Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 16:23:18 +00:00
parent a8f4ff8ef5
commit f0287469fd
1 changed files with 1 additions and 0 deletions

View File

@ -324,3 +324,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 1 6 j027 figs-abstractnouns οὐ ποιοῦμεν τὴν ἀλήθειαν 1 we are not doing the truth ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ ପୂର୍ବ ପଦରୁ ନିର୍ଦ୍ଦିଷ୍ଟ ବିଶେଷ୍ୟ “ବାର୍ତ୍ତା” ସହ ଭାବ ବାଚକ ବିଶେଷ୍ୟ **ସତ୍ୟ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ, ଯେହେତୁ ଯୋହନ ଏହି ଅର୍ଥକୁ ପ୍ରକାଶ କଲାପରି ମନେହୁଏ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ଶୁଣିଥିବା ବାର୍ତ୍ତା ଅନୁସାରେ ଜୀବନଯାପନ କରୁ ନାହୁଁ” ( [[rc://en/ta/man/translate/figs-abstractnouns]]ଦେଖନ୍ତୁ)
1JN 1 7 j028 figs-hypo ἐὰν δὲ ἐν τῷ φωτὶ περιπατῶμεν, ὡς αὐτός ἐστιν ἐν τῷ φωτί, κοινωνίαν ἔχομεν μετ’ ἀλλήλων 1 But if we walk in the light as he is in the light, we have fellowship with one another ଯେହେତୁ ଈଶ୍ଵର ପବିତ୍ର ଅଟନ୍ତି ତେଣୁ ଯୋହନ ଆଉ ଏକ ଉପକଳ୍ପିତ  ପରିସ୍ଥିତି ବ୍ୟବହାର କରି ତାହାଙ୍କ  ପାଠକମାନଙ୍କୁ ପବିତ୍ର ଜୀବନଯାପନ କରିବାର ମୂଲ୍ୟ ଏବଂ ଉପକାରଗୁଡ଼ିକୁ ଜାଣିବାରେ ସାହାଯ୍ୟ କରନ୍ତି । ବିକଳ୍ପ ଅନୁବାଦ: “ଯେପରି ସେ ଆଲୋକରେ ଚାଲନ୍ତି ଯଦି ଆମ୍ଭେମାନେ ମଧ୍ୟ ସେହିପରି ଆଲୋକରେ ଚାଲୁ ତେବେ ଆମ୍ଭମାଣେ ପରସ୍ପର ସହ ସହଭାଗିତା ଅଛୁ ” ( [[rc://en/ta/man/translate/figs-hypo]]ଦେଖନ୍ତୁ)
1JN 1 7 j029 figs-metaphor ἐν τῷ φωτὶ περιπατῶμεν 1 we walk in the light ଯୋହନ [1:5](https://create.translationcore.com/01/05.md) ପରି **ଆଲୋକ** ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  ଯାହା ପବିତ୍ର, ସଠିକ୍ ଏବଂ ଭଲକୁ ବୁଝାଏ। ବିକଳ୍ପ ଅନୁବାଦ: “ଯାହା ପବିତ୍ର ତାହା କର” କିମ୍ବା “ଯାହା ଠିକ୍ ତାହା କର” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 1 7 j030 writing-pronouns ὡς αὐτός ἐστιν ἐν τῷ φωτί 1 as he is in the light ସର୍ବନାମ **ସେ** ଈଶ୍ଵରଙ୍କୁ  ବୁଝାଏ।ବିକଳ୍ପ ଅନୁବାଦ: “ଯେପରି ଈଶ୍ଵର ଆଲୋକରେ ଅଛନ୍ତି”( [[rc://en/ta/man/translate/writing-pronouns]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.