From f588ea6f366e2fff9bce851584079b306b5a0d67 Mon Sep 17 00:00:00 2001 From: Gayatri-Digal Date: Sat, 23 Oct 2021 01:35:46 +0000 Subject: [PATCH] Edit 'en_tn_63-1JN.tsv' using 'tc-create-app' --- en_tn_63-1JN.tsv | 2 +- 1 file changed, 1 insertion(+), 1 deletion(-) diff --git a/en_tn_63-1JN.tsv b/en_tn_63-1JN.tsv index 51bf59e..f7bd715 100644 --- a/en_tn_63-1JN.tsv +++ b/en_tn_63-1JN.tsv @@ -123,7 +123,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 1JN 2 27 cn2f τὸ χρῖσμα 1 the anointing [2:20](https://create.translationcore.com/02/20.md) ରେ ଆପଣ **ଅଭିଷେକ** ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯେଉଁ ଆତ୍ମାଙ୍କୁ ଯୀଶୁ ତୁମ୍ଭମାନଙ୍କୁ ଦେଇଛନ୍ତି” [[rc://en/ta/man/translate/figs-metaphor]]ଦେଖନ୍ତୁ) 1JN 2 27 tb5k figs-hyperbole ὡς τὸ αὐτοῦ χρῖσμα διδάσκει ὑμᾶς περὶ πάντων 1 as his anointing teaches you everything ଗୁରୁତ୍ୱ ଦେବା ପାଇଁ ଏହା ଏକ ସାଧାରଣକରଣ ଶବ୍ଦ ଅଟେ । ବିକଳ୍ପ  ଅନୁବାଦ: “ସେସମସ୍ତ ବିଷୟ ଯାହା ତୁମ୍ଭେମାନେ  ଜାଣିବା ଆବଶ୍ୟକ ଅଟେ” [[rc://en/ta/man/translate/figs-hyperbole]]ଦେଖନ୍ତୁ) 1JN 2 27 wr63 figs-metaphor μένετε ἐν αὐτῷ 1 remain in him 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ, ଏହା [2:6](https://create.translationcore.com/02/06.md) ପରି ସମାନ ଅର୍ଥ ବୋଲି ମନେହୁଏ । ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତାହାଙ୍କ  ସହ ନିରନ୍ତର ଏକ ଘନିଷ୍ଠ ସମ୍ପର୍କ ରଖ” [[rc://en/ta/man/translate/figs-metaphor]]ଦେଖନ୍ତୁ) -1JN 2 28 tii1 νῦν 1 Now ଏହି ଶବ୍ଦ ପତ୍ରର ଏକ ନୂତନ ଭାଗର ଚିହ୍ନଟ କରିବା ନିମନ୍ତେ ଏଠାରେ ବ୍ୟବହାର କରାଯାଇଛି । +1JN 2 28 tii1 νῦν 1 Now ଯୋହନ ଏହି ଅଭିବ୍ୟକ୍ତିକୁ ପତ୍ରର ଏକ ନୂତନ ଭାଗକୁ ପରିଚୟ ଦେବା ପାଇଁ ବ୍ୟବହାର କରନ୍ତି, ଯେଉଁଥିରେ ସେ ଈଶ୍ଵରଙ୍କ  ସନ୍ତାନ ହେବା ଏବଂ ଯୀଶୁଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ଉଲ୍ଲେଖ କରନ୍ତି । ଆପଣ ଆପଣଙ୍କ  ଅନୁବାଦରେ,  ଏକ ଶବ୍ଦ, ବାକ୍ୟାଂଶ କିମ୍ବା ଅନ୍ୟାନ୍ୟ ପଦ୍ଧତି ବ୍ୟବହାର କରିପାରିବେ ଯାହା ଏକ ନୂତନ ବିଷୟ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ସ୍ୱାଭାବିକ  ଭାବରେ ବ୍ୟବହୃତ ହୁଏ । 1JN 2 28 kjn9 figs-metaphor 0 dear children ଯୋହନ ଜଣେ ପ୍ରଚୀନ ବ୍ୟକ୍ତି ଏବଂ ସେମାନଙ୍କର ଅଧକ୍ଷ ଥିଲେ । ସେ ସେମାନଙ୍କ ନିମନ୍ତେ ଆପଣା ପ୍ରେମ ପ୍ରକାଶ କରିବା ନିମନ୍ତେ ଏହି ପ୍ରକାଶନ ବ୍ୟବହାର କଲେ । ଦେଖ [୧ ଯୋହନ ୨:୧] (../୦୨/୦୧.md) ରେ ତୁମେ କିପରି ଅନୁବାଦ କରିଅଛ । ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟରେ ମୋର ପ୍ରିୟ ସନ୍ତାନଗଣ” କିମ୍ବା “ତୁମ୍ଭେମାନେ ମୋର ନିଜ ସନ୍ତାନମାନଙ୍କ ପରି ପ୍ରିୟ ଅଟ” (ଦେଖ: [[rc://en/ta/man/translate/figs-metaphor]]) 1JN 2 28 zz4x φανερωθῇ 1 he appears ଆମ୍ଭେମାନେ ତାହାଙ୍କୁ ଦେଖିଅଛୁ 1JN 2 28 lnk2 παρρησίαν 1 boldness ଭୟ କର ନାହିଁ