Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2022-01-19 10:57:51 +00:00
parent 13dd796f52
commit f2d81b5b79
1 changed files with 4 additions and 4 deletions

View File

@ -2399,9 +2399,9 @@ LUK 19 43 tib4 ἥξουσιν ἡμέραι ἐπὶ σὲ, καὶ περιβ
LUK 19 43 n88i figs-you σὲ ... σου 1 you ... your **ତୁମ୍ଭେ** ଏବଂ **ତୁମ୍ଭର** ଶବ୍ଦଗୁଡ଼ିକ ଏକବଚନ ଅଟେ କାରଣ ଯୀଶୁ ନଗର ସହ କଥା ହେଉଛନ୍ତି । କିନ୍ତୁ ଯଦି ଆପଣ [୧୯:୪୨)(../19/42.md) ରେ “ତୁମ୍ଭେମାନେ” ଅନୁବାଦ କରିଛନ୍ତି ତେବେ ଆପଣ **ତୁମ୍ଭେମାନେ** ଏବଂ **ତୁମ୍ଭର** ବହୁବଚନ ଶବ୍ଦ ବ୍ୟବହାର କରନ୍ତୁ ।  (ଦେଖନ୍ତୁ: [[rc://en/ta/man/translate/figs-you]])
LUK 19 43 e7xp χάρακά 1 a barricade **ବନ୍ଧ** ଶବ୍ଦଟି ଏକ କାଠ କାନ୍ଥକୁ ବୁଝାଏ ଯାହା ଶତ୍ରୁମାନେ ଲୋକମାନଙ୍କୁ ନଗରରୁ ବାହାରକୁ ନଆସିବା ପାଇଁ ପ୍ରସ୍ତୁତ କରିନ୍ତି । ଆପଣଙ୍କ ଭାଷାରେ ଏହିପରି ଏକ ଶବ୍ଦ ଥାଇପାରେ । ଯଦି ନୁହେଁ, ଆପଣ ଏକ ସାଧାରଣ ଅଭିବ୍ୟକ୍ତି ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଏକ ଘେରା ” କିମ୍ବା “ଏକ ବାଡ଼” (ଦେଖନ୍ତୁ:
[[rc://en/ta/man/translate/translate-unknown]])
LUK 19 44 p7qg figs-apostrophe ἐδαφιοῦσίν σε καὶ τὰ τέκνα σου ἐν σοί 1 They will strike you down to the ground and your children with you [୧୯:୪୨](../19/42.md) ର ଟିପ୍ପଣୀ ପରି ଏହା ବର୍ଣ୍ଣନା କରେ, ଯୀଶୁ ସାଙ୍କେତିକ ଭାବରେ ଯିରୂଶାଲମ ନଗରକୁ ସମ୍ବୋଧିତ କରୁଛନ୍ତି । ଯଦି ଏକ ନଗର ସହ କଥା ହେବା ଯାହା କଥା ଶୁଣିପାରେ ନାହିଁ ତାହା ଆପଣଙ୍କ ଭାଷାରେ ଅସୈଭାବିକ ଅଟେ ତେବେ
ଆପଣ ଯୀଶୁ ଯାହା କହନ୍ତି ତାହାର ଅର୍ଥକୁ ସ୍ପଷ୍ଟଭାବେ ଉଲ୍ଲେଖ କରି ପାରିବେ । ବିକଳ୍ପ ଅନୁବାଦ: “ଯିରୂଶାଲମର ଶତ୍ରୁମାନେ ସେହି ନଗରକୁ ସଂପୂର୍ଣ୍ଣ ଧ୍ୱଂସ କରିବେ” (ଦେଖନ୍ତୁ: [[rc://en/ta/man/translate/figs-apostrophe]])
