diff --git a/en_tn_66-JUD.tsv b/en_tn_66-JUD.tsv index e18827f..4684d00 100644 --- a/en_tn_66-JUD.tsv +++ b/en_tn_66-JUD.tsv @@ -1,5 +1,5 @@ Book Chapter Verse ID SupportReference OrigQuote Occurrence GLQuote OccurrenceNote -JUD front intro xh5n 0 # ଯିହୂଦାର ପରିଚୟ


## ଭାଗ 1: ସାଧାରଣ ପରିଚୟ

### ଯିହୂଦା ବହିର ରୂପରେଖା

1. ପରିଚୟ (୧:୧-୨)
2. ମିଥ୍ୟା ଶିକ୍ଷକମାନଙ୍କ ବିରୁଦ୍ଧରେ ଚେତାବନୀ (୧:୩–୪)
3. ପୁରାତନ ନିୟମର ଉଦାହରଣ ସହ ମିଥ୍ୟା ଶିକ୍ଷକମାନଙ୍କର ତୁଳନା (୧: ୫-୧୬)
4. ଧାର୍ମିକ ଜୀବନଯାପନ କରିବା ପାଇଁ ଉପଦେଶ (୧:୧୭–୨୩)
5. ଈଶ୍ଵରଙ୍କୁ ପ୍ରଶଂସା (୧:୨୪-୨୫)

### ଯିହୂଦା ପୁସ୍ତକ କିଏ ଲେଖିଛନ୍ତି?

ଲେଖକ ନିଜକୁ ଯାକୁବଙ୍କ ଭାଇ ଯିହୂଦା ବୋଲି ଦର୍ଶାନ୍ତି । ଉଭୟ ଯିହୂଦା ଏବଂ ଯାକୁବ ଯୀଶୁଙ୍କ ଭାଇ ଥିଲେ । ଏହି ପତ୍ରଟି ଏକ ନିର୍ଦ୍ଦିଷ୍ଟ ମଣ୍ଡଳୀ ପାଇଁ ଉଦ୍ଦିଷ୍ଟ ଥିଲା କି ନାହିଁ ତାହା ସ୍ପଷ୍ଟ ନୁହେଁ ।

### ଯିହୂଦା ପୁସ୍ତକ କେଉଁ ବିଷୟକୁ ଉଲ୍ଲେଖ କରେ?

ମିଥ୍ୟା ଶିକ୍ଷକମାନଙ୍କ ବିରୁଦ୍ଧରେ ବିଶ୍ଵାସୀମାନଙ୍କୁ ସତର୍କ କରାଈବା ପାଇଁ ଯିହୂଦା ଏହି ପତ୍ରଟିକୁ ଲେଖିଛନ୍ତି । ଯିହୂଦା ପ୍ରାୟ ପୁରାତନ ନିୟମକୁ ବୁଝାନ୍ତି । ଯିହୂଦା ଏକ ଯିହୁଦୀ ଖ୍ରୀଷ୍ଟିୟାନ ଦଳକୁ ଏହି ପତ୍ର ଲେଖୁଥିଲେ ବୋଲି ଏହା ଦର୍ଶାଇପାରେ । ଏହି ପତ୍ର ଏବଂ ୨ ପିତରଙ୍କ ପତ୍ରରେ ସମାନ ବିଷୟବସ୍ତୁ ଦେଖିବାକୁ ମିଳେ । ସେମାନେ ଉଭୟ ଦୂତ, ସଦୋମ ଏବଂ ଗୋମୋରା ଏବଂ ମିଥ୍ୟା ଶିକ୍ଷକମାନଙ୍କ ବିଷୟରେ ଉଲ୍ଲେଖ କରନ୍ତି।

