From f2a6cc49265f5a7a080a4b3666ec66ad4a92c154 Mon Sep 17 00:00:00 2001 From: Gayatri-Digal Date: Fri, 8 Apr 2022 04:48:12 +0000 Subject: [PATCH] Edit 'en_tn_62-2PE.tsv' using 'tc-create-app' --- en_tn_62-2PE.tsv | 2 +- 1 file changed, 1 insertion(+), 1 deletion(-) diff --git a/en_tn_62-2PE.tsv b/en_tn_62-2PE.tsv index 240f769..4208516 100644 --- a/en_tn_62-2PE.tsv +++ b/en_tn_62-2PE.tsv @@ -184,7 +184,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 2PE 1 1 xdyd ἐν δικαιοσύνῃ 1 **ଦ୍ଵାରା** ଶବ୍ଦଟି ସେହି ଉପାୟକୁ ବୁଝାଏ ଯାହା ମାଧ୍ୟମରେ ସେମାନେ ବିଶ୍ୱାସ ଗ୍ରହଣ କଲେ । ବିକଳ୍ପ ଅନୁବାଦ: “ଧାର୍ମିକତା ଦ୍ୱାରା” 2PE 1 1 fpsl figs-abstractnouns δικαιοσύνῃ τοῦ Θεοῦ ἡμῶν καὶ Σωτῆρος 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “ଧାର୍ମିକତା” କିମ୍ବା “ଧାର୍ମିକ” ଭଳି ଏକ ବିଶେଷଣ ସହିତ ଗୁଣବାଚକ ଶବ୍ଦ **ଧାର୍ମିକତା** ର ଧାରଣାକୁ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ଈଶ୍ଵର ଏବଂ ତ୍ରାଣକର୍ତ୍ତାଙ୍କର ଧାର୍ମିକ କାର୍ଯ୍ୟ” କିମ୍ବା “ଆମ୍ଭମାନଙ୍କ ଈଶ୍ଵର ଏବଂ ତ୍ରାଣକର୍ତ୍ତାଙ୍କର ଉଚିତ ମାର୍ଗ” (ଦେଖନ୍ତୁ: [[rc://en/ta/man/translate/figs-abstractnouns]]) 2PE 1 2 oaej translate-blessing χάρις ὑμῖν καὶ εἰρήνη πληθυνθείη 1 ଏହି ସଂସ୍କୃତିରେ, ପତ୍ରର ଲେଖକମାନେ ପତ୍ରର ମୁଖ୍ୟ ବିଷୟ ଆରମ୍ଭ କରିବା ପୂର୍ବରୁ ପ୍ରାପ୍ତକର୍ତ୍ତାଙ୍କ ପାଇଁ ଏକ ଶୁଭେଚ୍ଛା ପ୍ରଦାନ ଉଲ୍ଲେଖ କରନ୍ତି । ଆପଣଙ୍କ ଭାଷାରେ ଏକ ଗଠନ ବ୍ୟବହାର କରନ୍ତୁ ଯାହା ଏହା ସ୍ପଷ୍ଟ
କରେ ଯେ ଏହା ଏକ ଅଭିବାଦନ ଏବଂ ଆଶୀର୍ବାଦ ଅଟେ । ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କ ପ୍ରତି ତାଙ୍କର ଦୟା ବୃଦ୍ଧି କରନ୍ତୁ ଏବଂ ତୁମ୍ଭମାନଙ୍କୁ ଅଧିକ ଶାନ୍ତି ପ୍ରଦାନ କରନ୍ତୁ” (ଦେଖନ୍ତୁ:
[[rc://en/ta/man/translate/translate-blessing]]) -2PE 1 2 ui01 figs-abstractnouns χάρις ὑμῖν καὶ εἰρήνη πληθυνθείη 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ
,
ଆପଣ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ଅନୁଗ୍ରହ** ଏବଂ
**ଶାନ୍ତି** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ


 
ବିକଳ୍ପ ଅନୁବାଦ: “ଈଶ୍ଵର ଆପଣା ଦୟା ତୁମ୍ଭମାନଙ୍କ ପ୍ରତି
ବାର୍ତ୍ତାନ୍ତୁ ଏବଂ ତୁମ୍ଭମାନଙ୍କୁ ଅଧିକ ଶାନ୍ତିପୂର୍ଣ୍ଣ ଆତ୍ମା ​​ପ୍ରଦାନ କରନ୍ତୁ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) +2PE 1 2 ui01 figs-abstractnouns χάρις ὑμῖν καὶ εἰρήνη πληθυνθείη 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ଅନୁଗ୍ରହ** ଏବଂ **ଶାନ୍ତି** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ଆପଣା ଦୟା ତୁମ୍ଭମାନଙ୍କ ପ୍ରତି ବାର୍ତ୍ତାନ୍ତୁ ଏବଂ ତୁମ୍ଭମାନଙ୍କୁ ଅଧିକ ଶାନ୍ତିପୂର୍ଣ୍ଣ ଆତ୍ମା ​​ପ୍ରଦାନ କରନ୍ତୁ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) 2PE 1 2 x8na figs-you ὑμῖν 1 ଏଠାରେ **ତୁମ୍ଭେ** ସର୍ବନାମ
ବହୁବଚନ ଅଟେ
,
ଯେହେତୁ ପିତର ଏକ ଗୋଷ୍ଠୀ ଭାବରେ ଯୀଶୁଙ୍କଠାରେ ବିଶ୍ଵାସୀମାନଙ୍କୁ
ଲେଖୁଛନ୍ତି


ସାଧାରଣତଃ
,
ପତ୍ରରେ “ତୁମ୍ଭେ” ଏବଂ “ତୁମ୍ଭର”
ସର୍ବନାମଗୁଡ଼ିକ ଏହି କାରଣ ହେତୁ ବହୁବଚନ ଅଟେ

(
ଦେଖନ୍ତୁ:
[[rc://en/ta/man/translate/figs-you]]) 2PE 1 2 xgax ἐν ἐπιγνώσει τοῦ Θεοῦ, καὶ Ἰησοῦ τοῦ Κυρίου ἡμῶν 1 ଏହାର ଅର୍ଥ: (୧) “ଈଶ୍ଵର ଏବଂ
ଆମ୍ଭର ପ୍ରଭୁ ଯୀଶୁଙ୍କୁ ଜାଣିବା ହେତୁ” କିମ୍ବା (୨) “ଈଶ୍ଵର ଏବଂ ଆମ୍ଭର ପ୍ରଭୁ ଯୀଶୁଙ୍କୁ ଜାଣିବା
ଦ୍ୱାରା

” 2PE 1 2 pmb9 figs-possession τοῦ Κυρίου ἡμῶν 1 ଏଠାରେ
, **
ଆମ୍ଭର ପ୍ରଭୁ** ର ଅର୍ଥ “ଯିଏ ଆମ୍ଭମାନଙ୍କ ଉପରେ ପ୍ରଭୁ” କିମ୍ବା
“ଆମ୍ଭ ଉପରେ ଶାସନ କରେ”

(
ଦେଖନ୍ତୁ:
[[rc://en/ta/man/translate/figs-possession]])