LUK 19 44 f51h figs-hyperbole οὐκ ἀφήσουσιν λίθον ἐπὶ λίθον 1 They will not leave one stone upon another "ସେମାନେ କୌଣସି ପଥରକୁ ତାହାର ନିଜ ସ୍ଥାନରେ ରହିବାକୁ ଦେବେ ନାହିଁ I ଶତୃମାନେ ସମ୍ପୂର୍ଣ୍ଣ ରୂପରେ ନଗରୀକୁ ଧ୍ଵଂସ କରିବେ, ଯାହା ପଥରଗୁଡିକରେ ନିର୍ମିତ ହୋଇଥଲା, ଏହି ଅଭିବ୍ୟକ୍ତିକୁ ପ୍ରକାଶ କରିବା ନିମନ୍ତେ ଏହା ଏକ ଅତିରଞ୍ଜିତ ବର୍ଣ୍ଣନା ଅଟେ (ଦେଖ: [[rc://or/ta/man/translate/figs-hyperbole]])
LUK 19 44 xv9n σοί ... οὐκ ἔγνως 1 you did not recognize ତୁ ସ୍ୱୀକାର କଲୁ ନାହିଁ"
LUK 19 45 xq47 0 Connecting Statement: ଏହା କାହାଣୀର ଏହି ଭାଗରେ ପରବର୍ତ୍ତୀ ଘଟଣା ଅଟେ I ଯୀଶୁ ଯିରୂଶାଲମରେ ମନ୍ଦିରରେ ପ୍ରବେଶ କଲେ I
LUK 19 44 f51h figs-hyperbole οὐκ ἀφήσουσιν λίθον ἐπὶ λίθον 1 They will not leave one stone upon another ଏଠାରେ ଶତ୍ରୁମାନେ ନଗରକୁ କିପରି ସଂପୂର୍ଣ୍ଣ ଧ୍ୱଂସ କରିବେ ତାହା ଉପରେ ଗୁରୁତ୍ୱ ଦେବା ପାଇଁ ଏହା ଏକ ସାଙ୍କେତିକ ଉଦ୍‌ଘୋଷଣ ଅଟେ। ବିକଳ୍ପ  ଅନୁବାଦ: “ତୁମ୍ଭମାନଙ୍କର ପଥରରେ ନିର୍ମିତ କାନ୍ଥ ଏବଂ କୋଠାଗୁଡ଼ିକୁ ସେମାନେ ନଷ୍ଟ କରିଦେବେ” (ଦେଖନ୍ତୁ: [[rc://en/ta/man/translate/figs-hyperbole]])
LUK 19 44 xv9n σοί ... οὐκ ἔγνως 1 you did not recognize ଏଠାରେ, **ଆସିବ** ଶବ୍ଦ ଏକ ରୂଢ଼ି ଅଟେ, [୧:୬୮] (../ 01/68.md), [୧:୭୮] (../01/78) ଏବଂ  [୭:୧୬](../07/16.md). ରେ ଏହାର ଅର୍ଥ ସମାନ ଅର୍ଥ ସମାନ ଅଟେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଜାଣି ପାରିଲ ନାହିଁ ଯେ ଈଶ୍ଵର ମୋତେ, ତାହାଙ୍କ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରେରଣ କରିଛନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-idiom]])
LUK 19 45 xq47 0 Connecting Statement: ଏଠାରେ ଲୂକ ବର୍ଣ୍ଣନା କରିଥିବା ଘଟଣା ପରେ ଏହି ଘଟଣା ଘଟିବ ବୋଲି ଉଲ୍ଲେଖ କରିବାକୁ ସେ ଏହି ଶବ୍ଦ ବ୍ୟବହାର କରନ୍ତି ।
ବିକଳ୍ପ ଅନୁବାଦ: “ତା’ପରେ” (ଦେଖନ୍ତୁ:[[rc://en/ta/man/translate/grammar-connect-time-sequential]])
