Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2021-12-09 15:23:13 +00:00
parent cb0fcdb8fd
commit f1318da76c
1 changed files with 1 additions and 1 deletions

View File

@ -256,7 +256,7 @@ LUK 2 6 yj96 0
LUK 2 6 qw6j writing-newevent ἐγένετο δὲ 1 Now it came about that ଏହି ବାକ୍ୟାଂଶ କାହାଣୀର ପରବର୍ତ୍ତୀ ଘଟଣାର ଆରମ୍ଭକୁ ବୁଝାଏ । ଯଦି ଆପଣଙ୍କର ଭାଷାର ସମାନ ଅଭିବ୍ୟକ୍ତି ଅଛି ଯାହା ଏକ ଘଟଣାକୁ ଉପସ୍ଥାପନ କରିବାକୁ ବ୍ୟବହାର ହୁଏ, ଆପଣ ତାହା ଆପଣଙ୍କର ଅନୁବାଦରେ ବ୍ୟବହାର କରିପାରିବେ । (ଦେଖନ୍ତୁ: [[rc://en/ta/man/translate/writing-newevent]])
LUK 2 6 w4is ἐν τῷ εἶναι αὐτοὺς ἐκεῖ 1 while they were there **ସେମାନେ** ଶବ୍ଦ ଯୋଷେଫ ଏବଂ ମରୀୟମଙ୍କୁ ବେଥଲିହମରେ ଥିବା ବିଷୟରେ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ , ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରି ପାରିବେ  । ବିକଳ୍ପ ଅନୁବାଦ: “ଯେତେବେଳେ ମରୀୟମ ଏବଂ ଯୋଷେଫ ବେଥଲିହିହମରେ ଥିଲେ” (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 2 6 zr62 ἐπλήσθησαν αἱ ἡμέραι τοῦ τεκεῖν αὐτήν 1 the time came for the birth of her baby ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ
ଏହାକୁ ଏକ ସକ୍ରିୟ ପଦରେ ପ୍ରକାଶ କରିପାରିବେ । ବିକଳ୍ପ
ଅନୁବାଦ: “ମରୀୟମଙ୍କ ପ୍ରସବ କରିବାର ସମୟ ଉପସ୍ଥିତ ହେଲା” (ଦେଖନ୍ତୁ: [[rc://en/ta/man/translate/figs-activepassive]])
LUK 2 7 qq48 figs-explicit ἐσπαργάνωσεν αὐτὸν 1 wrapped him in long strips of cloth କେତେକ ସଂସ୍କୃତିରେ ମାଆମାନେ ସେମାନଙ୍କ ଶିଶୁମାନଙ୍କୁ ଲୁଗାରେ ବା ଏକ କମ୍ବଳରେ ଦୃଢ଼ ଭାବରେ ଗୁଡାଇବା ଦ୍ୱାରା ସାନ୍ତ୍ଵନା ଦେଉଥିଲେ I ବିକଳ୍ପ ଅନୁବାଦ: “ତାଙ୍କ ଚାରିପଟେ ଦୃଢ଼ ଭାବରେ ଲୁଗା ଗୁଡାଇଲେ” କିମ୍ବା : “ତାଙ୍କୁ ଏକ କମ୍ବଳରେ ଦୃଢ଼ କରି ଗୁଡାଇଲେ” (ଦେଖ: [[rc://or/ta/man/translate/figs-explicit]] )
LUK 2 7 qq48 figs-explicit ἐσπαργάνωσεν αὐτὸν 1 wrapped him in long strips of cloth କେତେକ ସଂସ୍କୃତିରେ, ମାତାମାନେ ସେମାନଙ୍କର ଶିଶୁମାନଙ୍କୁ କପଡ଼ାରେ କିମ୍ବା କମ୍ବଳରେ
ଗୁଡ଼ାଇ ସୁରକ୍ଷିତ ରଖନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ
ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତାଙ୍କୁ ସୁରକ୍ଷିତ ରଖିବାକୁ ତାଙ୍କୁ କପଡା
ଗୁଡ଼ାଇ ରଖିଲେ” । (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 2 7 s97r ἀνέκλινεν αὐτὸν ἐν φάτνῃ 1 laid him in a manger ଏହା ଏକ ପ୍ରକାର ବାକ୍ସ ବା ଛାଞ୍ଚ ଥିଲା ଯହିଁରେ ପଶୁମାନଙ୍କ ନିମନ୍ତେ ଲୋକମାନେ ପାଳ କିମ୍ବା ଅନ୍ୟ ଖାଦ୍ୟ ରଖୁଥିଲେ I ଏହା ସମ୍ଭବତଃ, ପରିଷ୍କାର ଥିଲା ଏବଂ ହୁଏତ ଏଥିରେ ପାଳ ଭଳି କିଛି କୋମଳ ଓ ଶୁଷ୍କ ବସ୍ତୁ ଥିଲା ଯାହା ଶିଶୁ ପାଇଁ ଏକ ଗଦି ଭଳି କାର୍ଯ୍ୟ କରିଥିଲା I ଅନେକ ସମୟରେ ପଶୁମାନଙ୍କୁ ସୁରକ୍ଷିତ ରଖିବା ନିମନ୍ତେ ଓ ସହଜରେ ସେମାନଙ୍କୁ ଖାଦ୍ୟ ଖୁଆଇବା ପାଇଁ ଘର ପାଖରେ ରଖାଯାଉଥିଲା I ପଶୁମାନଙ୍କ ନିମନ୍ତେ ବ୍ୟବହୃତ ହେଉଥିବା ଏକ ବଖରାରେ ମରିୟମ ଓ ଯୋଷେଫ ରହିଲେ I
LUK 2 7 yj6j writing-background οὐκ ἦν αὐτοῖς τόπος ἐν τῷ καταλύματι 1 there was no room for them in the inn "ସେଠାରେ ସେମାନଙ୍କ ନିମନ୍ତେ ଅତିଥିଗୃହରେ ରହିବା ପାଇଁ ସ୍ଥାନ ନ ଥିଲା I ଅନେକ ଲୋକମାନେ ବେଥଲିହିମକୁ ନାମ ପଞ୍ଜିକୃତ କରିବା ନିମନ୍ତେ ଯିବା ହେତୁ ହୁଏତ ଏଭଳି ଘଟିଥିଲା I ଲୂକ ଏହାକୁ ପୃଷ୍ଠଭୂମିଜନିତ ତଥ୍ୟ ଭାବରେ ଯୋଗ କରନ୍ତି I (ଦେଖ: [[rc://or/ta/man/translate/writing-background]] )
LUK 2 9 x1y4 ἄγγελος Κυρίου 1 An angel of the Lord ପ୍ରଭୁଙ୍କଠାରୁ ଜଣେ ଦୂତ ବା “ପ୍ରଭୁଙ୍କ ସେବା କରୁଥିବା ଜଣେ ଦୂତ”"

Can't render this file because it is too large.