Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 06:52:40 +00:00
parent 04e1775484
commit ef97707854
1 changed files with 2 additions and 1 deletions

View File

@ -500,4 +500,5 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 3 15 j193 πᾶς ἀνθρωποκτόνος οὐκ ἔχει ζωὴν αἰώνιον 1 every murderer does not have eternal life ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ କର୍ତ୍ତାକୁ  ନକାରାତ୍ମକ ଏବଂ କ୍ରିୟାକୁ ସକାରାତ୍ମକ କରିପାରିବେ । ବିକଳ୍ପ ଅନୁବାଦ: “ହତ୍ୟାକାରୀମାନଙ୍କର ଅନନ୍ତ ଜୀବନ ନାହିଁ”
1JN 3 15 j194 figs-metaphor ζωὴν αἰώνιον 1 eternal life ଏଠାରେ ଯୋହନ ବର୍ତ୍ତମାନର ବାସ୍ତବତା ବିଷୟରେ କହନ୍ତି ତେଣୁ ଅନନ୍ତ ଜୀବନ ଦ୍ଵାରା ସେ ମୃତ୍ୟୁ ପରେ ଈଶ୍ଵରଙ୍କ ଉପସ୍ଥିତିରେ ଚିରଦିନ ବାସ କରିବେ ନାହିଁ, ଯେଉଁ ବିଷୟରେ ଏହି ଅଭିବ୍ୟକ୍ତି ବର୍ଣ୍ଣନା କରେ । ବରଂ, ଏହାର ଅର୍ଥ ସେହି ଶକ୍ତିକୁ ଯାହା ଈଶ୍ଵର ଏହି ଜୀବନରେ ବିଶ୍ଵାସୀମାନଙ୍କୁ ଦିଅନ୍ତି ଯାହା ସେମାନଙ୍କୁ ପାପ ନ କରିବାକୁ ସାହାଯ୍ୟ କରେ ଏବଂ ଏହା ତାହାଙ୍କୁ ସନ୍ତୁଷ୍ଟ କରେ । ଯିଏ “ହତ୍ୟାକାରୀ”, ତାହା  ମଧ୍ୟରେ ଏହି ଶକ୍ତି କାର୍ଯ୍ୟ କରେ ନାହିଁ । ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କୁ ନୂତନ ଲୋକ ହେବାକୁ ଈଶ୍ଵର  ଦେଉଥିବା ଶକ୍ତି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 16 j195 figs-idiom ἐν τούτῳ ἐγνώκαμεν τὴν ἀγάπην 1 In this we have known love ଏଥିରେ ବାକ୍ୟାଂଶର ଅର୍ଥ “ଆମ୍ଭେମାନେ  ଜାଣୁ” ରୂଢ଼ାତ୍ମକ ଅଭିବ୍ୟକ୍ତି ସହ ସମାନ ଅଟେ ଯାହା ଯୋହନ  ଏହି ପତ୍ରରେ  ଅନେକ ଥର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏହିପରି ଭାବରେ ଆମ୍ଭେମାନେ  ପ୍ରେମ କ’ଣ ତାହା ଜାଣୁ” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 3 16 j196 writing-pronouns ἐκεῖνος 1 that one ପ୍ରମାଣମୂଳକ ସର୍ବନାମ  ସେହି ଜଣକ ଯୀଶୁଙ୍କୁ ସୂଚାଏ । ବିକଳ୍ପ ଅନୁବାଦ: “ଯୀଶୁ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 3 16 j196 writing-pronouns ἐκεῖνος 1 that one ପ୍ରମାଣମୂଳକ ସର୍ବନାମ  **ସେହି ଜଣକ** ଯୀଶୁଙ୍କୁ ସୂଚାଏ । ବିକଳ୍ପ ଅନୁବାଦ: “ଯୀଶୁ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 3 16 j197 figs-metaphor καὶ ἡμεῖς ὀφείλομεν ὑπὲρ τῶν ἀδελφῶν, τὰς ψυχὰς θεῖναι 1 We also ought to lay down our lives for the brothers ଯୋହନ ବୋଧହୁଏ ଆମ୍ଭେମାନେ ଆମ୍ଭମାନଙ୍କର ସହବିଶ୍ଵାସୀମାନଙ୍କ ପାଇଁ ମରିବା ଉଚିତ୍ ବୋଲି ପ୍ରଥମ ସ୍ଥାନରେ କହୁ ନାହାଁନ୍ତି । ବରଂ, ସେ ଏହି ଅଭିବ୍ୟକ୍ତିକୁ ଆଳଙ୍କାରିକ ବ୍ୟବହାର କରି ଆମ୍ଭେମାନେ ଆମ୍ଭମାନଙ୍କ ଜୀବନକୁ ଆମ୍ଭମାନଙ୍କର ସହବିଶ୍ଵାସୀମାନଙ୍କ ପାଇଁ ଆମ୍ଭର ପ୍ରେମକୁ ବଳି ଭାବରେ ପ୍ରକାଶ କରିବା ଉଚିତ । ଯେବେ ଯୀଶୁ “ଆମ୍ଭମାନଙ୍କ ପାଇଁ ନିଜ ଜୀବନ ଉତ୍ସର୍ଗ କଲେ,” ଏହାର ଅର୍ଥ ଆମ୍ଭମାନଙ୍କର ପାଇଁ ମୃତ୍ୟୁ ବରଣ କଲେ । ଏବଂ ଯେହେତୁ ଯୋହନ ଯୀଶୁଙ୍କୁ ଏକ ଉଦାହରଣ ଭାବରେ ପ୍ରକାଶ କରନ୍ତି, ପ୍ରକୃତରେ ଏପରି ପରିସ୍ଥିତି ଆସିପାରେ ଯେବେ ଆମ୍ଭମାନଙ୍କୁ ଅନ୍ୟ କାହା ପାଇଁ ମରିବାକୁ ପଢ଼ିପାରେ । ( [[rc://en/ta/man/translate/figs-metaphor]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.