Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-24 17:40:48 +00:00
parent 115225a872
commit f5a96ffc62
1 changed files with 1 additions and 1 deletions

View File

@ -248,7 +248,7 @@ EPH 5 4 utm5 ἀλλὰ μᾶλλον εὐχαριστία 1 Instead there sho
EPH 5 5 vb16 figs-metaphor κληρονομίαν 1 inheritance ଈଶ୍ଵର ବିଶ୍ଵାସୀମାନଙ୍କୁ ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ପ୍ରାପ୍ତ ହେବା ବିଷୟରେ କୁହାଯାଏ ଯେ ସତେ ଯେପରି ଜଣେ ଲୋକ ପରିବାରର ଜଣେ ସଦସ୍ୟଙ୍କଠାରୁ ସମ୍ପତ୍ତି ବା ଧନ ପ୍ରାପ୍ତ ହେଉଅଛି I ବିକଳ୍ପ ଅନୁବାଦ: “କିଛି ପାଇବ ନାହିଁ” କିମ୍ବା “ଏହାର କୌଣସି ଅଂଶ ନାହିଁ” UST ଦେଖନ୍ତୁ। (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 5 6 px7p κενοῖς λόγοις 1 empty words ବିକଳ୍ପ ଅନୁବାଦ: “ସେହି ଶବ୍ଦଗୁଡ଼ିକରେ ଯେଉଁଥିରେ ସତ୍ୟତା ନାହିଁ” କିମ୍ବା “ଏପରି କଥା ଯହିଁରେ ସତ୍ୟତା ନ ଥାଏ”
EPH 5 8 wy9d figs-metaphor ἦτε γάρ ποτε σκότος 1 For you were once darkness ଯେପରି ଜଣେ ଅନ୍ଧକାରରେ କିଛି ଦେଖିପାରେ ନାହିଁ, ସେହିପରି ଯେଉଁ ଲୋକମାନେ ପାପ କରିବାକୁ ଭଲ ପାଆନ୍ତି, ସେମାନେ ଈଶ୍ଵଙ୍କର ବିଷୟ ବୁଝି ପାରନ୍ତି ନାହିଁ I ବିକଳ୍ପ ଅନୁବାଦ: “କାରଣ ତୁମ୍ଭେମାନେ ଈଶ୍ଵରଙ୍କ ବିଷୟରେ କିଛି ଜାଣି ନଥିଲେ” UST ଦେଖନ୍ତୁ। (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 5 8 iw4q figs-metaphor νῦν δὲ φῶς ἐν Κυρίῳ 1 but now you are light in the Lord ଯେପରି ଜଣେ **ଆଲୋକରେ** ସବୁକିଛି ଦେଖିପାରେ, ସେହିପରି ଈଶ୍ଵର ଯେଉଁ ଲୋକମାନଙ୍କର ପରିତ୍ରାଣ କରନ୍ତି ସେମାନେ ବୁଝି ପାରନ୍ତି ଯେ ଇଶ୍ଵରଙ୍କୁ କିପରି ତୁଷ୍ଟ କରିବାକୁ ହେବ I ବିକଳ୍ପ ଅନୁବାଦ: "କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ଈଶ୍ଵରଙ୍କୁ ଜାଣିଛ ଏବଂ ତାଙ୍କ ପାଇଁ ବଞ୍ଚିପାରିବ" UST ଦେଖନ୍ତୁ  I ([[rc://en/ta/man/translate/figs-metaphor]] ଦେଖନ୍ତୁ)
EPH 5 8 iw4q figs-metaphor νῦν δὲ φῶς ἐν Κυρίῳ 1 but now you are light in the Lord ଯେପରି ଜଣେ **ଆଲୋକରେ** ସବୁକିଛି ଦେଖିପାରେ, ସେହିପରି ଈଶ୍ଵର ଯେଉଁ ଲୋକମାନଙ୍କର ପରିତ୍ରାଣ କରନ୍ତି ସେମାନେ ବୁଝି ପାରନ୍ତି ଯେ ଇଶ୍ଵରଙ୍କୁ କିପରି ତୁଷ୍ଟ କରିବାକୁ ହେବ। ବିକଳ୍ପ ଅନୁବାଦ: “କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ଈଶ୍ଵରଙ୍କୁ ଜାଣିଛ ଏବଂ ତାଙ୍କ ପାଇଁ ବଞ୍ଚିପାରିବ” UST ଦେଖନ୍ତୁ। (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 5 8 l6ki figs-metaphor ὡς τέκνα φωτὸς περιπατεῖτε 1 Walk as children of light **ଆଚରଣ କରିବା** ବିଷୟଟି ହେଉଛି ଗୋଟିଏ ରୂପକ ଯାହା ଜଣେ ଲୋକ କିପରି ଜୀବନ ଯାପନ କରୁଛି, ତା’କୁ ବୁଝାଏ I ବିକଳ୍ପ ଅନୁବାଦ: “ଏପରି ଲୋକମାନଙ୍କ ପରି ଜୀବନ ଯାପନ କର, ଯେଉଁମାନେ ବୁଝିପାରନ୍ତି ଯେ ସେମାନେ କ'ଣ କରନ୍ତୁ ବୋଲି ପ୍ରଭୁ ଚାହାନ୍ତି” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 9 q194 figs-metaphor ὁ ... καρπὸς τοῦ φωτὸς ἐν πάσῃ ἀγαθωσύνῃ, καὶ δικαιοσύνῃ, καὶ ἀληθείᾳ 1 the fruit of the light consists in all goodness, righteousness, and truth "ଏଠାରେ **ଫଳ** ଗୋଟିଏ ରୂପକ ଯାହା “ଫଳାଫଳ” ବା “ପରିଣାମ”କୁ ବୁଝାଏ I ବିକଳ୍ପ ଅନୁବାଦ: “ଆଲୋକରେ ଜୀବନଯାପନ କରିବାର ପରିଣାମ ହେଉଛି, ସତ୍କର୍ମ, ଯଥାର୍ଥ ଜୀବନଯାପନ ଏବଂ ସତ୍ୟପୂର୍ଣ୍ଣ ବ୍ୟବହାର” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 11 zdu1 figs-metaphor μὴ συνκοινωνεῖτε τοῖς ἔργοις τοῖς ἀκάρποις τοῦ σκότους 1 Do not associate with the unfruitful works of darkness ଅବିଶ୍ଵାସୀମାନେ କରୁଥିବା ନିଷ୍ଫଳ ପାପପୂର୍ଣ୍ଣ ବିଷୟ ସମ୍ବନ୍ଧରେ ପାଉଲ କହନ୍ତି ଯେ ସତେ ଯେପରି ତାହା ଲୋକମାନେ ଅନ୍ଧକାରରେ କରୁଥିବା ମନ୍ଦ କାର୍ଯ୍ୟସବୁ ଅଟେ ଯେପରିକି କେହି ସେମାନଙ୍କୁ ଦେଖି ପାରିବ ନାହିଁ I ବିକଳ୍ପ ଅନୁବାଦ: “ଅବିଶ୍ଵାସୀମାନଙ୍କ ସହ ନିଷ୍ଫଳ ପାପପୂର୍ଣ୍ଣ କାର୍ଯ୍ୟ କର ନାହିଁ” ([[rc://en/ta/man/translate/figs-metaphor]]ଦେଖନ୍ତୁ)

Can't render this file because it contains an unexpected character in line 2 and column 4525.