Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2021-12-30 05:11:00 +00:00
parent ae260119a2
commit f1cfeb9ffb
1 changed files with 1 additions and 1 deletions

View File

@ -1569,7 +1569,7 @@ LUK 12 15 sh72 τῷ περισσεύειν ... ἐκ τῶν ὑπαρχόντ
LUK 12 16 d37q figs-parables 0 Connecting Statement: ଯୀଶୁ ବର୍ତ୍ତମାନ ଏକ କ୍ଷୁଦ୍ର ଦୃଷ୍ଟାନ୍ତ ଦିଅନ୍ତି ଯାହା  ବୁଝିବା ଏବଂ ମନେରଖିବା ସହଜ ଅଟେ । ବିକଳ୍ପ ଅନୁବାଦ: “ତା’ପରେ ସେ ସେମାନଙ୍କୁ ଏହି ଶିକ୍ଷା ବୁଝିବାରେ ସାହାଯ୍ୟ କରିବା ପାଇଁ ଏହି ଦୃଷ୍ଟାନ୍ତ କହିଲେ” (ଦେଖନ୍ତୁ: [[rc://or/ta/man/translate/figs-parables]])
LUK 12 16 gc9i εἶπεν δὲ ... αὐτοὺς 1 Then he spoke to them **ସେମାନଙ୍କୁ** ସର୍ବନାମ ସମଗ୍ର ଲୋକଦଳକୁ ବୁଝାଏ, ଯାହାକୁ ଯୀଶୁ କହିବାକୁ ଲାଗିଲେ । ବିକଳ୍ପ ଅନୁବାଦ: “ସମଗ୍ର ଲୋକଦଳ” (ଦେଖନ୍ତୁ:<br>[[rc://en/ta/man/translate/writing-pronouns]])
LUK 12 16 nkw9 εὐφόρησεν 1 yielded abundantly ବିକଳ୍ପ ଅନୁବାଦ: “ବହୁତ ଭଲ ଫସଲ ହେଲା”
LUK 12 17 w55n figs-rquestion τί‘ ποιήσω, ὅτι οὐκ ἔχω ποῦ συνάξω τοὺς καρπούς μου? 1 What will I do, because I do not have a place to store my crops? ସେହି ଲୋକ ନିଜ ବିଷୟରେ କ’ଣ ଚିନ୍ତା କରୁଥିଲା ତାହା ଏହି ପ୍ରଶ୍ନ ପ୍ରତିଫଳନ କରେ I ବିକଳ୍ପ ଅନୁବାଦ: “ମୁଁ ଜାଣେ ନାହିଁ କ’ଣ କରିବାକୁ ହେବ, କାରଣ ମୋର ସମସ୍ତ ଶସ୍ୟ ସାଇତି ରଖିବା ନିମନ୍ତେ ମୋ’ ପାଖରେ ଯଥେଷ୍ଟ ବଡ ସ୍ଥାନ ନାହିଁ !” (ଦେଖ: [[rc://or/ta/man/translate/figs-rquestion]])
LUK 12 17 w55n figs-rquestion τί‘ ποιήσω, ὅτι οὐκ ἔχω ποῦ συνάξω τοὺς καρπούς μου? 1 What will I do, because I do not have a place to store my crops? ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ ତେବେ ଆପଣ ଏହାକୁ ଅନୁବାଦ କରିପାରିବେ ଯାହା ଦ୍ଵାରା ଏକ ଉଦ୍ଧୃତି ମଧ୍ୟରେ ରହିବ ନାହିଁ <br>। ବିକଳ୍ପ ଅନୁବାଦ: “ସେ ନିଜକୁ ପଚାରିଲେ ସେ କଣ କରିବା ଉଚିତ ଯେହେତୁ ତାର ଫସଲ ରଖିବା ପାଇଁ ତାହାର ପାଖରେ କୌଣସି ସ୍ଥାନ ନଥିଲା”<br>(ଦେଖନ୍ତୁ:[[rc://or/ta/man/translate/figs-rquestion]])
LUK 12 18 d82f τὰς ἀποθήκας 1 barns କୋଠାଗୁଡିକ ଯେଉଁଠାରେ କୃଷକମାନେ ତାଙ୍କର ଅମଳ କରିଥିବା ଶସ୍ୟଗୁଡିକୁ ସାଇତି ରଖନ୍ତି
LUK 12 18 w6gc τὰ ἀγαθά 1 other goods ସମ୍ପତ୍ତିସବୁ
LUK 12 19 mqm6 figs-synecdoche "καὶ ἐρῶ τῇ ψυχῇ μου, ""ψυχή, ἔχεις ... ἔτη πολλά. ἀναπαύου ... εὐφραίνου.""" 1 "I will say to my soul, ""Soul, you have ... many years. Rest easy ... be merry.""" "ମୁଁ ନିଜକୁ କହିବି, ‘ମୋର ଅଛି,,, ବହୁ ବର୍ଷ I ବିଶ୍ରାମ କର...ଆମୋଦ କର I କିମ୍ବା “ମୁଁ ନିଜକୁ କହିବି ଯେ ମୋର ଅଛି ...ବର୍ଷଗୁଡିକ, ତେଣୁ ମୁଁ ବିଶ୍ରାମ କରି ପାରିବି ...ଆମୋଦ କରିପାରିବି I” (ଦେଖ: [[rc://or/ta/man/translate/figs-synecdoche]])

Can't render this file because it is too large.