LUK 19 45 u91v figs-explicit καὶ εἰσελθὼν εἰς τὸ ἱερὸν 1 Then entering into the temple ତୁମେ ଏହା ସ୍ପଷ୍ଟ କରିବା ଆବଶ୍ୟକ ମନେ କରିପାର ଯେ ସେ ପ୍ରଥମେ ଯିରୁଶାଲମରେ ପ୍ରବେଶ କଲେ, ଯେଉଁଠାରେ ମନ୍ଦିର ଅବସ୍ଥିତ ଥିଲା I ବିକଳ୍ପ ଅନୁବାଦ: “ଯୀଶୁ ଯିରୁଶାଲମରେ ପ୍ରବେଶ କଲେ, ଏବଂ ତା’ପରେ ମନ୍ଦିର ପ୍ରାଙ୍ଗଣକୁ ଗଲେ” (ଦେଖ: [[rc://or/ta/man/translate/figs-explicit]])
LUK 19 45 j6ce figs-explicit καὶ εἰσελθὼν εἰς τὸ ἱερὸν 1 entered the temple କେବଳ ଯାଜକମାନେ ମନ୍ଦିର ପ୍ରାଙ୍ଗଣକୁ ପ୍ରବେଶ କରିବାକୁ ଅନୁମତି ପାଉଥିଲେ I ବିକଳ୍ପ ଅନୁବାଦ: “ମନ୍ଦିର ପ୍ରାଙ୍ଗଣ ଭିତରକୁ ଗଲେ” (ଦେଖ: [[rc://or/ta/man/translate/figs-explicit]])
LUK 19 45 py1x ἐκβάλλειν 1 to cast out ଫୋପାଡି ଦେଲେ ବା “ବାହାରକୁ ଯିବା ପାଇଁ ବାଧ୍ୟ କଲେ”
@ -2410,7 +2410,7 @@ LUK 19 46 uvf7 ὁ‘ οἶκός μου 1 My house “ଆମ୍ଭର” ଶ
LUK 19 46 wac1 οἶκος προσευχῆς 1 a house of prayer ଏକ ସ୍ଥାନ ଯେଉଁଠାରେ ଲୋକମାନେ ମୋ’ ନିକଟରେ ପ୍ରାର୍ଥନା କରନ୍ତି
LUK 19 46 ba8w figs-metaphor σπήλαιον‘ λῃστῶν 1 a den of robbers ଯୀଶୁ ମନ୍ଦିର ସମ୍ପର୍କରେ କହନ୍ତି ସତେ ଯେପରି ଏହା ଏକ ସ୍ଥାନ ଅଟେ ଯେଉଁଠାରେ ଚୋରମାନେ ଏକତ୍ର ଆସନ୍ତି I ବିକଳ୍ପ ଅନୁବାଦ: “ଏକ ସ୍ଥାନ ଯେଉଁଠାରେ ଚୋରମାନେ ଲୁଚନ୍ତି” (ଦେଖ: [[rc://or/ta/man/translate/figs-metaphor]])
LUK 19 47 mn6e writing-endofstory 0 Connecting Statement: ଏହା କାହାଣୀର ଏହି ଭାଗର ସମାପ୍ତି ଅଟେ I ଏହି ପଦଗୁଡିକ ଚାଲୁ ରହିଥିବା କାର୍ଯ୍ୟ ବିଷୟରେ କୁହେ ଯାହା କାହାଣୀର ମୁଖ୍ୟ ଅଂଶ ସମାପ୍ତ ହେବା ପରେ ଜାରି ରହେ I (ଦେଖ: [[rc://or/ta/man/translate/writing-endofstory]])
LUK 19 47 z2n8 ἐν τῷ ἱερῷ 1 in the temple ମନ୍ଦିରର ପ୍ରାଙ୍ଗଣରେ ବା “ମନ୍ଦିରରେ”
LUK 19 47 z2n8 ἐν τῷ ἱερῷ 1 in the temple
LUK 19 48 pnf9 ἐξεκρέμετο αὐτοῦ ἀκούων 1 were listening, hanging on to his words ଯୀଶୁ ଯାହା କହୁଥିଲେ ତାହା ପ୍ରତି ଗଭୀର ଧ୍ୟାନ ଦେଉଥିଲେ
LUK 20 intro h6in 0 # ଲୂକ 20 ସାଧାରଣ ଟିପ୍ପଣୀଗୁଡିକ
## ଗଠନ ଏବଂ ଆକୃତି