### ଏହି ପୁସ୍ତକର ନାମକୁ କିପରି ଅନୁବାଦ କରାଯିବା ଉଚିତ?

ଅନୁବାଦକଗଣ ଏହି ପୁସ୍ତକକୁ ଏହାର ପାରମ୍ପାରିକ ନାମ “ଯିହୂଦା” ବୋଲି ଅନୁବାଦ କରିପାରିବେ । କିମ୍ବା ସେମାନେ ଏହାକୁ “ଯିହୂଦାର ପତ୍ର” କିମ୍ବା “ଯିହୂଦା ଲିଖିତ ପତ୍ର”  ବୋଲି ସ୍ପଷ୍ଟଭାବେ ଅନୁବାଦ କରି ପାରିବେ । (ଦେଖନ୍ତୁ:
[[rc://en/ta/man/translate/translate-names]])

## ଭାଗ ୨: ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ସାଂସ୍କୃତିକ ବିଚାରଧାରାଗୁଡ଼ିକ

### ଯିହୂଦା କେଉଁ ଲୋକମାନଙ୍କ ବିରୁଦ୍ଧରେ ଉଲ୍ଲେଖ କରିଥିଲେ?

ଯିହୂଦା ଯେଉଁମାନଙ୍କ ବିରୁଦ୍ଧରେ ଉଲ୍ଲେଖ କରିଥିଲେ ସେମାନେ ବଧହୁଏ ପରବର୍ତ୍ତୀ ସମୟରେ ନାସ୍ତିକ ଭାବରେ ପରିଚିତ ହେଲେ । ଏହି ଶିକ୍ଷକମାନେ ନିଜର ଲାଭ ପାଇଁ ଶାସ୍ତ୍ରର ଶିକ୍ଷାକୁ ବିକୃତ କରିଥିଲେ। ସେମାନେ ଅନୈତିକ  ଜୀବନ ଅତିବାହିତ କରୁଥିଲେ ଏବଂ ଅନ୍ୟମାନଙ୍କୁ ମଧ୍ୟ ସେହିପରି ଜୀବନଯାପନ କରିବାକୁ ଶିକ୍ଷା ଦେଉଥିଲେ।

## ଭାଗ ୩: ଗୁରୁତ୍ୱପୂର୍ଣ୍ଣ ଅନୁବାଦ ସମସ୍ୟାଗୁଡ଼ିକ

### “ତୁମେ” ଏକକ ବଚନ ଏବଂ ବହୁବଚନ

ଏହି ପୁସ୍ତକରେ “ମୁଁ” ଶବ୍ଦ ଯିହୂଦାଙ୍କୁ ବୁଝାଏ । ଆହୁରି, “ତୁମେ” ଶବ୍ଦ ମଧ୍ୟ ସର୍ବଦା ବହୁବଚନ ଅଟେ ଏବଂ ଯିହୂଦାର ପାଠକମାନଙ୍କୁ
ବୁଝାଏ । (ଦେଖନ୍ତୁ: @ ଏବଂ @)

### ୨ ପିତରଙ୍କ ପୁସ୍ତକର ମୁଖ୍ୟ ସମସ୍ୟାଗୁଡ଼ିକ କ’ଣ କ’ଣ ଅଟେ?

ନିମ୍ନଲିଖିତ ପଦଗୁଡ଼ିକ ପାଇଁ, କେତେକ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ ମଧ୍ୟରେ ପାର୍ଥକ୍ୟ ଦେଖିବାକୁ ମିଳେ । ULT ପାଠ ଯାହା ଅଧିକାଂଶ ପଣ୍ଡିତମାନେ ମୂଳ ପାଠ ବୋଲି ବିବେଚନା କରନ୍ତି ଏହାକୁ ଅନୁସରଣ କରେ ଏବଂ ଅନ୍ୟ ପାଠକୁ ଏକ ପାଦଟୀକାରେ ଉଲ୍ଲେଖ କରେ । ଯଦି ବାଇବେଲର ଏକ ଅନୁବାଦ ଏହି ଅଞ୍ଚଳରେ ମୁଖ୍ୟ ଭାଷାରେ ଉପଲବ୍ଧଅଛି, ଅନୁବାଦକମାନେ ସେହି ସଂସ୍କରଣରେ ଉଲ୍ଲେଖଥିବା ଥିବା ପଠନକୁ ବ୍ୟବହାର କରିପାରନ୍ତି । ଯଦି ଉପଲବ୍ଧ ନୁହେଁ, ଅନୁବାଦକଗଣ ULT କୁ ଅନୁସରଣ କରିପାରିବେ ।

