୍ରାଚୀନ ମଣ୍ଡଳୀକୁ ମଧ୍ୟ ଅସୁବିଧାରେ ପକାଇଥିଲା । (ଦେଖନ୍ତୁ: [[rc://en/ta/man/translate/figs-explicit]])\n -1:1 m4ss rc://*/ta/man/translate/figs-you General Information: 0 # General Information:\n\nପାଉଲ, ଜଣେ ପ୍ରେରିତ, ଗଲତୀୟ ଅଞ୍ଚଳରେ ଥିବା ମଣ୍ଡଳୀଗୁଡିକୁ ଏହି ପତ୍ର ଲେଖନ୍ତି । ଯେପର୍ଯ୍ୟନ୍ତ ଲକ୍ଷ୍ୟ କରାଯାଇ ନାହିଁ, ଏହି ପତ୍ରରେ “ତୁମ୍ଭେ” ଓ “ତୁମର” ସମସ୍ତ ଦୃଷ୍ଟାନ୍ତଗୁଡ଼ିକ ଏହି ପତ୍ରରେ ଗାଲାତୀୟମାନଙ୍କୁ ବୁଝାଏ ଏବଂ ବହୁବଚନ ଅଟନ୍ତି । (ଦେଖ: [[rc://or/ta/man/translate/figs-you]]) -1:1 d1kd τοῦ ἐγείραντος αὐτὸν 1 କିଏ ତାହାଙ୍କୁ ପୁନର୍ବାର ବଞ୍ଚିବା ନିମନ୍ତେ କାରଣ ହେଲେ -1:2 d737 rc://*/ta/man/translate/figs-gendernotations ἀδελφοί 1 ଏଠାରେ ଏହାର ଅର୍ଥ ସାଥୀ ଖ୍ରୀଷ୍ଟିୟାନମାନେ, ଉଭୟ ପୁରୁଷ ଏବଂ ମହିଳାମାନଙ୍କୁ ଅନ୍ତର୍ଭୂକ୍ତ କରେ, ଯେହେତୁ ଖ୍ରୀଷ୍ଟଙ୍କଠାରେ ସମସ୍ତ ବିଶ୍ବାସୀମାନେ ଏକ ଆତ୍ମିକ ପରିବାରର ସଦସ୍ୟ ଅଟନ୍ତି, ଯେପରି ସେମାନଙ୍କର ସ୍ବର୍ଗୀୟ ପିତା ସଦୃଶ ଈଶ୍ବରଙ୍କ ସହିତ ଏକ ଅଟନ୍ତି । ଅନ୍ୟ ଏକ ଅନୁବାଦରେ: “ଭାଇମାନେ ଏବଂ ଭଉଣୀମାନେ” (ଦେଖ: [[rc://or/ta/man/translate/figs-gendernotations]]) +1:1 m4ss rc://*/ta/man/translate/figs-you General Information: 0 ଯଦି ଆପଣଙ୍କର ପାଠକମାନେ ଏହି ନକାରାତ୍ମକ ବାକ୍ୟାଂଶକୁ ବୁଝି ନ ପାରନ୍ତି, ତେବେ ଆପଣ କେବଳ ଗୋଟିଏ ନକାରାତ୍ମକ ବାକ୍ୟାଂଶ ବ୍ୟବହାର କରି ଏହି ବାକ୍ୟାଂଶକୁ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ମନୁଷ୍ୟଠାରୁ କିମ୍ବା ମନୁଷ୍ୟ ଦ୍ୱାରା ନୁହେଁ” +1:1 d1kd τοῦ ἐγείραντος αὐτὸν 1 +1:2 d737 rc://*/ta/man/translate/figs-gendernotations ἀδελφοί 1 ଏଠାରେ, ଯଦିଓ **ଭାଇ** ଶବ୍ଦ ପୁରୁଷୋ ବାଚକ ଅଟେ, ପାଉଲ ଏହାକୁ ସାଧାରଣ ଅର୍ଥରେ ସହ ଖ୍ରୀଷ୍ଟିୟାନମାନଙ୍କୁ ସୂଚାଇବା ପାଇଁ ବ୍ୟବହାର କରୁଛନ୍ତି, ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି । ପାଉଲ ଯେଉଁମାନେ ଯୀଶୁଙ୍କୁ ବିଶ୍ଵାସ କରନ୍ତି, ସେମାନଙ୍କୁ ଏକ ଆତ୍ମିକ ପରିବାରର ସଦସ୍ୟ ଭାବରେ, ଈଶ୍ବରଙ୍କ ସହ ସେମାନଙ୍କର ସ୍ୱର୍ଗୀୟ ପିତା ଭାବରେ ଦେଖନ୍ତି । ଯଦି ଆପଣଙ୍କର ପାଠକମାନେ ଏହି ପ୍ରସଙ୍ଗରେ ଭାଇମାନଙ୍କ ବ୍ୟବହାରକୁ ଭୁଲ ବୁଝି ପାରନ୍ତି, ତେବେ ଏହାର ଅର୍ଥ ଆପଣ ସ୍ପଷ୍ଟ ଭାବରେ ସୂଚାଇ ପାରିବେ । ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀମାନେ” 1:4 yk9g rc://*/ta/man/translate/figs-metonymy περὶ τῶν ἁμαρτιῶν ἡμῶν 1 "ପାପ ଏକ ଲକ୍ଷଣ ସୂଚକ ଶଦ୍ଦ ଅଟେ ଯାହାର ଅର୍ଥ ପାପ ନିମନ୍ତେ ଦଣ୍ଡିତ କରିବା । ଅନ୍ୟ ଏକ ଅନୁବାଦରେ: “କାରଣ ଆମମାନଙ୍କ ପାପର କାରଣରୁ ଆମ୍ଭେମାନେ ଦଣ୍ଡି ପାଇବା ନିମନ୍ତେ ଯୋଗ୍ୟ ଥିଲୁ” (ଦେଖ: [[rc://or/ta/man/translate/figs-metonymy]]) 1:4 f6d5 rc://*/ta/man/translate/figs-metonymy ὅπως ἐξέληται ἡμᾶς ἐκ τοῦ αἰῶνος τοῦ ἐνεστῶτος πονηροῦ 1 ଏଠାରେ “ଏହି ... ଯୁଗ” ଯୁଗରେ କାମର ଶକ୍ତିଗୁଡିକର ଉପସ୍ଥାପନ କରେ । ଅନ୍ୟ ଏକ ଅନୁବାଦରେ: “ସେ ଆମକୁ ଆଜିର ଜଗତର ସମସ୍ତ ମନ୍ଦ ଶକ୍ତିଗୁଡିକ ମଧ୍ୟରୁ ସୁରକ୍ଷା ସ୍ଥାନକୁ ନେଇ ପାରନ୍ତି” (ଦେଖ: [[rc://or/ta/man/translate/figs-metonymy]]) 1:4 lbb2 τοῦ Θεοῦ καὶ Πατρὸς ἡμῶν 1 ଏହା “ଆମମାନଙ୍କ ପିତା ଈଶ୍ବରଙ୍କୁ” ବୁଝାଏ । ସେ ଆମମାନଙ୍କରର ଈଶ୍ବର ଏବଂ ଆମମାନଙ୍କରର ପିତା ଅଟନ୍ତି ।