କେତେକ ଅନୁବାଦଗୁଡିକ ପଦ୍ୟର ପ୍ରତ୍ୟେକ ଧାଡିକୁ ପାଠର ବାକି ଅଂଶଠାରୁ ଦକ୍ଷିଣକୁ ବହୁଦୂରରେ ସଜ୍ଜିତ କରନ୍ତି ଯେପରି ପାଠ କରିବାକୁ ସହଜ ହେବ I 20: 17, 42-43 ରେ ଥିବା ପଦ୍ୟ ଯାହା ପୁରାତନ ନିୟମରୁ ଆସିଛି, ତାହା ସହିତ ULT ଏପରି କରିଛି I

### ଏହି ଅଧ୍ୟାୟରେ ଥିବା ବିଶେଷ ଚିନ୍ତାଧାରାଗୁଡିକ

### ଲୋକମାନଙ୍କୁ ଫାନ୍ଦରେ ପକାଇବା ପାଇଁ ପ୍ରଶ୍ନଗୁଡିକ ବ୍ୟବହାର କରିବା

ଯେତେବେଳେ ଯୀଶୁ ଫାରୁଶୀମାନଙ୍କୁ ପଚାରିଲେ କିଏ ଯୋହନଙ୍କୁ ବାପ୍ତିସ୍ମ ଦେବା ନିମନ୍ତେ ଅଧିକାର ଦେଲା ([ଲୂକ 20:4] (../ଲୂକ /20/04.ମଝି)), ସେମାନେ ଉତ୍ତର ଦେଇ ପାରିଲେ ନାହିଁ କାରଣ ସେମାନେ ଯଦି କୌଣସି ଉତ୍ତର ଦେବେ, ତାହା କେହି ଜଣେ ବ୍ୟକ୍ତିକୁ ଏକ କାରଣ ପ୍ରଦାନ କରିବ ଯେ ସେମାନେ ଭୁଲ କହୁଥିଲେ ([ଲୂକ 20:5-6] (./05.ମଝି)) I ଯେତେବେଳେ ସେମାନେ ପଚାରିଲେ ଯେ ଲୋକମାନେ କାଇସରଙ୍କୁ କର ଦେବା ଉଚିତ କି ନୁହେଁ ସେମାନେ ଭାବୁଥିଲେ ଯେ ଯୀଶୁ ଭୁଲ ଅଟନ୍ତି ବୋଲି କହିବାକୁ ସେମାନେ ସକ୍ଷମ ହେବେ ([ଲୂକ 20:22] (../ଲୂକ /20/22.ମଝି)), କିନ୍ତୁ ଯୀଶୁ ସେମାନଙ୍କୁ ଏଭଳି ଏକ ଉତ୍ତର ଦେଲେ ଯାହା ସେମାନେ ଭାବି ପାରି ନ ଥିଲେ I

## ଏହି ଅଧ୍ୟାୟରେ ଥିବା ଅନ୍ୟାନ୍ୟ ଅନୁବାଦ ସମ୍ପର୍କୀୟ କଷ୍ଟକର ବିଷୟଗୁଡିକ

### ବିରୋଧାଭାସ

ବିରୋଧାଭାସ ଏକ ସତ୍ୟ ଉକ୍ତି ଅଟେ ଯାହା କିଛି ଏକ ଅସମ୍ଭବ ବିଷୟ ବର୍ଣ୍ଣନା କରିବା ଭଳି ପ୍ରତୀୟମାନ ହୁଏ I ଏହି ଅଧ୍ୟାୟରେ, ଯୀଶୁ ଗୀତସଂହିତାର ଏକ ଗୀତକୁ ଉଦ୍ଧୃତ କରନ୍ତି ଯାହା ଏହି ବିବରଣୀ ଦିଏ ଯେ ଦାଉଦ ତାଙ୍କର ପୁତ୍ରଙ୍କୁ “ପ୍ରଭୁ” ଅର୍ଥାତ୍ “କର୍ତ୍ତା” ବୋଲି ସମ୍ବୋଧନ କରନ୍ତି I ତଥାପି, ଯିହୂଦୀମାନଙ୍କ ନିମନ୍ତେ ସେମାନଙ୍କ ପୂର୍ବପୁରୁଷମାନେ ସେମାନଙ୍କ ବଂଶଧରମାନଙ୍କଠାରୁ ମହତ୍ତର ଅଟନ୍ତି I ଏହି ଅନୁଚ୍ଛେଦରେ, ଯୀଶୁ ତାଙ୍କର ଶ୍ରୋତାମାନଙ୍କୁ ସତ୍ୟ ଭାବରେ ଜ୍ଞାନ ଦେବା ସମ୍ପର୍କରେ ନେତୃତ୍ଵ ଦେବା ପାଇଁ ଚେଷ୍ଟା କରୁଛନ୍ତି ଯେ ମଶୀହ ସ୍ୱୟଂ ସ୍ୱର୍ଗୀୟ ହେବେ ଏବଂ ସେ ନିଜେ ହିଁ ମଶୀହ ଅଟନ୍ତି I
LUK 20 1 idi8 0 Connecting Statement: ପ୍ରଧାନ ଯାଜକମାନେ, ଶାସ୍ତ୍ରୀମାନେ ଏବଂ ପ୍ରାଚୀନମାନେ ଯୀଶୁଙ୍କୁ ମନ୍ଦିରରେ ପ୍ରଶ୍ନ କରନ୍ତି I

Can't render this file because it is too large.