* “ଯେ ଯୀଶୁ ମିସର ଦେଶରୁ ଲୋକମାନଙ୍କୁ ଉଦ୍ଧାର କରି” [(ପ.୫)](../୦୧/୦୫.md)। କେତେକ ପ୍ରାଚୀନ ପାଣ୍ଡୁଲିପିରେ
“ଯେ ପ୍ରଭୁ, ଏକ ଲୋକଦଳକୁ ମିସର ଦେଶରୁ ଉଦ୍ଧାର କରି।”

(ଦେଖନ୍ତୁ: [[rc://en/ta/man/translate/translate-textvariants]]) +JUD front intro xh5n 0 # ଯିହୂଦାର ପରିଚୟ

## ଭାଗ 1: ସାଧାରଣ ପରିଚୟ

### ଯିହୂଦା ପୁସ୍ରତକ ରୂପରେଖା

1. ପରିଚୟ (୧:୧-୨)
2. ମିଥ୍ୟା ଶିକ୍ଷକମାନଙ୍କ ବିରୁଦ୍ଧରେ ଚେତାବନୀ (୧:୩–୪)
3. ପୁରାତନ ନିୟମର ଉଦାହରଣ ସହ ମିଥ୍ୟା ଶିକ୍ଷକମାନଙ୍କର ତୁଳନା (୧: ୫-୧୬)
4. ଧାର୍ମିକ ଜୀବନଯାପନ କରିବା ପାଇଁ ଉପଦେଶ (୧:୧୭–୨୩)
5. ଈଶ୍ଵରଙ୍କୁ ପ୍ରଶଂସା (୧:୨୪-୨୫)

### ଯିହୂଦା ପୁସ୍ତକ କିଏ ଲେଖିଛନ୍ତି?

ଲେଖକ ନିଜକୁ ଯାକୁବଙ୍କ ଭାଇ ଯିହୂଦା ବୋଲି ଦର୍ଶାନ୍ତି । ଉଭୟ ଯିହୂଦା ଏବଂ ଯାକୁବ ଯୀଶୁଙ୍କ ଭାଇ ଥିଲେ । ଏହି ପତ୍ରଟି ଏକ ନିର୍ଦ୍ଦିଷ୍ଟ ମଣ୍ଡଳୀ ପାଇଁ ଉଦ୍ଦିଷ୍ଟ ଥିଲା କି ନାହିଁ ତାହା ସ୍ପଷ୍ଟ ନୁହେଁ ।

### ଯିହୂଦା ପୁସ୍ତକ କେଉଁ ବିଷୟକୁ ଉଲ୍ଲେଖ କରେ?

ମିଥ୍ୟା ଶିକ୍ଷକମାନଙ୍କ ବିରୁଦ୍ଧରେ ବିଶ୍ଵାସୀମାନଙ୍କୁ ସତର୍କ କରାଈବା ପାଇଁ ଯିହୂଦା ଏହି ପତ୍ରଟିକୁ ଲେଖିଛନ୍ତି । ଯିହୂଦା ପ୍ରାୟ ପୁରାତନ ନିୟମକୁ ବୁଝାନ୍ତି । ଯିହୂଦା ଏକ ଯିହୁଦୀ ଖ୍ରୀଷ୍ଟିୟାନ ଦଳକୁ ଏହି ପତ୍ର ଲେଖୁଥିଲେ ବୋଲି ଏହା ଦର୍ଶାଇପାରେ । ଏହି ପତ୍ର ଏବଂ ୨ ପିତରଙ୍କ ପତ୍ରରେ ସମାନ ବିଷୟବସ୍ତୁ ଦେଖିବାକୁ ମିଳେ । ସେମାନେ ଉଭୟ ଦୂତ, ସଦୋମ ଏବଂ ଗୋମୋରା ଏବଂ ମିଥ୍ୟା ଶିକ୍ଷକମାନଙ୍କ ବିଷୟରେ ଉଲ୍ଲେଖ କରନ୍ତି।

