Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-05 09:43:51 +00:00
parent bfcacc8892
commit f204a2d025
1 changed files with 1 additions and 1 deletions

View File

@ -104,7 +104,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 2 14 c55u figs-metonymy καρδίαν γεγυμνασμένην πλεονεξίας 1 hearts trained in covetousness ସେମାନଙ୍କର ଚିନ୍ତାଧାରା, ଇଚ୍ଛା, ଏବଂ ଭାବନାକୁ ଅନ୍ତର୍ଭୁକ୍ତ କରି ପୁରା ବ୍ୟକ୍ତିବିଶେଷଙ୍କୁ ସୂଚାଇବା ପାଇଁ ପିତର ସାଙ୍କେତିକ ଭାବରେ **ହୃଦୟ** ଶବ୍ଦକୁ ବ୍ୟବହାର କରନ୍ତି । ଏହି ଶବ୍ଦଟି ବିଶେ. ସର୍ବନାମ “ନିଜେ” ସହ ଏଠାରେ ଅନୁବାଦ କରାଯାଇପାରେ । ବିକଳ୍ପ ଅନୁବାଦ: “ଲୋଭ ପାଇଁ ନିଜକୁ ତାଲିମ ଦେଇ” (ଦେଖନ୍ତୁ:
[[rc://en/ta/man/translate/figs-metonymy]])
2PE 2 15 et62 καταλειπόντες εὐθεῖαν ὁδὸν, ἐπλανήθησαν ἐξακολουθήσαντες 1 They have abandoned the right way and have wandered off to follow ଏକ ନିର୍ଦ୍ଦିଷ୍ଟ ପଥ ଛାଡୁଥିବା ପଦଯାତ୍ରୀଙ୍କ ପ୍ରତିଛବି ଦେବା ପାଇଁ ପିତର **ବିପଥଗାମୀ ହେଲେ** ରୂପକ ବ୍ୟବହାର କରନ୍ତି । ସେ ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସାଙ୍କେତିକ ଭାବରେ ଉଲ୍ଲେଖ କରନ୍ତି
ଯେପରି ସେମାନେ ପ୍ରଭୁଙ୍କ ଆଜ୍ଞାରେ ଜୀବନ ବିତାଇବାକୁ ମନା କରନ୍ତି ଯେପରି ସେମାନେ ପ୍ରଭୁଙ୍କ ପଥରେ
ଚାଲିବା ବନ୍ଦ କରି ଦେଇଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଆଜ୍ଞାରେ ବଞ୍ଚିବାକୁ ମନାକରି”
(ଦେଖନ୍ତୁ: [[rc://en/ta/man/translate/figs-metaphor]])
2PE 2 15 ky5q figs-metaphor εὐθεῖαν ὁδὸν 1 the right way ଏଠାରେ, **ସତ୍ୟ ମାର୍ଗ** ଜୀବନ ଧାରଣକୁ ବୁଝାଏ  ଯାହା ପ୍ରଭୁଙ୍କ ଦୃଷ୍ଟିରେ ସଠିକ ଏବଂ ତାହାଙ୍କୁ ପ୍ରସନ୍ନ କରେ । [:] (../ / .md) ରେ “ସତ୍ୟ ମାର୍ଗ” ର ବ୍ୟବହାର ପରି ପିତର ମଧ୍ୟ ଖ୍ରୀଷ୍ଟିୟାନ ବିଶ୍ଵାସକୁ ନିର୍ଦ୍ଦିଷ୍ଟ ଭାବରେ ସୂଚାଇବା ପାଇଁ ଏଠାରେ ବ୍ୟବହାର କରୁଛନ୍ତି । ବିକଳ୍ପ ଅନୁବାଦ: “ପ୍ରଭୁଙ୍କ ସତ୍ୟ ମାର୍ଗ” (ଦେଖନ୍ତୁ:
[[rc://en/ta/man/translate/figs-idiom]])
2PE 2 16 z37w figs-abstractnouns ἔλεγξιν ... ἔσχεν 1 he obtained a rebuke ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ତେବେ ଆପଣ ଗୁଣବାଚକ  ବିଶେଷ୍ୟ **ଭର୍ତ୍ସନା** କୁ ଏକ କ୍ରିୟା ଭାବରେ ପ୍ରକାଶ
କରିପାରିବେ ଏବଂ କିଏ କାର୍ଯ୍ୟ କରେ ତାହା ଆପଣ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ଈଶ୍ଵର ତାକୁ ଭର୍ତ୍ସନା କଲେ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
2PE 2 16 z37w figs-abstractnouns ἔλεγξιν ... ἔσχεν 1 he obtained a rebuke ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଗୁଣବାଚକ  ବିଶେଷ୍ୟ **ଭର୍ତ୍ସନା** କୁ ଏକ କ୍ରିୟା ଭାବରେ ପ୍ରକାଶ କରିପାରିବେ ଏବଂ କିଏ କାର୍ଯ୍ୟ କରେ ତାହା ଆପଣ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର ତାକୁ ଭର୍ତ୍ସନା କଲେ” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
2PE 2 16 g9dr ὑποζύγιον ἄφωνον ἐν ἀνθρώπου φωνῇ φθεγξάμενον 1 a mute donkey speaking in a human voice
2PE 2 16 tf38 figs-metonymy ἐκώλυσεν τὴν τοῦ προφήτου παραφρονίαν 1 stopped the prophet's insanity ଏଠାରେ

