Edit 'en_tn_56-2TI.tsv' using 'tc-create-app'

This commit is contained in:
Gayatri-Digal 2021-08-11 14:48:16 +00:00
parent 694ab8bf84
commit f43ecda97e
1 changed files with 2 additions and 1 deletions

View File

@ -243,4 +243,5 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2TI 1 2 p002 translate-names Τιμοθέῳ 1 to Timothy  ଏହା ଏକ ବ୍ୟକ୍ତିଙ୍କର ନାମ, ଯାହାଙ୍କ ପାଇଁ ଏହି ପତ୍ରଟି ଲେଖାଯାଇଅଛି I [[rc://en/ta/man/translate/translate-names]])ଦେଖନ୍ତୁ)
2TI 1 2 p003 figs-abstractnouns χάρις, ἔλεος, εἰρήνη 1 Grace, mercy, and peace ଏହି ତିନୋଟି ବିଶେଷ୍ୟ ଗୁଣ ବାଚକ ସଂଜ୍ଞାଗୁଡ଼ିକ ପାଉଲଙ୍କ ଆଶୀର୍ବାଦ ତୀମଥିଙ୍କ ପାଇଁ ଅନ୍ତର୍ଭୁକ୍ତ କରେ I ହେଇପାରେ ଏହି ଧାରଣାଗୁଡ଼ିକୁ ଆପଣଙ୍କ ଭାଷାରେ  ପ୍ରକାଶ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ଉପାୟ ଥାଇପାରେ, ଯେପରିକି କ୍ରିୟା ସହିତ I ଯଦି ଥାଏ, ତେବେ ସେହି ଶବ୍ଦଗୁଡିକ ଆପଣମନେ ଅନୁବାଦରେ ବ୍ୟବହାର କରିପାରିବେ I USTରେ ଦେଖନ୍ତୁ I କିମ୍ଭା  [[rc://en/ta/man/translate/figs-abstractnouns]]) ଏଠାରେ ଦେଖନ୍ତୁ)
2TI 1 2 dcr3 figs-exclusive ἡμῶν 1 our ଏହି ପୁସ୍ତକରେ,  ଯଦି ଅନ୍ୟଥା ଉଲ୍ଲେଖ ନହୁଏ, **ଆମ୍ଭେ, ଆମ୍ଭେମାନେ** ଓ **ଆମ୍ଭେମାନଙ୍କର** ଶବ୍ଦଟି ପାଉଲ (ଯିଏ ଏହି ପତ୍ରର ଲେଖକ), ତୀମଥି (ଯାହାଙ୍କୁ ଏହି ପତ୍ରଟି ଲେଖା ଯାଇଅଛି) ଓ, ସମସ୍ତ ବିଶ୍ୱାସୀଙ୍କୁ ସୂଚାଏ  I [[rc://en/ta/man/translate/figs-exclusive]])ଦେଖନ୍ତୁ)
2TI 1 3 p004 figs-abstractnouns χάριν ἔχω τῷ Θεῷ 1 I have gratitude to God ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ ଏକ କ୍ରିୟା କିମ୍ବା ବିଶେଷଣ ଶବ୍ଦ ସହିତ ଏକ ବିଶେଷ୍ୟ ଗୁଣ ବାଚକ ସଂଜ୍ଞା ଦ୍ୱାରା **କୃତଜ୍ଞତାକୁ** ପ୍ରକାଶ କରିପାରିବେ | ବିକଳ୍ପ ଅନୁବାଦ: “ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ” କିମ୍ବା “ମୁଁ ଈଶ୍ୱରଙ୍କୁ କୃତଜ୍ଞତାଯ ଜ୍ଞାପନ କରୁଛି ”[[rc://en/ta/man/translate/figs-abstractnouns]])ଦେଖନ୍ତୁ)
2TI 1 3 p004 figs-abstractnouns χάριν ἔχω τῷ Θεῷ 1 I have gratitude to God ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ ଏକ କ୍ରିୟା କିମ୍ବା ବିଶେଷଣ ଶବ୍ଦ ସହିତ ଏକ ବିଶେଷ୍ୟ ଗୁଣ ବାଚକ ସଂଜ୍ଞା ଦ୍ୱାରା **କୃତଜ୍ଞତାକୁ** ପ୍ରକାଶ କରିପାରିବେ I ବିକଳ୍ପ ଅନୁବାଦ: “ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ” କିମ୍ବା “ମୁଁ ଈଶ୍ୱରଙ୍କୁ କୃତଜ୍ଞତାଯ ଜ୍ଞାପନ କରୁଛି ”[[rc://en/ta/man/translate/figs-abstractnouns]])ଦେଖନ୍ତୁ)
2TI 1 3 p005 figs-yousingular σοῦ 1 you ଯେହେତୁ ପାଉଲ ଏଠାରେ ତୀମଥିଙ୍କୁ ସମ୍ବୋଧିତ କରିବା ପାଇଁ  **ତୁମ୍ଭେ** ଶବ୍ଦକୁ ପ୍ରୟାଗ କରିଛନ୍ତି ସେଇଥି ପାଇଁ ଏଠାରେ ଓ ପୁସ୍ତକରେ ଏହା ଏକ ବଚନ ଭାବରେ ବ୍ୟବହୁୁତ ହେଇଛି I ଏକ ଟିପ୍ପଣୀ ବ୍ୟତିକ୍ରମ ବିଷୟରେ ଆଲୋଚନା କରିବ 4:22 I [[rc://en/ta/man/translate/figs-yousingular]])ଦେଖନ୍ତୁ)
1 Book Chapter Verse ID SupportReference OrigQuote Occurrence GLQuote OccurrenceNote
243
244
245
246
247