### ଏହି ପୁସ୍ତକର ନାମକୁ କିପରି ଅନୁବାଦ କରାଯିବା ଉଚିତ?

ଅନୁବାଦକଗଣ ଏହି ପୁସ୍ତକକୁ ଏହାର ପାରମ୍ପାରିକ ନାମ “ଯିହୂଦା” ବୋଲି ଅନୁବାଦ କରିପାରିବେ । କିମ୍ବା ସେମାନେ ଏହାକୁ “ଯିହୂଦାର ପତ୍ର” କିମ୍ବା “ଯିହୂଦା ଲିଖିତ ପତ୍ର”  ବୋଲି ସ୍ପଷ୍ଟଭାବେ ଅନୁବାଦ କରି ପାରିବେ । (ଦେଖନ୍ତୁ: [[rc://en/ta/man/translate/translate-names]])

## ଭାଗ ୨: ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ସାଂସ୍କୃତିକ ବିଚାରଧାରାଗୁଡ଼ିକ

### ଯିହୂଦା କେଉଁ ଲୋକମାନଙ୍କ ବିରୁଦ୍ଧରେ ଉଲ୍ଲେଖ କରିଥିଲେ?

ଯିହୂଦା ଯେଉଁମାନଙ୍କ ବିରୁଦ୍ଧରେ ଉଲ୍ଲେଖ କରିଥିଲେ ସେମାନେ ବଧହୁଏ ପରବର୍ତ୍ତୀ ସମୟରେ ନାସ୍ତିକ ଭାବରେ ପରିଚିତ ହେଲେ । ଏହି ଶିକ୍ଷକମାନେ ନିଜର ଲାଭ ପାଇଁ ଶାସ୍ତ୍ରର ଶିକ୍ଷାକୁ ବିକୃତ କରିଥିଲେ। ସେମାନେ ଅନୈତିକ  ଜୀବନ ଅତିବାହିତ କରୁଥିଲେ ଏବଂ ଅନ୍ୟମାନଙ୍କୁ ମଧ୍ୟ ସେହିପରି ଜୀବନଯାପନ କରିବାକୁ ଶିକ୍ଷା ଦେଉଥିଲେ।

## ଭାଗ ୩: ଗୁରୁତ୍ୱପୂର୍ଣ୍ଣ ଅନୁବାଦ ସମସ୍ୟାଗୁଡ଼ିକ

### “ତୁମେ” ଏକକ ବଚନ ଏବଂ ବହୁବଚନ

ଏହି ପୁସ୍ତକରେ “ମୁଁ” ଶବ୍ଦ ଯିହୂଦାଙ୍କୁ ବୁଝାଏ । ଆହୁରି, “ତୁମେ” ଶବ୍ଦ ମଧ୍ୟ ସର୍ବଦା ବହୁବଚନ ଅଟେ ଏବଂ ଯିହୂଦାର ପାଠକମାନଙ୍କୁ ବୁଝାଏ । (ଦେଖନ୍ତୁ: @ ଏବଂ @)

