Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 07:44:58 +00:00
parent 6e6853d26a
commit f54912e8f8
1 changed files with 1 additions and 0 deletions

View File

@ -550,3 +550,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 4 2 j237 figs-metonymy πᾶν πνεῦμα ὃ ὁμολογεῖ 1 Every spirit that confesses ଯୋହନ ଆତ୍ମା ଶବ୍ଦକୁ ସମ୍ପୃକ୍ତ କରି ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କ ବିଷୟରେ ଆଳଙ୍କାରିକ ଭାବରେ କହନ୍ତି  ଯାହା ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କୁ କହିବାକୁ ପ୍ରେରଣା ପ୍ରଦାନ କରେ । ବିକଳ୍ପ ଅନୁବାଦ: “ପ୍ରତ୍ୟେକ ଭବିଷ୍ୟ‌ଦ୍‌ବକ୍ତା ଯିଏ ଶିକ୍ଷାଦାନ କରେ” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 4 2 j238 ἐκ τοῦ Θεοῦ ἐστιν 1 is from God ଆପଣ<br><br>[4:1](https://create.translationcore.com/04/01.md) ରେ କିପରି ଏହି ଅଭିବ୍ୟକ୍ତିକୁ ଅନୁବାଦ କଲେ ତାହା ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ  ଦ୍ଵାରା ପ୍ରେରିତ” କିମ୍ବା, ଯଦି ଆପଣଙ୍କ ଭାଷା କର୍ମବାଚ୍ୟ ବ୍ୟବହାର କରେ ନାହିଁ,  ସେହି ବାକ୍ୟାଂଶ ପୂର୍ବରୁ “**ପ୍ରତ୍ୟେକ ଆତ୍ମା**” କିମ୍ବା “ପ୍ରତ୍ୟେକ ଭବିଷ୍ୟ‌ଦ୍‌ବକ୍ତା” ଉଲ୍ଲେଖ କରି “ଈଶ୍ଵର ପ୍ରେରିତ କରନ୍ତି” ବୋଲି ଅନୁବାଦ କରିପାରିବେ । ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 4 3 j239 figs-metonymy πᾶν πνεῦμα ὃ μὴ ὁμολογεῖ 1 every spirit that does not confess ଆପଣ [4:2](https://create.translationcore.com/04/02.md) ରେ କିପରି ଏହି ଅଭିବ୍ୟକ୍ତିକୁ ଅନୁବାଦ କଲେ ଦେଖନ୍ତୁ । ବିକଳ୍ପ ଅନୁବାଦ: “ପ୍ରତ୍ୟେକ ଭବିଷ୍ୟ‌ଦ୍‌ବକ୍ତା ଯିଏ ଶିକ୍ଷାଦାନ କରେ ନାହିଁ” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 4 3 j240 translate-textvariants Ἰησοῦν 1 confess Jesus ULT ଅନୁସରଣ କରି **ଯୀଶୁ** ଅନୁବାଦ କରିବେ କିମ୍ବା ଅନ୍ୟ କେତେକ ସଂସ୍କରଣର ଅନୁସରଣ କରି “ଯୀଶୁ ଖ୍ରୀଷ୍ଟ ଦେହବନ୍ତ ହୋଇ ଆସିଲେ” ବୋଲି ଅନୁବାଦ କରିବେ ତାହା ସ୍ଥିର କରିବା ପାଇଁ ଏହି ଅଧ୍ୟାୟରେ ଶେଷରେ ସାଧାରଣ ଟିପ୍ପଣୀଗୁଡ଼ିକର ପାଠ୍ୟ ପ୍ରସଙ୍ଗଗୁଡ଼ିକର ଆଲୋଚନା ଦେଖନ୍ତୁ । ଯେଉଁମାନେ ଏହାକୁ ଅନୁସରଣ କରିବାକୁ ନିଷ୍ପତ୍ତି ନିଅନ୍ତି ସେମାନଙ୍କ ପାଇଁ ନିମ୍ନରେ ଥିବା ଟିପ୍ପଣୀଗୁଡ଼ିକର ବିଭିନ୍ନ ପଠନର ଅଲୋଚନା ପ୍ରଦାନ କରାଯାଇଛି। ( [[rc://en/ta/man/translate/translate-textvariants]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.