ଭବିଷ୍ୟ‌ଦ୍‌ବକ୍ତା ** ବିଲୀୟାମକୁ ବୁଝାଏ

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ

ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ବିଲୀୟାମ ଭବିଷ୍ୟ‌ଦ୍‌ବକ୍ତାର ପାଗଳାମି ଉପରେ
ପ୍ରତିବନ୍ଧକ ଲଗାଇଲେ” (ଦେଖନ୍ତୁ:
[[rc://en/ta/man/translate/figs-explicit]])
2PE 2 17 t137 figs-metaphor οὗτοί εἰσιν πηγαὶ ἄνυδροι 1 These men are springs without water ପିତର ଭଣ୍ଡ ଶିକ୍ଷକମାନଙ୍କର ଅସାରତାକୁ
ବର୍ଣ୍ଣନା କରିବାକୁ ସେମାନଙ୍କ ବିଷୟରେ ସାଙ୍କେତିକ ଭାବରେ କୁହନ୍ତି

ଲୋକମାନେ ଆଶା କରନ୍ତି ଯେ **ନିର୍ଝର** ଶୋଷ ମେଣ୍ଟାଇବା ପାଇଁ
ଜଳ ଯୋଗାଇଥାଏ

କିନ୍ତୁ **ଜଳହୀନ ନିର୍ଝର** ଶୋଷିଲା ଲୋକମାନଙ୍କୁ ନିରାଶ କରେ

ଠିକ ସେହିପରି ଭାବରେ

ଭଣ୍ଡ ଶିକ୍ଷକମାନେ

ଯଦିଓ ସେମାନେ ଅନେକ ବିଷୟ ପ୍ରତିଜ୍ଞା କରନ୍ତି

ଯାହା ପ୍ରତିଜ୍ଞା କରନ୍ତି ତାହା କରିବାକୁ ଅସମର୍ଥ ଅଟନ୍ତି

ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ

ତେବେ ଆପଣ ଏହାକୁ ଏକ ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ
କିମ୍ବା ରୂପକକୁ ଏକ ସଙ୍କେତରେ ପରିଣତ କରିପାରିବେ

ବିକଳ୍ପ ଅନୁବାଦ: “ଏହି ଲୋକମାନେ ନିରାଶାଜନକ

ଜଳବିହୀନ ସ୍ରୋତ ପରି” (ଦେଖନ୍ତୁ:
[[rc://en/ta/man/translate/figs-metaphor]])

Can't render this file because it contains an unexpected character in line 2 and column 9170.