### ୨ ପିତରଙ୍କ ପୁସ୍ତକର ମୁଖ୍ୟ ସମସ୍ୟାଗୁଡ଼ିକ କ’ଣ କ’ଣ ଅଟେ?

ନିମ୍ନଲିଖିତ ପଦଗୁଡ଼ିକ ପାଇଁ, କେତେକ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ ମଧ୍ୟରେ ପାର୍ଥକ୍ୟ ଦେଖିବାକୁ ମିଳେ । ULT ପାଠ ଯାହା ଅଧିକାଂଶ ପଣ୍ଡିତମାନେ ମୂଳ ପାଠ ବୋଲି ବିବେଚନା କରନ୍ତି ଏହାକୁ ଅନୁସରଣ କରେ ଏବଂ ଅନ୍ୟ ପାଠକୁ ଏକ ପାଦଟୀକାରେ ଉଲ୍ଲେଖ କରେ । ଯଦି ବାଇବେଲର ଏକ ଅନୁବାଦ ଏହି ଅଞ୍ଚଳରେ ମୁଖ୍ୟ ଭାଷାରେ ଉପଲବ୍ଧଅଛି, ଅନୁବାଦକମାନେ ସେହି ସଂସ୍କରଣରେ ଉଲ୍ଲେଖଥିବା ଥିବା ପଠନକୁ ବ୍ୟବହାର କରିପାରନ୍ତି । ଯଦି ଉପଲବ୍ଧ ନୁହେଁ, ଅନୁବାଦକଗଣ ULT କୁ ଅନୁସରଣ କରିପାରିବେ ।

* “ଯେ ଯୀଶୁ ମିସର ଦେଶରୁ ଲୋକମାନଙ୍କୁ ଉଦ୍ଧାର କରି” [(ପ.୫)](../୦୧/୦୫.md)। କେତେକ ପ୍ରାଚୀନ ପାଣ୍ଡୁଲିପିରେ “ଯେ ପ୍ରଭୁ, ଏକ ଲୋକଦଳକୁ ମିସର ଦେଶରୁ ଉଦ୍ଧାର କରି।”

(ଦେଖନ୍ତୁ: [[rc://en/ta/man/translate/translate-textvariants]]) JUD 1 1 ek3q figs-you 0 General Information: ଯିହୂଦା ଏହି ପତ୍ରର ଲେଖକ ଭାବରେ ଆପଣାର ପରିଚୟ ଦିଅନ୍ତି ଓ ଆପଣା ପାଠକମାନଙ୍କୁ ଅଭିବାଦନ ଜଣାଉଛନ୍ତି I ସେ ସମ୍ଭବତଃ ଯୀଶୁଙ୍କର ଭ୍ରାତା ଥିଲେ I ନୂତନ ନିୟମରେ ଅନ୍ୟ ଦୁଇଜଣ ଯିହୂଦାଙ୍କ ବିଷୟରେ ଉଲ୍ଲେଖ କରାଯାଏ I ଏହି ପତ୍ରରେ ଏହି ପତ୍ରରେ “ତୁମ୍ଭେମାନେ” ଶବ୍ଦ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଏ ଯେଉଁମାନଙ୍କ ନିକଟକୁ ଯିହୁଦା ଲେଖୁଛନ୍ତି ଓ ଏହା ସର୍ବଦା ବହୁବଚନ ଅଟେ I (See: [[rc://or/ta/man/translate/figs-you]]) JUD 1 1 npc3 translate-names Ἰούδας, Ἰησοῦ Χριστοῦ δοῦλος 1 Jude, a servant of ଯିହୂଦା ଯାକୁବଙ୍କ ଭ୍ରାତା ଥିଲେ I ଅନ୍ୟଏକ ଅନୁବାଦରେ: “ମୁଁ ଯିହୂଦା, ଜଣେ ଦାସ” (See: [[rc://or/ta/man/translate/translate-names]]) JUD 1 1 m3v1 ἀδελφὸς ... Ἰακώβου 1 brother of James ଯାକୁବ ଓ ଯିହୂଦା ଯୀଶୁଙ୍କ ଭ୍ରାତା ଥିଲେ I